ମା’ ମଙ୍ଗଳାଙ୍କର ତୃତୀୟପାଳି ଝାମୁଯାତ୍ରା, କାଳିକାନାଚ, ଦୟାଦାତ୍ରୀବେଶ, ମା’ ତାରାତାରିଣୀଙ୍କ ତୃତୀୟପାଳି ଯାତ୍ରା। ମତ୍ସ୍ୟ ଅବତାର ଜୟନ୍ତୀ। ଆଜିର ପାଞ୍ଜି: ମାର୍ଚ୍ଚ ୨୦, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମାର୍ଚ୍ଚ ୨୦, ୨୦୧୮

ମା ମଙ୍ଗଳାଙ୍କର ତୃତୀୟପାଳି ଝାମୁଯାତ୍ରା, କାଳିକାନାଚ, ଦୟାଦାତ୍ରୀବେଶ, ମା ତାରାତାରିଣୀଙ୍କ ତୃତୀୟପାଳି ଯାତ୍ରା। ମତ୍ସ୍ୟ ଅବତାର ଜୟନ୍ତୀ  

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ ମୀନ ଦ୫|୫୬|୪୬ ଇଂ ପ୍ରାତଃ ଘ ୫|୫୧|୧୨ସେ

ସୂର୍ଯ୍ୟାସ୍ତ   କନ୍ୟା ଦ୫|୧୩|୨୨  ଇଂ ସଂଧ୍ୟା ଘ ୫|୪୦|୪୫ସେ

ଉଡ୍ରାବ୍ଦ ୧୪୨୫ସାଲ ମୀନ ୬ଦିନ ରାଷ୍ଟ୍ରିୟ ଫାଲଗୁନମାସ ୨୯ଦିନ ମଙ୍ଗଳବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଚୈତ୍ରମାସ, ଶୁକ୍ଳପକ୍ଷ, ତୃତୀୟାତିଥି ଦିବା ଘଣ୍ଟା ୪।୫୧।୧୫ସେକେଣ୍ଡ୍,

ଅଶ୍ଵିନୀ ନକ୍ଷତ୍ର ରାତ୍ର ଘଣ୍ଟା ୭।୪୪।୪୦ସେକେଣ୍ଡ୍, ମେଷଚନ୍ଦ୍ର ଅହୋରାତ୍ର,

ଇନ୍ଦ୍ରଯୋଗ ଦିବା ଘଣ୍ଟା ୩।୪୦।୧୨ସେକେଣ୍ଡ୍,

ଗରକରଣ ଦିବା ଘଣ୍ଟା ୪।୫୧।୧୫ସେକେଣ୍ଡ୍, ବାଣିଜ୍ୟକରଣ ରାତ୍ର ଘଣ୍ଟା ୪।୧୧।୦ସେକେଣ୍ଡ୍,

ରବ୍ୟଂଶଽ୫।୧୪।୩୫, ସୂକ୍ଷ୍ମଚନ୍ଦ୍ର ରାଶି ୦।୫।୨୭।୩୫,

ଦିନମାନ ଘଣ୍ଟା ୧୧।୫୯।୩୩ସେକେଣ୍ଡ୍, ନିଶାମାନ ଘଣ୍ଟା ୧୨।୦।୨୭ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଅଗ୍ନିକୋଣେ ଦିବା ଘଣ୍ଟା ୪।୫୧।୧୫ସେକେଣ୍ଡ୍ ଗତେ ନୈଋତକୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ଦିବା ଘଣ୍ଟା ୪।୫୧।୧୫ସେକେଣ୍ଡ୍ ମଧ୍ୟେ ପୋଟଳ ଓ ପରେ ମୂଳା ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ସକାଳ ଘଣ୍ଟା ୮।୧୫ମିନିଟ୍ ରୁ ଘଣ୍ଟା ୧୦।୩୯ମିନିଟ୍, ଦିବା ଘଣ୍ଟା ୧।୩ମିନିଟ୍ ରୁ ଘଣ୍ଟା ୨।୩୯ମିନିଟ୍, ଦିବା ଘଣ୍ଟା ୩।୨୭ମିନିଟ୍ ରୁ ଘଣ୍ଟା ୫।୩ମିନିଟ୍, ସୂର୍ଯ୍ୟାସ୍ତରୁ ଘଣ୍ଟା ୬।୩୯ମିନିଟ୍, ରାତ୍ର ଘଣ୍ଟା ୯।୩ମିନିଟ୍ ରୁ ଘଣ୍ଟା ୧୧।୨୭ମିନିଟ୍, ରାତ୍ର ଘଣ୍ଟା ୧।୫୧ମିନିଟ୍ ରୁ ଘଣ୍ଟା ୩।୨୭ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, କୁମ୍ଭ, ମୀନ ନକ୍ଷତ୍ରମାନଙ୍କର ଚନ୍ଦ୍ରଶୁଦ୍ଧି। 

