ଗଙ୍ଗା ସପ୍ତମୀ। ଆଜିର ପାଞ୍ଜି: ଅପ୍ରେଲ ୨୨, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅପ୍ରେଲ ୨୨, ୨୦୧୮

ଗଙ୍ଗା ସପ୍ତମୀ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ ମେଷ ଦ୫|୫୬|୪୬ ଇଂ ପ୍ରାତଃ ଘ ୫|୨୪|୨ସେ

ସୂର୍ଯ୍ୟାସ୍ତ ତୁଳା ଦ୫|୧୩|୨୨  ଇଂ ସଂଧ୍ୟା ଘ ୫|୫୯|୫୭ସେ

ଉଡ୍ରାବ୍ଦ ୧୪୨୫ସାଲ ମେଷ ୯ ଦିନ ରାଷ୍ଟ୍ରିୟ ବୈଶାଖମାସ ୨ ଦିନ ରବିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ବୈଶାଖମାସ, ଶୁକ୍ଳପକ୍ଷ, ସପ୍ତମୀତିଥି ଦିବା ଘଣ୍ଟା ୪|୧୭|୫୫ସେକେଣ୍ଡ୍,

ପୁନର୍ବସୁନକ୍ଷତ୍ର ସଂଧ୍ୟା ଘଣ୍ଟା ୬|୧୮|୧୯ସେକେଣ୍ଡ୍, ମିଥୁନଚନ୍ଦ୍ର ଦିବା ଘଣ୍ଟା ୧୨|୩୮|୦ସେକେଣ୍ଡ୍,

ଧୃତିଯୋଗ ରାତ୍ର ଘଣ୍ଟା ୨|୨୪|୩୩ସେକେଣ୍ଡ୍,

ବାଣିଜ୍ୟକରଣ ଦିବା ଘଣ୍ଟା ୪|୧୭|୫୫ସେକେଣ୍ଡ୍, ବିଷ୍ଟିକରଣ ରାତ୍ର ଘଣ୍ଟା ୩|୧୫|୧୨ସେକେଣ୍ଡ୍,

ରବ୍ୟଂଶଽ୭|୪୩|୭, ସୂକ୍ଷ୍ମଚନ୍ଦ୍ର ରାଶି ୨|୨୫|୪୩|୩୮,

ଦିନମାନ ଘଣ୍ଟା ୧୨|୩୫|୫୫ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧|୨୪|୫ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ବାୟବ୍ୟେ ଦିବା ଘଣ୍ଟା ୪|୧୭|୫୫ସେକେଣ୍ଡ୍ ଗତେ ଐଶାନ୍ୟେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ଦିବା ଘଣ୍ଟା ୪|୧୭|୫୫ସେକେଣ୍ଡ୍ ମଧ୍ୟେ ତାଳ ଓ ପରେ ନଡ଼ିଆ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ

ଅମୃତବେଳା-ସକାଳ ଘଣ୍ଟା ୬।୧୪ ମିନିଟ୍ ରୁ ଘଣ୍ଟା ୯।୩୬ମିନିଟ୍, ରାତ୍ର ଘଣ୍ଟା ୭।୩୧ ମିନିଟ୍ ରୁ ଘଣ୍ଟା ୯।୨ମିନିଟ୍ ମଧ୍ୟେ। ମାହେନ୍ଦ୍ର- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୬।୧୪ ମିନିଟ୍, ଦିବା ଘଣ୍ଟା ୧୨।୫୭ ମିନିଟ୍ ରୁ ଘଣ୍ଟା ୧।୪୭ମିନିଟ୍, ସଂଧ୍ୟା ଘଣ୍ଟା ୬।୪୬ ମିନିଟ୍ ରୁ ଘଣ୍ଟା ୭।୩୧ମିନିଟ୍, ରାତ୍ର ଘଣ୍ଟା ୧୨।୫ ମିନିଟ୍ ରୁ ଘଣ୍ଟା ୩।୭ମିନିଟ୍ ମଧ୍ୟେ। 

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର,  କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ଦିବା ଘଣ୍ଟା ୧୨|୩୮|୦ସେକେଣ୍ଡ୍ ଗତେ ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର,  କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତରଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସଂଧ୍ୟା ଘଣ୍ଟା ୬|୧୮|୧୯ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

କନ୍ୟା ରାଶିର ଘାତଚନ୍ଦ୍ର। ମେଷ ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ରାତ୍ର ଘଣ୍ଟା ୪।୩୩ ମିନିଟ୍ ଗତେ ସମ୍ବତ୍ସର ଗଣ୍ଡଦୋଷ ଯୋଗେ କହପ୍ରିୟା, ଦୁଃଖ ଭୋଗିନୀ ଯୋଗେ ପ୍ରତିକାର କରଣୀୟ ଓ ରଜଶ୍ଚକ୍ରେ ସୌଭାଗ୍ୟବତୀ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଦିବା ଘଣ୍ଟା ୪|୧୭|୫୫ସେକେଣ୍ଡ୍ ମଧ୍ୟେ ଦ୍ଵିପାଦ ବାର ଓ ତିଥିଦୋଷ ଓ  ସଂଧ୍ୟା ଘଣ୍ଟା ୬|୧୮|୧୯ସେକେଣ୍ଡ୍ ଗତେ ଏକପାଦ ନକ୍ଷତ୍ରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୪|୨୭ମିନିଟ୍ ରୁ ସଂଧ୍ୟା ଘଣ୍ଟା ୬|୨ମିନିଟ୍ ମଧ୍ୟେ। ବାରବେଳା- ଦିବା ଘଣ୍ଟା ୧୦|୧୦ ମିନିଟ୍ ରୁ ଘଣ୍ଟା ୧୧|୪୪ମିନିଟ୍ ମଧ୍ୟେ। କାଳବେଳା- ଦିବା ଘଣ୍ଟା ୧୧|୪୪ମିନିଟ୍ ରୁ ଘଣ୍ଟା ୧|୧୯ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୧|୯ମିନିଟ୍ ରୁ ଘଣ୍ଟା ୨|୩୫ମିନିଟ୍ ମଧ୍ୟେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୦।୭।୪୩।୭- ଚନ୍ଦ୍ରରାଶି-୨।୨୫।୪୩।୩୮-, ମଙ୍ଗଳରାଶି-୮|୨୫|୧|୪-, ବୁଧରାଶି-୧୧|୧୨|୨୭|୫୬-, ବୃହସ୍ପତିରାଶି-୬|୨୬|୨୨|୫-, ଶୁକ୍ରରାଶି-୧|୨|୩୭|୪-, ଶନିରାଶି-୮|୧୫|୦|୫୩-, ରାହୁରାଶି-୯|୧୭|୧୫|୫୪-, କେତୁରାଶି-୯|୧୭|୧୫|୫୪-।

ଆଜିରଲଗ୍ନ

ନିଶାନ୍ତ ୪ଟା ୫୬ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ୬ଟା ୪୩ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୮ଟା ୪୨ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧୦ଟା ୫୫ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧ଟା ୯ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୩ଟା ୧୭ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୫ଟା ୨୫ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୭ଟା ୩୭ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୯ଟା ୫୨ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧୧ଟା ୫୮ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧ଟା ୪୬ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୩ ଟା ୨୨ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୪ଟା ୫୬ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!