ଧୂମାବତୀ ପୂଜା। ଦୈନିକ ପାଞ୍ଜି: ଜୁନ୍ ୨୦, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁନ୍ ୨୦, ୨୦୧୮

ଧୂମାବତୀ ପୂଜା

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ   ପ୍ରାଘ୫।୮।୫୧ସେ   ଚନ୍ଦ୍ରୋଦୟ ଦିଘ୧୧।୩୭ମି.

ସୂର୍ଯ୍ୟାସ୍ତ   ସଂଘ୬।୨୧।୪ସେ       ଚନ୍ଦ୍ରାସ୍ତ ରାଘ୧୨।୧୩ମି.

ଆଜିର ପଞ୍ଚାଙ୍ଗ-

ଉଡ୍ରାବ୍ଦ ୧୪୨୫ସାଲ ମିଥୁନ ୬ ଦିନ ରାଷ୍ଟ୍ରିୟ ଜ୍ୟେଷ୍ଠ ୩୦ ଦିନ ବୁଧବାର।

ଚାନ୍ଦ୍ରମାନ, ଜ୍ୟେଷ୍ଠମାସ ଶୁକ୍ଳପକ୍ଷ, ଅଷ୍ଟମୀତିଥି ରାଘ୩।୫୧।୫୯,

ଉ.ଫାଲଗୁନୀନକ୍ଷତ୍ର ରାଘ୧।୧୯।୧୫ ସିଂହଚନ୍ଦ୍ର ସଘ୭।୩୬, ସିଦ୍ଧିଯୋଗ ସଘ୫।୨୮।୫୯,

କ୍ଷୟ ବ୍ୟତିପାତଯୋଗ ରାଘ୩।୩୫ ବିଷ୍ଟିକରଣ ଦିଘ୪।୨୧।୨୨, ବବକରଣ ରାଘ୩।୫୧।୫୯

ରବ୍ୟଂଶଽ ୪।୩୧।୩୬, ସୂକ୍ଷ୍ମଚନ୍ଦ୍ର ରା୪।୨୮।୩୬।୬

ଦିନମାନ ଘ୧୩।୧୨।୧୩, ରାତ୍ରମାନ ଘ୧୦।୪୭।୪୭

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ-

ଐଶାନ୍ୟେ ରାଘ୩।୫୧ମି ଗତେ ପୂର୍ବେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ରାଘ୩।୫୧ମି ମଧ୍ୟେ ନଡିଆ ଓ ପରେ ଲାଉ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ଦିବା ଘ୭-୪୭ମି ରୁ ଘ୧୧-୧୯ମି, ଦିଘ୧-୫୭ମି ରୁ ଘ୫-୨୮ମି, ସୂର୍ଯ୍ୟାସ୍ତରୁ ଘ୯-୫୭ମି ମଧ୍ୟେ, ରାଘ ୧୨-୭ମି ରୁ ଘ୧-୩୩ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ସକାଳ ଘଣ୍ଟା ୭|୩୬ ମିନିଟ୍ ଗତେ ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ରାତ୍ର ଘଣ୍ଟା ୧|୧୯|୧୫ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର –

ବୃଷ, କର୍କଟ ରାଶିର ଘାତବାର। କର୍କଟ ରାଶିର ଘାତଚନ୍ଦ୍ର ଓ ସକାଳ ଘଣ୍ଟା ୭।୪୭ ମିନିଟ୍ ପରେ ବୃଷ ରାଶିର ଘାତଚନ୍ଦ୍ର।  

ରଜୋଶ୍ଚକ୍ର –

ପ୍ରଥମ ରଜୋଦର୍ଶନେ ଗଣ୍ଡଦୋଷ ନାହିଁ। ରଜଶ୍ଚକ୍ରେ ସୁଭଗା।

ସାମ୍ବତ୍ସରିକ ଶ୍ରାଦ୍ଧ –

ଆଜି ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ରାତ୍ର ଘଣ୍ଟା ୧|୧୯|୧୫ସେକେଣ୍ଡ୍ ମଧ୍ୟେ ଏକପାଦ ଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ-ଦିଘ୧୧।୪୭ମି ରୁ ଘ୧।୨୬ମି, ବାରବେଳା-ଦିଘ୧୧।୪୭ମି ରୁ ଘ୧।୨୬ମି, କାଳବେଳା-ସଘ୮।୨୯ମି ରୁ ଘ୧୦।୮ମି, କାଳରାତ୍ରି-ରାଘ୨।୨୯ମି ରୁ ଘ୩।୫୦ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରା୨।୪।୩୧।୩୬, ଚ୪।୨୮।୩୬।୬, ମ୯।୧୪।୫୧।୩୭, ବୁ୨।୨୦।୧୨।୨୪, ବୃ୬।୧୯।୫୩।୫୪, ଶୁ୩।୧୨।୫୭।୪୦, ଶ୮।୧୨।୧୭।୫, ରା୩।୧୨।୮।୫, କେ୯।୧୨।୮।୫।

ଉଦୟଲଗ୍ନ-

ନିଶାନ୍ତ ୪ଟା ୪୬ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୭ଟା ୩ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୯ଟା ୧୭ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୧୧ଟା ୨୬ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୧ଟା ୩୩ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୩ଟା ୪୫ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୬ଟା ରୁ ଧନୁ ଲଗ୍ନ ଆରମ୍ଭ। ୮ଟା ୬ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୯ଟା ୫୪ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୧୧ ଟା ୩୦ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୧ଟା ୪ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ୨ଟା ୪୭ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ନିଶାନ୍ତ ୪ଟା ୪୬ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

 ଶୁଭକର୍ମ-

ଆଜି ଜଳାଶୟପ୍ରତିଷ୍ଠା, ଦିକ୍ଷାଗ୍ରହଣ, ନାଟ୍ୟାରମ୍ଭ ବା ଚଳଚ୍ଚିତ୍ର, ଧାନ୍ୟସ୍ଥାପନ କରିପାରିବେ।  

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସକାଳ ଘ୭।୩୬ ମିନିଟ୍ ମଧ୍ୟେ ଉତ୍ତରାଫାଲଗୁନୀନକ୍ଷତ୍ର ସିଂହରାଶି ରବିମହାଦଶାରେ ଜନ୍ମ ହୋଇଛି। ସକାଳ ଘ୭।୩୬ ମିନିଟ୍ ପରେ  ରାତ୍ର ଘଣ୍ଟା ୧|୧୯|୧୫ସେକେଣ୍ଡ୍ ମଧ୍ୟେ ଉତ୍ତରାଫାଲଗୁନୀନକ୍ଷତ୍ର କନ୍ୟା ରାଶି ରବିମହାଦଶାରେ ଜନ୍ମ ହୋଇଛି। ରାତ୍ର ଘଣ୍ଟା ୧|୧୯|୧୫ସେକେଣ୍ଡ୍ ପରେ ହସ୍ତାନକ୍ଷତ୍ର କନ୍ୟାରାଶି ଚନ୍ଦ୍ରମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!