ଶ୍ରୀ ମନ୍ଦିରେ ଅନନ୍ତ ବ୍ରତ, ଅଘୋର ଚତୁର୍ଦ୍ଦଶୀ, ଖୁଦୁରୁକୁଣୀ ଓଷା ଶେଷପାଳି। ଦୈନିକ ପାଞ୍ଜି: ସେପ୍ଟେମ୍ବର ୨୩, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ସେପ୍ଟେମ୍ବର ୨୩, ୨୦୧୮

ଶିବ ଚତୁର୍ଦ୍ଦଶୀ ଉପବାସ ଓ ବେଢା ପରିକ୍ରମା, ଶ୍ରୀ ଶିବ ଓ ଶ୍ରୀ ଦୂର୍ଗାଦେବୀଙ୍କର ପାର୍ଶ୍ଵପରିର୍ତ୍ତନ ଉତ୍ସବ, ଶ୍ରୀ ଲିଙ୍ଗରାଜଦେବଙ୍କ ପାଶ୍ୱପରିର୍ତ୍ତନ ଉତ୍ସବ, ଶ୍ରୀ ମନ୍ଦିରେ ଅନନ୍ତ ବ୍ରତ, ଅଘୋର ଚତୁର୍ଦ୍ଦଶୀ, ଖୁଦୁରୁକୁଣୀ ଓଷା ଶେଷପାଳି।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାତଃ ଘଣ୍ଟା ୫।୩୬।୦୦ ସେକେଣ୍ଡ  ସୂର୍ଯ୍ୟାସ୍ତ   ସଂଧ୍ୟା ଘଣ୍ଟା ୫।୩୫।୪୬ ସେକେଣ୍ଡ

ଉଡ୍ରାବ୍ଦ ୧୪୨୬ସାଲ  କନ୍ୟା ୭ ଦିନ ରାଷ୍ଟ୍ରିୟ ଆଶ୍ୱିନ ୧ଦିନ ରବିବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଭାଦ୍ରବମାସ ଶୁକ୍ଳପକ୍ଷ, ତ୍ରୟୋଦଶୀତିଥୀ ସକାଳ ଘଣ୍ଟା ୫।୪୪।୭ ସେକେଣ୍ଡ

ଶତଭିଷାନକ୍ଷତ୍ର ରାତ୍ର ଘଣ୍ଟା ୯।୪୯।୪୭ ସେକେଣ୍ଡ, କୁମ୍ଭଚନ୍ଦ୍ର ଅହୋରାତ୍ର

ଶୂଳଯୋଗ ରାତ୍ର ଘଣ୍ଟା ୪।୧୧।୧୬ ସେକେଣ୍ଡ

ତୈତିଳକରଣ ସକାଳ ଘଣ୍ଟା ୫।୪୪।୭ ସେକେଣ୍ଡ, ଗରକରଣ ସଂଧ୍ୟା ଘଣ୍ଟା ୬।୩୬।୨୮ ସେକେଣ୍ଡ

ରବ୍ୟଂଶଽ ୫।୪୯।୧୮, ସୂକ୍ଷ୍ମଚନ୍ଦ୍ର ରା୧୦।୧୧।୪୫।୪

ଦିନମାନ ଘଣ୍ଟା ୧୧।୫୯।୪୬ ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୨।୦।୧୪ ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ଦକ୍ଷିଣେ ସକାଳ ଘଣ୍ଟା ୫।୪୪।୭ ସେକେଣ୍ଡ ଗତେ ପଶ୍ଚିମେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ସକାଳ ଘଣ୍ଟା ୫।୪୪।୭ ସେକେଣ୍ଡ ମଧ୍ୟେ ବାଇଗଣ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସୂର୍ଯୋଦୟରୁ ପ୍ରାତଃ ଘଣ୍ଟା ୬-୨୫ ମିନିଟ୍‌, ଦିବା ଘଣ୍ଟା ୭-୧୩ ମିନିଟ୍‌ ରୁ ଘଣ୍ଟା ୧୧-୯ ମିନିଟ୍‌, ରାତ୍ର ଘଣ୍ଟା ୭-୫୩ ମିନିଟ୍‌ ରୁ ଘଣ୍ଟା ୮-୪୨ ମିନିଟ୍‌, ଘଣ୍ଟା ୯-୩୧ ମିନିଟ୍‌ ରୁ ଘଣ୍ଟା ୧୧-୫୭ ମିନିଟ୍‌, ଦିବା ଘଣ୍ଟା ୪-୦୧ ମିନିଟ୍‌ ରୁ ଘଣ୍ଟା ୫-୩୮ ମିନିଟ୍‌, ମାହେନ୍ଦ୍ର ସୂର୍ଯ୍ୟାସ୍ତରୁ ରାତ୍ର ଘଣ୍ଟା ୭-୫୩ ମିନିଟ୍‌, ରାତ୍ର ଘଣ୍ଟା ୧-୩୪ ମିନିଟ୍‌ ରୁ ଘଣ୍ଟା ୩-୧୨ମିନିଟ୍‌।

