ମେଷ ରାଶିର ଘାତଚନ୍ଦ୍ର। କର୍କଟ ରାଶିର ଘାତବାର। ଆଜିର ପାଞ୍ଜି: ମାର୍ଚ୍ଚ ୨୧, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମାର୍ଚ୍ଚ ୨୧, ୨୦୧୮

ସୂର୍ଯ୍ୟଉଦୟ ମୀନ ଦ୫|୫୬|୪୬ ଇଂ ପ୍ରାତଃ ଘ ୫|୫୦|୨୦ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ କନ୍ୟା ଦ୫|୧୩|୨୨  ଇଂ ସଂଧ୍ୟା ଘ ୫|୫୧|୨ସେ

ଉଡ୍ରାବ୍ଦ ୧୪୨୫ସାଲ ମୀନ ୭ଦିନ ରାଷ୍ଟ୍ରିୟ ଫାଲଗୁନମାସ ୩୦ଦିନ ବୁଧବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ:- ଚୈତ୍ରମାସ, ଶୁକ୍ଳପକ୍ଷ, ଚତୁର୍ଥୀତିଥି ଦିବା ଘଣ୍ଟା ୩।୨୯।୭ସେକେଣ୍ଡ୍,

ଦ୍ଵିଜା ନକ୍ଷତ୍ର ରାତ୍ର ଘଣ୍ଟା ୭।୧।୫୪ସେକେଣ୍ଡ୍, ମେଷଚନ୍ଦ୍ର ରାତ୍ର ଘଣ୍ଟା୧୨।୪୯।୫୪ସେକେଣ୍ଡ୍,

ବୈଧୃତିଯୋଗ ଦିବା ଘଣ୍ଟା ୧।୨୬।୧୨ସେକେଣ୍ଡ୍,

ବିଷ୍ଟିକରଣ ଦିବା ଘଣ୍ଟା ୩।୨୯।୭ସେକେଣ୍ଡ୍, ବବକରଣ ରାତ୍ର ଘଣ୍ଟା ୨।୪୧।୦ସେକେଣ୍ଡ୍,

ରବ୍ୟଂଶଽ୬।୧୪।୧୦, ସୂକ୍ଷ୍ମଚନ୍ଦ୍ର ରାଶି ୦।୧୯।୫।୩୯,

ଦିନମାନ ଘଣ୍ଟା ୧୨।୦।୪୨ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧।୫୯।୧୮ସେକେଣ୍ଡ୍,

ଯୋଗିନୀବାସ-

ଯୋଗିନୀ ନୈଋତକୋଣେ ଦିବା ଘଣ୍ଟା ୩।୨୯।୭ସେକେଣ୍ଡ୍ ଗତେ ଦକ୍ଷିଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ଦିବା ଘଣ୍ଟା ୩।୨୯।୭ସେକେଣ୍ଡ୍ ମଧ୍ୟେ ମୂଳା ଓ ପରେ ବେଲ, ପଣସ ନ ଖାଇଲେ ଭଲ।

ଶୁଭସମୟ–

ଅମୃତବେଳା-ସୂର୍ଯ୍ୟଉଦୟ ସକାଳ ଘଣ୍ଟା ୭।୨୬ମିନିଟ୍, ଦିବା ଘଣ୍ଟା ୯।୫୦ମିନିଟ୍ ରୁ ଘଣ୍ଟା ୧୧।୨୬ମିନିଟ୍, ଦିବା ଘଣ୍ଟା ୩।୨୭ମିନିଟ୍ ରୁ ଘଣ୍ଟା ୫।୩ମିନିଟ୍, ସଂଧ୍ୟା ଘଣ୍ଟା ୬।୩୯ମିନିଟ୍ ରୁ ଘଣ୍ଟା ୯।୩ମିନିଟ୍, ରାତ୍ର ଘଣ୍ଟା ୧।୫୦ମିନିଟ୍ ରୁ ଘଣ୍ଟା ୫।୫୦ମିନିଟ୍। ମାହେନ୍ଦ୍ର- ଦିବା ଘଣ୍ଟା ୧।୫୧ମିନିଟ୍ ରୁ ଘଣ୍ଟା ୩।୨୭ମିନିଟ୍, ରାତ୍ର ଘଣ୍ଟା ୯।୩ମିନିଟ୍ ରୁ ଘଣ୍ଟା ୧୦।୩୯ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, କୁମ୍ଭ, ମୀନ ନକ୍ଷତ୍ରମାନଙ୍କର ଚନ୍ଦ୍ରଶୁଦ୍ଧି ଓ ରାତ୍ର ଘଣ୍ଟା ୧୨।୪୯।୫୪ସେକେଣ୍ଡ୍ ଗତେ ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ନକ୍ଷତ୍ରମାନଙ୍କର ଚନ୍ଦ୍ରଶୁଦ୍ଧି।  

