ମୃଣ୍ମୟୀଦେବୀଙ୍କ ସପ୍ତମୀପୂଜା ସମସ୍ତ ଦେବୀ ପୀଠରେ ଓ ମା’ ମଙ୍ଗଳାଙ୍କର ଅଷ୍ଟମୀ ପୂଜାସହ ସିଂହବାହିନୀ ବେଶ। ଯନ୍ତ୍ରଜ୍ୟୋତିଷ କାର୍ଯ୍ୟ।ଳୟରେ ନବରାତ୍ରର ସପ୍ତମୀ ତିଥିର ପୁଜ୍ୟାଦେବୀ ମା’ କାଳରାତ୍ରୀଦେବୀଙ୍କ ଷୋଡଶ ଉପଚାର ପୂଜା ଓ ଯଜ୍ଞ ହେବ। ଆଜିର ପାଞ୍ଜି: ମାର୍ଚ୍ଚ ୨୪, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମାର୍ଚ୍ଚ ୨୪, ୨୦୧୮

ମୃଣ୍ମୟୀଦେବୀଙ୍କ ସପ୍ତମୀପୂଜା ସମସ୍ତ ଦେବୀ ପୀଠରେ ଓ ମା ମଙ୍ଗଳାଙ୍କର ଅଷ୍ଟମୀ ପୂଜାସହ ସିଂହବାହିନୀ ବେଶ। ଯନ୍ତ୍ରଜ୍ୟୋତିଷ କାର୍ଯ୍ୟ।ଳୟରେ ନବରାତ୍ରର ସପ୍ତମୀ ତିଥିର ପୁଜ୍ୟାଦେବୀ ମା’ କାଳରାତ୍ରୀଦେବୀଙ୍କ ଷୋଡଶ ଉପଚାର ପୂଜା ଓ ଯଜ୍ଞ ହେବ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବିବାହ ବିଳମ୍ବ ହେଉଥିଲେ ଆଜି ରାତି ୭ ଟା ପରେ ୧୨ଟା ମଧ୍ୟରେ ଗ୍ରହରାଜ ଶନିଶ୍ଚରଙ୍କ ଇଷ୍ଟଦେବୀ ନବରାତ୍ରର ସପ୍ତମୀ ତିଥିର ପୁଜ୍ୟାଦେବୀ ମା’ କାଳରାତ୍ରୀଦେବୀଙ୍କୁ ମନ ମଧ୍ୟରେ ଧ୍ୟାନକରି “ଔଁ ଦେବୀ କାଳ ରାତ୍ରେଇ ନମଃ” ଏହି ମନ୍ତ୍ରକୁ ୧୦୮୦ ଥର ବୈଜୟନ୍ତୀ ମାଳରେ ଜପକଲେ ତିନିମାସ ମଧ୍ୟରେ ବିବାହ ନିଶ୍ଚୟ ହେବ।

ସୂର୍ଯ୍ୟଉଦୟ ମୀନ ଦ୫|୫୬|୪୬ ଇଂ ପ୍ରାତଃ ଘ ୫|୪୭|୪୪ସେ

ସୂର୍ଯ୍ୟାସ୍ତ କନ୍ୟା ଦ୫|୧୩|୨୨  ଇଂ ସଂଧ୍ୟା ଘ ୫|୫୧|୫୧ସେ

ଉଡ୍ରାବ୍ଦ ୧୪୨୫ସାଲ ମୀନ ୧୦ଦିନ ରାଷ୍ଟ୍ରିୟ ଚୈତ୍ରମାସ ୩ଦିନ ଶନିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ:- ଚୈତ୍ରମାସ, ଶୁକ୍ଳପକ୍ଷ, ସପ୍ତମୀତିଥି ଦିବା ଘଣ୍ଟା ୧୦।୬।୨୯ସେକେଣ୍ଡ୍,

ମୃଗଶିରା ନକ୍ଷତ୍ର ଦିବା ଘଣ୍ଟା ୩।୪୨।୮ସେକେଣ୍ଡ୍, ମିଥୁନଚନ୍ଦ୍ର ଅହୋରାତ୍ର,

ସୌଭାଗ୍ୟଯୋଗ ରାତ୍ର ଘଣ୍ଟା ୨।୫୩।୩୬ସେକେଣ୍ଡ୍,

ବାଣିଜ୍ୟକରଣ ଦିବା ଘଣ୍ଟା ୧୦।୬।୨୯ସେକେଣ୍ଡ୍, ବିଷ୍ଟିକରଣ ରାତ୍ର ଘଣ୍ଟା ୯।୪।୦ସେକେଣ୍ଡ୍,

ରବ୍ୟଂଶଽ୯।୧୨।୪୩, ସୂକ୍ଷ୍ମଚନ୍ଦ୍ର ରାଶି ୨।୦।୫୧।୩,

ଦିନମାନ ଘଣ୍ଟା ୧୨।୪।୭ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧।୫୫।୫୩ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ବାୟବ୍ୟେ ଦିବା ଘଣ୍ଟା ୧୦।୬।୨୯ସେକେଣ୍ଡ୍ ଗତେ ଐଶାନ୍ୟେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ଦିବା ଘଣ୍ଟା ୧୦।୬।୨୯ସେକେଣ୍ଡ୍ ମଧ୍ୟେ ତାଳ ଓ ପରେ ନଡ଼ିଆ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ଦିବା ଘଣ୍ଟା ୯।୪୯ମିନିଟ୍ ରୁ ଘଣ୍ଟା ୧।୨ମିନିଟ୍, ରାତ୍ର ଘଣ୍ଟା ୮।୧୫ମିନିଟ୍ ରୁ ଘଣ୍ଟା ୧୦।୩୮ମିନିଟ୍, ରାତ୍ର ଘଣ୍ଟା ୧୨।୧୪ମିନିଟ୍ ରୁ ଘଣ୍ଟା ୧।୪୯ମିନିଟ୍, ରାତ୍ର ଘଣ୍ଟା ୨।୩୭ମିନିଟ୍ ରୁ ଘଣ୍ଟା ୪।୧୩ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର,  କୁମ୍ଭ ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୩।୪୨।୮ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

