ବିଛା ରାଶିର ଘାତଚନ୍ଦ୍ର। ତୁଳା, କୁମ୍ଭ ରାଶିର ଘାତବାର। ଆଜିର ପାଞ୍ଜି: ଅପ୍ରେଲ ୧୯, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅପ୍ରେଲ ୧୯, ୨୦୧୮

ସୂର୍ଯ୍ୟଉଦୟ ମେଷ ଦ୫|୫୬|୪୬ ଇଂ ପ୍ରାତଃ ଘ ୫|୨୬|୧୩ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ ତୁଳା ଦ୫|୧୩|୨୨  ଇଂ ସଂଧ୍ୟା ଘ ୫|୫୯|୧ସେ

ଉଡ୍ରାବ୍ଦ ୧୪୨୫ସାଲ ମେଷ ୬ ଦିନ ରାଷ୍ଟ୍ରିୟ ଚୈତ୍ରମାସ ୨୯ ଦିନ ଗୁରୁବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ବୈଶାଖମାସ, ଶୁକ୍ଳପକ୍ଷ, ଚତୁର୍ଥୀତିଥି ରାତ୍ର ଘଣ୍ଟା ୧୧|୮|୫୭ସେକେଣ୍ଡ୍,

ରୋହିଣୀନକ୍ଷତ୍ର ରାତ୍ର ଘଣ୍ଟା ୧୦|୫୧|୫୩ସେକେଣ୍ଡ୍, ବୃଷଚନ୍ଦ୍ର ଅହୋରାତ୍ର,

ସୌଭାଗ୍ୟଯୋଗ ଦିବା ଘଣ୍ଟା ୨|୧୩|୨୧ସେକେଣ୍ଡ୍,

ବାଣିଜ୍ୟକରଣ ଦିବା ଘଣ୍ଟା ୧୨|୨୦|୨୬ସେକେଣ୍ଡ୍, ବିଷ୍ଟିକରଣ ରାତ୍ର ଘଣ୍ଟା ୧୧|୮|୫୭ସେକେଣ୍ଡ୍,

ରବ୍ୟଂଶଽ୪|୪୭|୨୮, ସୂକ୍ଷ୍ମଚନ୍ଦ୍ର ରାଶି ୧|୧୨|୫୭|୧୬,

ଦିନମାନ ଘଣ୍ଟା ୧୨|୩୨|୪୯ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧|୨୭|୧୧ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ନୈଋତକୋଣେ ରାତ୍ର ଘଣ୍ଟା ୧୧|୮|୫୭ସେକେଣ୍ଡ୍ ଗତେ ଦକ୍ଷିଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାତ୍ର ଘଣ୍ଟା ୧୧|୮|୫୭ସେକେଣ୍ଡ୍ ମଧ୍ୟେ ମୂଳା ଓ ପରେ ବେଲ, ପଣସ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ରାତ୍ର ଘଣ୍ଟା ୨।୨୩ ମିନିଟ୍ ରୁ ଘଣ୍ଟା ୩।୯ମିନିଟ୍ ମଧ୍ୟେ। ମାହେନ୍ଦ୍ର- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୭।୬ମିନିଟ୍, ଦିବା ଘଣ୍ଟା ୧୦।୨୭ ମିନିଟ୍ ରୁ ଘଣ୍ଟା ୧୨।୫୭ମିନିଟ୍ ମଧ୍ୟେ। 

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୧୦|୫୧|୫୩ସେକେଣ୍ଡ୍ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ବିଛା ରାଶିର ଘାତଚନ୍ଦ୍ର। ତୁଳା, କୁମ୍ଭ ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଦିବା ଘଣ୍ଟା ୧।୪୧ ମିନିଟ୍ ଗତେ ଦଶମାସ ଗଣ୍ଡଦୋଷ ଯୋଗେ ଦରିଦ୍ରା ଯୋଗେ ପ୍ରତିକାର କରଣୀୟ ଓ ରଜଶ୍ଚକ୍ରେ ଅର୍ଥଲାଭ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ଦୋଷ  ନାହିଁ।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୧|୧୮ମିନିଟ୍ ରୁ ଘଣ୍ଟା ୨|୫୨ମିନିଟ୍ ମଧ୍ୟେ। ବାରବେଳା- ଦିବା ଘଣ୍ଟା ୪|୨୭ମିନିଟ୍ ରୁ ସଂଧ୍ୟା ଘଣ୍ଟା ୬|୧ମିନିଟ୍ ମଧ୍ୟେ। କାଳବେଳା- ଦିବା ଘଣ୍ଟା ୨|୫୩ମିନିଟ୍ ରୁ ଘଣ୍ଟା ୪|୨୭ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୧୧|୪୪ମିନିଟ୍ ରୁ ଘଣ୍ଟା ୧|୧୦ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୦।୪।୪୭।୨୮, ଚନ୍ଦ୍ରରାଶି-୧।୧୨।୫୭।୧୬, ମଙ୍ଗଳରାଶି-୮|୨୩|୩୦|୩୮, ବୁଧରାଶି-୧୧|୧୧|୧୩|୩୭, ବୃହସ୍ପତିରାଶି୬|୨୬|୪୨|୧୫, ଶୁକ୍ରରାଶି୦|୨୮|୫୭|୩୯, ଶନିରାଶି-୮|୧୫|୧|୩୭, ରାହୁରାଶି-୯|୧୭|୩୫|୩୮, କେତୁରାଶି-୯|୧୭|୩୫|୩୮।

ଆଜିରଲଗ୍ନ

ପ୍ରାତଃ ୫ଟା ୮ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ୬ଟା ୫୪ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୮ଟା ୫୪ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧୧ଟା ୭ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧ଟା ୨୦ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୩ଟା ୨୯ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୫ଟା ୩୭ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୭ଟା ୪୯ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୧୦ଟା ୩ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧୨ଟା ୯ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧ଟା ୫୮ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୩ ଟା ୩୪ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୫ଟା ୮ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ଦିକ୍ଷାଗ୍ରହଣ, ଅସ୍ତ୍ରୋପଚାର କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ନିଶାନ୍ତ ଘ୫।୧ମିନିଟ୍ ମଧ୍ୟେ ସ୍ଵାତୀ ନକ୍ଷତ୍ର ଓ ସକାଳ ଘଣ୍ଟା ୭।୧୩ମିନିଟ୍ ମଧ୍ୟେ ସିଂହ ରାଶି ଓ ସକାଳ ଘଣ୍ଟା ୭।୧୩ମିନିଟ୍ ପରେ କନ୍ୟାରାଶି ଶୁକ୍ରମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ ଓ ରାତ୍ର ଘଣ୍ଟା ୧।୧୦ମିନିଟ୍ ପରେ ହସ୍ତା ନକ୍ଷତ୍ର କନ୍ୟାରାଶି ଓ ରବିମହାଦଶାରେ ଜନ୍ମ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!