ପର୍ଶୁରାମ ଜୟନ୍ତୀ, ଅକ୍ଷୟ ତୃତୀୟା, ମାତଙ୍ଗୀ ପୂଜା। ଆଜିର ପାଞ୍ଜି: ଅପ୍ରେଲ ୧୮, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅପ୍ରେଲ ୧୮, ୨୦୧୮

ପର୍ଶୁରାମ ଜୟନ୍ତୀ, ଅକ୍ଷୟ ତୃତୀୟା, ମାତଙ୍ଗୀ ପୂଜା

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ ମେଷ ଦ୫|୫୬|୪୬ ଇଂ ପ୍ରାତଃ ଘ ୫|୨୬|୨୭ସେ

ସୂର୍ଯ୍ୟାସ୍ତ ତୁଳା ଦ୫|୧୩|୨୨  ଇଂ ସଂଧ୍ୟା ଘ ୫|୫୮|୪୩ସେ

ଉଡ୍ରାବ୍ଦ ୧୪୨୫ସାଲ ମେଷ ୫ ଦିନ ରାଷ୍ଟ୍ରିୟ ଚୈତ୍ରମାସ ୨୮ ଦିନ ବୁଧବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ବୈଶାଖମାସ, ଶୁକ୍ଳପକ୍ଷ, ତୃତୀୟାତିଥି ରାତ୍ର ଘଣ୍ଟା ୧|୩୦|୫୫ସେକେଣ୍ଡ୍,

କୃତ୍ତିକାନକ୍ଷତ୍ର ରାତ୍ର ଘଣ୍ଟା ୧୨|୨୮|୭ସେକେଣ୍ଡ୍, ମେଷଚନ୍ଦ୍ର ସକାଳ ଘଣ୍ଟା ୭|୩୬|୧୦ସେକେଣ୍ଡ୍,

ଆୟୁଷ୍ମାନଯୋଗ ସଂଧ୍ୟା ଘଣ୍ଟା ୫|୧୪|୧୩ସେକେଣ୍ଡ୍,

ତୈତିଳକରଣ ଦିବା ଘଣ୍ଟା ୨|୩୯|୫୮ସେକେଣ୍ଡ୍, ଗରକରଣ ରାତ୍ର ଘଣ୍ଟା ୧|୩୦|୫୫ସେକେଣ୍ଡ୍,

ରବ୍ୟଂଶଽ୩|୪୮|୫୧, ସୂକ୍ଷ୍ମଚନ୍ଦ୍ର ରାଶି ୦|୨୮|୪୩|୩୬,

ଦିନମାନ ଘଣ୍ଟା ୧୨|୩୧|୪୬ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧|୨୮|୧୪ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଅଗ୍ନିକୋଣେ ରାତ୍ର ଘଣ୍ଟା ୧|୩୦|୫୫ସେକେଣ୍ଡ୍ ଗତେ ନୈଋତକୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାତ୍ର ଘଣ୍ଟା ୧|୩୦|୫୫ସେକେଣ୍ଡ୍ ମଧ୍ୟେ ପୋଟଳ ଓ ପରେ ମୂଳା ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା-ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୭।୭ମିନିଟ୍,ସକାଳ ଘଣ୍ଟା ୯।୩୭ମିନିଟ୍ ରୁ ଘଣ୍ଟା ୧୧।୧୭ମିନିଟ୍, ଦିବା ଘଣ୍ଟା ୩।୨୮ ମିନିଟ୍ ରୁ ଘଣ୍ଟା ୫।୮ମିନିଟ୍, ସଂଧ୍ୟା ଘଣ୍ଟା ୬।୪୫ ମିନିଟ୍ ରୁ ଘଣ୍ଟା ୯।୨ମିନିଟ୍,  ରାତ୍ର ଘଣ୍ଟା ୧।୩୭ ମିନିଟ୍ ରୁ ନିଶାନ୍ତ ମଧ୍ୟେ। ମାହେନ୍ଦ୍ର- ଦିବା ଘଣ୍ଟା ୧।୪୮ ମିନିଟ୍ ରୁ ଘଣ୍ଟା ୩।୨୮ମିନିଟ୍, ରାତ୍ର ଘଣ୍ଟା ୯।୨ ମିନିଟ୍ ରୁ ଘଣ୍ଟା ୧୦।୩୪ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ସକାଳ ଘଣ୍ଟା ୭|୩୬|୧୦ସେକେଣ୍ଡ୍ ଗତେ ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୧୨|୨୮|୭ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ମେଷ ରାଶିର ଘାତଚନ୍ଦ୍ର ଓ ସକାଳ ଘଣ୍ଟା ୭|୩୬ ମିନିଟ୍ ପରେ ବିଛା ରାଶିର ଘାତଚନ୍ଦ୍ର। କର୍କଟ ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଚିରରୋଗିଣୀ ଓ ରଜଶ୍ଚକ୍ରେ ରୋଗିଣୀ ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଏକପାଦ ନକ୍ଷତ୍ରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ / ବାରବେଳା – ଦିବା ଘଣ୍ଟା ୧୧|୪୫ମିନିଟ୍ ରୁ ଘଣ୍ଟା ୧|୧୯ମିନିଟ୍ ମଧ୍ୟେ। କାଳବେଳା- ସକାଳ ଘଣ୍ଟା ୮|୩୭ମିନିଟ୍ ରୁ ଘଣ୍ଟା ୧୦|୧୧ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୨|୩୭ମିନିଟ୍ ରୁ ଘଣ୍ଟା ୪|୩ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୦।୩।୪୮।୫୧- ଚନ୍ଦ୍ରରାଶି-୦।୨୮।୪୩।୩୬-, ମଙ୍ଗଳରାଶି-୮|୨୩|୦|୭-, ବୁଧରାଶି-୧୧|୧୦|୫୮|୧-, ବୃହସ୍ପତିରାଶି-୬|୨୬|୪୮|୪୭-, ଶୁକ୍ରରାଶି-୦|୨୭|୪୪|୨୬-, ଶନିରାଶି-୮|୧୫|୧|୪୦-, ରାହୁରାଶି-୯|୧୭|୪୧|୫୪-, କେତୁରାଶି-୯|୧୭|୪୧|୫୪-।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଆଜିରଲଗ୍ନ

ପ୍ରାତଃ ୫ଟା ୧୨ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ୬ଟା ୫୮ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୮ଟା ୫୮ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧୧ଟା ୧୧ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧ଟା ୨୪ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୩ଟା ୩୩ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୫ଟା ୪୧ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୭ଟା ୫୩ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୧୦ଟା ୭ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧୨ଟା ୧୩ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୨ଟା ୨ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୩ ଟା ୩୮ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୫ଟା ୧୨ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ନୌକାନିର୍ମାଣ ଓ ଚାଳନା, ଔଷଧ କରଣ ଓ ସେବନ କରିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!