ଶ୍ରୀ ପଞ୍ଚମୀ ସରସ୍ଵତୀପୂଜା, ମା’ ମଙ୍ଗଳାଙ୍କର ସରସ୍ଵତୀ ବେଶ, ଓ ଶୁକ୍ଳଘୋଡଣି ଲାଗି, ଶ୍ରୀ ମନ୍ଦିରରେ ବସନ୍ତ ପଞ୍ଚମୀ। ଆଜିର ପାଞ୍ଜି: ଜାନୁୟାରୀ ୨୨, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜାନୁୟାରୀ ୨୨, ୨୦୧୮

ଶ୍ରୀ ପଞ୍ଚମୀ ସରସ୍ଵତୀପୂଜା, ମା’ ମଙ୍ଗଳାଙ୍କର ସରସ୍ଵତୀ ବେଶ, ଓ ଶୁକ୍ଳଘୋଡଣି ଲାଗି, ଶ୍ରୀ ମନ୍ଦିରରେ ବସନ୍ତ ପଞ୍ଚମୀ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ ମକର ଦ୧|୧୨|୪୩ ଇଂ ପ୍ରାତଃଘ୬|୨୪|୪୦ସେ

ସୂର୍ଯ୍ୟାସ୍ତ     କର୍କଟ ଦ୧|୩୩|୪୬ ଇଂ ସଂଧ୍ୟାଘ୫|୨୫|୨୨ସେ

ଉଡ୍ରାବ୍ଦ ୧୪୨୫ସାଲ ମକର ୯ ଦିନ ରାଷ୍ଟ୍ରିୟ ମାଘମାସ ୨ ଦିନ ସୋମବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମାଘମାସ, ଶୁକ୍ଳପକ୍ଷ, ପଞ୍ଚମୀତିଥି ଦିବାଘ୪।୨୬।୫୩ସେ,

ପୂର୍ବଭାଦ୍ରପଦ ନକ୍ଷତ୍ର ସକାଳଘ୭।୬।୧୨ସେ, ମୀନଚନ୍ଦ୍ର ଅହୋରାତ୍ର,

ପରିଘଯୋଗ ଦିବାଘ୧୦।୫୦।୩୧ସେ,

ବାଳବକରଣ ଦିବାଘ୪।୨୬।୫୩ସେ,  କୌଳବକରଣ ରାତିଘ୪।୩୬ମି,

ରବ୍ୟଂଶଽ୭।୫୦।୨୬, ସୂକ୍ଷ୍ମଚନ୍ଦ୍ର ରାଶି୧୧।୨।୫୮।୯,

ଦିନମାନ ଘ୧୧।୦।୩୧, ନିଶାମାନ ଘ୧୨।୫୯।୨୯,

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଦକ୍ଷିଣେ ଦିବାଘ୪।୨୬।୫୩ସେ, ପରେ ପଶ୍ଚିମେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ଦିବାଘ୪।୨୬।୫୩ସେ, ମଧ୍ୟେ ବେଲ, ପଣସ ଓ ପରେ ନିମ୍ବ ନ ଖାଇଲେ ଭଲ।

ଶୁଭସମୟ-

ଅମୃତବେଳା ସୂର୍ଯ୍ୟଉଦୟରୁ ସକାଳ ଘ୭।୫୩ମି, ଦିବା ଘ୧୦।୪୯ମି ରୁ ଘ୧।୧ମି, ସଂଧ୍ୟା ଘ୬।୧୭ମି ରୁ ରାତି ଘ୮।୫୩ମି, ରାଘ୧୧।୨୯ମି ରୁ ଘ୨।୫୭ମି, ମାହେନ୍ଦ୍ର ଦିବା ଘ୩।୧୩ମି ରୁ ଘ୪।୪୧ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି-

ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।  

ତାରାଶୁଦ୍ଧି-

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସକାଳ ଘ୭।୬।୧୨ସେ ପରେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ମିଥୁନ ରାଶିର ଘାତବାର। ଧନୁ ରାଶିର ଘାତଚନ୍ଦ୍ର।

ରଜୋଶ୍ଚକ୍ର-

ପ୍ରଥମରଜୋ ଦର୍ଶନେ ସକାଳ ଘ୭।୬ମି ମଧ୍ୟେ ସାତମାସ ଗଣ୍ଡଦୋଷ ଯୋଗେ ତିଳସୁବର୍ଣ୍ଣ ଦାନଦେଇ ବ୍ରାହ୍ମଣ ଭୋଜନ ଦେବାସହ ଦକ୍ଷିଣା ଦେବାଉଚିତ୍। ରଜଶ୍ଚକ୍ରେ ଦୁଃଖଭୋଗିନୀ।

ସାମ୍ବଶ୍ଚରିକ ଶ୍ରାଦ୍ଧ-

ଆଜି ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ସକାଳ ଘ୭।୬ମି ମଧ୍ୟେ ଏକପାଦ ନକ୍ଷତ୍ରଦୋଷ ତେଣୁ ଶାନ୍ତିହୋମ କରି ବ୍ରାହ୍ମଣ ଭୋଜନ ଦେବାସହ ଦକ୍ଷିଣା ଦେବାଉଚିତ୍।   