ତାରାଶୁଦ୍ଧି –

ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୭।୪୪।୪୦ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ମେଷ ରାଶିର ଘାତଚନ୍ଦ୍ର। ମକର ରାଶିର ଘାତବାର।  

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ରାତ୍ର ଘଣ୍ଟା ୭।୪୪।୪୦ସେକେଣ୍ଡ୍ ଗତେ ଦଶମାସ ଗଣ୍ଡଦୋଷ ଓ ରଜଶ୍ଚକ୍ରେ ସନ୍ତାନହାନି ଯୋଗେ ପ୍ରତିକାର କରଣୀୟ। 

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଏକପାଦ ବାରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍। 

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୨|୫୨ମିନିଟ୍ ରୁ ଘଣ୍ଟା ୪|୨୨ମିନିଟ୍ ମଧ୍ୟେ। ବାରବେଳା- ସକାଳ ଘଣ୍ଟା ୭|୨୩ମିନିଟ୍ ରୁ ଘଣ୍ଟା ୮|୫୩ମିନିଟ୍ ମଧ୍ୟେ। କାଳବେଳା- ଦିବା ଘଣ୍ଟା ୧|୨୩ମିନିଟ୍ ରୁ ଘଣ୍ଟା ୨|୫୩ମିନିଟ୍ ମଧ୍ୟେ।  କାଳରାତ୍ରି- ରାତ୍ରି ଘଣ୍ଟା ୭|୨୩ମିନିଟ୍ ରୁ ଘଣ୍ଟା ୮|୫୩ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବିରାଶି-୧୧।୫।୧୪।୩୫-୨୬/୧୨, ଚନ୍ଦ୍ରରାଶି-୦।୫।୨୭।୩୫-୧/୧, ମଙ୍ଗଳରାଶି-୮|୭|୧୪|୪୨-୧୯/୯, ବୁଧରାଶି-୧୧|୨୨|୧୨|୧୬-୨୭/୧୨, ବୃହସ୍ପତିରାଶି-୬|୨୮|୫୭|୨୬-୧୬/୭, ଶୁକ୍ରରାଶି-୧୧|୨୨|୪|୫୪-୨୭/୧୨, ଶନିରାଶି-୮|୧୪|୨୦|୩୭-୨୦/୯, ରାହୁରାଶି-୩|୨୦|୮|୮-୯/୪, କେତୁରାଶି-୯|୨୦|୮|୮-୨୨/୧୦।

ଆଜିରଲଗ୍ନ

ପ୍ରାତଃ ୫ ଟା ୩୨ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୭ଟା ୧୦ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।୮ଟା ୫୨ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୧୦ଟା ୫୨ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧ଟା ୫ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୩ଟା ୧୮ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୫ଟା ୨୭ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୭ଟା ୩୫ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୯ଟା ୪୭ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୧୨ଟା ୧ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୨ଟା ୭ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ନିଶାନ୍ତ ୩ଟା ୫୬ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୫ ଟା ୩୨ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ଋଣଦାନ ଓ ଗ୍ରହଣ, ହଳ ଆରମ୍ଭ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାତ୍ର ଘଣ୍ଟା ୭।୪୪।୪୦ସେକେଣ୍ଡ୍ ମଧ୍ୟେ ଅଶ୍ଵିନୀ ନକ୍ଷତ୍ର ମେଷ ରାଶି ଓ କେତୁ ମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ରାତ୍ର ଘଣ୍ଟା ୭।୪୪।୪୦ସେକେଣ୍ଡ୍  ପରେ ଦ୍ଵିଜା ନକ୍ଷତ୍ର ମେଷ ରାଶି ଓ ଶୁକ୍ର ମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!