କନ୍ୟା ରାଶିର ଘାତଚନ୍ଦ୍ର। ବୃଷ, ସିଂହ, କନ୍ୟା ରାଶିର ଘାତବାର।  

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଦିବା ଘଣ୍ଟା ୩।୪୨।୮ସେକେଣ୍ଡ୍ ଗତେ ପାଞ୍ଚମାସ ଗଣ୍ଡଦୋଷ ଓ ରଜଶ୍ଚକ୍ରେ ମୁଖରା ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଦ୍ଵିପାଦ ବାର ଓ ତିଥିଦୋଷ ଏବଂ ଦିବା ଘଣ୍ଟା ୧୦।୬।୨୯ସେକେଣ୍ଡ୍ ଗତେ ଏକପାଦ ବାରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍। 

ଅଶୁଭସମୟ-

ରାହୁକାଳ- ସକାଳ ଘଣ୍ଟା ୮|୫୦ମିନିଟ୍ ରୁ ଘଣ୍ଟା ୧୦|୨୧ମିନିଟ୍ ମଧ୍ୟେ। ବାରବେଳା- ଦିବା ଘଣ୍ଟା ୧|୨୨ମିନିଟ୍ ରୁ ଘଣ୍ଟା ୨|୫୩ମିନିଟ୍ ମଧ୍ୟେ। କାଳବେଳା – ସକାଳ ଘଣ୍ଟା ୫|୫୦ମିନିଟ୍ ରୁ ଘଣ୍ଟା ୭|୨୦ମିନିଟ୍, ଦିବା ଘଣ୍ଟା ୪|୨୩ମିନିଟ୍ ରୁ ଘଣ୍ଟା ୫|୫୪ମିନିଟ୍ ମଧ୍ୟେ। କାଳରାତ୍ରି- ସଂଧ୍ୟା ଘଣ୍ଟା ୫|୫୫ମିନିଟ୍ ରୁ ରାତ୍ର ଘଣ୍ଟା ୭|୨୩ମିନିଟ୍, ରାତ୍ରି ଘଣ୍ଟା ୪|୨୦ମିନିଟ୍ ରୁ ଘଣ୍ଟା ୫|୪୯ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବିରାଶି-୧୧।୯।୨।୪୩-୨୬/୧୨, ଚନ୍ଦ୍ରରାଶି-୨।୦।୫୧।୩-୫/୩, ମଙ୍ଗଳରାଶି-୮|୯|୩୦|୪୭-୧୯/୯, ବୁଧରାଶି-୧୧|୨୨|୪୪|୨୮-୨୭/୧୨, ବୃହସ୍ପତିରାଶି-୬|୨୮|୪୭|୫୧-୧୬/୭, ଶୁକ୍ରରାଶି-୧୧|୨୭|୧|୪୩-୨୭/୧୨, ଶନିରାଶି-୮|୧୪|୩୧|୩-୨୦/୯, ରାହୁରାଶି-୩|୧୯|୫୩|୩୫-୯/୪, କେତୁରାଶି-୯|୧୯|୫୩|୩୫-୨୨/୧୦।

ଆଜିରଲଗ୍ନ

ପ୍ରାତଃ ୫ ଟା ୧୬ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୬ଟା ୫୪ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।୮ଟା ୩୭ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୧୦ଟା ୩୬ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧୨ଟା ୪୯ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୩ଟା ୩ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୫ଟା ୧୧ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୭ଟା ୧୯ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୯ଟା ୩୧ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୧୧ଟା ୪୬ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧ଟା ୫୨ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୩ଟା ୪୦ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୫ ଟା ୧୬ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

 

ଶୁଭକର୍ମ-

ଆଜି ଋଣଦାନ ଓ ଗ୍ରହଣ, କ୍ରୟବିକ୍ରୟ, ବାଣିଜ୍ୟକରଣ, ଦେବତାପ୍ରତିଷ୍ଠା, ଭୂମିପୂଜନ, ବିହନବୁଣି ପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘଣ୍ଟା ୩।୪୨।୮ ସେକେଣ୍ଡ୍ ମଧ୍ୟେ ମୃଗଶିରା ନକ୍ଷତ୍ର ମିଥୁନରାଶି ଓ ମଙ୍ଗଳ ମହାଦଶାରେ ଜନ୍ମ ବୋଲି ଜାଣିବେ। ଦିବା ଘଣ୍ଟା ୩।୪୨।୮ ସେକେଣ୍ଡ୍ ପରେ ଆର୍ଦ୍ରା ନକ୍ଷତ୍ର ମିଥୁନରାଶି ଓ ରାହୁ ମହାଦଶାରେ ଜନ୍ମ ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!