ଶଙ୍କରାଚାର୍ଯ୍ୟ ଜୟନ୍ତୀ। ଆଜିର ପାଞ୍ଜି: ଅପ୍ରେଲ ୨୦, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅପ୍ରେଲ ୨୦, ୨୦୧୮

ଶଙ୍କରାଚାର୍ଯ୍ୟ ଜୟନ୍ତୀ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ ମେଷ ଦ୫|୫୬|୪୬ ଇଂ ପ୍ରାତଃ ଘ ୫|୨୫|୨୯ସେ

ସୂର୍ଯ୍ୟାସ୍ତ ତୁଳା ଦ୫|୧୩|୨୨  ଇଂ ସଂଧ୍ୟା ଘ ୫|୫୯|୨୦ସେ

ଉଡ୍ରାବ୍ଦ ୧୪୨୫ସାଲ ମେଷ ୭ ଦିନ ରାଷ୍ଟ୍ରିୟ ଚୈତ୍ରମାସ ୩୦ ଦିନ ଶୁକ୍ରବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ବୈଶାଖମାସ, ଶୁକ୍ଳପକ୍ଷ, ପଞ୍ଚମୀତିଥି ରାତ୍ର ଘଣ୍ଟା ୮|୪୬|୩୫ସେକେଣ୍ଡ୍,

ମୃଗଶିରାନକ୍ଷତ୍ର ରାତ୍ର ଘଣ୍ଟା ୯|୧୫|୧୨ସେକେଣ୍ଡ୍, ବୃଷଚନ୍ଦ୍ର ଦିବା ଘଣ୍ଟା ୧୦|୩|୧୫ସେକେଣ୍ଡ୍,

ଶୋଭନଯୋଗ ଦିବା ଘଣ୍ଟା ୧୧|୧୦|୧୭ସେକେଣ୍ଡ୍,

ବବକରଣ ସକାଳ ଘଣ୍ଟା ୯|୫୭|୩୫ସେକେଣ୍ଡ୍, ବାଳବକରଣ ରାତ୍ର ଘଣ୍ଟା ୮|୪୬|୩୫ସେକେଣ୍ଡ୍,

ରବ୍ୟଂଶଽ୫|୪୬|୩, ସୂକ୍ଷ୍ମଚନ୍ଦ୍ର ରାଶି ୧|୨୭|୧୪|୩୨,

ଦିନମାନ ଘଣ୍ଟା ୧୨|୩୩|୫୧ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧|୨୬|୯ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଦକ୍ଷିଣେ ରାତ୍ର ଘଣ୍ଟା ୮|୪୬|୩୫ସେକେଣ୍ଡ୍ ଗତେ ପଶ୍ଚିମେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାତ୍ର ଘଣ୍ଟା ୮|୪୬|୩୫ସେକେଣ୍ଡ୍ ମଧ୍ୟେ ବେଲ, ପଣସ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ

ଅମୃତବେଳା-ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୬।୧୬ମିନିଟ୍, ଘଣ୍ଟା ୭।୬ ମିନିଟ୍ ରୁ ଘଣ୍ଟା ୯।୩୬ମିନିଟ୍, ଦିବା ଘଣ୍ଟା ୧୨।୭ ମିନିଟ୍ ରୁ ଘଣ୍ଟା ୨।୩୮ମିନିଟ୍, ଦିବା ଘଣ୍ଟା ୪।୧୮ ମିନିଟ୍ ରୁ ଘଣ୍ଟା ୫।୫୮ମିନିଟ୍, ରାତ୍ର ଘଣ୍ଟା ୭।୩୧ ମିନିଟ୍ ରୁ ଘଣ୍ଟା ୯।୨ମିନିଟ୍, ରାତ୍ର ଘଣ୍ଟା ୧।୩୭ ମିନିଟ୍ ରୁ ଘଣ୍ଟା ୩।୮ମିନିଟ୍ ମଧ୍ୟେ। ମାହେନ୍ଦ୍ର- ରାତ୍ର ଘଣ୍ଟା ୯।୨ ମିନିଟ୍ ରୁ ଘଣ୍ଟା ୯।୪୮ମିନିଟ୍, ରାତ୍ର ଘଣ୍ଟା ୩।୮ ମିନିଟ୍ ରୁ ଘଣ୍ଟା ୩।୫୪ମିନିଟ୍ ମଧ୍ୟେ। 

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ଦିବା ଘଣ୍ଟା ୧୦। ୩।୧୫ସେକେଣ୍ଡ୍ ଗତେ ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର,  କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୯।୧୫।୧୨ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ବିଛା ରାଶିର ଘାତଚନ୍ଦ୍ର ଓ ଦିବା ଘଣ୍ଟା ୧୦।୩ ମିନିଟ୍ ପରେ କନ୍ୟା ରାଶିର ଘାତଚନ୍ଦ୍ର। ବିଛା, ଧନୁ, ମୀନ ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ସକାଳ ଘଣ୍ଟା ୮।୩୪ ମିନିଟ୍ ଗତେ ପାଞ୍ଚମାସ ଗଣ୍ଡଦୋଷ ଯୋଗେ ଦୁଷ୍ଟଚରିତ୍ରା ଯୋଗେ ପ୍ରତିକାର କରଣୀୟ ଓ ରଜଶ୍ଚକ୍ରେ ପତିଭକ୍ତା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ନାହିଁ।

ଅଶୁଭସମୟ-

ରାହୁକାଳ / କାଳବେଳା- ଦିବା ଘଣ୍ଟା ୧୦।୧୦ମିନିଟ୍ ରୁ ଘଣ୍ଟା ୧୧।୪୪ମିନିଟ୍ ମଧ୍ୟେ। ବାରବେଳା- ସକାଳ ଘଣ୍ଟା ୮।୩୬ମିନିଟ୍ ରୁ ଘଣ୍ଟା ୧୦।୧୦ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୮।୫୩ମିନିଟ୍ ରୁ ଘଣ୍ଟା ୧୦।୧୯ମିନିଟ୍ ମଧ୍ୟେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୦।୫।୪୬।୩- ଚନ୍ଦ୍ରରାଶି-୧।୨୭।୧୪।୩୨, ମଙ୍ଗଳରାଶି-୮|୨୪|୦|୫୭-, ବୁଧରାଶି-୧୧|୧୧|୩୩|୫୫-,ବୃହସ୍ପତିରାଶି-୬|୨୬|୩୫|୩୮-,ଶୁକ୍ରରାଶି୧|୦|୧୦|୫୦-, ଶନିରାଶି-୮|୧୫|୧|୨୮-, ରାହୁରାଶି-୯|୧୭|୨୯|୭-, କେତୁରାଶି-୯|୧୭|୨୯|୭-।

ଆଜିରଲଗ୍ନ

ପ୍ରାତଃ ୫ଟା ୪ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ୬ଟା ୫୦ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୮ଟା ୫୦ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧୧ଟା ୩ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧ଟା ୧୬ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୩ଟା ୨୫ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୫ଟା ୩୩ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୭ଟା ୪୫ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୧୦ଟା ୦ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧୨ଟା ୫ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧ଟା ୫୪ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୩ ଟା ୩୦ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୫ଟା ୪ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!