ଆଜି ମା’ ମଙ୍ଗଳାଙ୍କର ବାସନ୍ତିକ ସପ୍ତମୀ ବିହିତପୂଜା ଓ କାତିଖର୍ପରବେଶ, ବାସନ୍ତିକ ମୃଣ୍ମୟୀଦେବୀଙ୍କ ବିଲ୍ଵବରଣ ଓ ସମସ୍ତ ଦେବୀ ପୀଠରେ ସପ୍ତମୀ ପୂଜା। ଆଜିର ପାଞ୍ଜି: ମାର୍ଚ୍ଚ ୨୩, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମାର୍ଚ୍ଚ ୨୩, ୨୦୧୮

ଆଜି ମା ମଙ୍ଗଳାଙ୍କର ବାସନ୍ତିକ ସପ୍ତମୀ ବିହିତପୂଜା ଓ କାତିଖର୍ପରବେଶ, ବାସନ୍ତିକ ମୃଣ୍ମୟୀଦେବୀଙ୍କ ବିଲ୍ଵବରଣ ଓ ସମସ୍ତ ଦେବୀ ପୀଠରେ ସପ୍ତମୀ ପୂଜା।   

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ ମୀନ ଦ୫|୫୬|୪୬ ଇଂ ପ୍ରାତଃ ଘ ୫|୪୮|୩୬ସେ

ସୂର୍ଯ୍ୟାସ୍ତ କନ୍ୟା ଦ୫|୧୩|୨୨  ଇଂ ସଂଧ୍ୟା ଘ ୫|୫୧|୩୫ସେ

ଉଡ୍ରାବ୍ଦ ୧୪୨୫ସାଲ ମୀନ ୯ଦିନ ରାଷ୍ଟ୍ରିୟ ଚୈତ୍ରମାସ ୨ଦିନ ଶୁକ୍ରବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଚୈତ୍ରମାସ, ଶୁକ୍ଳପକ୍ଷ, ଷଷ୍ଠୀତିଥି ଦିବା ଘଣ୍ଟା ୧୨।୩।୩୧ସେକେଣ୍ଡ୍,

ରୋହିଣୀ ନକ୍ଷତ୍ର ଦିବା ଘଣ୍ଟା ୪।୫୭।୩୨ସେକେଣ୍ଡ୍, ବୃଷଚନ୍ଦ୍ର ରାତ୍ର ଘଣ୍ଟା ୪।୨୧।୦ସେକେଣ୍ଡ୍,

ପ୍ରୀତିଯୋଗ ସ.ଘଣ୍ଟା୮।୨୪।୨୭ସେକେଣ୍ଡ୍, କ୍ଷୟ ଆୟୁଷ୍ମାନଯୋଗ ନିଶାନ୍ତ ଘଣ୍ଟା୫।୪୩।୪୨ ସେକେଣ୍ଡ୍,

ତୈତିଳକରଣ ଦିବା ଘଣ୍ଟା ୧୨।୩।୩୧ସେକେଣ୍ଡ୍, ଗରକରଣ ରାତ୍ର ଘଣ୍ଟା ୧୧।୫।୦ସେକେଣ୍ଡ୍,

ରବ୍ୟଂଶଽ୮।୧୩।୧୪, ସୂକ୍ଷ୍ମଚନ୍ଦ୍ର ରାଶି ୧।୧୬।୪୯।୨୬,

ଦିନମାନ ଘଣ୍ଟା ୧୨।୨।୫୯ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧।୫୭।୧ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ପଶ୍ଚିମେ ଦିବା ଘଣ୍ଟା ୧୨।୩।୩୧ସେକେଣ୍ଡ୍ ଗତେ ବାୟବ୍ୟେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ଦିବା ଘଣ୍ଟା ୧୨।୩।୩୧ସେକେଣ୍ଡ୍ ମଧ୍ୟେ ନିମ୍ବ ଓ ପରେ ତାଳ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୬।୩୭ମିନିଟ୍, ଘଣ୍ଟା ୭।୨୫ମିନିଟ୍ ରୁ ଘଣ୍ଟା ୯।୫୦ମିନିଟ୍, ଦିବା ଘଣ୍ଟା ୧୨।୧୫ମିନିଟ୍ ରୁ ଘଣ୍ଟା ୨।୩୯ମିନିଟ୍, ଦିବା ଘଣ୍ଟା ୪।୧୬ମିନିଟ୍ ରୁ ଘଣ୍ଟା ୫।୫୨ମିନିଟ୍, ରାତ୍ର ଘଣ୍ଟା ୭।୨୮ମିନିଟ୍ ରୁ ଘଣ୍ଟା ୯।୩ମିନିଟ୍, ରାତ୍ର ଘଣ୍ଟା ୧।୫୦ମିନିଟ୍ ରୁ ଘଣ୍ଟା ୩।୨୬ମିନିଟ୍ ମଧ୍ୟେ।  ମାହେନ୍ଦ୍ର- ରାତ୍ର ଘଣ୍ଟା ୯।୩ମିନିଟ୍ ରୁ ଘଣ୍ଟା ୯।୫୧ମିନିଟ୍, ରାତ୍ର ଘଣ୍ଟା ୩।୨୬ମିନିଟ୍ ରୁ ଘଣ୍ଟା ୪।୧୩ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୪।୫୭।୩୨ସେକେଣ୍ଡ୍ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ବିଛା ରାଶିର ଘାତଚନ୍ଦ୍ର। ବିଛା, ଧନୁ, ମୀନ ରାଶିର ଘାତବାର।  

