ଆଜିର ପାଞ୍ଜି: ମଇ ୨୩, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମଇ ୨୩, ୨୦୧୮

ସୂର୍ଯ୍ୟଉଦୟ  ପ୍ରାତଃ ଘ ୫|୮|୫୫ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ     ସଂଧ୍ୟା ଘ ୬|୧୧|୨୫ସେ

ଉଡ୍ରାବ୍ଦ ୧୪୨୫ସାଲ ବୃଷ ୯ ଦିନ ରାଷ୍ଟ୍ରିୟ ଜ୍ୟେଷ୍ଠମାସ ୨ ଦିନ ବୁଧବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମଳ ଜ୍ୟେଷ୍ଠମାସ, ଶୁକ୍ଳପକ୍ଷ, ନବମୀତିଥି ରାତ୍ର ଘଣ୍ଟା ୭|୧୩|୨୦ସେକେଣ୍ଡ୍

ପୂର୍ବାଫାଲଗୁନୀ ନକ୍ଷତ୍ର ରାତ୍ର ଘଣ୍ଟା ୭|୫୫|୬ସେକେଣ୍ଡ୍, ସିଂହଚନ୍ଦ୍ର ରାତ୍ର ଘଣ୍ଟା ୧|୫୧|୧୮ସେକେଣ୍ଡ୍,

ହର୍ଷଣଯୋଗ ରାତ୍ର ଘଣ୍ଟା ୧୦|୪୩|୩ସେକେଣ୍ଡ୍,

ବାଳବକରଣ ସକାଳ ଘଣ୍ଟା ୭|୪୯|୩୫ସେକେଣ୍ଡ୍, କୌଳବକରଣ ରାତ୍ର ଘଣ୍ଟା ୭|୧୩|୨୦ସେକେଣ୍ଡ୍,

ରବ୍ୟଂଶଽ୭|୪୩|୯, ସୂକ୍ଷ୍ମଚନ୍ଦ୍ର ରାଶି ୪|୧୮|୧୭|୩୬,

ଦିନମାନ ଘଣ୍ଟା ୧୩|୨|୩୦ସେକେଣ୍ଡ୍, ନିଶାମାନ ଘଣ୍ଟା ୧୦|୫୭|୩୦ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

 ଯୋଗିନୀବାସ-

ଯୋଗିନୀ ପୂର୍ବେ ରାତ୍ର ଘଣ୍ଟା ୭|୧୩|୨୦ସେକେଣ୍ଡ୍ ଗତେ ଉତ୍ତରେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାତ୍ର ଘଣ୍ଟା ୭|୧୩|୨୦ସେକେଣ୍ଡ୍ ମଧ୍ୟେ ଲାଉ ଓ ପରେ କଳମଶାଗ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୭।୪୬ ମିନିଟ୍, ରୁ ଘଣ୍ଟା ୧୧।୧୪ ମିନିଟ୍, ଦିବା ଘଣ୍ଟା ୧।୫୧ ମିନିଟ୍ ରୁ ଘଣ୍ଟା ୫।୨୦ ମିନିଟ୍, ସୂର୍ଯ୍ୟାସ୍ତରୁ ରାତ୍ର ଘଣ୍ଟା ୯।୫୧ ମିନିଟ୍, ରାତ୍ର ଘଣ୍ଟା ୧୨।୨ ମିନିଟ୍ ରୁ ଘଣ୍ଟା ୧।୩୦ ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ରାତ୍ର ଘଣ୍ଟା ୧|୫୧|୧୮ସେକେଣ୍ଡ୍ ଗତେ ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ନକ୍ଷତ୍ର ରାତ୍ର ଘଣ୍ଟା ୭|୫୫|୬ସେକେଣ୍ଡ୍ ଗତେ ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର –

କର୍କଟ ରାଶିର ଘାତବାର। କର୍କଟ ରାଶିର ଘାତଚନ୍ଦ୍ର ଓ ରାତ୍ର ଘଣ୍ଟା ୧।୫୧ ମିନିଟ୍ ପରେ ବୃଷ ରାଶିର ଘାତଚନ୍ଦ୍ର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ରାତ୍ର ଘଣ୍ଟା ୭|୫୫|୬ସେକେଣ୍ଡ୍ ମଧ୍ୟେ ସାତମାସ ଗଣ୍ଡଦୋଷ, ଫଳ-ଶରୀରପୀଡା ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ ସୁଭଗା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ନବମୀର ଏକୋଦ୍ଦିଷ୍ଟ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ରାତ୍ର ଘଣ୍ଟା ୭|୫୫|୬ସେକେଣ୍ଡ୍ ଗତେ ଏକପାଦ ନକ୍ଷତ୍ରଦୋଷ ଓ ଦିବା ଘଣ୍ଟା ୧|୨୬ମିନିଟ୍ ଗତେ ଏକପାଦ ବାରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ / ବାରବେଳା- ଦିବା ଘଣ୍ଟା ୧|୪୨ ମିନିଟ୍ ରୁ ଘଣ୍ଟା ୧|୨୦ ମିନିଟ୍ ମଧ୍ୟେ। କାଳବେଳା- ସକାଳ ଘଣ୍ଟା ୮|୨୭ ମିନିଟ୍ ରୁ ଘଣ୍ଟା ୧୦|୫ ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୨|୨୭ ମିନିଟ୍ ରୁ ଘଣ୍ଟା ୩|୪୯ ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୧।୭।୪୩।୯-, ଚନ୍ଦ୍ରରାଶି-୪।୧୮।୧୭।୩୬-,  ମଙ୍ଗଳରାଶି-୯|୮|୨୬|୨୫-, ବୁଧରାଶି-୦|୨୨|୦|୧-, ବୃହସ୍ପତିରାଶି-୬|୨୨|୩୧|୪୩-, ଶୁକ୍ରରାଶି-୨|୧୦|୦|୨୪-, ଶନିରାଶି-୮|୧୪|୪|୪୯-, ରାହୁରାଶି-୯|୧୪|୦|୨୧-, କେତୁରାଶି-୯|୧୪|୦|୨୧-।

ଆଜିରଲଗ୍ନ

ନିଶାନ୍ତ ୪ଟା ୩୭ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୬ଟା ୪୦ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୮ଟା ୫୩ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧୧ଟା ୮ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୧ଟା ୧୬ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୩ଟା ୨୩ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୫ଟା ୩୫ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୭ଟା ୫୦ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୯ଟା ୫୬ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧୧ଟା ୪୪ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୧ ଟା ୨୦ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୨ଟା ୫୪ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ନିଶାନ୍ତ ୪ଟା ୩୭ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। 

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ନାହିଁ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାତ୍ର ଘଣ୍ଟା ୭|୫୫|୬ସେକେଣ୍ଡ୍ ମଧ୍ୟେ ପୂର୍ବାଫାଲଗୁନୀ ନକ୍ଷତ୍ର ସିଂହରାଶି ଶୁକ୍ରମହାଦଶାରେ ଜନ୍ମହୋଇଛି। ରାତ୍ର ଘଣ୍ଟା ୭|୫୫|୬ସେକେଣ୍ଡ୍ ପରେ ଉତ୍ତରାଫାଲଗୁନୀ ନକ୍ଷତ୍ର କନ୍ୟାରାଶି ରବିମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!