ଆଜି ଗୃହାରମ୍ଭ, ଗୃହପ୍ରତିଷ୍ଠା ଓ ପ୍ରବେଶ କରିପାରିବେ। ବୃଷ, ସିଂହ, କନ୍ୟା ରାଶିର ଘାତବାର। ମିଥୁନ, ମକର, ମୀନ ରାଶିର ଘାତଚନ୍ଦ୍ର। ଆଜିର ପାଞ୍ଜି: ଜାନୁୟାରୀ ୨୦, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜାନୁୟାରୀ ୨୦, ୨୦୧୮

ସୂର୍ଯ୍ୟଉଦୟ ମକର ଦ୦|୫୪|୭ ଇଂ ପ୍ରାତଃଘ୬|୨୪|୫୧ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ କର୍କଟ ଦ୧|୧୧|୩  ଇଂସଂଧ୍ୟାଘ୫|୨୪|୪ସେ

ଉଡ୍ରାବ୍ଦ ୧୪୨୫ସାଲ ମକର ୭ ଦିନ ରାଷ୍ଟ୍ରିୟ ପୌଷମାସ ୩୦ ଦିନ ଶନିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମାଘମାସ, ଶୁକ୍ଳପକ୍ଷ, ତୃତୀୟାତିଥି ଦିବାଘ୨।୧୧।୩୧ସେ,

ଶତଭିଷା ନକ୍ଷତ୍ର ନିଶାନ୍ତଘ୫।୩୧।୧୮ସେ, କୁମ୍ଭଚନ୍ଦ୍ର ଅହୋରାତ୍ର,

ବ୍ୟତିପାତଯୋଗ ଦିବାଘ୧୧।୧୮।୨୩ସେ,

ଗରକରଣ ଦିବାଘ୨।୧୧।୩୧ସେ,  ବାଣିଜ୍ୟକରଣ ରାତିଘ୨।୫୫ମି

ରବ୍ୟଂଶଽ୫।୪୮।୧୯, ସୂକ୍ଷ୍ମଚନ୍ଦ୍ର ରା୧୦।୮।୯।୪୩,

ଦିନମାନ ଘ୧୦।୫୯।୩, ନିଶାମାନ ଘ ୧୩।୦।୫୭,

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

 

ଯୋଗିନୀବାସ-

ଯୋଗିନୀ ଅଗ୍ନିକୋଣେ ଦିବାଘ୨।୧୧।୩୧ସେ, ପରେ ନୈଋତକୋଣେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ଦିବାଘ୨।୧୧।୩୧ସେ, ମଧ୍ୟେ ପୋଟଳ ଓ ପରେ ମୂଳା ନ ଖାଇଲେ ଭଲ।

ଶୁଭସମୟ-

ଅମୃତବେଳା ଦିବା ଘ୧୦।୫ମି ରୁ ଘ୧।୦ମି, ରାତ୍ରି ଘ୮।୦ମି ରୁ ଘ୧୦।୩୬ମି, ରାଘ୧୨।୨୧ମି ରୁ ଘ୨।୪ମି, ରାଘ୨।୫୭ମି ରୁ ଘ୪।୨୧ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି-

ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।  

ତାରାଶୁଦ୍ଧି-

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ନିଶାନ୍ତଘ୫।୩୧।୧୮ସେ ପରେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ବୃଷ, ସିଂହ, କନ୍ୟା ରାଶିର ଘାତବାର। ମିଥୁନ, ମକର, ମୀନ ରାଶିର ଘାତଚନ୍ଦ୍ର।

ରଜୋଶ୍ଚକ୍ର-

ପ୍ରଥମରଜୋ ଦର୍ଶନେ ନିଶାନ୍ତଘ୫।୩୧ ପରେ ସାତମାସ ଗଣ୍ଡଦୋଷ ଯୋଗେ ତିଳସୁବର୍ଣ୍ଣ ଦାନଦେଇ ବ୍ରାହ୍ମଣ ଭୋଜନ ଦେବାସହ ଦକ୍ଷିଣା ଦେବାଉଚିତ୍। ରଜଶ୍ଚକ୍ରେ ଦୁଃଖଭୋଗିନୀ।