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଓ ରଜଶ୍ଚକ୍ରେ ଲକ୍ଷ୍ମୀଯୁକ୍ତା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଷଷ୍ଠୀର ଏକୋଦ୍ଦିଷ୍ଟ ଓ ସପ୍ତମୀର ଏକୋଦ୍ଦିଷ୍ଟ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଦିବା ଘଣ୍ଟା ୧୨।୩।୩୧ସେକେଣ୍ଡ୍ ଗତେ ଏକପାଦ ତିଥିଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍। 

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୧୦|୨୧ମିନିଟ୍ ରୁ ଘଣ୍ଟା ୧୧|୫୨ମିନିଟ୍ ମଧ୍ୟେ। ବାରବେଳା / କାଳବେଳା – ସକାଳ ଘଣ୍ଟା ୮|୫୨ମିନିଟ୍ ରୁ ଘଣ୍ଟା ୧୧|୫୨ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୮|୫୩ମିନିଟ୍ ରୁ ଘଣ୍ଟା ୧୦|୨୨ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବିରାଶି-୧୧।୮।୧୩।୧୪-୨୬/୧୨, ଚନ୍ଦ୍ରରାଶି-୧।୧୬।୪୯।୨୬-୪/୨, ମଙ୍ଗଳରାଶି-୮|୮|୫୬|୫୪-୧୯/୯, ବୁଧରାଶି-୧୧|୨୨|୪୮|୨୩-୨୭/୧୨, ବୃହସ୍ପତିରାଶି-୬|୨୮|୫୦|୩୧-୧୬/୭, ଶୁକ୍ରରାଶି-୧୧|୨୫|୪୭|୩୪-୨୭/୧୨, ଶନିରାଶି-୮|୧୪|୨୮|୩୫-୨୦/୯, ରାହୁରାଶି-୩|୧୯|୫୭|୨୭-୯/୪, କେତୁରାଶି-୯|୧୯|୫୭|୨୭-୨୨/୧୦।

ଆଜିରଲଗ୍ନ

ପ୍ରାତଃ ୫ ଟା ୨୦ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୬ଟା ୫୮ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।୮ଟା ୪୦ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୧୦ଟା ୪୦ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧୨ଟା ୫୩ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୩ଟା ୭ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୫ଟା ୧୫ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୭ଟା ୨୩ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୯ଟା ୩୫ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୧୧ଟା ୫୦ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧ଟା ୫୫ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୩ଟା ୪୪ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୫ ଟା ୨୦ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ବ୍ରତୋପନୟନ, ଭୂମିପୂଜନ, ଦେବତାଗଠନ ଓ ଦେବତାପ୍ରତିଷ୍ଠା, ଦିକ୍ଷାଗ୍ରହଣ, ଧାନ୍ୟସ୍ଥାପନ କରିପାରିବେ। ଦିବା ଘଣ୍ଟା ୧୨।୩।୩୧ସେକେଣ୍ଡ୍ ପରେ ହଳଆରମ୍ଭ, ବିହନବୁଣା, ବ୍ରତୋପନୟନ, ଭୂମିପୂଜନ, ଯାନକ୍ରୟ ଓ ଆରୋହଣ, ଆରୋଗ୍ୟସ୍ନାନ, ଔଷଧ କରଣ ଓ ସେବନ, ଧାନ୍ୟସ୍ଥାପନ, ଦିକ୍ଷାଗ୍ରହଣ, ନୌକାନିର୍ମାଣ, ଦେବତାଗଠନ ଓ ଦେବତାପ୍ରତିଷ୍ଠା, ବୃକ୍ଷ ରୋପଣ, ନବବସ୍ତ୍ର ପରିଧାନ, ବାଣିଜ୍ୟକରଣ, ଅନ୍ନପ୍ରାଶନ, ନାମକରଣ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘଣ୍ଟା ୪।୫୭।୩୨ସେକେଣ୍ଡ୍ ମଧ୍ୟେ ରୋହିଣୀ ନକ୍ଷତ୍ର ବୃଷରାଶି ଓ ଚନ୍ଦ୍ର ମହାଦଶାରେ ଜନ୍ମ ବୋଲି ଜାଣିବେ। ଦିବା ଘଣ୍ଟା ୪।୫୭।୩୨ସେକେଣ୍ଡ୍ ପରେ ରାତ୍ର ଘଣ୍ଟା ୪।୨୧ମିନିଟ୍ ମଧ୍ୟେ ମୃଗଶିରା ନକ୍ଷତ୍ର ବୃଷରାଶି ଓ ମଙ୍ଗଳ ମହାଦଶାରେ ଜନ୍ମ ଓ ରାତ୍ର ଘଣ୍ଟା ୪।୨୧ମିନିଟ୍ ପରେ ମୃଗଶିରା ନକ୍ଷତ୍ର ମିଥୁନରାଶି ଓ ମଙ୍ଗଳ ମହାଦଶାରେ ଜନ୍ମ ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!