ଅଶୋକାଷ୍ଟମୀ, ଶ୍ରୀରାମ ନବମୀବ୍ରତ, ଲିଙ୍ଗରାଜଦେବଙ୍କ ଯାତ୍ରା, ମୃଣ୍ମୟୀ ଦେବୀଙ୍କ ଅଷ୍ଟମୀ ପୂଜା, ଅନ୍ନପୂର୍ଣ୍ଣା ପୂଜା, ସମସ୍ତ ଦେବୀ ପୀଠରେ ଓ ମା’ ମଙ୍ଗଳାଙ୍କର ନବମୀ ପୂଜା, ମା’ମଙ୍ଗଳାଙ୍କର କାତ୍ୟାୟନୀ ବେଶ, ହୋମ ଓ ପୁଷ୍ପାପ୍ତବଳି ରାତ୍ରେ ସନ୍ଧିପୂଜା। ଆଜି ଯନ୍ତ୍ରଜ୍ୟୋତିଷ କାର୍ଯ୍ୟ।ଳୟରେ ନବରାତ୍ରର ପୁଜ୍ୟାଦେବୀ ମା’ ମହାଗୌରୀଦେବୀଙ୍କ ଷୋଡଶ ଉପଚାର ପୂଜା ଓ ଯଜ୍ଞ ହେବା ସହ ସନ୍ଧିପୂଜା ଅନୁଷ୍ଠିତ ହେବ। ଆଜିର ପାଞ୍ଜି: ମାର୍ଚ୍ଚ ୨୫, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମାର୍ଚ୍ଚ ୨୫, ୨୦୧୮

ଅଶୋକାଷ୍ଟମୀ, ଶ୍ରୀରାମ ନବମୀବ୍ରତ, ଲିଙ୍ଗରାଜଦେବଙ୍କ ଯାତ୍ରା, ମୃଣ୍ମୟୀ ଦେବୀଙ୍କ ଅଷ୍ଟମୀ ପୂଜା, ଅନ୍ନପୂର୍ଣ୍ଣା ପୂଜା, ସମସ୍ତ ଦେବୀ ପୀଠରେ ଓ ମା ମଙ୍ଗଳାଙ୍କର ନବମୀ ପୂଜା, ମାମଙ୍ଗଳାଙ୍କର କାତ୍ୟାୟନୀ ବେଶ, ହୋମ ଓ ପୁଷ୍ପାପ୍ତବଳି ରାତ୍ରେ ସନ୍ଧିପୂଜା। ଆଜି ଯନ୍ତ୍ରଜ୍ୟୋତିଷ କାର୍ଯ୍ୟ।ଳୟରେ ନବରାତ୍ରର ପୁଜ୍ୟାଦେବୀ ମା ମହାଗୌରୀଦେବୀଙ୍କ ଷୋଡଶ ଉପଚାର ପୂଜା ଓ ଯଜ୍ଞ ହେବା ସହ ସନ୍ଧିପୂଜା ଅନୁଷ୍ଠିତ ହେବ।    

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବିବାହ ବିଳମ୍ବ ହେଉଥିଲେ କିମ୍ବା ସନ୍ତାନ କାମନା କରୁଥିଲେ ସ୍ଵାମୀ ସ୍ତ୍ରୀ ଉଭୟ ଆଜି ରାତି ୧୧ଟା ଠାରୁ ୧ଟା ମଧ୍ୟରେ ରାହୁମହାଗ୍ରହଙ୍କ ଇଷ୍ଟଦେବୀ ନବରାତ୍ରର ପୁଜ୍ୟାଦେବୀ ମା ମହାଗୌରୀଦେବୀଙ୍କୁ ମନ ମଧ୍ୟରେ ଧ୍ୟାନକରି “ଔଁ ଶ୍ଵେତାମ୍ବରଧରାଦେବୀ ମହାଗୌର୍ଜେୟୀ ନମଃ” ଏହି ମନ୍ତ୍ରକୁ ୧୦୮୦  ଥର ଶ୍ଵେତଚନ୍ଦନ ମାଳରେ ଜପକଲେ ତିନିମାସ ମଧ୍ୟରେ ବିବାହ ନିଶ୍ଚୟ ହେବ ଓ ସନ୍ତାନ କଷ୍ଟଦୂର ହେବ।      

ସୂର୍ଯ୍ୟଉଦୟ ମୀନ ଦ୫|୫୬|୪୬ ଇଂ ପ୍ରାତଃ ଘ ୫|୪୬|୫୧ସେ

ସୂର୍ଯ୍ୟାସ୍ତ କନ୍ୟା ଦ୫|୧୩|୨୨  ଇଂ ସଂଧ୍ୟା ଘ ୫|୫୨|୭ସେ

ଉଡ୍ରାବ୍ଦ ୧୪୨୫ସାଲ ମୀନ ୧୧ଦିନ ରାଷ୍ଟ୍ରିୟ ଚୈତ୍ରମାସ ୪ଦିନ ରବିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ:- ଚୈତ୍ରମାସ, ଶୁକ୍ଳପକ୍ଷ, ଅଷ୍ଟମୀତିଥି ସକାଳ ଘଣ୍ଟା ୮। ୩ ମିନିଟ୍

