ଶିବ ଚତୁର୍ଦ୍ଦଶୀ ଉପବାସ ଓ ବେଢା ପରିକ୍ରମା, ଶିବ ପବିତ୍ରାରୋପଣ। ଦୈନିକ ପାଞ୍ଜି: ଅଗଷ୍ଟ ୨୪, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅଗଷ୍ଟ ୨୪, ୨୦୧୮

ଶିବ ଚତୁର୍ଦ୍ଦଶୀ ଉପବାସ ଓ ବେଢା ପରିକ୍ରମା, ଶିବ ପବିତ୍ରାରୋପଣ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ ପ୍ରାତଃ ଘଣ୍ଟା ୫।୩୨।୫୭ସେକେଣ୍ଡ   ସୂର୍ଯ୍ୟାସ୍ତ ସଂଧ୍ୟା ଘଣ୍ଟା ୬।୫।୩୨ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ  ସିଂହ ୮ ଦିନ ରାଷ୍ଟ୍ରିୟ ଭାଦ୍ରବ ୨ଦିନ ଶୁକ୍ରବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଶ୍ରାବଣମାସ ଶୁକ୍ଳପକ୍ଷ, ତ୍ରୟୋଦଶୀତିଥୀ ଦିବା ଘଣ୍ଟା ୧୨।୫୧।୪୪ସେକେଣ୍ଡ,

ଉତାରାଷାଢାନକ୍ଷତ୍ର ସକାଳ ଘଣ୍ଟା ୬।୪୮।୨୧ସେକେଣ୍ଡ, ମକରଚନ୍ଦ୍ର ଅହୋରାତ୍ର,

ସୌଭାଗ୍ୟଯୋଗ ରାତ୍ର ଘଣ୍ଟା ୭।୧୦।୨୨ସେକେଣ୍ଡ

ତୈତିଳକରଣ ଦିବା ଘଣ୍ଟା ୧୨।୫୧।୪୪ସେକେଣ୍ଡ, ଗରକରଣ ରାତ୍ର ଘଣ୍ଟା ୨।୬।୧୮ସେକେଣ୍ଡ

ରବ୍ୟଂଶଽ ୬।୪୧।୩୩, ସୂକ୍ଷ୍ମଚନ୍ଦ୍ର ରା୯।୯।୨୧।୧୬

ଦିନମାନ ଘଣ୍ଟା ୧୨।୩୨।୩୪ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୨୭।୨୬ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ଦକ୍ଷିଣେ ଦିବା ଘଣ୍ଟା ୧୨।୫୧।୪୪ସେକେଣ୍ଡ ଗତେ ପଶ୍ଚିମେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ଦିବା ଘଣ୍ଟା ୧୨।୫୧।୪୪ସେକେଣ୍ଡ ମଧ୍ୟେ ବାଇଗଣ ଓ ପରେ ବିରି ଜାତିୟ ଖାଦ୍ୟ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସୂର୍ଯ୍ୟୋଦୟରୁ ସକାଳ ଘଣ୍ଟା ୬-୨୦ ମିନିଟ୍, ଅମୃତ ଦିବା ଘଣ୍ଟା ୭-୧୦ ମିନିଟ୍ ରୁ ଘଣ୍ଟା ୯-୪୦ ମିନିଟ୍, ଦିବା ଘଣ୍ଟା ୧୨-୧୧ ମିନିଟ୍ ରୁ ଘଣ୍ଟା ୨-୪୧ ମିନିଟ୍, ଦିବା ଘଣ୍ଟା ୪-୨୧ ମିନିଟ୍ ରୁ ଘଣ୍ଟା ୬-୧ ମିନିଟ୍, ରାତ୍ର ଘଣ୍ଟା ୭-୩୩ ମିନିଟ୍ ରୁ ଘଣ୍ଟା ୯-୫ ମିନିଟ୍, ରାତ୍ର ଘଣ୍ଟା ୧-୪୦ ମିନିଟ୍ ରୁ ଘଣ୍ଟା ୩-୧୨ ମିନିଟ୍, ମାହେନ୍ଦ୍ର ରାତ୍ର ଘଣ୍ଟା ୯-୫ ମିନିଟ୍ ରୁ ଘଣ୍ଟା ୯-୫୧ ମିନିଟ୍, ରାତ୍ର ଘଣ୍ଟା ୩-୧୨ ମିନିଟ୍ ରୁ ଘଣ୍ଟା ୩-୫୮ମିନିଟ୍‌।

