ସର୍ବ ସମ୍ମତ ପୁତ୍ରଦା ଏକାଦଶୀ ଉପବାସ, ଉତ୍କଳେ ସର୍ବତ୍ର ଝୁଲଣ ଯାତ୍ରାରମ୍ଭ, ଇଦ୍ ଜୁହା। ଦୈନିକ ପାଞ୍ଜି: ଅଗଷ୍ଟ ୨୨, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅଗଷ୍ଟ ୨୨, ୨୦୧୮

ସର୍ବ ସମ୍ମତ ପୁତ୍ରଦା ଏକାଦଶୀ ଉପବାସ, ଉତ୍କଳେ ସର୍ବତ୍ର ଝୁଲଣ ଯାତ୍ରାରମ୍ଭ, ଇଦ୍ ଜୁହା।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ ପ୍ରାତଃ ଘଣ୍ଟା ୫।୩୩।୨୦ସେକେଣ୍ଡ   ସୂର୍ଯ୍ୟାସ୍ତ ସଂଧ୍ୟା ଘଣ୍ଟା ୬।୬।୫୯ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ  ସିଂହ ୬ ଦିନ ରାଷ୍ଟ୍ରିୟ ଶ୍ରାବଣ ୩୧ଦିନ ବୁଧବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଶ୍ରାବଣମାସ ଶୁକ୍ଳପକ୍ଷ, ଏକାଦଶୀତିଥୀ ସକାଳଘ୭।୪୧।୩୯,

ପୂର୍ବାଷାଢାନକ୍ଷତ୍ର ରାତ୍ର ଘଣ୍ଟା ୩।୪୦।୧ସେକେଣ୍ଡ, ଧନୁଚନ୍ଦ୍ର ଅହୋରାତ୍ର,

ପ୍ରୀତିଯୋଗ ସଂଧ୍ୟା ଘଣ୍ଟା ୫।୧।୩୪ସେକେଣ୍ଡ

ବିଷ୍ଟିକରଣ ସକାଳ ଘଣ୍ଟା ୭।୪୧।୩୯ସେକେଣ୍ଡ, ବବକରଣ ରାତ୍ର ଘଣ୍ଟା ୮।୫୯।୧୨ସେକେଣ୍ଡ

ରବ୍ୟଂଶଽ ୪।୪୫।୫୫, ସୂକ୍ଷ୍ମଚନ୍ଦ୍ର ରା୮।୧୫।୪୫।୨୮

ଦିନମାନ ଘଣ୍ଟା ୧୨।୩୪।୩୭ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୨୫।୨୩ସେକେଣ୍ଡ

ଯୋଗିନୀବାସ

ଅଗ୍ନିକୋଣେ ସକାଳ ଘଣ୍ଟା ୭।୪୧।୩୯ସେକେଣ୍ଡ ଗତେ ନୈଋତ କୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ସକାଳ ଘଣ୍ଟା ୭।୪୧।୩୯ସେକେଣ୍ଡ ମଧ୍ୟେ ଶିମ୍ବ ଓ ପରେ ପୋଇ, ମଶୁର ଡାଲି ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସୂର୍ଯ୍ୟୋଦୟରୁ ସକାଳ ଘଣ୍ଟା ୭-୧୦ ମିନିଟ୍‌, ଦିବା ଘଣ୍ଟା ୯-୪୦ ମିନିଟ୍‌ ରୁ ଘଣ୍ଟା ୧୧-୨୧ ମିନିଟ୍‌, ଦିବା ଘଣ୍ଟା ୩ -୩୨ ମିନିଟ୍‌ ରୁ ଘଣ୍ଟା ୫-୧୩ ମିନିଟ୍‌, ସଂଧ୍ୟା ଘଣ୍ଟା ୬-୪୯ ମିନିଟ୍‌ ରୁ ରାତ୍ର ଘଣ୍ଟା ୯-୬ ମିନିଟ୍‌, ରାତ୍ର ଘଣ୍ଟା ୧-୪୦ ମିନିଟ୍‌ ରୁ ଘଣ୍ଟା ୫-୨୯ ମିନିଟ୍‌, ମାହେନ୍ଦ୍ର ଘଣ୍ଟା ୧-୫୨ ମିନିଟ୍‌ ରୁ ଘଣ୍ଟା ୩-୩୨ ମିନିଟ୍‌, ରାତ୍ର ଘଣ୍ଟା ୯-୬ ମିନିଟ୍‌ ରୁ ଘଣ୍ଟା ୧୦-୩୭ମିନିଟ୍‌।

