ଆଜିର ପାଞ୍ଜି: ମଇ ୨୧, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମଇ ୨୧, ୨୦୧୮

ସୂର୍ଯ୍ୟଉଦୟ  ପ୍ରାତଃ ଘ ୫|୯|୨୫ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ      ସଂଧ୍ୟା ଘ ୬|୧୦|୩୭ସେ

ଉଡ୍ରାବ୍ଦ ୧୪୨୫ସାଲ ବୃଷ ୭ ଦିନ ରାଷ୍ଟ୍ରିୟ ବୈଶାଖମାସ ୩୧ ଦିନ ସୋମବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମଳ ଜ୍ୟେଷ୍ଠମାସ, ଶୁକ୍ଳପକ୍ଷ, ସପ୍ତମୀତିଥି ରାତ୍ର ଘଣ୍ଟା ୧୦|୧୩|୪୭ସେକେଣ୍ଡ୍

ଅଶ୍ଳେଷାନକ୍ଷତ୍ର ରାତ୍ର ଘଣ୍ଟା ୯|୨୫|୧୯ସେକେଣ୍ଡ୍, କର୍କଟଚନ୍ଦ୍ର ରାତ୍ର ଘଣ୍ଟା ୯|୨୫|୧୯ସେକେଣ୍ଡ୍,

ବୃଦ୍ଧିଯୋଗ ସକାଳ ଘଣ୍ଟା ୫|୪୮|୫୯ସେକେଣ୍ଡ୍, କ୍ଷୟ ଧୃବ ଯୋଗ ରାତ୍ର ଘଣ୍ଟା ୩|୧୦ମିନିଟ୍,

ଗରକରଣ ଦିବା ଘଣ୍ଟା ୧୧|୧୩|୩୮ସେକେଣ୍ଡ୍, ବାଣିଜ୍ୟକରଣ ରାତ୍ର ଘଣ୍ଟା ୧୦|୧୩|୪୭ସେକେଣ୍ଡ୍,

ରବ୍ୟଂଶଽ୫|୪୭|୪୫, ସୂକ୍ଷ୍ମଚନ୍ଦ୍ର ରାଶି ୩|୨୦|୨୭|୨୦,

ଦିନମାନ ଘଣ୍ଟା ୧୩|୧|୧୧ସେକେଣ୍ଡ୍, ନିଶାମାନ ଘଣ୍ଟା ୧୦|୫୮|୪୯ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ବାୟବ୍ୟେ ରାତ୍ର ଘଣ୍ଟା ୧୦|୧୩|୪୭ସେକେଣ୍ଡ୍ ଗତେ ଐଶାନ୍ୟେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାତ୍ର ଘଣ୍ଟା ୧୦|୧୩|୪୭ସେକେଣ୍ଡ୍ ମଧ୍ୟେ ତାଳ ଓ ପରେ ନଡ଼ିଆ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା-ସକାଳ ଘଣ୍ଟା ୮।୩୮ ମିନିଟ୍ ରୁ ଘଣ୍ଟା ୧୦।୨୨ ମିନିଟ୍, ରାତ୍ର ଘଣ୍ଟା ୯।୬ ମିନିଟ୍ ରୁ ଘଣ୍ଟା ୧୨।୨ ମିନିଟ୍, ରାତ୍ର ଘଣ୍ଟା ୧।୩୦ ମିନିଟ୍ ରୁ ଘଣ୍ଟା ୨।୫୭ ମିନିଟ୍ ମଧ୍ୟେ। ମାହେନ୍ଦ୍ର- ରାତ୍ର ଘଣ୍ଟା ୩।୪୧ ମିନିଟ୍ ରୁ ଘଣ୍ଟା ୪।୨୫ ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର,  କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ରାତ୍ର ଘଣ୍ଟା ୯|୨୫|୧୯ସେକେଣ୍ଡ୍ ଗତେ  ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୯|୨୫|୧୯ସେକେଣ୍ଡ୍ ଗତେ ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର –

ମିଥୁନ ରାଶିର ଘାତବାର। ରାତ୍ର ଘଣ୍ଟା ୯|୨୫|୧୯ସେକେଣ୍ଡ୍ ପରେ କର୍କଟ ଓ ମକର ରାଶିର ଘାତଚନ୍ଦ୍ର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ରାତ୍ର ଘଣ୍ଟା ୯|୨୫|୧୯ସେକେଣ୍ଡ୍ ମଧ୍ୟେ ପାତାଳ ଗଣ୍ଡଦୋଷ, ଫଳ-ସୁତହାନୀ ଓ ପରେ ପାଞ୍ଚମାସ ଗଣ୍ଡଦୋଷ ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ ରାତ୍ର ଘଣ୍ଟା୯|୨୫|୧୯ ସେକେଣ୍ଡ୍ ମଧ୍ୟେ ବନ୍ଧ୍ୟା ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ସପ୍ତମୀର ଏକୋଦ୍ଦିଷ୍ଟ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଏକପାଦ ତିଥିଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ / କାଳବେଳା- ସକାଳ ଘଣ୍ଟା ୬|୪୯ ମିନିଟ୍ ରୁ ଘଣ୍ଟା ୮|୨୭ ମିନିଟ୍ ମଧ୍ୟେ। ବାରବେଳା- ଦିବା ଘଣ୍ଟା ୨|୫୮ ମିନିଟ୍ ରୁ ଘଣ୍ଟା ୪|୩୫ ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୧୦|୨୦ମିନିଟ୍ ରୁ ପ୍ରାତଃ ଘଣ୍ଟା ୧୧|୪୨ ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୧।୫।୪୭।୪୫-, ଚନ୍ଦ୍ରରାଶି-୩।୨୦।୨୭।୨୦-,  ମଙ୍ଗଳରାଶି-୯|୭|୪୩|୪୧-,

ବୁଧରାଶି-୦|୧୮|୨୦|୫-, ବୃହସ୍ପତିରାଶି-୬|୨୨|୪୬|୧୦-, ଶୁକ୍ରରାଶି-୨|୭|୩୭|୯-,

ଶନିରାଶି-୮|୧୪|୧୦|୫୧-, ରାହୁରାଶି-୯|୧୪|୧୧|୧୮-, କେତୁରାଶି-୯|୧୪|୧୧|୧୮-।

ଆଜିରଲଗ୍ନ

ନିଶାନ୍ତ ୪ଟା ୪୫ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୬ଟା ୪୮ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୯ଟା ୧ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧୧ଟା ୧୫ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୧ଟା ୨୩ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୩ଟା ୩୧ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୫ଟା ୪୩ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୭ଟା ୫୮ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧୦ଟା ୩ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧୧ଟା ୫୨ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୧ ଟା ୨୮ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୩ଟା ୨ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ନିଶାନ୍ତ ୪ଟା ୪୫ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। 

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି କ୍ରୟବିକ୍ରୟ, ନୌକାନିର୍ମାଣ କରିପାରିବେ। 

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାତ୍ର ଘଣ୍ଟା ୯|୨୫|୧୯ସେକେଣ୍ଡ୍ ମଧ୍ୟେ ଅଶ୍ଳେଷାନକ୍ଷତ୍ର କର୍କଟରାଶି ବୁଧମହାଦଶାରେ ଜନ୍ମହୋଇଛି। ରାତ୍ର ଘଣ୍ଟା୯|୨୫|୧୯ସେକେଣ୍ଡ୍ ପରେ ମଘାନକ୍ଷତ୍ର ସିଂହରାଶି କେତୁମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!