ଦୈନିକ ପାଞ୍ଜି: ଜାନୁୟାରୀ ୨, ୨୦୧୮
ସୂର୍ଯ୍ୟଉଦୟ ଧନୁ ଦ୩|୩|୧୨ ଇଂପ୍ରାଘ୬|୨୨|୩୪ସେ
ସୂର୍ଯ୍ୟାସ୍ତ ମିଥୁନ ଦ୩|୧୯|୭ ଇଂସଂଘ୫|୧୨|୯ସେ
ଉଡ୍ରାବ୍ଦ ୧୪୨୫ସାଲ ଧନୁ ୧୮ ଦିନ ରାଷ୍ଟ୍ରିୟ ପୌଷମାସ ୧୨ଦିନ ମଙ୍ଗଳବାର
ଆଜିର ପଞ୍ଚାଙ୍ଗ-
ଚାନ୍ଦ୍ରମାନ, ପୌଷମାସ, ଶୁକ୍ଲପକ୍ଷ, ପୂର୍ଣ୍ଣିମା ତିଥି ଦିଘ୭।୫୫ମି, କ୍ଷୟ ପ୍ରତିପଦା ତିଥି ରାତିଘ୪।୮ମି,
ଆର୍ଦ୍ରା ନକ୍ଷତ୍ର ଦିଘ୧୧|୪୮|୧୨ସେ, ମିଥୁନଚନ୍ଦ୍ର ରାତ୍ରଘ୩|୩୨ମି
ଇନ୍ଦ୍ରଯୋଗ ରାଘ୧|୨|୧୧ସେ ବବକରଣ ଦିଘ୭।୫୫ମି, ବାଳବକରଣ ସନ୍ଧ୍ୟାଘ୫।୫୯ମି,
ରବ୍ୟଂଶଽ୧୭।୨୭।୫୫, ସୂକ୍ଷ୍ମଚନ୍ଦ୍ର ରା୨।୧୬।୩୨।୩୦,
ଦିନମାନ ଦିଘ୧୦।୪୯।୩୬, ନିଶାମାନ ରାଘ ୧୩।୧୦।୨୪,
ଯୋଗିନୀବାସ-
ଯୋଗିନୀ ବାୟବେ ଦିଘ୭।୫୫ମି ପରେ ପୂର୍ବେଯାତ୍ରା ନିଷେଧ।
ନିଷେଧ ଖାଦ୍ୟ-
ଦିଘ୭।୫୫ମି ମଧ୍ୟେ ମାଛ, ମାଂସ, ତେଲ ନ ଖାଇଲେଭଲ। ପରେ ପାଣିକଖାରୁ ନ ଖାଇଲେଭଲ ।
ଶୁଭସମୟ-
ଅମୃତବେଳା ସୂର୍ଯ୍ୟ ଉଦୟରୁଦିଘ୭।୬ମି ମଧ୍ୟେ ଦିଘ୭।୫୦ମି ପରେ ଦିଘ୧୧।୨୫ମିମଧ୍ୟେ ରାଘ ୭।୫୦ମି ପରେ ରାଘ୮।୪୩ମି ମଧ୍ୟେ ରାଘ୯।୩୬ମି ପରେ ରାଘ୧୨।୧୪ମି ମଧ୍ୟେ ରାଘ୪।୩୮ମି ପରେ ସକାଳଘ୬।୨୨ମି ମଧ୍ୟେ ।
ଚନ୍ଦ୍ରଶୁଦ୍ଧି-
ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର, କୁମ୍ଭରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ରାତିଘ୩।୩୨ମି ପରେ ମେଷ ବୃଷ କର୍କଟ ସିଂହ କନ୍ୟା ତୁଳା ମକର କୁମ୍ଭରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି।
ତାରାଶୁଦ୍ଧି-
ଦିବାଘ୧୧|୪୮ମି ମଧ୍ୟେ ଅଶ୍ୱିନୀ କୃତ୍ତିକା ମୃଗଶିରା ପୁନର୍ବସୁ ପୁଷ୍ୟା ମଘା ଉତ୍ତରାଫାଃ ଚିତ୍ରା ବିଶାଖା ଅନୁରାଧା ମୂଳା ଉତ୍ତରାଷାଢା ଧନିଷ୍ଠା ପୂର୍ବଭାଦ୍ର ଉତ୍ତରଭାଦ୍ର ନକ୍ଷତ୍ରମାନଙ୍କର ତାରା ଶୁଦ୍ଧି। ଦିବାଘ୧୧|୪୮ମି ପରେ ଦ୍ଵିଜା, ରୋହିଣୀ ଆର୍ଦ୍ରା ପୁଷ୍ୟା ଅଶ୍ଳେଷା ପୂର୍ବାଫାଃ ହସ୍ତା ସ୍ବାତୀ ଅନୁରାଧା ଜ୍ୟେଷ୍ଠା ପୂର୍ବାଷାଢା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ରେବତୀ ଏ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।
ଘାତଚନ୍ଦ୍ର ଓ ଘାତବାର-
