ମକର ରାଶିର ଘାତବାର। ଆଜିର ପାଞ୍ଜି: ଅପ୍ରେଲ ୨୪, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅପ୍ରେଲ ୨୪, ୨୦୧୮

ସୀତା ନବମୀ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ ମେଷ ଦ୫|୫୬|୪୬ ଇଂ ପ୍ରାତଃ ଘ ୫|୨୨|୩୯ସେ

ସୂର୍ଯ୍ୟାସ୍ତ ତୁଳା ଦ୫|୧୩|୨୨  ଇଂ ସଂଧ୍ୟା ଘ ୬|୦|୩୬ସେ

ଉଡ୍ରାବ୍ଦ ୧୪୨୫ସାଲ ମେଷ ୧୧ ଦିନ ରାଷ୍ଟ୍ରିୟ ବୈଶାଖମାସ ୪ ଦିନ ମଙ୍ଗଳବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ବୈଶାଖମାସ, ଶୁକ୍ଳପକ୍ଷ, ନବମୀତିଥି ଦିବା ଘଣ୍ଟା ୧୨|୨୬|୧୯ସେକେଣ୍ଡ୍,

ଅଶ୍ଳେଷାନକ୍ଷତ୍ର ଦିବା ଘଣ୍ଟା ୩|୫୯|୧ସେକେଣ୍ଡ୍, କର୍କଟଚନ୍ଦ୍ର ଦିବା ଘଣ୍ଟା ୩|୫୯|୧ସେକେଣ୍ଡ୍,

ଗଣ୍ଡଯୋଗ ରାତ୍ର ଘଣ୍ଟା ୯|୧୨|୨୮ସେକେଣ୍ଡ୍,

କୌଳବକରଣ ଦିବା ଘଣ୍ଟା ୧୨|୨୬|୨୩ସେକେଣ୍ଡ୍, ତୈତିଳକରଣ ରାତ୍ର ଘଣ୍ଟା ୧୧|୩୪|୧୦ସେକେଣ୍ଡ୍,

ରବ୍ୟଂଶଽ୯|୪୦|୪, ସୂକ୍ଷ୍ମଚନ୍ଦ୍ର ରାଶି ୩|୨୩|୫୦|୪୪,

ଦିନମାନ ଘଣ୍ଟା ୧୨|୩୭|୫୭ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧|୨୨|୩ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ପୂର୍ବେ ଦିବା ଘଣ୍ଟା ୧୨|୨୬|୧୯ସେକେଣ୍ଡ୍ ଗତେ ଉତ୍ତରେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ଦିବା ଘଣ୍ଟା ୧୨|୨୬|୧୯ସେକେଣ୍ଡ୍ ମଧ୍ୟେ ଲାଉ ଓ ପରେ କଳମଶାଗ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା-ସକାଳ ଘଣ୍ଟା ୭।୪୫ ମିନିଟ୍ ରୁ ଘଣ୍ଟା ୧୦।୨୫ମିନିଟ୍, ଦିବା ଘଣ୍ଟା ୧୨।୫୭ ମିନିଟ୍ ରୁ ଘଣ୍ଟା ୨।୩୮ମିନିଟ୍, ଦିବା ଘଣ୍ଟା ୩।୨୮ ମିନିଟ୍ ରୁ ଘଣ୍ଟା ୫।୯ମିନିଟ୍, ସୂର୍ଯ୍ୟାସ୍ତରୁ ସଂଧ୍ୟା ଘଣ୍ଟା ୬।୪୬ ମିନିଟ୍, ରାତ୍ର ଘଣ୍ଟା ୯।୨ ମିନିଟ୍ ରୁ ଘଣ୍ଟା ୧୧।୧୯ମିନିଟ୍, ରାତ୍ର ଘଣ୍ଟା ୧।୩୫ ମିନିଟ୍ ରୁ ଘଣ୍ଟା ୩।୬ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର,  କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ଦିବା ଘଣ୍ଟା ୩|୫୯|୧ସେକେଣ୍ଡ୍ ଗତେ ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୩|୫୯|୧ସେକେଣ୍ଡ୍ ଗତେ ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ମକର ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ସଂବତ୍ସର ଗଣ୍ଡଦୋଷ ଓ ଦିବା ଘଣ୍ଟା ୩|୫୯|୧ସେକେଣ୍ଡ୍ ପରେ ପାଞ୍ଚମାସ ଗଣ୍ଡଦୋଷ ଯୋଗେ ପ୍ରତିକାର କରଣୀୟ ଓ ରଜଶ୍ଚକ୍ରେ ଲକ୍ଷ୍ମୀଯୁକ୍ତା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ନବମୀର ଏକୋଦ୍ଦିଷ୍ଟ ଓ ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ। 

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଏକପାଦ ବାରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୨|୫୩ ମିନିଟ୍ ରୁ ଘଣ୍ଟା ୪|୨୮ମିନିଟ୍ ମଧ୍ୟେ। ବାରବେଳା- – ସକାଳ ଘଣ୍ଟା ୭|୦ମିନିଟ୍ ରୁ ଘଣ୍ଟା ୮|୩୪ମିନିଟ୍ ମଧ୍ୟେ। କାଳବେଳା- ଦିବା ଘଣ୍ଟା ୧|୧୯ମିନିଟ୍ ରୁ ଘଣ୍ଟା ୨|୫୩ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୭|୨୮ମିନିଟ୍ ରୁ ଘଣ୍ଟା ୮|୫୩ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୦।୯।୪୦।୪- ଚନ୍ଦ୍ରରାଶି-୩।୨୩।୫୦।୪୪-, ମଙ୍ଗଳରାଶି-୮|୨୬|୦|୨୪-, ବୁଧରାଶି-୧୧|୧୩|୩୮|୩୮-, ବୃହସ୍ପତିରାଶି-୬|୨୬|୮|୧୧-, ଶୁକ୍ରରାଶି-୧|୫|୩|୯-, ଶନିରାଶି-୮|୧୪|୫୯|୫୫-, ରାହୁରାଶି-୯|୧୭|୨|୪୬-, କେତୁରାଶି-୯|୧୭|୨|୪୬-।

ଆଜିରଲଗ୍ନ

ନିଶାନ୍ତ ୪ଟା ୪୮ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ୬ଟା ୩୫ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୮ଟା ୩୪ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧୦ଟା ୪୭ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧ଟା ୧ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୩ଟା ୧୦ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୫ଟା ୧୭ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୭ଟା ୨୯ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୯ଟା ୪୪ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧୧ଟା ୫୦ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧ଟା ୩୯ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୩ ଟା ୧୪ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୪ଟା ୪୮ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ପୁଂସବନ ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘଣ୍ଟା ୩|୫୯|୧ସେକେଣ୍ଡ୍ ମଧ୍ୟେ ଅଶ୍ଳେଷାନକ୍ଷତ୍ର କର୍କଟରାଶି ଓ ବୁଧମହାଦଶାରେ ଜନ୍ମହୋଇଛି । ଦିବା ଘଣ୍ଟା ୩|୫୯|୧ସେକେଣ୍ଡ୍ ପରେ ମଘାନକ୍ଷତ୍ର ସିଂହରାଶି ଓ କେତୁମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!