ଆଜିର ପାଞ୍ଜି: ଜାନୁୟାରୀ ୨, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜାନୁୟାରୀ ୨, ୨୦୧୮

ସୂର୍ଯ୍ୟଉଦୟ ଧନୁ ଦ୩|୩|୧୨ ଇଂପ୍ରାଘ୬|୨୨|୩୪ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ ମିଥୁନ ଦ୩|୧୯|୭ ଇଂସଂଘ୫|୧୨|୯ସେ

ଉଡ୍ରାବ୍ଦ ୧୪୨୫ସାଲ ଧନୁ ୧୮ ଦିନ ରାଷ୍ଟ୍ରିୟ ପୌଷମାସ ୧୨ଦିନ ମଙ୍ଗଳବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ପୌଷମାସ, ଶୁକ୍ଲପକ୍ଷ, ପୂର୍ଣ୍ଣିମା ତିଥି ଦିଘ୭।୫୫ମି, କ୍ଷୟ ପ୍ରତିପଦା ତିଥି ରାତିଘ୪।୮ମି,

ଆର୍ଦ୍ରା ନକ୍ଷତ୍ର ଦିଘ୧୧|୪୮|୧୨ସେ, ମିଥୁନଚନ୍ଦ୍ର ରାତ୍ରଘ୩|୩୨ମି

ଇନ୍ଦ୍ରଯୋଗ ରାଘ୧|୨|୧୧ସେ ବବକରଣ ଦିଘ୭।୫୫ମି, ବାଳବକରଣ ସନ୍ଧ୍ୟାଘ୫।୫୯ମି, 

ରବ୍ୟଂଶଽ୧୭।୨୭।୫୫, ସୂକ୍ଷ୍ମଚନ୍ଦ୍ର ରା୨।୧୬।୩୨।୩୦,

ଦିନମାନ ଦିଘ୧୦।୪୯।୩୬, ନିଶାମାନ ରାଘ ୧୩।୧୦।୨୪,

ଯୋଗିନୀବାସ-

ଯୋଗିନୀ ବାୟବେ ଦିଘ୭।୫୫ମି ପରେ ପୂର୍ବେଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ଦିଘ୭।୫୫ମି ମଧ୍ୟେ ମାଛ, ମାଂସ, ତେଲ ନ ଖାଇଲେଭଲ। ପରେ ପାଣିକଖାରୁ ନ ଖାଇଲେଭଲ ।

ଶୁଭସମୟ-

ଅମୃତବେଳା ସୂର୍ଯ୍ୟ ଉଦୟରୁଦିଘ୭।୬ମି ମଧ୍ୟେ ଦିଘ୭।୫୦ମି ପରେ ଦିଘ୧୧।୨୫ମିମଧ୍ୟେ ରାଘ ୭।୫୦ମି ପରେ ରାଘ୮।୪୩ମି ମଧ୍ୟେ ରାଘ୯।୩୬ମି ପରେ ରାଘ୧୨।୧୪ମି ମଧ୍ୟେ ରାଘ୪।୩୮ମି ପରେ ସକାଳଘ୬।୨୨ମି ମଧ୍ୟେ ।

ଚନ୍ଦ୍ରଶୁଦ୍ଧି-

ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର, କୁମ୍ଭରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ରାତିଘ୩।୩୨ମି ପରେ ମେଷ ବୃଷ କର୍କଟ ସିଂହ କନ୍ୟା  ତୁଳା ମକର କୁମ୍ଭରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

ଦିବାଘ୧୧|୪୮ମି ମଧ୍ୟେ ଅଶ୍ୱିନୀ କୃତ୍ତିକା ମୃଗଶିରା ପୁନର୍ବସୁ ପୁଷ୍ୟା ମଘା ଉତ୍ତରାଫାଃ ଚିତ୍ରା ବିଶାଖା ଅନୁରାଧା ମୂଳା ଉତ୍ତରାଷାଢା ଧନିଷ୍ଠା ପୂର୍ବଭାଦ୍ର ଉତ୍ତରଭାଦ୍ର ନକ୍ଷତ୍ରମାନଙ୍କର ତାରା ଶୁଦ୍ଧି। ଦିବାଘ୧୧|୪୮ମି ପରେ ଦ୍ଵିଜା, ରୋହିଣୀ ଆର୍ଦ୍ରା ପୁଷ୍ୟା ଅଶ୍ଳେଷା ପୂର୍ବାଫାଃ ହସ୍ତା ସ୍ବାତୀ ଅନୁରାଧା ଜ୍ୟେଷ୍ଠା ପୂର୍ବାଷାଢା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ରେବତୀ ଏ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

