ଧନୁ ରାଶିର ଘାତଚନ୍ଦ୍ର। ମେଷ ରାଶିର ଘାତବାର। ଆଜିର ପାଞ୍ଜି: ମାର୍ଚ୍ଚ ୧୮, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମାର୍ଚ୍ଚ ୧୮, ୨୦୧୮

ସୂର୍ଯ୍ୟଉଦୟ ମୀନ ଦ୦|୨୬|୨୫ ଇଂ ପ୍ରାତଃ ଘ ୫|୫୨|୫୬ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ     କନ୍ୟା ଦ୦|୪୧|୩   ଇଂ ସଂଧ୍ୟା ଘ ୫|୫୦|୧୨ସେ

ଉଡ୍ରାବ୍ଦ ୧୪୨୫ସାଲ ମୀନ ୪ଦିନ ରାଷ୍ଟ୍ରିୟ ଫାଲଗୁନମାସ ୨୭ଦିନ ରବିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଚୈତ୍ରମାସ, ଶୁକ୍ଳପକ୍ଷ, ପ୍ରତିପଦାତିଥି ସଂଧ୍ୟା ଘଣ୍ଟା ୬।୩୨।୩୫ସେକେଣ୍ଡ୍,

ଉତ୍ତରଭାଦ୍ର ନକ୍ଷତ୍ର ରାତ୍ର ଘଣ୍ଟା ୮।୧୦।୮ସେକେଣ୍ଡ୍, ମୀନଚନ୍ଦ୍ର ଅହୋରାତ୍ର,

ଶୁକ୍ଳଯୋଗ ରାତ୍ର ଘଣ୍ଟା ୭।୧୮।୩ସେକେଣ୍ଡ୍,

କିଂସ୍ତୁଘ୍ନକରଣ ସକାଳ ଘଣ୍ଟା ୬।୪୧।୧୯ସେକେଣ୍ଡ୍,

ବବକରଣ ସଂଧ୍ୟା ଘଣ୍ଟା ୬।୩୨।୩୫ସେକେଣ୍ଡ୍

 ରବ୍ୟଂଶଽ୩।୧୫।୧୯, ସୂକ୍ଷ୍ମଚନ୍ଦ୍ର ରାଶି ୧୧।୮।୫୦।୨୮,

ଦିନମାନ ଘଣ୍ଟା ୧୧।୫୭।୧୫ସେକେଣ୍ଡ୍, ନିଶାମାନ ଘଣ୍ଟା ୧୨।୬।୪୫ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ପୂର୍ବେ  ସଂଧ୍ୟା ଘଣ୍ଟା ୬।୩୨।୩୫ସେକେଣ୍ଡ୍ ଗତେ ଉତ୍ତରେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ସଂଧ୍ୟା ଘଣ୍ଟା ୬।୩୨।୩୫ସେକେଣ୍ଡ୍ ମଧ୍ୟେ ପାଣି କଖାରୁ ଓ ପରେ ବୋଇତି କଖାରୁ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ସକାଳ ଘଣ୍ଟା ୬।୪୧ମିନିଟ୍ ରୁ ଘଣ୍ଟା ୯।୫୨ମିନିଟ୍, ରାତ୍ର ଘଣ୍ଟା ୭।୨୬ମିନିଟ୍ ରୁ ଘଣ୍ଟା ୯।୩ମିନିଟ୍ ମଧ୍ୟେ। ମାହେନ୍ଦ୍ର- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୬।୪୧ମିନିଟ୍,  ଦିବା ଘଣ୍ଟା ୧।୩ମିନିଟ୍ ରୁ ଘଣ୍ଟା ୧।୫୧ମିନିଟ୍, ସଂଧ୍ୟା ଘଣ୍ଟା ୬।୩୮ମିନିଟ୍ ରୁ ଘଣ୍ଟା ୭।୨୬ମିନିଟ୍, ରାତ୍ର ଘଣ୍ଟା ୧୨।୧୬ମିନିଟ୍ ରୁ ଘଣ୍ଟା ୩।୨୮ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ, ମୀନ ନକ୍ଷତ୍ରମାନଙ୍କର ।

