ଗହ୍ମାପୂର୍ଣ୍ଣିମା, ରାକ୍ଷୀ ବନ୍ଧନ, ବଳଭଦ୍ର ଜନ୍ମ। ଦୈନିକ ପାଞ୍ଜି: ଅଗଷ୍ଟ ୨୬, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅଗଷ୍ଟ , ୨୦୧୮

ଗହ୍ମାପୂର୍ଣ୍ଣିମା, ରାକ୍ଷୀ ବନ୍ଧନ, ବଳଭଦ୍ର ଜନ୍ମ, କେନ୍ଦ୍ରାପଡା ଶ୍ରୀବଳଦେବ ଜୀଉଙ୍କ ଜନ୍ମାଭିଷେକ ବେଶ, ବେଦମାତା ଗାୟତ୍ରୀ ଜୟନ୍ତୀ, ସଂସ୍କୃତ ଦିବସ, ଠାକୁର ନିଗାମାନନ୍ଦ ଜୟନ୍ତୀ, ପ୍ରକୃତି କବି ଗଙ୍ଗାଧର ମେହେର ଜୟନ୍ତୀ, ଉତ୍କଳେ ଝୁଲଣ ଯାତ୍ରା ସମାପନ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ ପ୍ରାତଃ ଘଣ୍ଟା ୫।୩୩।୩୨ସେକେଣ୍ଡ   ସୂର୍ଯ୍ୟାସ୍ତ ସଂଧ୍ୟା ଘଣ୍ଟା ୬।୩।୫୧ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ  ସିଂହ ୧୦ ଦିନ ରାଷ୍ଟ୍ରିୟ ଭାଦ୍ରବ ୪ଦିନ ରବିବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଶ୍ରାବଣମାସ ଶୁକ୍ଳପକ୍ଷ  ସଂଧ୍ୟା ଘଣ୍ଟା ୫୨୬୫୮ସେକେଣ୍ଡ ପରେ  ଭାଦ୍ରବ କୃଷ୍ଣପକ୍ଷ

ପୂର୍ଣ୍ଣିମାତିଥୀ ସଂଧ୍ୟା ଘଣ୍ଟା ୫।୨୬।୫୮ସେକେଣ୍ଡ,

ଧନିଷ୍ଠାନକ୍ଷତ୍ର ଦିବା ଘଣ୍ଟା ୧୨।୩୬।୨୩ସେକେଣ୍ଡ, କୁମ୍ଭଚନ୍ଦ୍ର ଅହୋରାତ୍ର

ଅତିଗଣ୍ଡଯୋଗ ରାତ୍ର ଘଣ୍ଟା ୮।୪୬।୩୦ସେକେଣ୍ଡ

ବବକରଣ ସଂଧ୍ୟା ଘଣ୍ଟା ୫।୨୬।୫୮ସେକେଣ୍ଡ, ବାଳବକରଣ ଅହୋରାତ୍ର

ରବ୍ୟଂଶଽ ୮।୩୭।୧୮, ସୂକ୍ଷ୍ମଚନ୍ଦ୍ର ରା୧୦।୩।୬।୫୪

ଦିନମାନ ଘଣ୍ଟା ୧୨।୩୦।୨୯ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୨୯।୩୧ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ବାୟବ୍ୟେ ସଂଧ୍ୟା ଘଣ୍ଟା ୫।୨୬।୫୮ସେକେଣ୍ଡ ଗତେ ପୂର୍ବେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ସଂଧ୍ୟା ଘଣ୍ଟା ୫।୨୬।୫୮ସେକେଣ୍ଡ ମଧ୍ୟେ ଆମିଷ, ତେଲ ଓ ସ୍ତ୍ରୀ ପୁରୁଷ ସହବାସ ନିଷେଦ୍ଧ ଓ ପରେ ପାଣି କଖାରୁ ନ ଖାଇଲେ ଭଲ।

