ଆଜି ଫଗୁଦଶମୀ, ମା’ ମଙ୍ଗଳାଙ୍କ ମନ୍ଦିରରେ ରାଧା କୃଷ୍ଣଙ୍କର ଫଗୁଲାଗି ଓ ଦୋଳଯାତ୍ରାରମ୍ଭ, ଶ୍ରୀମନ୍ଦିରରେ ଦୋଳଯାତ୍ରାରମ୍ଭ। ଆଜିର ପାଞ୍ଜି: ଫେବୃୟାରୀ ୨୫, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଫେବୃୟାରୀ ୨୫, ୨୦୧୮

ଆଜି ଫଗୁଦଶମୀ, ମା ମଙ୍ଗଳାଙ୍କ ମନ୍ଦିରରେ ରାଧା କୃଷ୍ଣଙ୍କର ଫଗୁଲାଗି ଓ ଦୋଳଯାତ୍ରାରମ୍ଭ, ଶ୍ରୀମନ୍ଦିରରେ ଦୋଳଯାତ୍ରାରମ୍ଭ   

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ କୁମ୍ଭ ଦ୧|୩୯|୫୩ ଇଂ ପ୍ରାତଃ ଘ ୬|୯|୪୭ସେ

ସୂର୍ଯ୍ୟାସ୍ତ ସିଂହ ଦ୧|୧୭|୨୧   ଇଂ ସଂଧ୍ୟା ଘ ୫|୪୩|୧୪ସେ

ଉଡ୍ରାବ୍ଦ ୧୪୨୫ସାଲ କୁମ୍ଭ ୧୩ଦିନ ରାଷ୍ଟ୍ରିୟ ଫାଲଗୁନମାସ ୬ଦିନ ରବିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଫାଲଗୁନମାସ, ଶୁକ୍ଳପକ୍ଷ, ଦଶମୀତିଥି ରାତ୍ର ଘଣ୍ଟା ୮।୧୦।୧୨ସେକେଣ୍ଡ୍,

ମୃଗଶିରା ନକ୍ଷତ୍ର ଦିବା ଘଣ୍ଟା ୯।୫୪।୧୦ସେକେଣ୍ଡ୍, ମିଥୁନଚନ୍ଦ୍ର ଅହୋରାତ୍ର,

ପ୍ରୀତିଯୋଗ ରାତ୍ର ଘଣ୍ଟା ୯।୪୨।୫୯ସେକେଣ୍ଡ୍,

ତୈତିଳକରଣ ଦିବା ଘଣ୍ଟା୯।୨୫।୪୦ସେକେଣ୍ଡ୍, ଗରକରଣ ରାତ୍ର ଘଣ୍ଟା ୮।୧୦।୧୨ସେକେଣ୍ଡ୍,

ରବ୍ୟଂଶଽ୧୨।୧୫।୧୪, ସୂକ୍ଷ୍ମଚନ୍ଦ୍ର ରାଶି ୨।୪।୨୫।୫୦,

ଦିନମାନ ଘଣ୍ଟା ୧୧।୩୩।୨୭ସେକେଣ୍ଡ୍, ନିଶାମାନ ଘଣ୍ଟା ୧୨।୨୬।୩୩ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଉତ୍ତରେ ରାତ୍ର ଘଣ୍ଟା୮।୧୦।୧୨ସେକେଣ୍ଡ୍, ପରେ ଅଗ୍ନିକୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାତ୍ର ଘଣ୍ଟା ୮।୧୦।୧୨ସେକେଣ୍ଡ୍, ମଧ୍ୟେ କଳମଶାଗ ଓ ପରେ ଶିମ୍ବ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା-ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୬।୫୬ମିନିଟ୍ ରୁ ଘଣ୍ଟା ୧୦।୧ମିନିଟ୍, ରାତ୍ରି ଘଣ୍ଟା୭।୨୩ମିନିଟ୍ ରୁ ଘଣ୍ଟା୯।୨ମିନିଟ୍ ମଧ୍ୟେ। ମାହେନ୍ଦ୍ର- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା୬।୫୬ମିନିଟ୍, ଦିବା ଘଣ୍ଟା୧।୬ମିନିଟ୍ ରୁ ଘଣ୍ଟା୧।୫୨ମିନିଟ୍, ସଂଧ୍ୟା ଘଣ୍ଟା୬।୩୩ ମିନିଟ୍ ରୁ ଘଣ୍ଟା୭।୨୩ମିନିଟ୍, ରାତ୍ର ଘଣ୍ଟା୧୨।୨୧ମିନିଟ୍ ରୁ ଘଣ୍ଟା୩।୪୧ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର,  କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୯।୫୪।୧୦ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

