ଆଜିର ପାଞ୍ଜି: ମଇ ୧୭, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମଇ ୧୭, ୨୦୧୮

ସୂର୍ଯ୍ୟଉଦୟ    ପ୍ରାତଃ ଘ ୫|୧୦|୩୯ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ        ସଂଧ୍ୟା ଘ ୬|୯|୦ସେ

ଉଡ୍ରାବ୍ଦ ୧୪୨୫ସାଲ ବୃଷ ୩ ଦିନ ରାଷ୍ଟ୍ରିୟ ବୈଶାଖମାସ ୨୭ ଦିନ ଗୁରୁବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମଳ ଜ୍ୟେଷ୍ଠମାସ, ଶୁକ୍ଳପକ୍ଷ, ଦ୍ଵିତୀୟାତିଥି ଦିବା ଘଣ୍ଟା ୧୧|୨୮|୨୫ସେକେଣ୍ଡ୍

ରୋହିଣୀନକ୍ଷତ୍ର ସକାଳ ଘଣ୍ଟା ୬|୪୮|୫୭ସେକେଣ୍ଡ୍, କ୍ଷୟ ମୃଗଶିରାନକ୍ଷତ୍ର ରାତ୍ର ଘଣ୍ଟା ୪|୩୪ମିନିଟ୍।

ବୃଷଚନ୍ଦ୍ର ସଂଧ୍ୟା ଘଣ୍ଟା ୫|୪୧ମିନିଟ୍, ସୁକର୍ମାଯୋଗ ରାତ୍ର ଘଣ୍ଟା ୭|୨|୫୪ସେକେଣ୍ଡ୍,

କୌଳବକରଣ ଦିବା ଘଣ୍ଟା ୧୧|୨୮|୨୫ସେକେଣ୍ଡ୍, ତୈତିଳକରଣ ରାତ୍ର ଘଣ୍ଟା ୯|୫୫|୩୧ସେକେଣ୍ଡ୍,

ରବ୍ୟଂଶଽ୧|୫୬|୪୧, ସୂକ୍ଷ୍ମଚନ୍ଦ୍ର ରାଶି ୧|୨୨|୧୯|୪୭,

ଦିନମାନ ଘଣ୍ଟା ୧୨|୫୮|୨୨ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧|୧|୩୮ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଉତ୍ତରେ ଦିବା ଘଣ୍ଟା ୧୧|୨୮|୨୫ସେକେଣ୍ଡ୍ ଗତେ ଅଗ୍ନିକୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ଦିବା ଘଣ୍ଟା ୧୧|୨୮|୨୫ସେକେଣ୍ଡ୍ ମଧ୍ୟେ ବୋଇତିକଖାରୁ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା-ଦିବା ଘଣ୍ଟା ୩।୩୪ ମିନିଟ୍ ରୁ ସଂଧ୍ୟା ଘଣ୍ଟା ୬।୧୦ ମିନିଟ୍, ସଂଧ୍ୟା ଘଣ୍ଟା ୬।୫୪ ମିନିଟ୍ ରୁ ରାତ୍ର ଘଣ୍ଟା ୯।୬ ମିନିଟ୍, ରାତ୍ର ଘଣ୍ଟା ୧୨।୨ ମିନିଟ୍ ରୁ ଘଣ୍ଟା ୨।୧୪ ମିନିଟ୍, ରାତ୍ର ଘଣ୍ଟା ୩।୪୨ ମିନିଟ୍ ରୁ ଘଣ୍ଟା ୫।୧୦ ମିନିଟ୍ ମଧ୍ୟେ। ମାହେନ୍ଦ୍ର- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୬।୨ ମିନିଟ୍, ଦିବା ଘଣ୍ଟା ୯।୩୦ ମିନିଟ୍ ରୁ ଘଣ୍ଟା ୧୧।୧୪ ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ସଂଧ୍ୟା ଘଣ୍ଟା ୫|୪୧ମିନିଟ୍ ଗତେ ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର,  କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସକାଳ ଘଣ୍ଟା ୬|୪୮|୫୭ସେକେଣ୍ଡ୍ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର –

ତୁଳା, କୁମ୍ଭ ରାଶିର ଘାତବାର। ବିଛା ରାଶିର ଘାତଚନ୍ଦ୍ର ଓ ସଂଧ୍ୟା ଘଣ୍ଟା ୫।୪୧ ମିନିଟ୍ ପରେ କନ୍ୟା ରାଶିର ଘାତଚନ୍ଦ୍ର।   

