ଦୈନିକ ପାଞ୍ଜି: ଜୁନ୍ ୨୫, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁନ୍ ୨୫, ୨୦୧୮

ସୂର୍ଯ୍ୟୋଦୟ   ପ୍ରାଘ୫।୧୦।୧ସେ   ଚନ୍ଦ୍ରୋଦୟ ଦିଘ୪।୩ମି.

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ  ସଂଘ୬।୨୨।୪ସେ       ଚନ୍ଦ୍ରାସ୍ତ ରାଘ୩।୩୫ମି.

ଆଜିର ପଞ୍ଚାଙ୍ଗ-

ଉଡ୍ରାବ୍ଦ ୧୪୨୫ସାଲ ମିଥୁନ ୧୧ ଦିନ ରାଷ୍ଟ୍ରିୟ ଆଷାଢ ୪ ଦିନ ସୋମବାର

ଚାନ୍ଦ୍ରମାନ, ଜ୍ୟେଷ୍ଠମାସ ଶୁକ୍ଳପକ୍ଷ, ତ୍ରୟୋଦଶୀତିଥି ଅହୋରାତ୍ର, ଅନୁରାଧାନକ୍ଷତ୍ର ଅହୋରାତ୍ର

ବିଛାଚନ୍ଦ୍ର ଅହୋରାତ୍ର, ସାଧ୍ୟଯୋଗ ରାଘ୧୨।୨୬।୪୨

କୌଳବକରଣ ସଂଘ୫।୩୬।୩୮, ତୈତିଳକରଣ ଅହୋରାତ୍ର

ରବ୍ୟଂଶଽ ୯।୧୭।୫୩, ସୂକ୍ଷ୍ମଚନ୍ଦ୍ର ରା୭।୩।୨୪।୧୩

ଦିନମାନ ଘ୧୩।୧୨।୩, ରାତ୍ରମାନ ଘ୧୦।୪୭।୫୭

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ-

ଦକ୍ଷିଣେ ଅହୋରାତ୍ରରେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ରାତ୍ର ଶେଷ ପର୍ଯ୍ୟନ୍ତ ବାଇଗଣ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ଦିଘ୮-୪୧ମି ରୁ ଘ୧୦-୨୭ମି, ରାଘ୯-୧୫ମି ରୁ ଘ୧୨-୮ମି, ରାଘ୧-୩୪ମି ରୁ ୩ଘଣ୍ଟା, ମାହେନ୍ଦ୍ର ରାଘ୩-୪୪ମି ରୁ ଘ୪-୨୭ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି-

ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର-

ମିଥୁନ ରାଶିର ଘାତବାର।

ରଜଶ୍ଚକ୍ର-

ପ୍ରଥମ ରଜଦର୍ଶନେ ଗଣ୍ଡଦୋଷ ନାହିଁ। ରଜଶ୍ଚକ୍ରେ-ପୁତ୍ରବତୀ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଦୋଷନାହିଁ।

ଅଶୁଭସମୟ-

ରାହୁକାଳ-ସଘ୬।୫୧ମି ରୁ ଘ୮।୩୦ମି, ବାରବେଳା-ଦିଘ୩।୬ ମି ରୁ ଘ୪।୪୫ମି, କାଳବେଳା-ସ ଘ୬।୫୧ମି ରୁ ଘ୮।୩୦ମି, କାଳରାତ୍ରି- ରାଘ୧୦।୨୭ମି ରୁ ଘ୧୧।୪୮ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରା୨।୯।୧୭।୫୩, ଚ୭।୩।୨୪।୧୩, ମ୯।୧୫।୭।୫୭, ବୁ୨।୨୯।୬।୪୩, ବୃ୬।୧୯।୩୭।୪୧, ଶୁ୩।୧୮।୪୩।୫୮, ଶ୮।୧୧।୫୫।୮, ରା୩।୧୧।୫୭।୫୬, କେ୯।୧୧।୫୭।୫୬।

ଉଦୟଲଗ୍ନ-

ନିଶାନ୍ତ ଘ୪।୨୬ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘ୬।୪୩ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘ୮।୫୭ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘ୧୧।୬ ମିନିଟ୍ ରୁ ୧ କନ୍ୟା ଲଗ୍ନ ଆରମ୍ଭ। ଘ୧।୧୩ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘ୩।୨୫ ମିନିଟ୍ ରୁ ୧ ବିଛା ଲଗ୍ନ ଆରମ୍ଭ। ଘ୫।୪୦ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘ୭।୪୬ ମିନିଟ୍ ରୁ ୧ ମକର ଲଗ୍ନ ଆରମ୍ଭ। ଘ୯।୩୫ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘ୧୧।୧୧ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘ୧୨।୪୪ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘ୨।୨୭ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ନିଶାନ୍ତ ଘ୪।୨୬ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ବିବାହ ପାଣିଗ୍ରହଣ, ବାକ୍ୟଦାନ, ନିର୍ବନ୍ଧ ଓ ଅଳଙ୍କାର ଧାରଣ, କୋର୍ଟବିବାହ, ନବବଧୂ ଯାତ୍ରା, ପ୍ରଥମ ଯୁବତୀ ସମ୍ଭୋଗ,ବ୍ରତୋପନୟନ, ଭୂମି ପୂଜନ, ଗୃହାରମ୍ଭ, ଗୃହ ପ୍ରତିଷ୍ଠା, ଗୃହ ପ୍ରବେଶ, ବାଣିଜ୍ୟକରଣ, ସବୁ ଦ୍ରବ୍ୟ କ୍ରୟ ବିକ୍ରୟ, ଦେବତା ପ୍ରତିଷ୍ଠା, ଦେବତା ଗଠନ, ଜଳାଶୟ ଆରମ୍ଭ, ଜଳାଶୟ ପ୍ରତିଷ୍ଠା, ନୌକା ଚଳନ, ଯାନକ୍ରୟ ଓ ଯାନାଦି ଆରୋହଣ, ନିଷ୍କ୍ରାମଣ, ଔଷଧ କରଣ, ଔଷଧ ସେବନ, ଦୀକ୍ଷା ଗ୍ରହଣ, ନବାନ୍ନ ଭକ୍ଷଣ, କର୍ଣ୍ଣବେଧ, ନୃତ୍ୟ ଗୀତ ବାଦ୍ୟାରମ୍ଭ, ନାଟ୍ୟାରମ୍ଭ, ଧାନ୍ୟ ସ୍ଥାପନ, ଋଣଦାନ ଓ ଋଣଗ୍ରହଣ, ଆରୋଗ୍ୟ ସ୍ନାନ, ହଳ ଆରମ୍ଭ, ବିହନ ବୁଣା ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଆସନ୍ତା ସୂର୍ଯ୍ୟ ଉଦୟ ମଧ୍ୟେ ଅନୁରାଧାନକ୍ଷତ୍ର ବିଛାରାଶି ଶନି ମହାଦଶାରେ ଜନ୍ମ ହୋଇଛି। ଅହୋରାତ୍ରେ ପରେ ଜ୍ୟେଷ୍ଠାନକ୍ଷତ୍ର ବିଛାରାଶି ବୁଧ ମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!