ଅଶୁଭ ସମୟ-

ରାହୁକାଳ- ଓ କାଳବେଳା- ସକାଳ ଘ୭।୪୯ମି ରୁ ଘ୯।୧୨ମି। ବାରବେଳା-ଦିବା ଘ୨।୪୨ମି ରୁ ଦିଘ୪।୬ମି ମଧ୍ୟେ। କାଳରାତ୍ରି- ରାତ୍ରି ଘ୧୦।୨୦ମି ରୁ ଘ୧୧।୫୭ମି ମଧ୍ୟେ।

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବି ରାଶି୯।୭।୫୦।୨୬,୨୧/୧୦  ଚନ୍ଦ୍ର ରାଶି୧୧।୨।୫୮।୯-୨୫/୧୨  ମଙ୍ଗଳ ରାଶି୭|୩|୮|୩୭-୧୬/୮ ବୁଧ ରାଶି୮|୨୧|୧୪|୨୩-୨୦/୯  ବୃହସ୍ପତି ରାଶି୬|୨୬|୦|୨୨-୧୬/୭  ଶୁ୯|୧୦|୫୩|୩୨-୨୨/୧୦ ଶ୮|୯|୪୦|୧୭-୧୯/୯ ରା୩|୨୦|୫୧|୩୮-୯/୪ କେ୯| ୨୦|୫୧|୩୮-୨୨/୧୦। 

ଆଜିରଲଗ୍ନ- ମକର ଘ୫|୫୧ମି ରୁ ଆରମ୍ଭ।  

ମକର ପ୍ରାତଃ ଘ୬|୨୬ମି କୁମ୍ଭଘ୭|୪୪ମି  ମୀନଘ୯|୨୦ମି ମେଷଘ୧୦|୫୪ମି ବୃଷଘ୧୨|୩୬ମି   ମିଥୁନଘ୨|୩ମି କର୍କଟଘ୪|୪୯ମି  ସିଂହ ଘ୭|୨ମି କନ୍ୟା ଘ୯|୧୧ମି ତୁଳା ଘ୧୧|୧୯ମି ବିଛା ଘ୧|୩୧ମି  ଧନୁଘ୩|୪୫ମି ମକର ଘ୫|୫୧ମି ।

ଶୁଭକର୍ମ-

ଆଜି ଦିବାଘ୪।୨୬।୫୩ସେ, ମଧ୍ୟେ କ୍ରୟବିକ୍ରୟ, ବାଣିଜ୍ୟକରଣ, ଦେବତାଗଠନ ଓ ଦେବତାପ୍ରତିଷ୍ଠା, ଅନ୍ନପ୍ରାଶସନ୍ନ, ଦିକ୍ଷାଗ୍ରହଣ, ଔଷଧ କରଣ ଓ ସେବନ, ଦିକ୍ଷା ଗ୍ରହଣ, ନାଟ୍ୟାରମ୍ଭ ବା ଚଳଚ୍ଚିତ୍ର ଆରମ୍ଭ, ଧାନ୍ୟସଂଗ୍ରହ, ଯାନକ୍ରୟ ଓ ଆରୋହଣ, ଜଳାଶୟାରମ୍ଭ, ଜଳାଶୟପ୍ରତିଷ୍ଠା, ପ୍ରଥମ ଯୁବତୀସଂଭୋଗ, ବ୍ରତୋପନୟନ, ମନ୍ଦିରନିର୍ମାଣ, କୋର୍ଟବିବାହ, ବିବାହପାଣିଗ୍ରହଣ, ନବବଧୁଯାତ୍ରା, ଅଳଙ୍କ।ରଧାରଣ, ଭୂମିପୂଜନ, ଗୃହାରମ୍ଭ, ଗୃହପ୍ରତିଷ୍ଠା ଓ ପ୍ରବେଶ, ବିହନ ବୁଣା ହାଳଆରମ୍ଭ କରିପାରିବେ। ଦିବାଘ୪।୨୬।୫୩ସେ, ପରେ ଦେବତାପ୍ରତିଷ୍ଠା, ଦିକ୍ଷା ଗ୍ରହଣ, ଧାନ୍ୟସଂଗ୍ରହ, ନାଟ୍ୟାରମ୍ଭ ବା ଚଳଚ୍ଚିତ୍ର ଆରମ୍ଭ, ଜଳାଶୟପ୍ରତିଷ୍ଠା, ବ୍ରତୋପନୟନ, ଭୂମିପୂଜନ, ଗୃହାରମ୍ଭ, କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ସକାଳଘ୭।୬।୧୨ସେ,ମଧ୍ୟେ ପୂର୍ବଭାଦ୍ରପଦନକ୍ଷତ୍ର ମୀନରାଶି ଓ ଗୁରୁ ମହାଦଶାରେ ଜନ୍ମ ପରେ ଉତ୍ତରଭାଦ୍ରପଦ ନକ୍ଷତ୍ର ମୀନରାଶି ଓ ଶନି ମହାଦଶାରେ ଜନ୍ମ ହୋଇଛି ବୋଲି ଜାଣିବେ। ଉପରୋକ୍ତ ଲଗ୍ନ ସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

 


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!