କନ୍ୟା ରାଶିର ଘାତଚନ୍ଦ୍ର। ମକର ରାଶିର ଘାତବାର।
ରଜୋଶ୍ଚକ୍ର-
ପ୍ରଥମରଜୋ ଦର୍ଶନେ ଦିବାଘ୧୧। ୪୮ମି ମଧ୍ୟେ ପାଞ୍ଚମାସ ଗଣ୍ଡଦୋଷ ଯୋଗେପ୍ରତିକାର କରଣୀୟ। ରଜଶ୍ଚକ୍ରେ ଦୁଃଖ ଭୋଗିନୀ।
ସାମ୍ବଶ୍ଚରିକ ଶ୍ରାଦ୍ଧ-
ଆଜି ପ୍ରତିପଦାର ଏକୋଦିଷ୍ଟ, ପାର୍ବଣଶ୍ରାଦ୍ଧ ହେବ।
ପୁଷ୍କରଦୋଷ-
ଆଜି ମୃତବ୍ୟକ୍ତିର ଦିବାଘ୧୧।୪୮ମିମଧ୍ୟେ ଏକପାଦ ବାରଦୋଷ ପରେ ଦୁଇପାଦ ପୁଷ୍କର ଦୋଷ ଓ ନିଶାନ୍ତଘ୪।୮ମି ପରେ ତିନିପାଦ ପୁଷ୍କରଦୋଷ। ଫଳଂ କୃଷି ହାନି ହେବ। ବ୍ରାହ୍ମଣ ଭୋଜନ ସହ ତିଳସୁବର୍ଣ ଦାନ ଓ ଦକ୍ଷିଣା ଦେବା ଉଚିତ୍।
ଅଶୁଭ ସମୟ-
ବାରବେଳା ଦିଘ ୭। ୪୬ ମି ପରେ ଦିଘ୯।୭ମି ମଧ୍ୟେ କାଳବେଳା ଦିଘ୧।୧୧ମି ପରେ ଦିବାଘ୨।୩୨ମିମଧ୍ୟେ ରାହୁକାଳ ଦିବାଘ୨।୩୨ମି ରୁ ଦିବାଘ୩।୫୩ମି କାଳରାତ୍ରି ସନ୍ଧ୍ୟାଘ୬।୫୩ମି ପରେ ରାତିଘ୮।୩୨ମିମଧ୍ୟେ।
ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-
ରବିରାଶି୮।୧୭।୨୭।୫୫,୨୦/୯ ଚନ୍ଦ୍ର୨।୧୬।୩୨।୩୦-୬/୩ ମ୬|୨୦|୪୩|୪୯-୧୬/୭ ବୁ୭|୨୪|୫୨|୪୮-୧୮/୮ ବୃ୬|୨୩|୧|୪୯-୧୬/୭ ଶୁ୮|୧୫|୪୪|୬-୨୦/୯ ଶ୮|୭|୨୪|୧୦-୧୯/୯ ରା୩|୨୧|୧୧|୪୮-୯/୪ କେ୯| ୨୧|୧୧|୪୮-୨୨/୧୦।
ଆଜିରଲଗ୍ନ-
ଧନୁ ପ୍ରାତଃଘ୬|୨୪ମି ମଧ୍ୟେ ମକର ଦିବାଘ୭|୧୪ମି କୁମ୍ଭଘ୯|୩ମି ମୀନଘ୧୦|୩୯ମି ମେଷଘ୧୨|୧୨ମି ବୃଷଘ୧|୫୫ମି ମିଥୁନଘ୩|୫୪ମି କର୍କଟଘ୬|୭ମି ସିଂହରାତ୍ରି ଘ୮|୨୧ମି କନ୍ୟା ଘ୧୦|୩୦ମି ତୁଳା ଘ୧୨|୩୮ମି ବିଛା ଘ୨|୪୯ମି ଧନୁଘ୫|୪ମି।
ଶୁଭକର୍ମ-
ପୌଷପୁର୍ଣିମା, ଦେବାଭିଷେକ ଓ ରାଜାଭିଷେକ, ପୁଷ ପୂନେଇ ଭେଟ ମାଘବ୍ରତାରମ୍ଭ। ଆଜି ମଙ୍ଗଳପୁର୍ଣିମା ବ୍ରତ। ବିଶେଷତଃ ଆଜି ପ୍ରାଚୀରେ ବୁଡପକେଇ ମା’ ମଙ୍ଗଳାଙ୍କୁ ଦର୍ଶନକରି ପାରିଲେ ଶରୀରଆରୋଗ୍ୟ ହେବ।
ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-
ସୂର୍ଯ୍ୟ ଉଦୟ ଠାରୁ ଦିବସଘ୧୧।୪୮।୧୨ ସେକେଣ୍ଡମଧ୍ୟେ ଆର୍ଦ୍ରାନକ୍ଷତ୍ର ମିଥୁନରାଶି ଓ ରାହୁ ମହଦଶାରେ ଜନ୍ମହୋଇଛିବୋଲି ଜାଣିବେ ଓ ପରେ ରାତିଘ୩।୩୨ମିନିଟ ମଧ୍ୟେ ପୁନର୍ବସୁ ନକ୍ଷତ୍ର ମିଥୁନରାଶି ଗୁରୁ ମହଦଶାରେ ଜନ୍ମ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ ।