କର୍କଟ ରାଶିର ଘାତବାର ଓ ଘାତଚନ୍ଦ୍ର। ଆଜିର ପାଞ୍ଜି: ଅପ୍ରେଲ ୨୫, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅପ୍ରେଲ ୨୫, ୨୦୧୮

ସୂର୍ଯ୍ୟଉଦୟ ମେଷ ଦ୫|୫୬|୪୬ ଇଂ ପ୍ରାତଃ ଘ ୫|୨୧|୫୮ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ ତୁଳା ଦ୫|୧୩|୨୨  ଇଂ ସଂଧ୍ୟା ଘ ୬|୦|୫୫ସେ

ଉଡ୍ରାବ୍ଦ ୧୪୨୫ସାଲ ମେଷ ୧୨ ଦିନ ରାଷ୍ଟ୍ରିୟ ବୈଶାଖମାସ ୫ ଦିନ ବୁଧବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ବୈଶାଖମାସ, ଶୁକ୍ଳପକ୍ଷ, ଦଶମୀତିଥି ଦିବା ଘଣ୍ଟା ୧୦|୪୭|୧୧ସେକେଣ୍ଡ୍,

ମଘାନକ୍ଷତ୍ର ଦିବା ଘଣ୍ଟା ୩|୬|୧୧ସେକେଣ୍ଡ୍, ସିଂହଚନ୍ଦ୍ର ଅହୋରାତ୍ର,

ବୃଦ୍ଧିଯୋଗ ସଂଧ୍ୟା ଘଣ୍ଟା ୬|୫୦|୨୯ସେକେଣ୍ଡ୍,

ଗରକରଣ ଦିବା ଘଣ୍ଟା ୧୦|୪୭|୧୧ସେକେଣ୍ଡ୍, ବାଣିଜ୍ୟକରଣ ରାତ୍ର ଘଣ୍ଟା ୧୦|୧|୧୬ସେକେଣ୍ଡ୍,

ରବ୍ୟଂଶଽ୧୦|୩୮|୩୦, ସୂକ୍ଷ୍ମଚନ୍ଦ୍ର ରାଶି ୪|୭|୪୩|୫୫,

ଦିନମାନ ଘଣ୍ଟା ୧୨|୩୮|୫୭ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧|୨୧|୩ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଉତ୍ତରେ ଦିବା ଘଣ୍ଟା ୧୦|୪୭|୧୧ସେକେଣ୍ଡ୍ ଗତେ ଅଗ୍ନିକୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ଦିବା ଘଣ୍ଟା ୧୦|୪୭|୧୧ସେକେଣ୍ଡ୍ ମଧ୍ୟେ କଳମଶାଗ ଓ ପରେ ଶିମ୍ବ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା-ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୭।୩ ମିନିଟ୍, ସକାଳ ଘଣ୍ଟା ୯।୩୫ ମିନିଟ୍ ରୁ ଘଣ୍ଟା ୧୧।୧୬ମିନିଟ୍, ଦିବା ଘଣ୍ଟା ୩।୨୮ ମିନିଟ୍ ରୁ ଘଣ୍ଟା ୫।୯ମିନିଟ୍, ସଂଧ୍ୟା ଘଣ୍ଟା ୬।୪୬ ମିନିଟ୍ ରୁ ଘଣ୍ଟା ୯।୩ମିନିଟ୍, ରାତ୍ର ଘଣ୍ଟା ୧।୩୫ ମିନିଟ୍ ରୁ ଘଣ୍ଟା ୫।୨୨ମିନିଟ୍ ମଧ୍ୟେ। ମାହେନ୍ଦ୍ର- ଦିବା ଘଣ୍ଟା ୧।୪୭ ମିନିଟ୍ ରୁ ଘଣ୍ଟା ୩।୨୮ମିନିଟ୍, ରାତ୍ର ଘଣ୍ଟା ୯।୩ ମିନିଟ୍ ରୁ ଘଣ୍ଟା ୧୦।୩୩ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୩|୬|୧୧ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର –

କର୍କଟ ରାଶିର ଘାତବାର ଓ ଘାତଚନ୍ଦ୍ର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ପାଞ୍ଚମାସ ଗଣ୍ଡଦୋଷ ଯୋଗେ ପ୍ରତିକାର କରଣୀୟ ଓ ରଜଶ୍ଚକ୍ରେ ସୌଭାଗ୍ୟବତୀ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ନାହିଁ।

ଅଶୁଭସମୟ-

ରାହୁକାଳ/ ବାରବେଳା- ଦିବା ଘଣ୍ଟା ୧୧|୪୩ ମିନିଟ୍ ରୁ ଘଣ୍ଟା ୧|୧୮ମିନିଟ୍ ମଧ୍ୟେ। କାଳବେଳା- ସକାଳ ଘଣ୍ଟା ୮|୩୪ମିନିଟ୍ ରୁ ଘଣ୍ଟା ୧୦|୯ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୨|୩୩ମିନିଟ୍ ରୁ ଘଣ୍ଟା ୩|୫୯ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୦।୧୦।୩୮।୩୦- ଚନ୍ଦ୍ରରାଶି-୪।୭।୪୩।୫୫-, ମଙ୍ଗଳରାଶି-୮|୨୬|୨୯|୪୭-, ବୁଧରାଶି-୧୧|୧୪|୧୯|୪୬-, ବୃହସ୍ପତିରାଶି-୬|୨୬|୧|୭-, ଶୁକ୍ରରାଶି-୧|୬|୧୬|୭-, ଶନିରାଶି-୮|୧୪|୫୯|୧୭-, ରାହୁରାଶି-୯|୧୭|୫୬|୧୫-, କେତୁରାଶି-୯|୧୭|୫୬|୧୫-।

ଆଜିରଲଗ୍ନ

ନିଶାନ୍ତ ୪ଟା ୪୪ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ୬ଟା ୩୧ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୮ଟା ୩୦ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧୦ଟା ୪୩ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧୨ଟା ୫୭ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୩ଟା ୬ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୫ଟା ୧୩ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୭ଟା ୨୫ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୯ଟା ୪୦ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧୧ଟା ୪୬ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧ଟା ୩୫ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୩ ଟା ୧୦ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୪ଟା ୪୪ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ବିବାହ ପାଣିଗ୍ରହଣ, ବ୍ରତପୋନୟନ, କୋର୍ଟବିବାହ,  କ୍ରୟବିକ୍ରୟ, ଔଷଧସେବନ, ଦିକ୍ଷାଗ୍ରହଣ, ମୋକଦ୍ଦମାଦାୟର, ବିହନବୁଣା, ଜଳାଶୟ ପ୍ରତିଷ୍ଠା କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘଣ୍ଟା ୩|୬|୧୧ସେକେଣ୍ଡ୍ ମଧ୍ୟେ ମଘାନକ୍ଷତ୍ର ସିଂହରାଶି ଓ କେତୁମହାଦଶାରେ ଜନ୍ମହୋଇଛି । ଦିବା ଘଣ୍ଟା ୩|୬|୧୧ସେକେଣ୍ଡ୍ ପରେ ପୂର୍ବାଫାଲଗୁନୀ ନକ୍ଷତ୍ର ସିଂହରାଶି ଓ ଶୁକ୍ରମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!