ମଧୁଅମାବାସ୍ୟା, ସୃଷ୍ଟି ଆରମ୍ଭ ଦିବସ, ମା’ ମଙ୍ଗଳାଙ୍କର ଚୈତ୍ର ନବରାତ୍ର ଆରମ୍ଭ ଓ କ୍ଷମାଦାତ୍ରୀ ବେଶ, ଗୋସହସ୍ରି ଗଙ୍ଗାସ୍ନାନ, ବାସନ୍ତିକ ନବଦିନାତ୍ମକ କଳ୍ପାରମ୍ଭ, ହିନ୍ଦୁ ନବସମ୍ବତ୍ସର ଆରମ୍ଭ ବା ୨୦୭୫ସମ୍ବତ୍ ପ୍ରବେଶ, ଶରଣଶେଷ। ଆଜିର ପାଞ୍ଜି: ମାର୍ଚ୍ଚ ୧୭, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମାର୍ଚ୍ଚ ୧୭, ୨୦୧୮

ମଧୁଅମାବାସ୍ୟା, ସୃଷ୍ଟି ଆରମ୍ଭ ଦିବସ, ମା ମଙ୍ଗଳାଙ୍କର ଚୈତ୍ର ନବରାତ୍ର ଆରମ୍ଭ ଓ କ୍ଷମାଦାତ୍ରୀ ବେଶ, ଗୋସହସ୍ରି ଗଙ୍ଗାସ୍ନାନ, ବାସନ୍ତିକ ନବଦିନାତ୍ମକ କଳ୍ପାରମ୍ଭ, ହିନ୍ଦୁ ନବସମ୍ବତ୍ସର ଆରମ୍ଭ ବା ୨୦୭୫ସମ୍ବତ୍ ପ୍ରବେଶ, ଶରଣଶେଷ। 

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ ମୀନ ଦ୦|୧୮|୩୨ ଇଂ ପ୍ରାତଃ ଘ ୫|୫୩|୪୮ସେ

ସୂର୍ଯ୍ୟାସ୍ତ  କନ୍ୟା ଦ୧|୩୦|୨୩   ଇଂ ସଂଧ୍ୟା ଘ ୫|୪୯|୫୫ସେ

ଉଡ୍ରାବ୍ଦ ୧୪୨୫ସାଲ ମୀନ ୩ଦିନ ରାଷ୍ଟ୍ରିୟ ଫାଲଗୁନମାସ ୨୬ଦିନ ଶନିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଚୈତ୍ରମାସ, କୃଷ୍ଣପକ୍ଷ, ଅମାବାସ୍ୟାତିଥି ସଂଧ୍ୟା ଘଣ୍ଟା ୬।୪୨।୧୪ସେକେଣ୍ଡ୍,

ପୂର୍ବଭାଦ୍ରପଦ ନକ୍ଷତ୍ର ରାତ୍ର ଘଣ୍ଟା ୭।୪୩।୨୪ସେକେଣ୍ଡ୍, କୁମ୍ଭଚନ୍ଦ୍ର ଦିବା ଘଣ୍ଟା ୧।୩୨ମିନିଟ୍

ଶୁଭଯୋଗ ରାତ୍ର ଘଣ୍ଟା ୮।୩୪।୫୫ସେକେଣ୍ଡ୍,

ଚତୁଷ୍ପଦକରଣ ସକାଳ ଘଣ୍ଟା ୬।୩୪।୫୪ସେକେଣ୍ଡ୍, ନାଗକରଣ ସଂଧ୍ୟା ଘଣ୍ଟା ୬।୪୨।୧୪ସେକେଣ୍ଡ୍

 ରବ୍ୟଂଶଽ୨।୧୫।୩୮, ସୂକ୍ଷ୍ମଚନ୍ଦ୍ର ରାଶି ୧୦।୨୫।୫୪।୫୫,

ଦିନମାନ ଘଣ୍ଟା ୧୧।୫୬।୭ସେକେଣ୍ଡ୍, ନିଶାମାନ ଘଣ୍ଟା ୧୨।୩।୫୩ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଐଶାନ୍ୟେ  ସଂଧ୍ୟା ଘଣ୍ଟା ୬।୪୨।୧୪ସେକେଣ୍ଡ୍ ଗତେ ପୂର୍ବେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ସଂଧ୍ୟା ଘଣ୍ଟା ୬।୪୨।୧୪ସେକେଣ୍ଡ୍ ମଧ୍ୟେ ଆମିଷ, ତେଲ ଓ ସ୍ତ୍ରୀ ପୁରୁଷ ସହବାସ ନିଷେଧ ଓ ପରେ ପାଣି କଖାରୁ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ଦିବା ଘଣ୍ଟା ୯।୫୩ମିନିଟ୍ ରୁ ଘଣ୍ଟା ୧।୪ମିନିଟ୍, ରାତ୍ର ଘଣ୍ଟା ୮।୧୫ମିନିଟ୍ ରୁ ଘଣ୍ଟା ୧୦।୪୦ମିନିଟ୍, ରାତ୍ର ଘଣ୍ଟା ୧୨।୧୬ମିନିଟ୍ ରୁ ଘଣ୍ଟା ୧।୫୩ମିନିଟ୍, ରାତ୍ର ଘଣ୍ଟା ୨।୪୧ମିନିଟ୍ ରୁ ଘଣ୍ଟା ୪।୧୭ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, ସିଂହ, କନ୍ୟା, ବିଛା, ଧନୁ, କୁମ୍ଭ, ମୀନ ନକ୍ଷତ୍ରମାନଙ୍କର ଚନ୍ଦ୍ରଶୁଦ୍ଧି ଓ ଦିବା ଘଣ୍ଟା ୧।୩୨ମିନିଟ୍ ଗତେ ମେଷ, ବୃଷ, ମିଥୁନ, କନ୍ୟା, ତୁଳା, ଧନୁ, ମକର, ମୀନ ନକ୍ଷତ୍ରମାନଙ୍କର ଚନ୍ଦ୍ରଶୁଦ୍ଧି।    

