ଦୈନିକ ପାଞ୍ଜି: ଜୁନ୍ ୨୪, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁନ୍ ୨୪, ୨୦୧୮

ସୂର୍ଯ୍ୟୋଦୟ  ପ୍ରାଘ୫।୦୯।୪୬ସେ         ଚନ୍ଦ୍ରୋଦୟ ଦିଘ୩।୧୧ମି.

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ  ସଂଘ୬।୨୧।୫୪ସେ              ଚନ୍ଦ୍ରାସ୍ତ ରାଘ୨।୫୨ମି.

ଆଜିର ପଞ୍ଚାଙ୍ଗ-

ଉଡ୍ରାବ୍ଦ ୧୪୨୫ସାଲ ମିଥୁନ ୧୦ ଦିନ ରାଷ୍ଟ୍ରିୟ ଆଷାଢ ୩ଦିନ ରବିବାର

ଚାନ୍ଦ୍ରମାନ, ଜ୍ୟେଷ୍ଠମାସ ଶୁକ୍ଳପକ୍ଷ, ଦ୍ୱାଦଶୀତିଥି ରାଘ୪।୫୫।୪୨,

ବିଶାଖାନକ୍ଷତ୍ର ନିଶାନ୍ତଘ୫।୧।୫୦ ତୁଳାଚନ୍ଦ୍ର ରାଘ୧୦।୩୪, ସିଦ୍ଧଯୋଗ ରାଘ୧୨।୧୮।୫

ବବକରଣ ଦିଘ୪।୨୧।୧୦, ବାଳବକରଣ ରାଘ୪।୫୫।୪୨

ରବ୍ୟଂଶଽ ୮।୨୦।୩୮, ସୂକ୍ଷ୍ମଚନ୍ଦ୍ର ରା୬।୨୦।୫୬।୫୯

ଦିନମାନ ଘ୧୩।୧୨।୮, ରାତ୍ରମାନ ଘ୧୦।୪୭।୫୨

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ-

ନୈଋତ କୋଣେ ରାଘ୪।୫୫ମି ଗତେ ଦକ୍ଷିଣେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ରାଘ୪।୫୫ମି ମଧ୍ୟେ ପୋଇ, ମଶୁର ଡାଲି ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ଦିଘ୬-୫୬ମି ରୁ ଘ୯-୩୪ମି, ଦିଘ୧୨-୧୨ମି ରୁ ଘ୨-୫୧ମି, ସୂର୍ଯ୍ୟାସ୍ତରୁ ଘ୭-୪୮ମି, ରାଘ୧୦-୪୧ମି ରୁ ଘ୧୨-୫୧ମି ମଧ୍ୟେ, ମାହେନ୍ଦ୍ର ଦିଘ୪-୩୬ମି ରୁ ଘ୫-୨୯ମି।

ଚନ୍ଦ୍ରଶୁଦ୍ଧି-

ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ,ମକର, କୁମ୍ଭ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ରାଘ୧୦।୩୪ମି ପରେ ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ନିଶାନ୍ତଘ୫।୧।୫୦ ପରେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।  

ଘାତବାର ଓ ଘାତଚନ୍ଦ୍ର-

ମେଷ ରାଶିର ଘାତବାର।

ରଜଶ୍ଚକ୍ର-

ପ୍ରଥମ ରଜଦର୍ଶନେ ଗଣ୍ଡଦୋଷ ନାହିଁ। ରଜଶ୍ଚକ୍ରେ- ନିଶାନ୍ତଘ୫।୧।୫୦ ମଧ୍ୟେ ବିପୁତ୍ରା, ଓ ପରେ ପୁତ୍ରବତୀ।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ରାତି ଘ୪।୫୬ମି ମଧ୍ୟେ ତିନିପାଦ ଓ ନିଶାନ୍ତ ଘ୫।୨ମି ମଧ୍ୟେ ଦ୍ୱିପାଦ ଓ ପରେ ଏକପାଦଦୋଷ ଯୋଗେ କୃଷିନାଶ ଓ ଗୋତ୍ରବଂଶର ଅନିଷ୍ଟ ହେବ ତେଣୁ ବାରପତ୍ର ଦିନ ତିଳକାଞ୍ଚନ, ଅନ୍ନଦାନସହ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ-

ରାହୁକାଳ-ଦିଘ୪।୪୫ମି ରୁ ଘ୬।୨୪ମି, ବାରବେଳା-ଦିଘ୧୦।୯ମି ରୁ ଘ୧୧।୪୮ମି, କାଳବେଳା- ଦିଘ୧୧।୪୮ମି ରୁ ଘ୧।୨୭ମି, କାଳରାତ୍ରି-ରାଘ୧।୯ମି ରୁ ଘ୨।୩୦ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବିରା୨।୮।୨୦।୩୮,ଚ୬।୨୦।୫୬।୫୯,ମ୯।୧୫।୬।୧୦, ବୁ୨।୨୭।୨୪।୨୫, ବୃ୬।୧୯।୪୦।୩୫, ଶୁ୩।୧୭।୩୪।୫୪, ଶ୮।୧୧।୫୯।୩୩, ରା୩।୧୧।୫୯।୫୭, କେ୯।୧୧।୫୯।୫୭।

ଉଦୟଲଗ୍ନ-

ନିଶାନ୍ତ ଘ୪।୩୦ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘ୬।୪୭ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘ୯।୧ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘ୧୧।୧୦ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘ୧।୧୭ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘ୩।୨୯ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘ୫।୪୪ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘ୭।୫୦ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘ୯।୩୯ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘ୧୧।୧୫ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘ୧୨।୪୮ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ରାଘ୨।୩୧ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘ୪।୩୦ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ମନ୍ଦିରନିର୍ମାଣ, ଔଷଧ ସେବନ, ଦୀକ୍ଷା ଗ୍ରହଣ, ଖଡ୍ଗଧାରଣ, ଋଣଦାନ ଓ ଋଣଗ୍ରହଣ, ବୃକ୍ଷରୋପଣ ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାତି ଘ୧୦।୩୪ ମିନିଟ୍ ମଧ୍ୟେ ବିଶାଖାନକ୍ଷତ୍ର ତୁଳାରାଶି ଗୁରୁମହାଦଶାରେ  ଜନ୍ମ ହୋଇଛି ଓ ରାତି ଘ୧୦।୩୪ ମିନିଟ୍ ପରେ  ନିଶାନ୍ତଘ୫।୧।୫୦ ସେକେଣ୍ଡ୍ ମଧ୍ୟେ ବିଶାଖାନକ୍ଷତ୍ର ବିଛାରାଶି ଗୁରୁମହାଦଶାରେ  ଜନ୍ମ ହୋଇଛି। ନିଶାନ୍ତଘ୫।୧।୫୦ ସେକେଣ୍ଡ୍ ପରେ ଅନୁରାଧାନକ୍ଷତ୍ର ବିଛାରାଶି ଶନିମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!