ମୋହିନୀ ଏକାଦଶ୍ୟୁପବାସ। ଆଜିର ପାଞ୍ଜି: ଅପ୍ରେଲ ୨୬, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅପ୍ରେଲ ୨୬, ୨୦୧୮

ମୋହିନୀ ଏକାଦଶ୍ୟୁପବାସ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ ମେଷ ଦ୫|୫୬|୪୬ ଇଂ ପ୍ରାତଃ ଘ ୫|୨୧|୧୮ସେ

ସୂର୍ଯ୍ୟାସ୍ତ ତୁଳା ଦ୫|୧୩|୨୨  ଇଂ ସଂଧ୍ୟା ଘ ୬|୧|୧୫ସେ

ଉଡ୍ରାବ୍ଦ ୧୪୨୫ସାଲ ମେଷ ୧୩ ଦିନ ରାଷ୍ଟ୍ରିୟ ବୈଶାଖମାସ ୬ ଦିନ ଗୁରୁବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ବୈଶାଖମାସ, ଶୁକ୍ଳପକ୍ଷ, ଏକାଦଶୀତିଥି ସକାଳ ଘଣ୍ଟା ୯|୨୦|୩୧ସେକେଣ୍ଡ୍,

ପୂର୍ବା ଫାଲଗୁନୀ ନକ୍ଷତ୍ର ଦିବା ଘଣ୍ଟା ୨|୨୬|୩ସେକେଣ୍ଡ୍, ସିଂହଚନ୍ଦ୍ର ରାତ୍ର ଘଣ୍ଟା ୮|୧୮ମିନିଟ୍,

ଧୃବଯୋଗ ଦିବା ଘଣ୍ଟା ୪|୩୯|୬ସେକେଣ୍ଡ୍,

ବିଷ୍ଟିକରଣ ସକାଳ ଘଣ୍ଟା ୯|୨୦|୩୧ସେକେଣ୍ଡ୍, ବବକରଣ ରାତ୍ର ଘଣ୍ଟା ୮|୪୧|୨୪ସେକେଣ୍ଡ୍,

ରବ୍ୟଂଶଽ୧୧|୩୬|୫୪, ସୂକ୍ଷ୍ମଚନ୍ଦ୍ର ରାଶି ୪|୨୧|୨୮|୩୭,

ଦିନମାନ ଘଣ୍ଟା ୧୨|୩୯|୫୭ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧|୨୦|୩ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଅଗ୍ନିକୋଣେ ସକାଳ ଘଣ୍ଟା ୯|୨୦|୩୧ସେକେଣ୍ଡ୍ ଗତେ ନୈଋତକୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ସକାଳ ଘଣ୍ଟା ୯|୨୦|୩୧ସେକେଣ୍ଡ୍ ମଧ୍ୟେ ଶିମ୍ବ ଓ ପରେ ପୋଇ, ମସୁରଡାଲି ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା-ରାତ୍ର ଘଣ୍ଟା ୨।୨୦ ମିନିଟ୍ ରୁ ଘଣ୍ଟା ୩।୫ମିନିଟ୍ ମଧ୍ୟେ। ମାହେନ୍ଦ୍ର- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୭।୩ ମିନିଟ୍, ଦିବା ଘଣ୍ଟା ୧୦।୨୫ ମିନିଟ୍ ରୁ ଘଣ୍ଟା ୧୨।୫୭ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ରାତ୍ର ଘଣ୍ଟା ୮|୧୮|୦ସେକେଣ୍ଡ୍ ଗତେ ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୨|୨୬|୩ସେକେଣ୍ଡ୍ ଗତେ ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର-