ଆର୍ଦ୍ରା ନକ୍ଷତ୍ର ଦିବା ଘଣ୍ଟା ୨।୨୦।୫୦ସେକେଣ୍ଡ୍, ମିଥୁନଚନ୍ଦ୍ର ଅହୋରାତ୍ର,

ଶୋଭନଯୋଗ ରାତ୍ର ଘଣ୍ଟା ୧୨।୧।୨୪ସେକେଣ୍ଡ୍,

ବବକରଣ ସକାଳ ଘଣ୍ଟା ୮। ୩ ମିନିଟ୍ ବାଳବକରଣ ସଂଧ୍ୟା ଘଣ୍ଟା ୬।୫୮ ମିନିଟ୍

ରବ୍ୟଂଶଽ୧୦।୧୨।୧୦, ସୂକ୍ଷ୍ମଚନ୍ଦ୍ର ରାଶି ୨।୧୪।୫୭।୨,

ଦିନମାନ ଘଣ୍ଟା ୧୨।୫।୧୬ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧।୫୪।୪୪ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଐଶାନ୍ୟେ ସକାଳ ଘଣ୍ଟା ୮। ୩ ମିନିଟ୍ ଗତେ ପୂର୍ବେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ସକାଳ ଘଣ୍ଟା ୮। ୩ ମିନିଟ୍ ମଧ୍ୟେ ନଡ଼ିଆ ଓ ପରେ ଲାଉ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା-ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୬।୩୫ମିନିଟ୍ ରୁ ଘଣ୍ଟା ୯।୪୯ମିନିଟ୍, ରାତ୍ର ଘଣ୍ଟା ୭।୨୭ ମିନିଟ୍ ରୁ ଘଣ୍ଟା ୯।୩ମିନିଟ୍ ମଧ୍ୟେ। ମାହେନ୍ଦ୍ର- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୬।୩୫ମିନିଟ୍, ଦିବା ଘଣ୍ଟା ୧।୨ମିନିଟ୍ ରୁ ଘଣ୍ଟା ୧।୫୦ମିନିଟ୍, ସଂଧ୍ୟା ଘଣ୍ଟା ୬।୪୦ମିନିଟ୍ ରୁ ଘଣ୍ଟା ୭।୨୭ମିନିଟ୍, ରାତ୍ର ଘଣ୍ଟା ୧୨।୧୩ମିନିଟ୍ ରୁ ଘଣ୍ଟା ୩।୨୪ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର,  କୁମ୍ଭ ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୨।୨୦।୫୦ସେକେଣ୍ଡ୍ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

କନ୍ୟା ରାଶିର ଘାତଚନ୍ଦ୍ର। ମେଷ ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଦିବା ଘଣ୍ଟା ୨।୨୦।୫୦ସେକେଣ୍ଡ୍ ମଧ୍ୟେ ପାଞ୍ଚମାସ ଗଣ୍ଡଦୋଷ ଓ ରଜଶ୍ଚକ୍ରେ କଳହୀ ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଏକପାଦ ବାରଦୋଷ ଏବଂ ଦିବା ଘଣ୍ଟା ୨।୨୦।୫୦ସେକେଣ୍ଡ୍ ଗତେ ଦ୍ଵିପାଦ ବାର ଓ ନକ୍ଷତ୍ରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍। 

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୪|୨୩ମିନିଟ୍ ରୁ ଘଣ୍ଟା ୫|୫୪ମିନିଟ୍ ମଧ୍ୟେ। ବାରବେଳା- ଦିବା ଘଣ୍ଟା ୧୦|୨୧ମିନିଟ୍ ରୁ ଘଣ୍ଟା ୧୧|୫୨ମିନିଟ୍ ମଧ୍ୟେ। କାଳବେଳା – ଦିବା ଘଣ୍ଟା ୧୧|୫୨ମିନିଟ୍ ରୁ ଘଣ୍ଟା ୧|୨୨ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୧|୨୦ମିନିଟ୍ ରୁ ଘଣ୍ଟା ୨|୫୦ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବିରାଶି-୧୧।୧୦।୧୨।୧୦-୨୬/୧୨, ଚନ୍ଦ୍ରରାଶି-୨।୧୪।୫୭।୨-୬/୩, ମଙ୍ଗଳରାଶି-୮|୧୦|୪|୩୪-୧୯/୯, ବୁଧରାଶି-୧୧|୨୨|୩୨|୫୬-୨୭/୧୨, ବୃହସ୍ପତିରାଶି-୬|୨୮|୪୫|୧-୧୬/୭, ଶୁକ୍ରରାଶି-୧୧|୨୮|୧୫|୫୧-୨୭/୧୨, ଶନିରାଶି-୮|୧୪|୩୩|୨୬-୨୦/୯, ରାହୁରାଶି-୩|୧୯|୪୯|୨୬-୯/୪, କେତୁରାଶି-୯|୧୯|୪୯|୨୬-୨୨/୧୦।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଆଜିରଲଗ୍ନ

ପ୍ରାତଃ ୫ ଟା ୧୨ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୬ଟା ୫୦ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ୮ଟା ୩୩ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୧୦ଟା ୩୨ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧୨ଟା ୪୫ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୨ଟା ୫୯ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୫ଟା ୮ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୭ଟା ୧୫ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୯ଟା ୨୭ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୧୧ଟା ୪୨ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧ଟା ୪୮ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୩ଟା ୩୬ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୫ ଟା ୧୨ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ନାହିଁ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘଣ୍ଟା ୨।୨୦।୫୦ ସେକେଣ୍ଡ୍ ମଧ୍ୟେ ଆର୍ଦ୍ରା ନକ୍ଷତ୍ର ମିଥୁନରାଶି ଓ ରାହୁ ମହାଦଶାରେ ଜନ୍ମ ବୋଲି ଜାଣିବେ। ଦିବା ଘଣ୍ଟା ୨।୨୦।୫୦ ସେକେଣ୍ଡ୍  ପରେ  ପୁନର୍ବସୁ  ନକ୍ଷତ୍ର ମିଥୁନରାଶି ଓ ଗୁରୁ ମହାଦଶାରେ ଜନ୍ମ ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!