ଦୈନିକ ପାଞ୍ଜି: ଜୁଲାଇ ୨୧, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁଲାଇ ୨୧, ୨୦୧୮

ଶକାବ୍ଦଃ୧୯୪୦ କର୍କଟ ୫ ଦିନ ଜୁଲାଇ ୨୧ ତାରିଖ ରାଷ୍ଟ୍ରିୟ ଆଷାଢ ୩୦ଦିନ ଶନିବାର

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାଘ୫।୧୮।୪୮ସେ ଚନ୍ଦ୍ରୋଦୟ ଦିଘ୧।୭ମି.

ସୂର୍ଯ୍ୟାସ୍ତ   ସଂଘ୬।୨୦।୫୫ସେ      ଚନ୍ଦ୍ରାସ୍ତ ରାଘ୧୨।୫୨ମି.

 

ଆଷାଢ଼ମାସ ଶୁକ୍ଳପକ୍ଷ, ନବମୀତିଥୀ ଦିଘ୧।୪୫।୯, ସ୍ୱାତୀନକ୍ଷତ୍ର ସଘ୯।୮।୧୫

ତୁଳାଚନ୍ଦ୍ର ରାଘ୪।୧୭।୨୧, ସାଧ୍ୟଯୋଗ ସଘ୭।୩୧।୧୧

କୌଳବକରଣ ଦିଘ୧।୪୫।୯, ତୈତିଳକରଣ ରାଘ୨।୧୨।୫୮

ରବ୍ୟଂଶଽ ୪।୫।୫୫, ସୂକ୍ଷ୍ମଚନ୍ଦ୍ର ରା୬।୧୭।୫୮।୫୨

ଦିନମାନ ଘ୧୩।୨।୬, ରାତ୍ରମାନ ଘ୧୦।୫୭।୫୪

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ-

ପୂର୍ବେ ଦିଘ୧।୪୫।୯ସେ ଗତେ ଉତ୍ତରେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ଦିଘ୧।୪୫।୯ସେ ମଧ୍ୟେ ଲାଉ ଓ ପରେ କଳମ ଶାଗ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ଦିଘ୯-୪୦ମି ରୁ ଘ୧-୮ମି, ରାଘ୮-୩୩ମି ରୁ ଘ୧୦-୪୪ମି, ରାଘ୧୨-୧୨ମି ରୁ ଘ୧-୪୦ମି, ରାଘ୨-୨୪ମି ରୁ ଘ୩-୫୧ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି-

ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ରାଘ୪।୧୭।୨୧ ଗତେ ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସଘ୯।୮।୧୫ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର-

ବୃଷ/ସିଂହ/କନ୍ୟା ରାଶିର ଘାତବାର।

ରଜଶ୍ଚକ୍ର-

ପ୍ରଥମ ରଜଦର୍ଶନେ ଗଣ୍ଡଦୋଷ ନାସ୍ତି। ରଜଶ୍ଚକ୍ରେ- ବିପୁତ୍ରା ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ନବମୀର ଏକୋଦ୍ଦିଷ୍ଟ ଶ୍ରାଦ୍ଧ ଓ ଦଶମୀର ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ଏକପାଦ ବାରଦୋଷ ଓ ସଘ୯।୮ମି ପରେ ଦ୍ୱିପାଦ ବାର ଓ ନକ୍ଷତ୍ରଦୋଷ ଯୋଗେ କୃଷିନାଶ ହେବ ତେଣୁ ବାରପତ୍ର ଦିନ ମୂଲ୍ୟକଳ୍ପିତ ଭୂମିଦାନ ସହ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ-

ରାହୁକାଳ-

ସଘ୮।୩୬ ମି ରୁ ଘ୧୦।୧୪ମି, ବାରବେଳା- ଦିଘ୧।୩୦ମି ରୁ ଘ୩।୭ମି, କାଳବେଳା- ସଘ୫।୨୧ମି ରୁ ଘ୬।୫୯ମି, ଦିଘ୪।୪୫ମି ରୁ ଘ୬।୨୩ମି, କାଳରାତ୍ରି- ସଂଘ୬।୨୩ମିି ରୁ ଘ୭।୪୫ମି, ରାଘ୩।୫୯ମି ରୁ ପ୍ରାଘ୫।୨୧ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରା୩।୪।୫।୫୫, ଚ୬।୧୭।୫୮।୫୨, ମ୯।୧୧।୪୪।୪୩, ବୁ୩।୨୮।୧୫।୬, ବୃ୬।୧୯।୨୪।୫୮, ଶୁ୪।୧୭।୫୫।୨୭, ଶ୮।୧୦।୪।୫୫, ରା୩।୧୧।୪୪।୦, କେ୯।୧୧।୪୪।୦।

ଉଦୟଲଗ୍ନ-

ନିଶାନ୍ତ ଘ୪।୫୭ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘ୭।୧୫ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘ୯।୨୪ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘ୧୧।୩୧ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘ୧।୪୩ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୩।୫୮ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘ୬।୪ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘ୭।୫୩ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘ୯।୨୮ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘ୧୧।୨ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘ୧୨।୪୫ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘ୨।୪୪ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ନିଶାନ୍ତ ଘ୪।୫୭ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ସବୁ ଦ୍ରବ୍ୟ କ୍ରୟ ବିକ୍ରୟ, ଖଡ୍ଗଧାରଣ, ଋଣଦାନ ଓ ଋଣଗ୍ରହଣ, ବିହନ ବୁଣା ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସଘ୯।୮।୧୫ ସେକେଣ୍ଡ ମଧ୍ୟେ ସ୍ଵାତୀନକ୍ଷତ୍ର ତୁଳାରାଶି ରାହୁମହାଦଶାରେ ଜନ୍ମହୋଇଛି। ସଘ୮।୯।୫୪ ସେକେଣ୍ଡ ପରେ  ବିଶାଖାନକ୍ଷତ୍ର ବିଛାରାଶି ଗୁରୁମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେ ଲଗ୍ନ ଓ  ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!