ଦୈନିକ ପାଞ୍ଜି: ଜୁନ୍ ୨୧, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁନ୍ ୨୧, ୨୦୧୮

ସୂର୍ଯ୍ୟୋଦୟ   ପ୍ରାଘ ୫।୦୯।୦୪ସେ         ଚନ୍ଦ୍ରୋଦୟ ଦିଘ୧୨।୩୨ମି.

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ  ସଂଘ ୬।୨୧।୧୮ସେ              ଚନ୍ଦ୍ରାସ୍ତ ରାଘ୧୨।୫୩ମି.

ଆଜିର ପଞ୍ଚାଙ୍ଗ-

ଉଡ୍ରାବ୍ଦ ୧୪୨୫ସାଲ ମିଥୁନ ୭ ଦିନ ରାଷ୍ଟ୍ରିୟ ଜ୍ୟେଷ୍ଠ ୩୧ ଦିନ ଗୁରୁବାର

ଚାନ୍ଦ୍ରମାନ, ଜ୍ୟେଷ୍ଠମାସ ଶୁକ୍ଳପକ୍ଷ, ନବମୀତିଥି ରାଘ୩।୧୯।୨୬,

ହସ୍ତାନକ୍ଷତ୍ର ରାଘ୧।୨୭।୯ କନ୍ୟାଚନ୍ଦ୍ର ଅହୋରାତ୍ର, ବରିୟାନ ଯୋଗ ରାଘ୨।୫।୫୪

ବାଳବକରଣ ଦିଘ୩।୩୧।୨୫, କୌଳବକରଣ ରାଘ୩।୧୯।୨୬

ରବ୍ୟଂଶଽ ୫।୨୮।୫୩, ସୂକ୍ଷ୍ମଚନ୍ଦ୍ର ରା୫।୧୨।୮।୧୬

ଦିନମାନ ଘ୧୩।୧୨।୧୪, ରାତ୍ରମାନ ଘ୧୦।୪୭।୪୬

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ-

ପୂର୍ବେ ରାଘ୩।୧୯ମି ଗତେ ଉତ୍ତରେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ରାଘ୩।୧୯ମି ମଧ୍ୟେ ଲାଉ ଓ ପରେ କଳମ ଶାଗ ନ ଖାଇଲେ ଭଲ।

ଶୁଭସମୟ-

ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୬-୦୨ମି ମଧ୍ୟେ, ଦିଘ୯-୩୩ମି ରୁ ଘ୧୧-୧୯ମି, ଅମୃତ ଦିଘ୩-୪୩ମି ରୁ ଘ୬-୨୨ମି, ରାଘ୭-୫ମି ରୁ ଘ୯-୧୪ମି, ରାଘ୧୨-୭ମି ରୁ ଘ୨-୧୬ମି, ରାଘ୩-୪୩ମି ରୁ ନିଶାନ୍ତ ଘ୫-୯ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।  

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ରାତ୍ର ଘଣ୍ଟା ୧|୨୭|୯ସେକେଣ୍ଡ୍ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ତୁଳା, କୁମ୍ଭ ରାଶିର ଘାତବାର। ବୃଷ ରାଶିର ଘାତଚନ୍ଦ୍ର। 

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଗଣ୍ଡଦୋଷ ନାହିଁ। ରଜଶ୍ଚକ୍ରେ ରାତ୍ର ଘଣ୍ଟା ୧|୨୭|୯ସେକେଣ୍ଡ୍ ମଧ୍ୟେ ଓ ପରେ ବିପୁତ୍ରା ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ଦୋଷ ନାହିଁ।

ଅଶୁଭସମୟ-

ରାହୁକାଳ-ଦିଘ୧।୨୬ମି ରୁ ଘ୩।୫ମି, ବାରବେଳା-ଦିଘ୪।୪୪ମି ରୁ ସଂଘ୬।୨୪ମି। କାଳବେଳା-ଦିଘ୩।୫ମି ରୁ ଘ୪।୪୪ମି। କାଳରାତ୍ରି-ରାଘ୧୧।୪୭ମି ରୁ ଘ୧।୮ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରା୨।୫।୨୮।୫୩, ଚ୫।୧୨।୮।୧୬, ମ୯।୧୪।୫୬।୨୧, ବୁ୨।୨୨।୩।୪୮, ବୃ୬।୧୯।୫୦।୧୯, ଶୁ୩।୧୪।୭।୭, ଶ୮।୧୨।୧୨।୪୩, ରା୩।୧୨।୫।୫୯, କେ୯।୧୨।୫।୫୯।

ଉଦୟଲଗ୍ନ-

ନିଶାନ୍ତ ୪ଟା ୪୨ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୬ଟା ୫୯ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୯ଟା ୧୩ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୧୧ଟା ୨୨ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୧ଟା ୨୯ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୩ଟା ୪୧ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୫ଟା ୫୬ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୮ଟା ୨ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୯ଟା ୫୦ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୧୧ ଟା ୨୬ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୧ଟା ରୁ ମେଷ ଲଗ୍ନ ଆରମ୍ଭ। ୨ଟା ୪୩ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ନିଶାନ୍ତ ୪ଟା ୪୨ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ନାଟ୍ୟାରମ୍ଭ ବା ଚଳଚ୍ଚିତ୍ର କରିପାରିବେ।  

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାତ୍ର ଘଣ୍ଟା ୧|୨୭|୯ସେକେଣ୍ଡ୍ ମଧ୍ୟେ ହସ୍ତାନକ୍ଷତ୍ର କନ୍ୟାରାଶି ଚନ୍ଦ୍ରମହାଦଶାରେ ଜନ୍ମ ହୋଇଛି। ରାତ୍ର ଘଣ୍ଟା ୧|୨୭|୯ସେକେଣ୍ଡ୍ ପରେ ଚିତ୍ରାନକ୍ଷତ୍ର କନ୍ୟାରାଶି ମଙ୍ଗଳମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!