ଚନ୍ଦ୍ରଶୁଦ୍ଧି

ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୩।୪୦।୧ସେକେଣ୍ଡ ଗତେ ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

କର୍କଟ ରାଶିର ଘାତବାର। ତୁଳା/କୁମ୍ଭ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ରାତ୍ର ଘଣ୍ଟା ୩।୪୦।୧ସେକେଣ୍ଡ ମଧ୍ୟେ ସାତମାସ ଗଣ୍ଡଦୋଷ, ଫଳ-ଶରୀରପୀଡା ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ- ରାତ୍ର ଘଣ୍ଟା ୩।୪୦।୧ସେକେଣ୍ଡ ମଧ୍ୟେ ପୁତ୍ରବତୀ ଓ ପରେ ବିଧବା ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ସକାଳ ଘଣ୍ଟା ୭।୪୧ମିନିଟ୍ ପରେ ଏକପାଦ ତିଥିଦୋଷ ଓ ରାତ୍ର ଘଣ୍ଟା ୩।୪୦।୧ ସେକେଣ୍ଡ ଗତେ ଦ୍ଵିପାଦ ଦୋଷ ଯୋଗେ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ-

ରାହୁକାଳ-ଦିବା ଘଣ୍ଟା ୧୧।୪୮ମିନିଟ୍ ରୁ ଘଣ୍ଟା ୧।୨୨ମିନିଟ୍, ବାରବେଳା-ଦିବା ଘଣ୍ଟା ୧୧।୪୮ମିନିଟ୍ ରୁ ଘଣ୍ଟା ୧।୨୩ମିନିଟ୍, କାଳବେଳା-ସକାଳ ଘଣ୍ଟା ୮।୪୦ ମିନିଟ୍ ରୁ ଘଣ୍ଟା ୧୦।୧୪ମିନିଟ୍, କାଳରାତ୍ରି-ରାତ୍ର ଘଣ୍ଟା ୨।୪୦ମିନିଟ୍ ରୁ ଘଣ୍ଟା ୪।୬ମିନିଟ୍।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରାଶି-୪।୪।୪୫।୫୫, ଚନ୍ଦ୍ର ରାଶି-୮।୧୫।୪୫।୨୮, ମଙ୍ଗଳ ରାଶି-୯।୪।୪୫।୧୩, ବୁଧ ରାଶି-୩।୧୭।୫୫।୧୧, ବୃହସ୍ପତି ରାଶି-୬।୨୧।୪୮।୫୪, ଶୁକ୍ର ରାଶି-୫।୨୦।୩୫।୭, ଶନି ରାଶି-୮।୮।୩୬।୪୧, ରାହୁ ରାଶି-୩।୧୧।୪୭।୧, କେତୁ ରାଶି-୯।୧୧।୪୭।୧।

ଉଦୟଲଗ୍ନ-

ପ୍ରାତଃ ଘଣ୍ଟା ୫।୫ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୭।୧୮ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୯।୨୫ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୧।୩୭ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୧।୫୨ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୩।୫୮ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୫।୪୭ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୭।୨୩ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୮।୫୬ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୧୦।୩୯ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୨।୩୮ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୨।୫୧ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ପ୍ରାତଃ ଘଣ୍ଟା ୫।୫ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ସବୁ ଦ୍ରବ୍ୟ କ୍ରୟ ବିକ୍ରୟ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ରାତ୍ର ଘଣ୍ଟା ୩।୪୦।୧ସେକେଣ୍ଡ ମଧ୍ୟେ ପୂର୍ବାଷାଢାନକ୍ଷତ୍ର  ଧନୁରାଶି ଶୁକ୍ରମହାଦଶାରେ ଜନ୍ମହୋଇଛି। ରାତ୍ର ଘଣ୍ଟା ୩।୪୦।୧ସେକେଣ୍ଡ ପରେ ଉତ୍ତରାଷାଢାନକ୍ଷତ୍ର  ଧନୁରାଶି ରବିମହାଦଶାରେ ଜନ୍ମହୋଇଛି  ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!