ସର୍ବସମ୍ମତ ପୁରୁଷୋତ୍ତମ ଏକାଦଶୀ। ଆଜିର ପାଞ୍ଜି: ମଇ ୨୫, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମଇ ୨୫ , ୨୦୧୮

ସର୍ବସମ୍ମତ ପୁରୁଷୋତ୍ତମ ଏକାଦଶୀ   

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ   ପ୍ରାତଃ ଘ ୫|୮|୨୯ସେ

ସୂର୍ଯ୍ୟାସ୍ତ       ସଂଧ୍ୟା ଘ ୬|୧୨|୧୩ସେ

ଉଡ୍ରାବ୍ଦ ୧୪୨୫ସାଲ ବୃଷ ୧୧ ଦିନ ରାଷ୍ଟ୍ରିୟ ଜ୍ୟେଷ୍ଠମାସ ୪ ଦିନ ଶୁକ୍ରବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମଳ ଜ୍ୟେଷ୍ଠମାସ, ଶୁକ୍ଳପକ୍ଷ, ଏକାଦଶୀତିଥି ସଂଧ୍ୟା ଘଣ୍ଟା ୫|୪୮|୬ସେକେଣ୍ଡ୍

ହସ୍ତା ନକ୍ଷତ୍ର ରାତ୍ର ଘଣ୍ଟା ୭|୫୯|୧୪ସେକେଣ୍ଡ୍, କନ୍ୟାଚନ୍ଦ୍ର ଅହୋରାତ୍ର,

ସିଦ୍ଧିଯୋଗ ରାତ୍ର ଘଣ୍ଟା ୭|୩୫|୯ସେକେଣ୍ଡ୍,

ବାଣିଜ୍ୟକରଣ ସକାଳ ଘଣ୍ଟା ୬| ୩୧ସେକେଣ୍ଡ୍, ବିଷ୍ଟିକରଣ ସଂଧ୍ୟା ଘଣ୍ଟା ୫|୪୮|୬ସେକେଣ୍ଡ୍,

ରବ୍ୟଂଶଽ୯|୩୮|୨୮, ସୂକ୍ଷ୍ମଚନ୍ଦ୍ର ରାଶି ୫|୧୫|୧୧|୨୩,

ଦିନମାନ ଘଣ୍ଟା ୧୩|୩|୪୪ସେକେଣ୍ଡ୍, ନିଶାମାନ ଘଣ୍ଟା ୧୦|୫୬|୧୬ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

 ଯୋଗିନୀବାସ-

ଯୋଗିନୀ ଅଗ୍ନିକୋଣେ ସଂଧ୍ୟା ଘଣ୍ଟା ୫|୪୮|୬ସେକେଣ୍ଡ୍ ଗତେ ନୈଋତକୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ସଂଧ୍ୟା ଘଣ୍ଟା ୫|୪୮|୬ସେକେଣ୍ଡ୍ ମଧ୍ୟେ ଶିମ୍ବ ଓ ପରେ ପୋଇ, ମସୁରଡ଼ାଲି ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଶୁଭସମୟ–

ଅମୃତବେଳା- ଦିବା ଘଣ୍ଟା ୧୨।୭ ମିନିଟ୍ ରୁ ଘଣ୍ଟା ୨।୪୪ ମିନିଟ୍, ସୂର୍ଯ୍ୟାସ୍ତରୁ ରାତ୍ର ଘଣ୍ଟା ୮।୨୪ ମିନିଟ୍, ରାତ୍ର ଘଣ୍ଟା ୧୨।୪୬ ମିନିଟ୍, ରୁ ଘଣ୍ଟା ୨।୫୭ ମିନିଟ୍,  ରାତ୍ର ଘଣ୍ଟା ୩।୪୧ ମିନିଟ୍ ରୁ ଘଣ୍ଟା ୫।୮ ମିନିଟ୍ ମଧ୍ୟେ। ମାହେନ୍ଦ୍ର- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୬ଟା ରୁ ଘଣ୍ଟା ୬।୫୩ ମିନିଟ୍, ଦିବା ଘଣ୍ଟା ୯।୩୦ ମିନିଟ୍ ରୁ ଘଣ୍ଟା ୧୦।୨୨ ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି। 

