ଆଜିର ପାଞ୍ଜି: ମଇ ୧୯, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମଇ ୧୯, ୨୦୧୮

ସୂର୍ଯ୍ୟଉଦୟ   ପ୍ରାତଃ ଘ ୫|୧୦|୦ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ       ସଂଧ୍ୟା ଘ ୬|୯|୪୮ସେ

ଉଡ୍ରାବ୍ଦ ୧୪୨୫ସାଲ ବୃଷ ୫ ଦିନ ରାଷ୍ଟ୍ରିୟ ବୈଶାଖମାସ ୨୯ ଦିନ ଶନିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମଳ ଜ୍ୟେଷ୍ଠମାସ, ଶୁକ୍ଳପକ୍ଷ, ଚତୁର୍ଥୀତିଥି ପ୍ରାତଃ ଘଣ୍ଟା ୫|୨୯|୭ସେକେଣ୍ଡ୍

କ୍ଷୟ ପଞ୍ଚମୀତିଥି ରାତ୍ର ଘଣ୍ଟା ୨|୪|୧୪ସେକେଣ୍ଡ୍

ପୁନର୍ବସୁନକ୍ଷତ୍ର ରାତ୍ର ଘଣ୍ଟା ୧୨|୨୬ମିନିଟ୍, ମିଥୁନଚନ୍ଦ୍ର ସଂଧ୍ୟା ଘଣ୍ଟା ୬|୫୪|୧୩ସେକେଣ୍ଡ୍,

ଶୂଳଯୋଗ ଦିବା ଘଣ୍ଟା ୧୨|୨|୩୬ସେକେଣ୍ଡ୍,

ବିଷ୍ଟିକରଣ ପ୍ରାତଃ ଘଣ୍ଟା ୫|୨୯|୭ସେକେଣ୍ଡ୍, ବବକରଣ ଦିବା ଘଣ୍ଟା ୪|୬|୨୦ସେକେଣ୍ଡ୍,

ରବ୍ୟଂଶଽ୩|୫୨|୧୫, ସୂକ୍ଷ୍ମଚନ୍ଦ୍ର ରାଶି ୨|୨୧|୪୦|୫୧,

ଦିନମାନ ଘଣ୍ଟା ୧୨|୫୯|୪୮ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧|୦|୧୨ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ନୈଋତକୋଣେ ପ୍ରାତଃ ଘଣ୍ଟା ୫|୨୯|୭ସେକେଣ୍ଡ୍ ଗତେ ଦକ୍ଷିଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ପ୍ରାତଃ ଘଣ୍ଟା ୫|୨୯|୭ସେକେଣ୍ଡ୍ ମଧ୍ୟେ ମୂଳା ଓ ପରେ ତାଳ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା-ଦିବା ଘଣ୍ଟା ୧।୫୦ ମିନିଟ୍ ରୁ ଘଣ୍ଟା ୩।୩୪ ମିନିଟ୍, ସଂଧ୍ୟା ଘଣ୍ଟା ୬।୫୪ ମିନିଟ୍ ରୁ ଘଣ୍ଟା ୭।୩୮ ମିନିଟ୍, ରାତ୍ର ଘଣ୍ଟା ୧୧।୧୮ ମିନିଟ୍ ରୁ ଘଣ୍ଟା ୧।୩୦ ମିନିଟ୍, ରାତ୍ର ଘଣ୍ଟା ୨।୫୮ ମିନିଟ୍ ରୁ ଘଣ୍ଟା ୫।୧୦ ମିନିଟ୍ ମଧ୍ୟେ। ମାହେନ୍ଦ୍ର- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୬।୨ ମିନିଟ୍,  ଦିବା ଘଣ୍ଟା ୯।୩୦ ମିନିଟ୍ ରୁ ଘଣ୍ଟା ୧୨।୬ ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର,  କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ସଂଧ୍ୟା ଘଣ୍ଟା ୬|୫୪|୧୩ସେକେଣ୍ଡ୍ ଗତେ ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର,  କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୧୨|୨୬|୦ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର –

ବୃଷ, ସିଂହ, କନ୍ୟା ରାଶିର ଘାତବାର। କନ୍ୟା ରାଶିର ଘାତଚନ୍ଦ୍ର।   

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଗଣ୍ଡଦୋଷ ନାସ୍ତି। ରଜଶ୍ଚକ୍ରେ ବନ୍ଧ୍ୟା ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଦ୍ଵିପାଦ ବାର ଓ ନକ୍ଷତ୍ରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ- ସକାଳ ଘଣ୍ଟା ୮|୨୭ ମିନିଟ୍ ରୁ ଘଣ୍ଟା ୧୦|୪ ମିନିଟ୍ ମଧ୍ୟେ। ବାରବେଳା- ଦିବା ଘଣ୍ଟା ୧|୨୦ ମିନିଟ୍ ରୁ ଘଣ୍ଟା ୨|୫୭ ମିନିଟ୍ ମଧ୍ୟେ। କାଳବେଳା- ସକାଳ ଘଣ୍ଟା ୫|୧୨ ମିନିଟ୍ ରୁ ଘଣ୍ଟା ୬|୫୦ ମିନିଟ୍, ଦିବା ଘଣ୍ଟା ୪|୩୫ ମିନିଟ୍ ରୁ ସଂଧ୍ୟା ଘଣ୍ଟା ୬|୧୨ ମିନିଟ୍ ମଧ୍ୟେ। କାଳରାତ୍ରି- ସଂଧ୍ୟା ଘଣ୍ଟା ୬|୧୨ମିନିଟ୍ ରୁ ଘଣ୍ଟା ୭|୩୫ ମିନିଟ୍, ରାତ୍ରି ଘଣ୍ଟା ୩|୪୯ମିନିଟ୍ ରୁ ପ୍ରାତଃ ଘଣ୍ଟା ୫|୧୨ ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୧।୩।୫୨।୧୫-, ଚନ୍ଦ୍ରରାଶି-୨।୨୧।୪୦।୫୧-,  ମଙ୍ଗଳରାଶି-୯|୬|୫୯|୨୪-,

ବୁଧରାଶି-୦|୧୪|୪୮|୩୪-, ବୃହସ୍ପତିରାଶି-୬|୨୩|୦|୫୩-, ଶୁକ୍ରରାଶି-୨|୫|୧୩|୪୦-,

ଶନିରାଶି-୮|୧୪|୧୬|୩୫-, ରାହୁରାଶି-୯|୧୪|୨୨|୪୪-, କେତୁରାଶି-୯|୧୪|୨୨|୪୪-।

ଆଜିରଲଗ୍ନ

ନିଶାନ୍ତ ୪ଟା ୫୨ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୬ଟା ୫୬ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୯ଟା ୯ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧୧ଟା ୨୨ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୧ଟା ୩୧ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୩ଟା ୩୯ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୫ଟା ୫୧ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୮ଟା ୫ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧୦ଟା ୧୧ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧୨ଟା ରୁ କୁମ୍ଭ ଲଗ୍ନ ଆରମ୍ଭ । ୧ ଟା ୩୬ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୩ଟା ୧୦ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ନିଶାନ୍ତ ୪ଟା ୫୨ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। 

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ନକରିବା ଉଚିତ୍।  

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ସଂଧ୍ୟା ଘଣ୍ଟା ୬|୫୪|୧୩ସେକେଣ୍ଡ୍ ମଧ୍ୟେ ପୁନର୍ବସୁନକ୍ଷତ୍ର ମିଥୁନରାଶି ଗୁରୁମହାଦଶାରେ ଜନ୍ମହୋଇଛି। ସଂଧ୍ୟା ଘଣ୍ଟା ୬|୫୪|୧୩ସେକେଣ୍ଡ୍ ପରେ ରାତ୍ର ଘଣ୍ଟା ୧୨|୨୬ମିନିଟ୍ ମଧ୍ୟେ ପୁନର୍ବସୁନକ୍ଷତ୍ର କର୍କଟରାଶି ଗୁରୁମହାଦଶାରେ ଜନ୍ମହୋଇଛି। ରାତ୍ର ଘଣ୍ଟା ୧୨|୨୬ମିନିଟ୍ ପରେ ପୁଷ୍ୟାନକ୍ଷତ୍ର କର୍କଟରାଶି ଶନିମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!