କନ୍ୟା ରାଶିର ଘାତଚନ୍ଦ୍ର । ମେଷ ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଦିବା ଘଣ୍ଟା ୯।୫୪।୧୦ସେକେଣ୍ଡ୍ ଗତେ ପାଞ୍ଚମାସ ଗଣ୍ଡଦୋଷ ଓ ରଜଶ୍ଚକ୍ରେ ମୁଖରା ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ମୃତବ୍ୟକ୍ତିର ଏକପାଦ ବାରଦୋଷ ଯୋଗେ ପ୍ରତିକାର କରଣୀୟ।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା୪।୧୮ମିନିଟ୍ ରୁ ଘଣ୍ଟା୫।୪୫ମିନିଟ୍ ମଧ୍ୟେ। କାଳବେଳା- ଦିବା ଘଣ୍ଟା ୧୧।୫୯ମିନିଟ୍ ରୁ ଘଣ୍ଟା ୧।୨୫ମିନିଟ୍ ମଧ୍ୟେ। ବାରବେଳା- ଦିବା ଘଣ୍ଟା୧୦।୩୨ମିନିଟ୍ ରୁ ଘଣ୍ଟା ୧୧।୫୯ମିନିଟ୍ ମଧ୍ୟେ। କାଳରାତ୍ରି-ରାତ୍ରି ଘଣ୍ଟା ୧।୩୨ମିନିଟ୍ ରୁ ଘଣ୍ଟା ୩।୫ମିନିଟ୍ ମଧ୍ୟେ। 

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବିରାଶି-୧୦।୧୨।୧୫।୧୪-୨୪/୧୧, ଚନ୍ଦ୍ରରାଶି-୨।୪।୨୫।୫୦-୫/୩, ମଙ୍ଗଳରାଶି-୭|୨୩|୪୮|୩୬-୧୮/୮, ବୁଧରାଶି-୧୦|୧୮|୩୮|୪୧-୨୪/୧୧, ବୃହସ୍ପତି ରାଶି-୬|୨୮|୫୪|୪୨-୧୬/୭, ଶୁକ୍ରରାଶି-୧୦|୨୩|୨୯|୨୩-୨୫/୧୧, ଶନିରାଶି-୮|୧୨|୫୪| ୧-୧୯/୯, ରାହୁରାଶି-୩|୨୦|୫୪|୭-୯/୪, କେତୁରାଶି-୯|୨୦|୫୪|୭-୨୨/୧୦।

ଆଜିରଲଗ୍ନ

ନିଶାନ୍ତ ଘଣ୍ଟା ୫|୨୭ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ମୀନ ଘଣ୍ଟା ୭|୬ମିନିଟ୍, ମେଷ ଘଣ୍ଟା ୮|୪୦ମିନିଟ୍, ବୃଷ ଘଣ୍ଟା ୧୦|୨୩ମିନିଟ୍, ମିଥୁନ ଘଣ୍ଟା ୧୨|୧୨ମିନିଟ୍, କର୍କଟ ଘଣ୍ଟା ୨|୩୫ମିନିଟ୍, ସିଂହ ଘଣ୍ଟା ୪|୪୯ମିନିଟ୍, କନ୍ୟା ଘଣ୍ଟା ୬|୫୮ମିନିଟ୍, ତୁଳା ଘଣ୍ଟା ୯|୫ମିନିଟ୍, ବିଛା ଘଣ୍ଟା ୧୧|୧୭ମିନିଟ୍, ଧନୁ ଘଣ୍ଟା ୧|୩୨ମିନିଟ୍, ମକର ଘଣ୍ଟା ୩|୩୮ମିନିଟ୍, କୁମ୍ଭ ଘଣ୍ଟା ୫|୨୭ମିନିଟ୍ ରୁ ଲଗ୍ନ ଆରମ୍ଭ ।

ଶୁଭକର୍ମ-

ଆଜି ଦିବା ଘଣ୍ଟା ୯।୫୪।୧୦ସେକେଣ୍ଡ୍ ମଧ୍ୟେ ବାଣିଜ୍ୟକରଣ, କ୍ରୟବିକ୍ରୟ, ପୁଂସବନ, ସୀମନ୍ତୋନୟନ, ବିଦ୍ୟାରମ୍ଭ, ଦେବତାପ୍ରତିଷ୍ଠା, ଋଣଦାନ ଓ ଗ୍ରହଣ, ବୃକ୍ଷରୋପଣ, ନୃତ୍ୟ ଗୀତ ବାଦ୍ୟାରମ୍ଭ, ନବାନ୍ନଭକ୍ଷଣ, ଦିକ୍ଷାଗ୍ରହଣ, ଔଷଧ କରଣ ଓ ସେବନ, ଆରୋଗ୍ୟସ୍ନାନ, ଯାନକ୍ରୟ ଓ ଆରୋହଣ,  ଜଳାଶୟପ୍ରତିଷ୍ଠା, ନବବଧୁଯାତ୍ରା, ପ୍ରଥମଯୁବତୀସଂଭୋଗ, କୋର୍ଟବିବାହ, ବିବାହ ପାଣିଗ୍ରହଣ ଗୃହପ୍ରତିଷ୍ଠା ଓ ପ୍ରବେଶ, ଭୂମିପୂଜନ, ବିହନବୁଣା ଆରମ୍ଭ କରିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘଣ୍ଟା ୯।୫୪।୧୦ସେକେଣ୍ଡ୍ ମଧ୍ୟେ ମୃଗଶିରା ନକ୍ଷତ୍ର ମିଥୁନରାଶି ଓ ମଙ୍ଗଳ ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ। ଦିବା ଘଣ୍ଟା୯।୫୪।୧୦ସେକେଣ୍ଡ୍ ପରେ ଆର୍ଦ୍ରା ନକ୍ଷତ୍ର ମିଥୁନରାଶି ରାହୁ ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!