ଆଜିର ପାଞ୍ଜି: ମଇ ୨୪, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମଇ ୨୪ , ୨୦୧୮

ପୁରୁଣା ବ୍ରତୀ ମାନେ ସୁଦଶାବ୍ରତ କରିପାରିବେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ   ପ୍ରାତଃ ଘ ୫|୮|୪୧ସେ

ସୂର୍ଯ୍ୟାସ୍ତ       ସଂଧ୍ୟା ଘ ୬|୧୧|୪୯ସେ

ଉଡ୍ରାବ୍ଦ ୧୪୨୫ସାଲ ବୃଷ ୧୦ ଦିନ ରାଷ୍ଟ୍ରିୟ ଜ୍ୟେଷ୍ଠମାସ ୩ ଦିନ ଗୁରୁବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମଳ ଜ୍ୟେଷ୍ଠମାସ, ଶୁକ୍ଳପକ୍ଷ, ଦଶମୀତିଥି ସଂଧ୍ୟା ଘଣ୍ଟା ୬|୧୮|୫୦ସେକେଣ୍ଡ୍

ଉତ୍ତରାଫାଲଗୁନୀ ନକ୍ଷତ୍ର ରାତ୍ର ଘଣ୍ଟା ୭|୪୫|୨୬ସେକେଣ୍ଡ୍, କନ୍ୟାଚନ୍ଦ୍ର ଅହୋରାତ୍ର,

ବଜ୍ରଯୋଗ ରାତ୍ର ଘଣ୍ଟା ୮|୫୯|୩୪ସେକେଣ୍ଡ୍,

ତୈତିଳକରଣ ସକାଳ ଘଣ୍ଟା ୬|୪୩|୯ସେକେଣ୍ଡ୍, ଗରକରଣ ସଂଧ୍ୟା ଘଣ୍ଟା ୬|୧୮|୫୦ସେକେଣ୍ଡ୍,

ରବ୍ୟଂଶଽ୮|୪୦|୪୯, ସୂକ୍ଷ୍ମଚନ୍ଦ୍ର ରାଶି ୫|୧|୫୧|୧୨,

ଦିନମାନ ଘଣ୍ଟା ୧୩|୩|୮ସେକେଣ୍ଡ୍, ନିଶାମାନ ଘଣ୍ଟା ୧୦|୫୬|୫୨ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଉତ୍ତରେ ସଂଧ୍ୟା ଘଣ୍ଟା ୬|୧୮|୫୦ସେକେଣ୍ଡ୍ ଗତେ ଅଗ୍ନିକୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ସଂଧ୍ୟା ଘଣ୍ଟା ୬|୧୮|୫୦ସେକେଣ୍ଡ୍ ମଧ୍ୟେ କଳମଶାଗ ଓ ପରେ ଶିମ୍ବ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ଦିବା ଘଣ୍ଟା ୩।୩୫ ମିନିଟ୍ ରୁ ସଂଧ୍ୟା ଘଣ୍ଟା ୬।୧୨ ମିନିଟ୍, ସଂଧ୍ୟା ଘଣ୍ଟା ୬।୫୬ ମିନିଟ୍ ରୁ ଘଣ୍ଟା ୯।୭ ମିନିଟ୍, ରାତ୍ର ଘଣ୍ଟା ୧୨।୨ ମିନିଟ୍ ରୁ ଘଣ୍ଟା ୨।୧୩ ମିନିଟ୍, ରାତ୍ର ଘଣ୍ଟା ୩।୪୧ ମିନିଟ୍ ରୁ ଘଣ୍ଟା ୫।୮ ମିନିଟ୍ ମଧ୍ୟେ। ମାହେନ୍ଦ୍ର- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୬ଟା, ଦିବା ଘଣ୍ଟା ୯।୨୯ ମିନିଟ୍ ରୁ ଘଣ୍ଟା ୧୧।୧୪ ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୭|୪୫|୨୬ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର –

ତୁଳା, କୁମ୍ଭ ରାଶିର ଘାତବାର। ବୃଷ ରାଶିର ଘାତଚନ୍ଦ୍ର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ  ଓ ରଜଶ୍ଚକ୍ରେ ସୁଭଗା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଦଶମୀର ଏକୋଦ୍ଦିଷ୍ଟ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ଦୋଷ ନାହିଁ।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୧|୨୦ ମିନିଟ୍ ରୁ ଘଣ୍ଟା ୨|୫୮ ମିନିଟ୍ ମଧ୍ୟେ। ବାରବେଳା- ଦିବା ଘଣ୍ଟା ୪|୩୬ ମିନିଟ୍ ରୁ ସଂଧ୍ୟା ଘଣ୍ଟା ୬|୧୪ ମିନିଟ୍ ମଧ୍ୟେ। କାଳବେଳା- ଦିବା ଘଣ୍ଟା ୨|୫୮ ମିନିଟ୍ ରୁ ଘଣ୍ଟା ୪|୩୬ ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୧୧|୪୨ ମିନିଟ୍ ରୁ ଘଣ୍ଟା ୧|୪ ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୧।୮।୪୦।୪୯-, ଚନ୍ଦ୍ରରାଶି-୫।୧।୫୧।୧୨-,  ମଙ୍ଗଳରାଶି-୯|୮|୪୭|୯-,

ବୁଧରାଶି-୦|୨୩|୫୩|୭-, ବୃହସ୍ପତିରାଶି-୬|୨୨|୨୪|୩୫-, ଶୁକ୍ରରାଶି-୨|୧୧|୧୧|୫୬-,

ଶନିରାଶି-୮|୧୪|୧|୪୧-, ରାହୁରାଶି-୯|୧୩|୫୪|୫୮-, କେତୁରାଶି-୯|୧୩|୫୪|୫୮-।

ଆଜିରଲଗ୍ନ

ନିଶାନ୍ତ ୪ଟା ୩୩ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୬ଟା ୩୬ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୮ଟା ୪୯ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧୧ଟା ୩ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୧ଟା ୧୨ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୩ଟା ୧୯ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୫ଟା ୩୧ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୭ଟା ୪୬ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୯ଟା ୫୨ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧୧ଟା ୪୧ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୧ ଟା ୧୬ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୨ଟା ୫୦ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ନିଶାନ୍ତ ୪ଟା ୩୩ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ପ୍ରଥମ ଯୁବତୀସଂଭୋଗ, ବାଣିଜ୍ୟକରଣ, ଦେବତାଗଠନ, ଯାନକ୍ରୟ ଓ ଆରୋହଣ, ନାମକରଣ, ପୁଂସବନ, ଔଷଧ କରଣ ଓ ସେବନ, ନାଟ୍ୟାରମ୍ଭ ବା ଚଳଚ୍ଚିତ୍ର, ଧାନ୍ୟସ୍ଥାପନ, ବିହନବୁଣା, ହଳଆରମ୍ଭ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାତ୍ର ଘଣ୍ଟା ୭|୪୫|୨୬ସେକେଣ୍ଡ୍ ମଧ୍ୟେ ଉତ୍ତରାଫାଲଗୁନୀ ନକ୍ଷତ୍ର କନ୍ୟାରାଶି ରବିମହାଦଶାରେ ଜନ୍ମହୋଇଛି। ରାତ୍ର ଘଣ୍ଟା ୭|୪୫|୨୬ସେକେଣ୍ଡ୍ ପରେ ହସ୍ତାନକ୍ଷତ୍ର କନ୍ୟାରାଶି ଚନ୍ଦ୍ରମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!