ମିଥୁନ ରାଶିର ଘାତବାର। ଆଜିର ପାଞ୍ଜି: ଅପ୍ରେଲ ୨, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅପ୍ରେଲ ୨, ୨୦୧୮

ସୂର୍ଯ୍ୟଉଦୟ ମୀନ ଦ୫|୫୬|୪୬ ଇଂ ପ୍ରାତଃ ଘ ୫|୩୯|୫୬ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ କନ୍ୟା ଦ୫|୧୩|୨୨  ଇଂ ସଂଧ୍ୟା ଘ ୫|୫୪|୧୪ସେ

ଉଡ୍ରାବ୍ଦ ୧୪୨୫ସାଲ ମୀନ ୧୯ଦିନ ରାଷ୍ଟ୍ରିୟ ଚୈତ୍ରମାସ ୧୨ଦିନ ସୋମବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ:- ବୈଶାଖମାସ, କୃଷ୍ଣପକ୍ଷ, ଦ୍ଵିତୀୟାତିଥି ଦିବା ଘଣ୍ଟା ୪।୩୬।୨୪ସେକେଣ୍ଡ୍,

ଚିତ୍ରା ନକ୍ଷତ୍ର ସକାଳ ଘଣ୍ଟା ୫।୫୨।୯ସେକେଣ୍ଡ୍, ତୁଳାଚନ୍ଦ୍ର ଅହୋରାତ୍ର,

ହର୍ଷଣଯୋଗ ରାତ୍ର ଘଣ୍ଟା ୨।୮।୦ସେକେଣ୍ଡ୍,  

ଗରକରଣ ଦିବା ଘଣ୍ଟା ୪।୩୬।୨୪ସେକେଣ୍ଡ୍, ବାଣିଜ୍ୟକରଣ ରାତ୍ର ଘଣ୍ଟା ୪।୩୪।୦ସେକେଣ୍ଡ୍,

ରବ୍ୟଂଶଽ୧୮।୬।୩୩, ସୂକ୍ଷ୍ମଚନ୍ଦ୍ର ରାଶି ୬।୬।୩୩।୧୬,

ଦିନମାନ ଘଣ୍ଟା ୧୨।୧୪।୧୯ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧।୪୫।୪୧ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଉତ୍ତରେ ଦିବା ଘଣ୍ଟା ୪।୩୬।୨୪ସେକେଣ୍ଡ୍ ଗତେ ଅଗ୍ନିକୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ଦିବା ଘଣ୍ଟା ୪।୩୬।୨୪ସେକେଣ୍ଡ୍ ମଧ୍ୟେ ବୋଇତିକଖାରୁ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ-

ଅମୃତବେଳା-ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୭।୧୮ମିନିଟ୍, ଦିବା ଘଣ୍ଟା ୧୦।୩୪ ମିନିଟ୍ ରୁ ଘଣ୍ଟା ୧ଟା, ସଂଧ୍ୟା ଘଣ୍ଟା ୬।୪୧ ମିନିଟ୍ ରୁ ଘଣ୍ଟା ୯।୨ମିନିଟ୍, ରାତ୍ର ଘଣ୍ଟା ୧୧।୨୩ ମିନିଟ୍ ରୁ ଘଣ୍ଟା ୨।୩୨ମିନିଟ୍ ମଧ୍ୟେ। ମାହେନ୍ଦ୍ର- ଦିବା ଘଣ୍ଟା ୩।୨୭ ମିନିଟ୍ ରୁ ଘଣ୍ଟା ୫।୫ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, କର୍କଟ, ସିଂହ, ତୁଳା, ବିଛା, ଧନୁ, ମକର ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି। ସକାଳ ଘଣ୍ଟା ୫।୫୨।୯ ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ମିଥୁନ ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଓ ରଜଶ୍ଚକ୍ରେ ପତିପ୍ରିୟା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଦ୍ଵିତୀୟାତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଦିବା ଘଣ୍ଟା ୪।୩୬।୨୪ସେକେଣ୍ଡ୍ ମଧ୍ୟେ ଏକପାଦ ତିଥିଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍। 

ଅଶୁଭସମୟ-

ରାହୁକାଳ / କାଳବେଳା – ସକାଳ ଘଣ୍ଟା ୭|୧୩ମିନିଟ୍ ରୁ ଘଣ୍ଟା ୮|୪୬ମିନିଟ୍ ମଧ୍ୟେ। ବାରବେଳା- ଦିବା ଘଣ୍ଟା ୨|୫୩ମିନିଟ୍ ରୁ ଘଣ୍ଟା ୪|୨୫ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୧୦|୨୧ମିନିଟ୍ ରୁ ଘଣ୍ଟା ୧୧|୪୯ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ- 

ରବିରାଶି-୧୧।୧୮।୬।୩୩-୨୭/୧୨, ଚନ୍ଦ୍ରରାଶି-୬।୬।୩୩।୧୬-୧୪/୭, ମଙ୍ଗଳରାଶି-୮|୧୪|୩୧|୯-୨୦/୯, ବୁଧରାଶି-୧୧|୧୭|୩୭|୫୯-୨୭/୧୨, ବୃହସ୍ପତିରାଶି-୬|୨୮|୧୬|୨-୧୬/୭, ଶୁକ୍ରରାଶି-୦|୮|୭|୪୦-୧/୧,

ଶନିରାଶି-୮|୧୪|୪୯|୩-୨୦/୯, ରାହୁରାଶି-୩|୧୯|୧୩|୩୩-୯/୪, କେତୁରାଶି-୯|୧୯|୧୩|୩୩-୨୨/୧୦।

ଆଜିରଲଗ୍ନ

ନିଶାନ୍ତ ୪ ଟା ୪୧ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୬ଟା ୧୮ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।୮ଟା ୧ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୧୦ଟା ୧ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧୨ଟା ୧3ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୨ଟା ୨୭ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୪ଟା ୩୬ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୬ଟା ୪୪ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୮ଟା ୫୬ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୧୧ଟା ୧୦ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧ଟା ୧୬ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୩ଟା ୫ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୪ ଟା ୪୧ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ବ୍ରତୋପନୟନ, ନବବସ୍ତ୍ର ପରିଧାନ, ଅଳଙ୍କାରଧାରଣ, ଯାନକ୍ରୟ ଓ ଆରୋହଣ, ଋଣଦାନ ଓ ଗ୍ରହଣ, କ୍ରୟବିକ୍ରୟ, ବାଣିଜ୍ୟକରଣ, ନାମକରଣ, ଅନ୍ନପ୍ରାଶନ୍ନ, ନବାନ୍ନଭକ୍ଷଣ, ଦେବତାପ୍ରତିଷ୍ଠା, ଦିକ୍ଷାଗ୍ରହଣ, ଔଷଧ କରଣ ଓ ସେବନ, ଧାନ୍ୟସ୍ଥାପନ, ଆରୋଗ୍ୟସ୍ନାନ, ବିହନବୁଣି ପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସକାଳ ଘଣ୍ଟା୫।୫୨।୯ସେକେଣ୍ଡ୍ ମଧ୍ୟେ ଚିତ୍ରାନକ୍ଷତ୍ର, ତୁଳାରାଶି ମଙ୍ଗଳ ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ। ସକାଳ ଘଣ୍ଟା୫।୫୨।୯ସେକେଣ୍ଡ୍ ପରେ ସ୍ଵାତିନକ୍ଷତ୍ର, ତୁଳାରାଶି ରାହୁ ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!