ଦୈନିକ ପାଞ୍ଜି: ଜୁଲାଇ ୨ , ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁଲାଇ ୨, ୨୦୧୮

ସୂର୍ଯ୍ୟୋଦୟ   ପ୍ରାଘ୫।୧୨।୩ସେ ଚନ୍ଦ୍ରୋଦୟ ରାଘ୯।୩୧ମି.

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ  ସଂଘ୬।୨୨।୫୨ସେ  ଚନ୍ଦ୍ରାସ୍ତ ସଘ ୮।୨୪ମି.

ଉଡ୍ରାବ୍ଦ ୧୪୨୫ସାଲ ମିଥୁନ ୧୮ ଦିନ ରାଷ୍ଟ୍ରିୟ ଆଷାଢ ୧୧ଦିନ ସୋମବାର

ଚାନ୍ଦ୍ରମାନ – ଆଷାଢ଼ମାସ କୃଷ୍ଣପକ୍ଷ, ଚତୁର୍ଥୀତିଥୀ ରାଘ୮।୨୧।୪୯,

ଧନିଷ୍ଠାନକ୍ଷତ୍ର ରାଘ୧୨।୩୫।୨୩ ମକରଚନ୍ଦ୍ର ଦିଘ୧୧।୮, ବିଷ୍କୁମ୍ଭଯୋଗ ସଘ୫।୪୪।୨୨

ବବକରଣ ସଘ୭।୧୦।୨୦, ବାଳବକରଣ ରାଘ୮।୨୧।୪୯

ରବ୍ୟଂଶଽ ୧୫।୫୮।୨୮, ସୂକ୍ଷ୍ମଚନ୍ଦ୍ର ରା୯।୨୭।୪।୧୯

ଦିନମାନ ଘ୧୩।୧୦।୪୯, ରାତ୍ରମାନ ଘ୧୦।୪୯।୧୧

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ

ନୈଋତକୋଣେ ରାଘ୮।୨୧ମି ଗତେ ଦକ୍ଷିଣେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ

ରାଘ୮।୨୧ମି ମଧ୍ୟେ ମୂଳା ଓ ପରେ ବେଲ, ପଣଶ ନ ଖାଇଲେ ଭଲ।

ଶୁଭସମୟ

ଅମୃତ ଦିଘ୮-୪୩ମି ରୁ ଘ୧୦-୨୮ମି, ରାଘ୯-୧୬ମି ରୁ ଘ୧୨-୯ମି, ଘ୧-୩୬ମି ରୁ ଘ୩-୨ମି, ମାହେନ୍ଦ୍ର ରାଘ୩-୪୫ମି ରୁ ଘ୪-୨୯ମିନିଟ୍‌।

ଚନ୍ଦ୍ରଶୁଦ୍ଧି

ମେଷ, କର୍କଟ, ସିଂହ, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ଦିଘ୧୧।୮ ଗତେ ମେଷ, ବୃଷ, ସିଂହ, କନ୍ୟା, ବିଛା, ଧନୁ, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାଘ୧୨।୩୫।୨୩ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଘାତଚନ୍ଦ୍ର

ମିଥୁନ ରାଶିର ଘାତବାର। ସିଂହ ରାଶିର ଘାତଚନ୍ଦ୍ର ଓ ଦିଘ୧୧।୮ମି ପରେ ମିଥୁନ/ମୀନ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ଗଣ୍ଡଦୋଷ ନାସ୍ତି। ରଜଶ୍ଚକ୍ରେ- ସର୍ବସମ୍ପନ୍ନା।  

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଦୋଷ ନାହିଁ।

ଅଶୁଭସମୟ

ରାହୁକାଳ- ସଘ୬।୫୨ମି ରୁ ଘ୮।୩୧ମି, ବାରବେଳା-ଦିଘ୩।୭ମି ରୁ ଘ ୪।୪୬ମି, କାଳବେଳା- ସଘ୬।୫୩ମି ରୁ ଘ୮।୩୨ମି, କାଳରାତ୍ରି-ରାଘ୧୦।୨୯ମି ରୁ ଘ୧୧।୫୦ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ

ରବିରା୨।୧୫।୫୮।୨୮,ଚ୯।୨୭।୪।୧୯, ମ୯।୧୪।୫୯।୧୯, ବୁ୩।୯।୫୭।୩୫, ବୃ୬।୧୯।୨୨।୧୭,ଶୁ୩।୨୬।୪୪।୨୧, ଶ୮।୧୧।୨୪।୧୪, ରା୩।୧୧।୪୮।୪୩, କେ୯।୧୧।୪୮।୪୩।

ଉଦୟଲଗ୍ନ

ରାତ୍ର ଘ୩।୫୯ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘ୬।୧୬ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘ୮।୨୯ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘ୧୦।୩୮ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୧୨।୪୬ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘ୨।୫୮ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘ୫।୧୨ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘ୭।୧୮ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘ୯।୭ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘ୧୦।୪୩ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘ୧୨।୧୭ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘ୧।୫୯ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ରାତ୍ର ଘ୩।୫୯ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ

ଆଜି ନାଟ୍ୟାରମ୍ଭ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘ୧୧।୮ମିନିଟ୍ ମଧ୍ୟେ ଧନିଷ୍ଠା ନକ୍ଷତ୍ର ମକରରାଶି ମଙ୍ଗଳ ମହାଦଶାରେ ଜନ୍ମହୋଇଛି। ଦିବା ଘ୧୧।୮ମିନିଟ୍ ପରେ ରାତି ଘ୧୨।୩୫।୨୩ ସେକେଣ୍ଡ୍ ମଧ୍ୟେ ଧନିଷ୍ଠା ନକ୍ଷତ୍ର ମକରରାଶି ମଙ୍ଗଳ ମହାଦଶାରେ ଜନ୍ମହୋଇଛି। ରାତି ଘ୧୨।୩୫।୨୩ ସେକେଣ୍ଡ୍ ପରେ ଶତଭିଷା ନକ୍ଷତ୍ର କୁମ୍ଭ ରାଶି ରାହୁ  ମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!