ବିଛା ରାଶିର ଘାତଚନ୍ଦ୍ର। ତୁଳା, କୁମ୍ଭ ରାଶିର ଘାତବାର। ଆଜିର ପାଞ୍ଜି: ମାର୍ଚ୍ଚ ୨୨, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମାର୍ଚ୍ଚ ୨୨, ୨୦୧୮

ସୂର୍ଯ୍ୟଉଦୟ ମୀନ ଦ୫|୫୬|୪୬ ଇଂ ପ୍ରାତଃ ଘ ୫|୪୯|୨୮ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ କନ୍ୟା ଦ୫|୧୩|୨୨  ଇଂ ସଂଧ୍ୟା ଘ ୫|୫୧|୧୮ସେ

ଉଡ୍ରାବ୍ଦ ୧୪୨୫ସାଲ ମୀନ ୮ଦିନ ରାଷ୍ଟ୍ରିୟ ଚୈତ୍ରମାସ ୧ଦିନ ଗୁରୁବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଚୈତ୍ରମାସ, ଶୁକ୍ଳପକ୍ଷ, ପଞ୍ଚମୀତିଥି ଦିବା ଘଣ୍ଟା ୧।୫୨ମିନିଟ୍

କୃତ୍ତିକା ନକ୍ଷତ୍ର ସଂଧ୍ୟା ଘଣ୍ଟା ୬।୫ମିନିଟ୍ ବୃଷଚନ୍ଦ୍ର ଅହୋରାତ୍ର।

ବିଷ୍କୁମ୍ଭଯୋଗ ଦିବା ଘଣ୍ଟା ୧୧ଟା,ବାଳବକରଣ ଦିବା ଘଣ୍ଟା ୧।୫୨।୦ସେକେଣ୍ଡ୍,

କୌଳବକରଣ ରାତ୍ର ଘଣ୍ଟା ୧୨।୫୮।୦ସେକେଣ୍ଡ୍,

ରବ୍ୟଂଶଽ୭।୧୩।୪୩, ସୂକ୍ଷ୍ମଚନ୍ଦ୍ର ରାଶି ୧।୨।୫୩।୪୧,

ଦିନମାନ ଘଣ୍ଟା ୧୨।୧।୫୦ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧।୫୮।୧୦ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଦକ୍ଷିଣେ ଦିବା ଘଣ୍ଟା ୧।୫୨।୦ସେକେଣ୍ଡ୍ ଗତେ ପଶ୍ଚିମେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ଦିବା ଘଣ୍ଟା ୧।୫୨।୦ସେକେଣ୍ଡ୍ ମଧ୍ୟେ ବେଲ, ପଣସ ଓ ପରେ ନିମ୍ବ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା-ରାତ୍ର ଘଣ୍ଟା ୨।୩୮ମିନିଟ୍ ରୁ ଘଣ୍ଟା ୩।୨୫ମିନିଟ୍। ମାହେନ୍ଦ୍ର- ସୂର୍ଯ୍ୟଉଦୟ ସକାଳ ଘଣ୍ଟା ୭।୨୫ମିନିଟ୍, ଦିବା ଘଣ୍ଟା ୧୦।୩୮ମିନିଟ୍ ରୁ ଘଣ୍ଟା ୧।୨ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ନକ୍ଷତ୍ରମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସଂଧ୍ୟା ଘଣ୍ଟା ୬।୫ମିନିଟ୍ ଗତେ ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ବିଛା ରାଶିର ଘାତଚନ୍ଦ୍ର। ତୁଳା, କୁମ୍ଭ ରାଶିର ଘାତବାର।  

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ସଂଧ୍ୟା ଘଣ୍ଟା ୬।୫ମିନିଟ୍ ମଧ୍ୟେ ସମ୍ବତ୍ସର ଗଣ୍ଡଦୋଷ ଓ ରଜଶ୍ଚକ୍ରେ ପତିସୁଖହୀନା ଯୋଗେ ପ୍ରତିକାର କରଣୀୟ। 

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ଷଷ୍ଠୀର ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ସଂଧ୍ୟା ଘଣ୍ଟା ୬।୫ମିନିଟ୍ ମଧ୍ୟେ ଏକପାଦ ନକ୍ଷତ୍ରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍। 

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୧|୨୨ମିନିଟ୍ ରୁ ଘଣ୍ଟା ୨|୫୨ମିନିଟ୍ ମଧ୍ୟେ। ବାରବେଳା- ଦିବା ଘଣ୍ଟା ୪|୨୩ମିନିଟ୍ ରୁ ଘଣ୍ଟା ୫|୫୩ମିନିଟ୍ ମଧ୍ୟେ। କାଳବେଳା- ଦିବା ଘଣ୍ଟା ୨|୫୩ମିନିଟ୍ ରୁ ଘଣ୍ଟା ୪|୨୩ମିନିଟ୍ ମଧ୍ୟେ।  କାଳରାତ୍ରି- ରାତ୍ରି ଘଣ୍ଟା ୧୧|୫୨ମିନିଟ୍ ରୁ ଘଣ୍ଟା ୧|୨୨ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବିରାଶି-୧୧।୭।୧୩।୪୩-୨୬/୧୨, ଚନ୍ଦ୍ରରାଶି-୧।୨।୫୩।୪୧-୩/୨, ମଙ୍ଗଳରାଶି-୮|୮|୨୨|୫୫-୧୯/୯, ବୁଧରାଶି-୧୧|୨୨|୪୪|୨୭-୨୭/୧୨, ବୃହସ୍ପତିରାଶି-୬|୨୮|୫୩|୦-୧୬/୭, ଶୁକ୍ରରାଶି-୧୧|୨୪|୩୩|୨୨-୨୭/୧୨, ଶନିରାଶି-୮|୧୪|୨୬|୧-୨୦/୯, ରାହୁରାଶି-୩|୨୦|୧|୨୦-୯/୪, କେତୁରାଶି-୯|୨୦|୧|୨୦-୨୨/୧୦।

ଆଜିରଲଗ୍ନ

ପ୍ରାତଃ ୫ ଟା ୨୪ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୭ଟା ୨ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।୮ଟା ୪୪ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୧୦ଟା ୪୪ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧୨ଟା ୫୭ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୩ଟା ୧୦ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୫ଟା ୧୯ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୭ଟା ୨୭ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୯ଟା ୩୯ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୧୧ଟା ୫୪ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧ଟା ୫୯ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୩ଟା ୪୮ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୫ ଟା ୨୪ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି କ୍ରୟବିକ୍ରୟ, ନୌକାନିର୍ମାଣ ଓ ଚାଳନା, ଔଷଧ କରଣ ଓ ସେବନ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସଂଧ୍ୟା ଘଣ୍ଟା ୬।୫ମିନିଟ୍ ମଧ୍ୟେ କୃତ୍ତିକା ନକ୍ଷତ୍ର ବୃଷରାଶି ଓ ରବି ମହାଦଶାରେ ଜନ୍ମ ବୋଲି ଜାଣିବେ। ସଂଧ୍ୟା ଘଣ୍ଟା ୬।୫ମିନିଟ୍ ପରେ ରୋହିଣୀ ନକ୍ଷତ୍ର ବୃଷରାଶି ଓ ଚନ୍ଦ୍ର ମହାଦଶାରେ ଜନ୍ମ ବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!