ଆଜିର ପାଞ୍ଜି: ମଇ ୧୮, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମଇ ୧୮, ୨୦୧୮

ସୂର୍ଯ୍ୟଉଦୟ   ପ୍ରାତଃ ଘ ୫|୧୦|୧୯ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ       ସଂଧ୍ୟା ଘ ୬|୯|୨୪ସେ

ଉଡ୍ରାବ୍ଦ ୧୪୨୫ସାଲ ବୃଷ ୪ ଦିନ ରାଷ୍ଟ୍ରିୟ ବୈଶାଖମାସ ୨୮ ଦିନ ଶୁକ୍ରବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମଳ ଜ୍ୟେଷ୍ଠମାସ, ଶୁକ୍ଳପକ୍ଷ, ତୃତୀୟାତିଥି ସକାଳ ଘଣ୍ଟା ୮|୨୫|୪୫ସେକେଣ୍ଡ୍

ଆର୍ଦ୍ରାନକ୍ଷତ୍ର ରାତ୍ର ଘଣ୍ଟା ୨|୨୪|୧୦ସେକେଣ୍ଡ୍, ମିଥୁନଚନ୍ଦ୍ର ଅହୋରାତ୍ର,

ଧୃତିଯୋଗ ଦିବା ଘଣ୍ଟା ୩|୨୯|୧୪ସେକେଣ୍ଡ୍,

ଗରକରଣ ସକାଳ ଘଣ୍ଟା ୮|୨୫|୪୫ସେକେଣ୍ଡ୍, ବାଣିଜ୍ୟକରଣ ସଂଧ୍ୟା ଘଣ୍ଟା ୬|୫୬|୧୨ସେକେଣ୍ଡ୍,

ରବ୍ୟଂଶଽ୨|୫୪|୨୯, ସୂକ୍ଷ୍ମଚନ୍ଦ୍ର ରାଶି ୨|୭|୨|୭,

ଦିନମାନ ଘଣ୍ଟା ୧୨|୫୯|୬ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧|୦|୫୪ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଅଗ୍ନିକୋଣେ ସକାଳ ଘଣ୍ଟା ୮|୨୫|୪୫ସେକେଣ୍ଡ୍ ଗତେ ନୈଋତକୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ସକାଳ ଘଣ୍ଟା ୮|୨୫|୪୫ସେକେଣ୍ଡ୍ ମଧ୍ୟେ ପୋଟଳ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା-ଦିବା ଘଣ୍ଟା ୧୨।୬ ମିନିଟ୍ ରୁ ଘଣ୍ଟା ୨।୪୨ ମିନିଟ୍, ସୂର୍ଯ୍ୟାସ୍ତରୁ ରାତ୍ର ଘଣ୍ଟା ୮।୨୨ ମିନିଟ୍, ରାତ୍ର ଘଣ୍ଟା ୧୨।୪୬ ମିନିଟ୍ ରୁ ଘଣ୍ଟା ୨।୫୮ ମିନିଟ୍, ରାତ୍ର ଘଣ୍ଟା ୩।୪୨ ମିନିଟ୍ ରୁ ଘଣ୍ଟା ୫।୧୦ ମିନିଟ୍ ମଧ୍ୟେ। ମାହେନ୍ଦ୍ର- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୬।୨ ମିନିଟ୍ ରୁ ଘଣ୍ଟା ୬।୫୪ ମିନିଟ୍, ଦିବା ଘଣ୍ଟା ୯।୩୦ ମିନିଟ୍ ରୁ ଘଣ୍ଟା ୧୦।୨୨ ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର,  କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୨|୨୪|୧୦ସେକେଣ୍ଡ୍ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର –

ବିଛା, ଧନୁ, ମୀନ ରାଶିର ଘାତବାର। କନ୍ୟା ରାଶିର ଘାତଚନ୍ଦ୍ର।   

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ରାତ୍ର ଘଣ୍ଟା ୨|୨୪|୧୦ସେକେଣ୍ଡ୍ ମଧ୍ୟେ ପାଞ୍ଚମାସ ଗଣ୍ଡଦୋଷ, ଫଳ-ବିଧବା ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ ରାତ୍ର ଘଣ୍ଟା ୨|୨୪|୧୦ସେକେଣ୍ଡ୍ ମଧ୍ୟେ ଲକ୍ଷ୍ମୀଯୁକ୍ତା ଓ ପରେ ବନ୍ଧ୍ୟା ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଜି ଦୋଷ ନାହିଁ।

ଅଶୁଭସମୟ-

ରାହୁକାଳ / କାଳବେଳା- ଦିବା ଘଣ୍ଟା ୧୦|୪ ମିନିଟ୍ ରୁ ଘଣ୍ଟା ୧୧|୪୨ ମିନିଟ୍ ମଧ୍ୟେ। ବାରବେଳା- ସକାଳ ଘଣ୍ଟା ୮|୨୭ ମିନିଟ୍ ରୁ ଘଣ୍ଟା ୧୦|୫ ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୮|୫୭ମିନିଟ୍ ରୁ ଘଣ୍ଟା ୧୦|୧୯ ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୧।୨।୫୪।୨୯-, ଚନ୍ଦ୍ରରାଶି-୨।୭।୨।୭-,  ମଙ୍ଗଳରାଶି-୯|୬|୩୬|୪୨-, ବୁଧରାଶି-୦|୧୩|୫|୫୯-, ବୃହସ୍ପତିରାଶି-୬|୨୩|୮|୧୮-, ଶୁକ୍ରରାଶି-୨|୪|୧|୫୧-, ଶନିରାଶି-୮|୧୪|୧୯|୨୦-, ରାହୁରାଶି-୯|୧୪|୨୮|୪୦-, କେତୁରାଶି-୯|୧୪|୨୮|୪୦-।

ଆଜିରଲଗ୍ନ

ନିଶାନ୍ତ ୪ଟା ୫୬ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୭ଟା ୦ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୯ଟା ୧୩ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧୧ଟା ୨୬ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୧ଟା ୩୫ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୩ଟା ୪୩ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୫ଟା ୫୫ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୮ଟା ୯ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧୦ଟା ୧୫ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧୨ଟା ୪ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୧ ଟା ୪୦ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୩ଟା ୧୪ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ନିଶାନ୍ତ ୪ଟା ୫୬ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। 

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ନୂତନ ଅକ୍ଷର ଆରମ୍ଭ, ଦେବତାଗଠନ, ନୌକାନିର୍ମାଣ ମୋକଦ୍ଦମାଦାୟର କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି- 

ସୂର୍ଯ୍ୟ ଉଦୟ ଠାରୁ ରାତ୍ର ଘଣ୍ଟା ୨|୨୪|୧୦ସେକେଣ୍ଡ୍ ମଧ୍ୟେ ଆର୍ଦ୍ରାନକ୍ଷତ୍ର ମିଥୁନରାଶି ରାହୁମହାଦଶାରେ ଜନ୍ମହୋଇଛି। ରାତ୍ର ଘଣ୍ଟା ୨|୨୪|୧୦ସେକେଣ୍ଡ୍ ପରେ ପୁନର୍ବସୁନକ୍ଷତ୍ର କର୍କଟରାଶି ଗୁରୁମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ । 


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!