ତୁଳା, କୁମ୍ଭ ରାଶିର ଘାତବାର। କର୍କଟ ରାଶିର ଘାତଚନ୍ଦ୍ର ଓ ରାତ୍ର ଘଣ୍ଟା ୮|୧୮ମିନିଟ ଗତେ ବୃଷ ରାଶିର ଘାତଚନ୍ଦ୍ର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ସକାଳ ଘଣ୍ଟା ୬।୯ ମିନିଟ୍ ମଧ୍ୟେ ସାତମାସ ଗଣ୍ଡଦୋଷ ଯୋଗେ ପ୍ରତିକାର କରଣୀୟ ଓ ରଜଶ୍ଚକ୍ରେ କଳହୀ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଦ୍ଵାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ସକାଳ ଘଣ୍ଟା ୯|୨୦|୩୧ସେକେଣ୍ଡ୍ ଗତେ ଏକପାଦ ତିଥିଦୋଷ ଓ ଦିବା ଘଣ୍ଟା ୨|୨୬|୩ସେକେଣ୍ଡ୍  ପରେ ଦ୍ଵିପାଦ ତିଥି ଓ ନକ୍ଷତ୍ରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୧|୧୮ ମିନିଟ୍ ରୁ ଘଣ୍ଟା ୨|୫୩ ମିନିଟ୍ ମଧ୍ୟେ। ବାରବେଳା- ଦିବା ଘଣ୍ଟା ୪|୨୮ ମିନିଟ୍ ରୁ ସଂଧ୍ୟା ଘଣ୍ଟା ୬|୩ମିନିଟ୍ ମଧ୍ୟେ। କାଳବେଳା- ଦିବା ଘଣ୍ଟା ୨|୫୩ମିନିଟ୍ ରୁ ଘଣ୍ଟା ୪|୨୮ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୧୧|୪୩ମିନିଟ୍ ରୁ ଘଣ୍ଟା ୧|୧୮ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୦।୧୧।୩୬।୫୪- ଚନ୍ଦ୍ରରାଶି-୪।୨୧।୨୯।୩୭-, ମଙ୍ଗଳରାଶି-୮|୨୬|୫୮|୫୭-, ବୁଧରାଶି-୧୧|୧୫|୪|୩୪-, ବୃହସ୍ପତିରାଶି-୬|୨୫|୫୩|୫୮-, ଶୁକ୍ରରାଶି-୧|୭|୨୯|୩-, ଶନିରାଶି-୮|୧୪|୫୮|୩୩-, ରାହୁରାଶି-୯|୧୭|୪୯|୪୪-, କେତୁରାଶି-୯|୧୭|୪୯|୪୪-।

ଆଜିରଲଗ୍ନ

ନିଶାନ୍ତ ୪ଟା ୪୦ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ୬ଟା ୨୭ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୮ଟା ୨୬ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧୦ଟା ୩୯ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧୨ଟା ୫୩ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୩ଟା ୨ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୫ଟା ୯ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୭ଟା ୨୧ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୯ଟା ୩୬ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧୧ଟା ୪୨ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧ଟା ୩୧ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୩ ଟା ୭ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୪ଟା ୪୦ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ବାକ୍ୟଦାନ, ନିର୍ବନ୍ଧ, କୋର୍ଟବିବାହ,  ଅଳଙ୍କାରଧାରଣ, ବ୍ରତପୋନୟନ, ନବବଧୁଯାତ୍ରା, ପ୍ରଥମ ଯୁବତୀସଂଭୋଗ, ଭୂମିପୂଜନ, ଗୃହପ୍ରତିଷ୍ଠା ଓ ପ୍ରବେଶ, ବାଣିଜ୍ୟକରଣ, କ୍ରୟବିକ୍ରୟ, ମନ୍ଦିର ନିର୍ମାଣ, ଦେବତାପ୍ରତିଷ୍ଠା, ଜଳାଶୟାରମ୍ଭ, ଜଳାଶୟପ୍ରତିଷ୍ଠା, ବିଦ୍ୟାରମ୍ଭ, ନୌକାଚାଳନା, ଦିକ୍ଷାଗ୍ରହଣ, ଔଷଧସେବନ, ଧାନ୍ୟସ୍ଥାପନ, ନାଟ୍ୟାରମ୍ଭ ବା ଚଳଚ୍ଚିତ୍ର କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘଣ୍ଟା ୨|୨୬|୩ସେକେଣ୍ଡ୍ ମଧ୍ୟେ ପୂର୍ବାଫାଲଗୁନୀ ନକ୍ଷତ୍ର ସିଂହରାଶି ଶୁକ୍ରମହାଦଶାରେ ଜନ୍ମହୋଇଛି । ଦିବା ଘଣ୍ଟା ୨|୨୬|୩ସେକେଣ୍ଡ୍ ପରେ ଓ ରାତ୍ର ଘଣ୍ଟା ୮|୧୮ମିନିଟ୍ ମଧ୍ୟରେ ଉତ୍ତରାଫାଲଗୁନୀ ନକ୍ଷତ୍ର ସିଂହରାଶି ରବିମହାଦଶାରେ ଜନ୍ମହୋଇଛି ଏବଂ ରାତ୍ର ଘଣ୍ଟା ୮|୧୮ମିନିଟ୍ ପରେ ଉତ୍ତରାଫାଲଗୁନୀ ନକ୍ଷତ୍ର କନ୍ୟାରାଶି ଓ ରବିମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!