ଶୁଭସମୟ-

ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ସକାଳ ଘଣ୍ଟା ୬-୨୦ ମିନିଟ୍‌, ଦିବା ଘଣ୍ଟା ୧-୦୦ ମିନିଟ୍‌ ରୁ ଘଣ୍ଟା ୧-୫୦ ମିନିଟ୍‌, ରାତ୍ର ଘଣ୍ଟା ୬-୪୬ ମିନିଟ୍‌ ରୁ ଘଣ୍ଟା ୭-୩୨ ମିନିଟ୍‌, ରାତ୍ର ଘଣ୍ଟା ୧୨-୮ ମିନିଟ୍‌ ରୁ ଘଣ୍ଟା ୩-୧୨ ମିନିଟ୍‌, ଅମୃତ ଦିବା ଘଣ୍ଟା ୬-୨୦ ମିନିଟ୍‌ ରୁ ଘଣ୍ଟା ୯-୪୦ ମିନିଟ୍‌, ରାତ୍ର ଘଣ୍ଟା ୭-୩୨ ମିନିଟ୍‌ ରୁ ଘଣ୍ଟା ୯-୪ମିନିଟ୍‌।

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୧୨।୩୬।୨୩ସେକେଣ୍ଡ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ମିଥୁନ, ମୀନ ରାଶିର ଘାତଚନ୍ଦ୍ର। ମେଷ ରାଶିର ଘାତବାର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ଗଣ୍ଡଦୋଷ ନାସ୍ତି। ରଜଶ୍ଚକ୍ରେ-ସର୍ବସମ୍ପନ୍ନା।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ଏକପାଦ ବାରଦୋଷ।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୪।୨୮ ମିନିଟ୍ ରୁ ଘଣ୍ଟା ୬।୨ ମିନିଟ୍, ବାରବେଳା ଓ କାଳବେଳା-ଦିବା ଘଣ୍ଟା ୧୦।୧୩ ମିନିଟ୍ ରୁ ଘଣ୍ଟା ୧।୨୧ ମିନିଟ୍, କାଳ ରାତ୍ରି- ରାତ୍ର ଘଣ୍ଟା ୧।୧୪ ମିନିଟ୍ ରୁ ଘଣ୍ଟା ୨।୪୦ ମିନିଟ୍।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରାଶି-୪।୮।୩୭।୧୮, ଚନ୍ଦ୍ର ରାଶି-୧୦।୩।୬।୫୪, ମଙ୍ଗଳ ରାଶି-୯।୪।୩୩।୧୨,  ବୁଧ ରାଶି-୩।୨୦।୨୧।୩୪, ବୃହସ୍ପତି ରାଶି-୬।୨୨।୧୭।୪୨, ଶୁକ୍ର ରାଶି-୫।୨୪।୧୩।୨୨, ଶନି ରାଶି-୮।୮।୩୧।୩୩, ରାହୁ ରାଶି-୩।୧୧।୪୨।୪୪, କେତୁ ରାଶି-୯।୧୧।୪୩।୪୮।

ଉଦୟଲଗ୍ନ-

ପ୍ରାତଃ ଘଣ୍ଟା ୪।୪୯ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୭।୨ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୯।୧୦ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୧।୨୨ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୧।୩୬ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୩।୪୨ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୫।୩୧ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୭।୭ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୮।୪୦ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୧୦।୨୩ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୨।୨୩ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୨।୩୫ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ପ୍ରାତଃ ଘଣ୍ଟା ୪।୪୯ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ସବୁଦ୍ରବ୍ୟ କ୍ରୟବିକ୍ରୟ, ଔଷଧ କରଣ, ନୃତ୍ୟ ଗୀତ ବାଦ୍ୟାରମ୍ଭ, ନାଟ୍ୟାରମ୍ଭ, ଖଡ୍ଗଧାରଣ, ଋଣଦାନ ଓ ଋଣଗ୍ରହଣ, ଆରୋଗ୍ୟ ସ୍ନାନ ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ଦିବା ଘଣ୍ଟା ୧୨।୩୬।୨୩ସେକେଣ୍ଡ ମଧ୍ୟେ ଧନିଷ୍ଠାନକ୍ଷତ୍ର  କୁମ୍ଭରାଶି ମଙ୍ଗଳମହାଦଶାରେ ଜନ୍ମହୋଇଛି। ଦିବା ଘଣ୍ଟା ୧୨।୩୬।୨୩ସେକେଣ୍ଡ ପରେ ଶତଭିଷାନକ୍ଷତ୍ର  କୁମ୍ଭରାଶି ରାହୁମହାଦଶାରେ ଜନ୍ମହୋଇଛି  ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!