ସାମ୍ବଶ୍ଚରିକ ଶ୍ରାଦ୍ଧ-

ଆଜି ତୃତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଏକପାଦ ବାରଦୋଷ ଓ ନିଘ୫।୩୧ ପରେ ଦ୍ଵିପାଦ ବାର ଓ ନକ୍ଷତ୍ରଦୋଷ ତେଣୁ ଶାନ୍ତିହୋମ କରି ବ୍ରାହ୍ମଣ ଭୋଜନ ଦେବାସହ ଦକ୍ଷିଣା ଦେବାଉଚିତ୍।   

ଅଶୁଭ ସମୟ-

ରାହୁକାଳ-ଦିବା ଘ୯।୧୧ମି ରୁ ଘ୧୦।୩୪ମି ଓ କାଳବେଳା ସକାଳ ଘ୬।୨୭ମି ରୁ ଘ୭।୪୯ମି ଦିବା ଘ୪।୪ମି ରୁ ଘ୫।୨୬ମି। ବାରବେଳା-ଦିବା ଘ୧।୧୯ମି ରୁ ଦିଘ୨।୪୧ମି ମଧ୍ୟେ। କାଳରାତ୍ରି ସଂଧ୍ୟା ଘ୫।୨୬ମି ରୁ ରାଘ୭।୪ମି ରାଘ୪।୪୯ମି ରୁ ଘ୬।୨୭ମି ମଧ୍ୟେ।

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି୯।୫।୪୮।୧୯,୨୧/୧୦  ଚନ୍ଦ୍ର ରାଶି୧୦।୮।୯।୪୩-୨୪/୧୧  ମ୭|୧|୫୪|୩୧-୧୬/୮ ବୁ୮|୧୮|୧୭|୨୧-୨୦/୯ ବୃ୬|୨୫|୪୪|୪୧-୧୬/୭ ଶୁ୯|୮|୨୨|୪୩-୨୧/୧୦ ଶ୮|୯|୨୭|୧୦-୧୯/୯ ରା୩|୨୦|୫୧|୫୫-୯/୪ କେ୯| ୨୦|୫୧|୫୫-୨୨/୧୦। 

ଆଜିରଲଗ୍ନ-

ମକର ପ୍ରାତଃ ଘ୬|୨୭ମି କୁମ୍ଭଘ୭|୫୨ମି  ମୀନଘ୯|୨୮ମି ମେଷଘ୧୧|୨ମି ବୃଷଘ୧୨|୪୪ମି   ମିଥୁନଘ୨|୪୪ମି କର୍କଟଘ୪|୫୭ମି  ସିଂହ ଘ୭|୧୦ମି କନ୍ୟା ଘ୯|୧୯ମି ତୁଳା ଘ୧୧|୨୭ମି ବିଛା ଘ୧|୩୯ମି  ଧନୁଘ୩|୫୩ମି ମକର ଘ୫|୫୯ମି ।

ଶୁଭକର୍ମ-

ଆଜି ଋଣଦାନ ଓ ଗ୍ରହଣ, କ୍ରୟବିକ୍ରୟ, ଜଳାଶୟପ୍ରତିଷ୍ଠା, ଦେବତାପ୍ରତିଷ୍ଠା, ଭୂମିପୂଜନ, ଗୃହାରମ୍ଭ, ଗୃହପ୍ରତିଷ୍ଠା ଓ ପ୍ରବେଶ, କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ନିଶାନ୍ତଘ୫।୩୧।୧୮ସେ, ମଧ୍ୟେ ସତଭିଷାନକ୍ଷତ୍ର କୁମ୍ଭରାଶି ଓ ରାହୁ ମହାଦଶାରେ ଜନ୍ମ ପରେ ପୂର୍ବଭାଦ୍ରପଦନକ୍ଷତ୍ର କୁମ୍ଭରାଶି ଓ ଗୁରୁ ମହାଦଶାରେ ଜନ୍ମ ହୋଇଛି ବୋଲି ଜାଣିବେ। ଉପରୋକ୍ତ ଲଗ୍ନ ସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!