କନ୍ୟା ରାଶିର ଘାତଚନ୍ଦ୍ର। ମକର ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମରଜୋ ଦର୍ଶନେ ଦିବାଘ୧୧। ୪୮ମି ମଧ୍ୟେ ପାଞ୍ଚମାସ ଗଣ୍ଡଦୋଷ ଯୋଗେପ୍ରତିକାର କରଣୀୟ। ରଜଶ୍ଚକ୍ରେ ଦୁଃଖ ଭୋଗିନୀ।

ସାମ୍ବଶ୍ଚରିକ ଶ୍ରାଦ୍ଧ-

ଆଜି ପ୍ରତିପଦାର ଏକୋଦିଷ୍ଟ, ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଦିବାଘ୧୧।୪୮ମିମଧ୍ୟେ ଏକପାଦ ବାରଦୋଷ ପରେ ଦୁଇପାଦ ପୁଷ୍କର ଦୋଷ ଓ ନିଶାନ୍ତଘ୪।୮ମି ପରେ ତିନିପାଦ ପୁଷ୍କରଦୋଷ। ଫଳଂ କୃଷି ହାନି ହେବ।  ବ୍ରାହ୍ମଣ ଭୋଜନ ସହ ତିଳସୁବର୍ଣ ଦାନ ଓ ଦକ୍ଷିଣା ଦେବା ଉଚିତ୍।

ଅଶୁଭ ସମୟ-

ବାରବେଳା ଦିଘ ୭। ୪୬ ମି ପରେ ଦିଘ୯।୭ମି ମଧ୍ୟେ କାଳବେଳା ଦିଘ୧।୧୧ମି ପରେ ଦିବାଘ୨।୩୨ମିମଧ୍ୟେ ରାହୁକାଳ ଦିବାଘ୨।୩୨ମି ରୁ ଦିବାଘ୩।୫୩ମି କାଳରାତ୍ରି ସନ୍ଧ୍ୟାଘ୬।୫୩ମି ପରେ ରାତିଘ୮।୩୨ମିମଧ୍ୟେ।

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି୮।୧୭।୨୭।୫୫,୨୦/୯ ଚନ୍ଦ୍ର୨।୧୬।୩୨।୩୦-୬/୩ ମ୬|୨୦|୪୩|୪୯-୧୬/୭ ବୁ୭|୨୪|୫୨|୪୮-୧୮/୮ ବୃ୬|୨୩|୧|୪୯-୧୬/୭ ଶୁ୮|୧୫|୪୪|୬-୨୦/୯ ଶ୮|୭|୨୪|୧୦-୧୯/୯ ରା୩|୨୧|୧୧|୪୮-୯/୪ କେ୯| ୨୧|୧୧|୪୮-୨୨/୧୦। 

ଆଜିରଲଗ୍ନ-

ଧନୁ ପ୍ରାତଃଘ୬|୨୪ମି ମଧ୍ୟେ ମକର ଦିବାଘ୭|୧୪ମି କୁମ୍ଭଘ୯|୩ମି  ମୀନଘ୧୦|୩୯ମି ମେଷଘ୧୨|୧୨ମି ବୃଷଘ୧|୫୫ମି   ମିଥୁନଘ୩|୫୪ମି କର୍କଟଘ୬|୭ମି   ସିଂହରାତ୍ରି ଘ୮|୨୧ମି କନ୍ୟା ଘ୧୦|୩୦ମି ତୁଳା ଘ୧୨|୩୮ମି ବିଛା ଘ୨|୪୯ମି  ଧନୁଘ୫|୪ମି।

ଶୁଭକର୍ମ-

ପୌଷପୁର୍ଣିମା, ଦେବାଭିଷେକ ଓ ରାଜାଭିଷେକ, ପୁଷ ପୂନେଇ ଭେଟ ମାଘବ୍ରତାରମ୍ଭ। ଆଜି ମଙ୍ଗଳପୁର୍ଣିମା ବ୍ରତ। ବିଶେଷତଃ ଆଜି ପ୍ରାଚୀରେ ବୁଡପକେଇ ମା’ ମଙ୍ଗଳାଙ୍କୁ ଦର୍ଶନକରି ପାରିଲେ ଶରୀରଆରୋଗ୍ୟ ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବସଘ୧୧।୪୮।୧୨ ସେକେଣ୍ଡମଧ୍ୟେ ଆର୍ଦ୍ରାନକ୍ଷତ୍ର ମିଥୁନରାଶି ଓ ରାହୁ ମହଦଶାରେ ଜନ୍ମହୋଇଛିବୋଲି ଜାଣିବେ ଓ ପରେ ରାତିଘ୩।୩୨ମିନିଟ ମଧ୍ୟେ ପୁନର୍ବସୁ ନକ୍ଷତ୍ର ମିଥୁନରାଶି ଗୁରୁ ମହଦଶାରେ ଜନ୍ମ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!