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ରାତ୍ର ଘଣ୍ଟା ୪|୩୪ମିନିଟ୍ ପରେ ପାଞ୍ଚମାସ ଗଣ୍ଡଦୋଷ ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ ଲକ୍ଷ୍ମୀଯୁକ୍ତା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଦ୍ଵିତୀୟାର ଏକୋଦ୍ଦିଷ୍ଟ ଏବଂ ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଦିବା ଘଣ୍ଟା ୧୧|୨୮|୨୫ସେକେଣ୍ଡ୍ ମଧ୍ୟେ ଏକପାଦ ତିଥିଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୧|୧୯ ମିନିଟ୍ ରୁ ଘଣ୍ଟା ୨|୫୬ ମିନିଟ୍ ମଧ୍ୟେ। ବାରବେଳା- ଦିବା ଘଣ୍ଟା ୪|୩୪ ମିନିଟ୍ ରୁ ସଂଧ୍ୟା ଘଣ୍ଟା ୬|୧୨ ମିନିଟ୍ ମଧ୍ୟେ। କାଳବେଳା- ଦିବା ଘଣ୍ଟା ୨|୫୭ ମିନିଟ୍ ରୁ ଘଣ୍ଟା ୪|୩୪ ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୧୧|୪୨ମିନିଟ୍ ରୁ ଘଣ୍ଟା ୧|୫ ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୧।୧।୫୬।୪୧-, ଚନ୍ଦ୍ରରାଶି-୧।୨୨।୧୯।୪୭-,  ମଙ୍ଗଳରାଶି-୯|୬|୧୩|୩୭-,

ବୁଧରାଶି-୦|୧୧|୨୫|୩୧-, ବୃହସ୍ପତିରାଶି-୬|୨୩|୧୫|୪୭-, ଶୁକ୍ରରାଶି-୨|୨|୪୯|୫୮-,

ଶନିରାଶି-୮|୧୪|୨୨|୧-, ରାହୁରାଶି-୯|୧୪|୩୪|୪୪-, କେତୁରାଶି-୯|୧୪|୩୪|୪୪-।

ଆଜିରଲଗ୍ନ

ପ୍ରାତଃ ୫ଟା ରୁ ବୃଷ ଲଗ୍ନ ଆରମ୍ଭ। ୭ଟା ୪ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୯ଟା ୧୭ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧୧ଟା ୩୦ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୧ଟା ୩୯ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୩ଟା ୪୭ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୫ଟା ୫୯ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୮ଟା ୧୩ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧୦ଟା ୧୯ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧୨ଟା ୮ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୧ ଟା ୪୪ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୩ଟା ୧୮ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ପ୍ରାତଃ ୫ଟା ରୁ ବୃଷ ଲଗ୍ନ ଆରମ୍ଭ। 

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ସୀମନ୍ତୋନୟନ, ପ୍ରଥମ ଯୁବତୀସଂଭୋଗ, ବାଣିଜ୍ୟକରଣ, କ୍ରୟବିକ୍ରୟ, ନୌକାଚାଳନା, ଯାନକ୍ରୟ ଓ ଆରୋହଣ, ପୁଂସବନ, ନାମକରଣ, ନିଷ୍କ୍ରାମଣ, ଔଷଧ କରଣ ଓ ସେବନ, ନୃତ୍ୟ ଗୀତ ବାଦ୍ୟାରମ୍ଭ, ଧାନ୍ୟସ୍ଥାପନ, ଋଣଦାନ ଓ ଗ୍ରହଣ, ଆରୋଗ୍ୟସ୍ନାନ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସକାଳ ଘଣ୍ଟା ୬|୪୮|୫୭ସେକେଣ୍ଡ୍ ମଧ୍ୟେ ରୋହିଣୀନକ୍ଷତ୍ର ବୃଷରାଶି ଚନ୍ଦ୍ରମହାଦଶାରେ ଜନ୍ମହୋଇଛି। ସକାଳ ଘଣ୍ଟା୬|୪୮|୫୭ସେକେଣ୍ଡ୍ ପରେ ସଂଧ୍ୟା ଘଣ୍ଟା ୫|୪୧ମିନିଟ୍ ମଧ୍ୟେ ମୃଗଶିରାନକ୍ଷତ୍ର ବୃଷରାଶି ମଙ୍ଗଳମହାଦଶାରେ ଜନ୍ମହୋଇଛି। ସଂଧ୍ୟା ଘଣ୍ଟା ୫|୪୧ମିନିଟ୍ ପରେ ନିଶାନ୍ତ ଘଣ୍ଟା ୪|୩୪ମିନିଟ୍ ମଧ୍ୟେ ମୃଗଶିରାନକ୍ଷତ୍ର ମିଥୁନରାଶି ମଙ୍ଗଳମହାଦଶାରେ ଜନ୍ମହୋଇଛି। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!