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୮।୧୦।୮ସେକେଣ୍ଡ୍ ଗତେ ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ଧନୁ ରାଶିର ଘାତଚନ୍ଦ୍ର। ମେଷ ରାଶିର ଘାତବାର।  

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଓ ରଜଶ୍ଚକ୍ରେ ସ୍ଵାମୀକଷ୍ଟ ଯୋଗେ ପ୍ରତିକାର କରଣୀୟ। 

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଏକପାଦ ବାରଦୋଷ ଓ  ସଂଧ୍ୟା ଘଣ୍ଟା ୬।୩୨।୩୫ସେକେଣ୍ଡ୍ ଗତେ  ଦ୍ଵିପାଦ ତିଥି ଓ ବାରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍। 

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୪|୨୨ମିନିଟ୍ ରୁ ଘଣ୍ଟା ୫|୫୨ମିନିଟ୍ ମଧ୍ୟେ। ବାରବେଳା- ଦିବା ଘଣ୍ଟା ୧୦|୨୪ମିନିଟ୍ ରୁ ଘଣ୍ଟା ୧୧|୫୪ମିନିଟ୍ ମଧ୍ୟେ। କାଳବେଳା- ଦିବା ଘଣ୍ଟା ୧୧|୫୪ମିନିଟ୍ ରୁ ଘଣ୍ଟା ୧|୨୩ମିନିଟ୍ ମଧ୍ୟେ।  କାଳରାତ୍ରି- ରାତ୍ରି ଘଣ୍ଟା ୧|୨୪ମିନିଟ୍ ରୁ ଘଣ୍ଟା ୨|୫୪ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବିରାଶି-୧୧।୩।୧୫।୩୮୧୯-୨୫/୧୨, ଚନ୍ଦ୍ରରାଶି-୧୧।୮।୫୦।୨୮-୨୬/୧୨, ମଙ୍ଗଳରାଶି-୮|୬|୬|୭-୧୯/୯, ବୁଧରାଶି-୧୧|୨୧|୭|୪୦-୨୭/୧୨, ବୃହସ୍ପତିରାଶି-୬|୨୯|୧|୭-୧୬/୭, ଶୁକ୍ରରାଶି-୧୧|୧୯|୩୬|୧୮-୨୭/୧୨, ଶନିରାଶି-୮|୧୪|୧୪|୫୨-୨୦/୯, ରାହୁରାଶି-୩|୨୦|୧୪|୩୦-୯/୪, କେତୁରାଶି-୯|୨୦|୧୪|୩୦-୨୨/୧୦।

ଆଜିରଲଗ୍ନ

ପ୍ରାତଃ ୫ ଟା ୪୦ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୭ଟା ୧୭ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।୯ଟା ରୁ ବୃଷ ଲଗ୍ନ ଆରମ୍ଭ। ୧୧ଟା ରୁ ମିଥୁନ ଲଗ୍ନ ଆରମ୍ଭ। ୧ଟା ୧୨ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୩ଟା ୨୬ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୫ଟା ୩୫ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୭ଟା ୪୩ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୯ଟା ୫୫ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୧୨ଟା ୯ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୨ଟା ୧୫ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ନିଶାନ୍ତ ୪ଟା ୪ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୫ ଟା ୪୦ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ପୁଂସବନ, ନବବସ୍ତ୍ର ପରିଧାନ, ବ୍ରତୋପନୟନ, ଅଳଙ୍କାରଧାରଣ, ଯାନକ୍ରୟ ଓ ଆରୋହଣ, ବୃକ୍ଷରୋପଣ, ଔଷଧ କରଣ ଓ ସେବନ, ଧାନ୍ୟସ୍ଥାପନ, କୋର୍ଟବିବାହ,  ଚଳଚ୍ଚିତ୍ର ଓ ନାଟ୍ୟାରମ୍ଭ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାତି ଘଣ୍ଟା୮।୧୦।୮ ସେକେଣ୍ଡ୍ ମଧ୍ୟେ ଉତ୍ତର ଭାଦ୍ରପଦ ନକ୍ଷତ୍ର ମୀନରାଶି ଓ ଶନି ମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ରାତି ଘଣ୍ଟା୮।୧୦।୮ ସେକେଣ୍ଡ୍ ପରେ ରେବତୀ ନକ୍ଷତ୍ର ମୀନରାଶି ଓ ବୁଧ ମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!