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୯।୪୯।୪୭ ସେକେଣ୍ଡ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ମେଷରାଶିର ଘାତବାର। ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର

ପ୍ରଥମ ରଜ ଦର୍ଶନେ ରାତ୍ର ଘଣ୍ଟା ୯।୪୯।୪୭ ସେକେଣ୍ଡ ପରେ ସାତମାସ ଗଣ୍ଡଦୋଷ, ଫଳ-ଶରୀରପୀଡା ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ- ସର୍ବସମ୍ପନ୍ନା।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ଏକପାଦ ଦୋଷ ଓ ପରେ ରାତ୍ର ଘଣ୍ଟା ୯।୪୯।୪୭ ସେକେଣ୍ଡ ଗତେ ଦ୍ୱିପାଦ ବାର ଓ ନକ୍ଷତ୍ରଦୋଷ ଯୋଗେ କୃଷିନାଶ ହେବ ତେଣୁ ବାରପତ୍ର ଦିନ ମୂଲ୍ୟକଳ୍ପିତ ଭୂମିଦାନ ସହ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୪।୮ମିନିଟ୍ ରୁ ଘଣ୍ଟା ୫।୩୮ମିନିଟ୍, କାଳବେଳା- ଦିବା ଘଣ୍ଟା ୧୧।୩୮ମିନିଟ୍ ରୁ ଘଣ୍ଟା ୧।୮ମିନିଟ୍, ବାରବେଳା-ଦିବା ଘଣ୍ଟା ୧୦।୯ମିନିଟ୍ ରୁ ଘଣ୍ଟା ୧୧।୩୮ମିନିଟ୍, କାଳରାତ୍ରି- ରାତ୍ରି ଘଣ୍ଟା ୧।୯ମିନିଟ୍ ରୁ ଘଣ୍ଟା ୨।୩୯ମିନିଟ୍।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବି ରାଶି-୫।୫।୪୮।୨୯ ଚନ୍ଦ୍ର ରାଶି-୧୦।୧୧।୪୨।୧୭, ମଙ୍ଗଳ ରାଶି-୯।୮।୫୮।୨୨, ବୁଧ ରାଶି-୫।୭।୨୫।୦, ବୃହସ୍ପତି ରାଶି-୬।୨୬।୩୦।୩୯, ଶୁକ୍ର ରାଶି-୬।୧୩।୫୦।୦, ଶନି ରାଶି-୮।୮।୩୯।୩, ରାହୁ ରାଶି-୩।୧୦।୩୧।୧୯, କେତୁ ରାଶି-୯।୧୦।୩୧।୧୯।

ଉଦୟଲଗ୍ନ-

ସକାଳ ଘଣ୍ଟା ୭।୨୨ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୯।୩୩ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୧୧।୪୮ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୧।୫୪ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୩।୪୩ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୫।୧୯ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ରାତ୍ରି ଘଣ୍ଟା ୬।୫୩ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୮।୩୫ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୦।୩୫ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୧୨।୪୮ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ରାତ୍ର ଘଣ୍ଟା ୩।୧ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ନିଶାନ୍ତ ଘଣ୍ଟା ୫।୧୦ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ଋଣଦାନ ଓ ଗ୍ରହଣ, ହଳଆରମ୍ଭ ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ରାତ୍ର ଘଣ୍ଟା ୯।୪୯।୪୭ ସେକେଣ୍ଡ ଶତଭିଷାନକ୍ଷତ୍ର  କୁମ୍ଭରାଶି  ରହୁମହାଦଶାରେ ଜନ୍ମହୋଇଛି। ରାତ୍ର ଘଣ୍ଟା ୯।୪୯।୪୭ ସେକେଣ୍ଡ ପରେ  ପୂର୍ବଭାଦ୍ରପଦ ନକ୍ଷତ୍ର  କୁମ୍ଭରାଶି  ଗୁରୁମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!