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୭।୧।୫୪ସେକେଣ୍ଡ୍ ଗତେ ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ମେଷ ରାଶିର ଘାତଚନ୍ଦ୍ର। କର୍କଟ ରାଶିର ଘାତବାର।  

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ରାତ୍ର ଘଣ୍ଟା ୭।୧।୫୪ସେକେଣ୍ଡ୍ ମଧ୍ୟେ ଦଶମାସ ପରେ ସମ୍ବତ୍ସର ଗଣ୍ଡଦୋଷ ଓ ରଜଶ୍ଚକ୍ରେ ପତିଘାତିନୀ ଯୋଗେ ପ୍ରତିକାର କରଣୀୟ। 

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ରାତ୍ର ଘଣ୍ଟା ୭।୧।୫୪ସେକେଣ୍ଡ୍ ଗତେ ଏକପାଦ ନକ୍ଷତ୍ରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍। 

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୧୧|୫୨ମିନିଟ୍ ରୁ ଘଣ୍ଟା ୧|୨୨ମିନିଟ୍ ମଧ୍ୟେ। ବାରବେଳା- ଦିବା ଘଣ୍ଟା ୧୧|୫୩ମିନିଟ୍ ରୁ ଘଣ୍ଟା ୧|୨୩ମିନିଟ୍ ମଧ୍ୟେ। କାଳବେଳା- ସକାଳ ଘଣ୍ଟା ୮|୫୩ମିନିଟ୍ ରୁ ଘଣ୍ଟା ୧୦|୨୩ମିନିଟ୍ ମଧ୍ୟେ।  କାଳରାତ୍ରି- ରାତ୍ରି ଘଣ୍ଟା ୨|୫୨ମିନିଟ୍ ରୁ ଘଣ୍ଟା ୪|୨୨ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବିରାଶି-୧୧।୬।୧୪।୧୦-୨୬/୧୨, ଚନ୍ଦ୍ରରାଶି-୦।୧୯।୫।୩୯-୨/୧, ମଙ୍ଗଳରାଶି-୮|୭|୪୮|୫୧-୧୯/୯, ବୁଧରାଶି-୧୧|୨୨|୩୨|୨୬-୨୭/୧୨, ବୃହସ୍ପତିରାଶି-୬|୨୮|୫୫|୧୯-୧୬/୭, ଶୁକ୍ରରାଶି-୧୧|୨୩|୧୯|୯-୨୭/୧୨, ଶନିରାଶି-୮|୧୪|୨୩|୨୨-୨୦/୯, ରାହୁରାଶି-୩|୨୦|୪|୫୮-୯/୪, କେତୁରାଶି-୯|୨୦|୪|୫୮-୨୨/୧୦।

ଆଜିରଲଗ୍ନ

ପ୍ରାତଃ ୫ ଟା ୨୮ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୭ଟା ୬ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।୮ଟା ୪୮ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୧୦ଟା ୪୮ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧ଟା ୧ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୩ଟା ୧୪ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୫ଟା ୨୩ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୭ଟା ୩୧ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୯ଟା ୪୩ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୧୧ଟା ୫୭ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୨ଟା ୩ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୩ଟା ୫୨ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୫ ଟା ୨୮ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ନାହିଁ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାତ୍ର ଘଣ୍ଟା ୭।୧।୫୪ସେକେଣ୍ଡ୍ ମଧ୍ୟେ ଦ୍ଵିଜା ନକ୍ଷତ୍ର ମେଷରାଶି ଓ ଶୁକ୍ର ମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ରାତ୍ର ଘଣ୍ଟା ୭।୧।୫୪ସେକେଣ୍ଡ୍ ପରେ ରାତ୍ର ଘଣ୍ଟା୧୨।୪୯।୫୪ସେକେଣ୍ଡ୍ ମଧ୍ୟେ କୃତ୍ତିକା ନକ୍ଷତ୍ର ମେଷରାଶି ଓ ରବିମହାଦଶାରେ ଜନ୍ମ ବୋଲି ଜାଣିବେ। ରାତ୍ର ଘଣ୍ଟା୧୨।୪୯।୫୪ସେକେଣ୍ଡ୍ ପରେ କୃତ୍ତିକା ନକ୍ଷତ୍ର ବୃଷରାଶି ଓ ରବିମହାଦଶାରେ ଜନ୍ମ ବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!