ରାମାନୁଜ ଜୟନ୍ତୀ। ଆଜିର ପାଞ୍ଜି: ଅପ୍ରେଲ ୨୧, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅପ୍ରେଲ ୨୧, ୨୦୧୮

ରାମାନୁଜ ଜୟନ୍ତୀ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ ମେଷ ଦ୫|୫୬|୪୬ ଇଂ ପ୍ରାତଃ ଘ ୫|୨୪|୪୫ସେ

ସୂର୍ଯ୍ୟାସ୍ତ ତୁଳା ଦ୫|୧୩|୨୨  ଇଂ ସଂଧ୍ୟା ଘ ୫|୫୯|୩୯ସେ

ଉଡ୍ରାବ୍ଦ ୧୪୨୫ସାଲ ମେଷ ୮ ଦିନ ରାଷ୍ଟ୍ରିୟ ବୈଶାଖମାସ ୧ ଦିନ ଶନିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ବୈଶାଖମାସ, ଶୁକ୍ଳପକ୍ଷ, ଷଷ୍ଠୀତିଥି ସଂଧ୍ୟା ଘଣ୍ଟା ୬|୨୮|୨୯ସେକେଣ୍ଡ୍,

ଆର୍ଦ୍ରାନକ୍ଷତ୍ର ରାତ୍ର ଘଣ୍ଟା ୭|୪୨|୫୫ସେକେଣ୍ଡ୍, ମିଥୁନଚନ୍ଦ୍ର ଅହୋରାତ୍ର,

ଅତିଗଣ୍ଡଯୋଗ ସକାଳ ଘଣ୍ଟା ୮|୯|୧୫ସେକେଣ୍ଡ୍, କ୍ଷୟ ସୁକର୍ମାଯୋଗ ନିଶାନ୍ତ ଘଣ୍ଟା ୫|୧୫|୨୩ସେକେଣ୍ଡ୍,

କୌଳବକରଣ ସକାଳ ଘଣ୍ଟା ୭|୩୬|୫୧ସେକେଣ୍ଡ୍, ତୈତିଳକରଣ ସଂଧ୍ୟା ଘଣ୍ଟା ୬|୨୮|୨୯ସେକେଣ୍ଡ୍,

କ୍ଷୟ ଗରକରଣ ନିଶାନ୍ତ ଘଣ୍ଟା ୫|୨୧|୧୨ସେକେଣ୍ଡ୍,

ରବ୍ୟଂଶଽ୬|୪୪|୩୬, ସୂକ୍ଷ୍ମଚନ୍ଦ୍ର ରାଶି ୨|୧୧|୩୧|୧,

ଦିନମାନ ଘଣ୍ଟା ୧୨|୩୪|୫୩ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧|୨୫|୭ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ପଶ୍ଚିମେ ସଂଧ୍ୟା ଘଣ୍ଟା ୬|୨୮|୨୯ସେକେଣ୍ଡ୍, ଗତେ ବାୟବ୍ୟେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ସଂଧ୍ୟା ଘଣ୍ଟା ୬|୨୮|୨୯ସେକେଣ୍ଡ୍, ମଧ୍ୟେ ନିମ୍ବ ଓ ପରେ ତାଳ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ

ଅମୃତବେଳା-ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୯।୩୬ ମିନିଟ୍ ରୁ ଘଣ୍ଟା ୧୨।୫୭ମିନିଟ୍, ରାତ୍ର ଘଣ୍ଟା ୮।୧୬ ମିନିଟ୍ ରୁ ଘଣ୍ଟା ୧୦।୩୩ମିନିଟ୍, ରାତ୍ର ଘଣ୍ଟା ୧୨।୫ ମିନିଟ୍ ରୁ ଘଣ୍ଟା ୧।୩୬ମିନିଟ୍, ରାତ୍ର ଘଣ୍ଟା ୨।୨୨ ମିନିଟ୍ ରୁ ଘଣ୍ଟା ୩।୫୩ମିନିଟ୍ ମଧ୍ୟେ। 

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର,  କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୭|୪୨|୫୫ସେକେଣ୍ଡ୍ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

କନ୍ୟା ରାଶିର ଘାତଚନ୍ଦ୍ର। ବୃଷ, ସିଂହ, କନ୍ୟା ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ସକାଳ ଘଣ୍ଟା ୬।୩୮ ମିନିଟ୍ ଗତେ ପାଞ୍ଚମାସ ଗଣ୍ଡଦୋଷ ଯୋଗେ ଦୁଃଖ ଭୋଗିନୀ ଯୋଗେ ପ୍ରତିକାର କରଣୀୟ ଓ ରଜଶ୍ଚକ୍ରେ ଲକ୍ଷ୍ମୀଯୁକ୍ତା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ଦୋଷ  ନାହିଁ।

ଅଶୁଭସମୟ-

ରାହୁକାଳ – ସକାଳ ଘଣ୍ଟା ୮|୩୫ମିନିଟ୍ ରୁ ଘଣ୍ଟା ୧୦|୧୦ମିନିଟ୍ ମଧ୍ୟେ। ବାରବେଳା- ଦିବା ଘଣ୍ଟା ୧|୧୯ମିନିଟ୍ ରୁ ଘଣ୍ଟା ୨|୫୩ମିନିଟ୍ ମଧ୍ୟେ। କାଳବେଳା- ସକାଳ ଘଣ୍ଟା ୫|୨୭ମିନିଟ୍ ରୁ ଘଣ୍ଟା ୭|୧ମିନିଟ୍, ଦିବା ଘଣ୍ଟା ୪|୨୭ମିନିଟ୍ ରୁ ସଂଧ୍ୟା ଘଣ୍ଟା ୬|୨ମିନିଟ୍ ମଧ୍ୟେ। କାଳରାତ୍ରି- ସଂଧ୍ୟା ଘଣ୍ଟା ୬|୨ମିନିଟ୍ ରୁ ଘଣ୍ଟା ୭|୨୭ମିନିଟ୍, ରାତ୍ରି ଘଣ୍ଟା ୪|୧ମିନିଟ୍ ରୁ ଘଣ୍ଟା ୫|୨୬ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୦।୬।୪୪।୩୬- ଚନ୍ଦ୍ରରାଶି-୨।୧୧।୩୧।୧-, ମଙ୍ଗଳରାଶି-୮|୨୪|୩୧|୬-, ବୁଧରାଶି-୧୧|୧୧|୫୮|୪୫-, ବୃହସ୍ପତିରାଶି-୬|୨୬|୨୮|୫୪-, ଶୁକ୍ରରାଶି-୧|୧|୨୩|୫୮-, ଶନିରାଶି-୮|୧୫|୧|୧୪-, ରାହୁରାଶି-୯|୧୭|୨୨|୩୦-, କେତୁରାଶି-୯|୧୭|୨୨|୩୦-।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଆଜିରଲଗ୍ନ

ପ୍ରାତଃ ୫ଟା ରୁ ମେଷ ଲଗ୍ନ ଆରମ୍ଭ। ୬ଟା ୪୬ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୮ଟା ୪୬ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧୦ଟା ୫୯ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧ଟା ୧୩ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୩ଟା ୨୧ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୫ଟା ୨୯ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୭ଟା ୪୧ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୯ଟା ୫୬ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧୨ଟା ୧ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧ଟା ୫୦ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୩ ଟା ୨୬ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୫ଟା ରୁ ମେଷ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ନାହିଁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!