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୭|୫୯|୧୪ସେକେଣ୍ଡ୍ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର –

ବିଛା, ଧନୁ, ମୀନ ରାଶିର ଘାତବାର। ବୃଷ ରାଶିର ଘାତଚନ୍ଦ୍ର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ରଜଶ୍ଚକ୍ରେ ସୁଭଗା ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ଦୋଷ ନାହିଁ।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୧୦|୪ ମିନିଟ୍ ରୁ ଘଣ୍ଟା ୧୧|୪୨ ମିନିଟ୍ ମଧ୍ୟେ। ବାରବେଳା- ସକାଳ ଘଣ୍ଟା ୮|୨୭ ମିନିଟ୍ ରୁ ଘଣ୍ଟା ୧୦|୫ ମିନିଟ୍ ମଧ୍ୟେ। କାଳବେଳା- ଦିବା ଘଣ୍ଟା ୧୦|୫ ମିନିଟ୍ ରୁ ଘଣ୍ଟା ୧୧|୪୩ ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୮|୫୮ ମିନିଟ୍ ରୁ ଘଣ୍ଟା ୧୦|୨୦ ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୧।୯।୩୮।୨୮-, ଚନ୍ଦ୍ରରାଶି-୫।୧୫।୧୧।୨୩-,  ମଙ୍ଗଳରାଶି-୯|୯|୭|୨୯-,

ବୁଧରାଶି-୦|୨୫|୪୮|୧୭-, ବୃହସ୍ପତିରାଶି-୬|୨୨|୧୭|୩୨-, ଶୁକ୍ରରାଶି-୨|୧୨|୨୩|୨୪-,

ଶନିରାଶି-୮|୧୩|୫୮|୩୦-, ରାହୁରାଶି-୯|୧୩|୪୯|୪୫-, କେତୁରାଶି-୯|୧୩|୪୯|୪୫-।

ଆଜିରଲଗ୍ନ

ନିଶାନ୍ତ ୪ଟା ୨୯ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୬ଟା ୩୨ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୮ଟା ୪୫ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧୦ଟା ୫୯ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୧ଟା ୮ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୩ଟା ୧୫ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୫ଟା ୨୭ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୭ଟା ୪୨ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୯ଟା ୪୮ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧୧ଟା ୩୭ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୧ ଟା ୧୩ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୨ଟା ୪୬ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ନିଶାନ୍ତ ୪ଟା ୨୯ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। 

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ପ୍ରଥମ ଯୁବତୀସଂଭୋଗ, ଦେବତାଗଠନ, ନୂତନ ଅକ୍ଷର ଆରମ୍ଭ, ନୌକାଚାଳନା, ଯାନକ୍ରୟ ଓ ଆରୋହଣ, ନାମକରଣ, ନିଷ୍କ୍ରାମଣ, ଔଷଧ କରଣ ଓ ସେବନ, ନାଟ୍ୟାରମ୍ଭ ବା ଚଳଚ୍ଚିତ୍ର, ଅନ୍ନପ୍ରାଶନ୍ନ, ଋଣଦାନ ଓ ଗ୍ରହଣ, ଧାନ୍ୟସ୍ଥାପନ, ବିହନବୁଣା, ହଳଆରମ୍ଭ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାତ୍ର ଘଣ୍ଟା ୭|୫୯|୧୪ସେକେଣ୍ଡ୍ ମଧ୍ୟେ ହସ୍ତା ନକ୍ଷତ୍ର ନକ୍ଷତ୍ର କନ୍ୟାରାଶି ଚନ୍ଦ୍ରମହାଦଶାରେ ଜନ୍ମହୋଇଛି। ରାତ୍ର ଘଣ୍ଟା ୭|୫୯|୧୪ସେକେଣ୍ଡ୍ ପରେ ଚିତ୍ରାନକ୍ଷତ୍ର କନ୍ୟାରାଶି ମଙ୍ଗଳମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!