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି ଓ ସକାଳ ଘଣ୍ଟା ୬।୪୮।୨୧ସେକେଣ୍ଡ ଗତେ ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ସିଂହ ରାଶିର ଘାତଚନ୍ଦ୍ର। ବିଚ୍ଛା, ଧନୁ, ମୀନ ରାଶିର ଘାତବାର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ଓ ରଜଶ୍ଚକ୍ରେ- ଦୁଃଖ।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ଚତୁର୍ଦ୍ଦଶୀର ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ସକାଳ ଘଣ୍ଟା ୬।୪୮।୨୧ସେକେଣ୍ଡ  ମଧ୍ୟେ ଏକପାଦ ବାରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ-ଦିବା ଘଣ୍ଟା ୧୦।୧୩ ମିନିଟ୍ ରୁ ଘଣ୍ଟା ୧୧।୪୭ ମିନିଟ୍, ବାରବେଳା ଓ କାଳବେଳା- ସକାଳ ଘଣ୍ଟା ୮।୪୦ ମିନିଟ୍ ରୁ ଘଣ୍ଟା ୧୧।୪୮ ମିନିଟ୍, କାଳରାତ୍ରି-ରାତ୍ର ଘଣ୍ଟା ୮।୫୬ ମିନିଟ୍ ରୁ ଘଣ୍ଟା ୧୦।୨୨ ମିନିଟ୍ ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବି ରାଶି-୪।୬।୪୧।୩୩, ଚନ୍ଦ୍ର ରାଶି-୯।୯।୨୧।୧୬, ମଙ୍ଗଳ ରାଶି-୯।୪।୩୭।୩୫, ବୁଧ ରାଶି-୩।୧୮।୫୩।୧୭, ବୃହସ୍ପତି ରାଶି-୬।୨୨।୩।୨, ଶୁକ୍ର ରାଶି-୫।୨୨।୨୫।୧୭, ଶନି ରାଶି-୮।୮।୩୩।୫୬, ରାହୁ ରାଶି-୩।୧୧।୪୫।୫୩, କେତୁ ରାଶି-୯।୧୧।୪୪।୫୩।

ଉଦୟଲଗ୍ନ-

ପ୍ରାତଃ ଘଣ୍ଟା ୪।୫୭ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୭।୧୦ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୯।୧୮ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୧।୩୦ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୧।୪୪ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୩।୫୦ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୫।୩୯ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୭।୧୫ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୮।୪୮ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୧୦।୩୧ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୨।୩୧ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୨।୪୩ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ପ୍ରାତଃ ଘଣ୍ଟା ୪।୫୭ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ବାଣିଜ୍ୟକରଣ, ସବୁ ଦ୍ରବ୍ୟ କ୍ରୟ ବିକ୍ରୟ, ଦେବତା ଗଠନ, ନୌକା ଚାଳନ, ନାମକରଣ, ଔଷଧ କରଣ ଓ ସେବନ, ନୃତ୍ୟ ଗୀତ ବାଦ୍ୟାରମ୍ଭ, ଧାନ୍ୟ ସ୍ଥାପନ, ଋଣଦାନ ଓ ଋଣଗ୍ରହଣ, ଆରୋଗ୍ୟ ସ୍ନାନ, ହଳ ଆରମ୍ଭ ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ସକାଳ ଘଣ୍ଟା ୬।୪୮।୨୧ସେକେଣ୍ଡ ମଧ୍ୟେ ଉତ୍ତରାଷାଢାନକ୍ଷତ୍ର  ମକରରାଶି ରବିମହାଦଶାରେ ଜନ୍ମହୋଇଛି। ସକାଳ ଘଣ୍ଟା ୬।୪୮।୨୧ସେକେଣ୍ଡ ପରେ ଶ୍ରବଣାନକ୍ଷତ୍ର  ମକରରାଶି ଚନ୍ଦ୍ରମହାଦଶାରେ ଜନ୍ମହୋଇଛି  ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!