ତାରାଶୁଦ୍ଧି –

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୭।୪୩।୨୪ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ମିଥୁନ, ମକର, ମୀନ ରାଶିର ଘାତଚନ୍ଦ୍ର। ବୃଷ, ସିଂହ, କନ୍ୟା ରାଶିର ଘାତବାର।  

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ରାତ୍ର ଘଣ୍ଟା ୭।୪୩।୨୪ସେକେଣ୍ଡ୍ ଗତେ ସାତମାସ ଗଣ୍ଡଦୋଷ ଓ ରଜଶ୍ଚକ୍ରେ ଖଳ ସ୍ଵଭାବ ଯୋଗେ ପ୍ରତିକାର କରଣୀୟ। 

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଅମାବାସ୍ୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଦ୍ଵିପାଦ ବାର ଓ ନକ୍ଷତ୍ରଦୋଷ, ରାତ୍ର ଘଣ୍ଟା ୭।୪୩।୨୪ସେକେଣ୍ଡ୍ ଗତେ  ଏକପାଦ ବାରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍। 

ଅଶୁଭସମୟ-

ରାହୁକାଳ- ସକାଳ ଘଣ୍ଟା ୮|୫୫ମିନିଟ୍ ରୁ ଘଣ୍ଟା ୧୦|୨୪ମିନିଟ୍ ମଧ୍ୟେ। ବାରବେଳା- ଦିବା ଘଣ୍ଟା ୧|୨୪ମିନିଟ୍ ରୁ ଘଣ୍ଟା ୨|୫୩ମିନିଟ୍ ମଧ୍ୟେ। କାଳବେଳା- ସକାଳ ଘଣ୍ଟା ୫|୫୬ମିନିଟ୍ ରୁ ଘଣ୍ଟା ୭|୨୬ମିନିଟ୍, ଦିବା ଘଣ୍ଟା ୪|୨୨ମିନିଟ୍ ରୁ ଘଣ୍ଟା ୫|୫୨ମିନିଟ୍ ମଧ୍ୟେ।  କାଳରାତ୍ରି- ସଂଧ୍ୟା ଘଣ୍ଟା ୫|୫୨ମିନିଟ୍ ରୁ ଘଣ୍ଟା ୭|୨୨ମିନିଟ୍, ରାତ୍ରି ଘଣ୍ଟା ୪|୨୫ମିନିଟ୍ ରୁ ଘଣ୍ଟା ୫|୫୫ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବିରାଶି-୧୧।୨।୧୫।୩୮-୨୫/୧୨, ଚନ୍ଦ୍ରରାଶି-୧୦।୨୫।୫୪।୫୫-୨୫/୧୧, ମଙ୍ଗଳରାଶି-୮|୫|୩୧|୪୩-୧୯/୯, ବୁଧରାଶି-୧୧|୨୦|୨୩|୨୮-୨୭/୧୨, ବୃହସ୍ପତିରାଶି-୬|୨୯|୨|୪୧-୧୬/୭, ଶୁକ୍ରରାଶି-୧୧|୧୮|୨୧|୫୮-୨୭/୧୨, ଶନିରାଶି-୮|୧୪|୧୧|୫୧-୨୦/୯, ରାହୁରାଶି-୩|୨୦|୧୭|୪୦-୯/୪, କେତୁରାଶି-୯|୨୦|୧୭|୪୦-୨୨/୧୦।

ଆଜିରଲଗ୍ନ

ପ୍ରାତଃ ୫ ଟା ୪୪ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୭ଟା ୨୧ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।୯ଟା ୪ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୧୧ଟା ୪ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧ଟା ୧୬ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୩ଟା ୩୦ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୫ଟା ୩୯ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୭ଟା ୪୭ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୯ଟା ୫୯ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୧୨ଟା ୧୩ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୨ଟା ୧୯ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ନିଶାନ୍ତ ୪ଟା ୮ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୫ ଟା ୪୪ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି  ବିବାହ ପାଣିଗ୍ରହଣ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘଣ୍ଟା୧।୩୨ମିନିଟ୍ ମଧ୍ୟେ ପୂର୍ବଭାଦ୍ରପଦ ନକ୍ଷତ୍ର କୁମ୍ଭ ରାଶି ଓ ଗୁରୁ ମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଦିବା ଘଣ୍ଟା୧।୩୨ମିନିଟ୍ ପରେ ରାତ୍ର ଘଣ୍ଟା୭।୪୩।୨୪ ସେକେଣ୍ଡ୍ ମଧ୍ୟେ ପୂର୍ବଭାଦ୍ରପଦ ନକ୍ଷତ୍ର ମୀନରାଶି ଓ ଗୁରୁ ମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ରାତ୍ର ଘଣ୍ଟା୭।୪୩।୨୪ ସେକେଣ୍ଡ୍ ପରେ ଉତ୍ତର ଭାଦ୍ରପଦ ନକ୍ଷତ୍ର ମୀନରାଶି ଓ ଶନି ମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!