ବସୁମତୀ ସ୍ନାନ, ମହାଲକ୍ଷ୍ମୀ ସ୍ନାନ, ଶିବବିବାହୋତ୍ସବ, ଉତ୍କଳମଣି ଗୋପବନ୍ଧୁଙ୍କ ମହାପ୍ରୟାଣ ଦିବସ। ଦୈନିକ ପାଞ୍ଜି: ଜୁନ୍ ୧୭, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁନ୍ ୧୭, ୨୦୧୮

ବସୁମତୀ ସ୍ନାନ, ମହାଲକ୍ଷ୍ମୀ ସ୍ନାନ, ଶିବବିବାହୋତ୍ସବ, ଉତ୍କଳମଣି ଗୋପବନ୍ଧୁଙ୍କ ମହାପ୍ରୟାଣ ଦିବସ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ   ପ୍ରାଘ୫।୦୮।୧୮ସେ   ଚନ୍ଦ୍ରୋଦୟ ସଘ୮।୩୬ମି.

ସୂର୍ଯ୍ୟାସ୍ତ   ସଂଘ୬।୨୦।୧୯ସେ       ଚନ୍ଦ୍ରାସ୍ତ ରାଘ୯।୫୮ମି.

ଆଜିର ପଞ୍ଚାଙ୍ଗ-  

ଉଡ୍ରାବ୍ଦ ୧୪୨୫ସାଲ ମିଥୁନ ୩ ଦିନ ରାଷ୍ଟ୍ରିୟ ଜ୍ୟେଷ୍ଠ ୨୭ ଦିନ ରବିବାର

ଜ୍ୟେଷ୍ଠମାସ ଶୁକ୍ଳପକ୍ଷ, ଚତୁର୍ଥୀତିଥି ଦିଘ୧୧।୩୯।୪୩, ପୁଷ୍ୟାନକ୍ଷତ୍ର ସଘ୬।୨୦।୫୬

କ୍ଷୟ ଅଶ୍ଳେଷାନକ୍ଷତ୍ର ରାଘ୪।୨୦।୧୭, କର୍କଟଚନ୍ଦ୍ର ରାଘ୪।୨୦।୧୭, ବ୍ୟାଘାତଯୋଗ ଦିଘ୧।୫୮।୧୯

ବିଷ୍ଟିକରଣ ଦିଘ୧୧।୩୯।୪୩, ବବକରଣ ରାଘ୧୦।୧୫।୨୨

ରବ୍ୟଂଶଽ ୧।୩୯।୪୫, ସୂକ୍ଷ୍ମଚନ୍ଦ୍ର ରା୩।୧୫।୫୫।୩୧

ଦିନମାନ ଘ୧୩।୧୨।୧, ରାତ୍ରମାନ ଘ୧୦।୪୭।୫୯

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ-

 ନୈଋତକୋଣେ ଦିଘ୧୧।୩୯ମି ଗତେ ଦକ୍ଷିଣେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

 ଦିଘ୧୧।୩୯ମି ମଧ୍ୟେ ମୂଳା ଓ ପରେ ବେଲ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ଦିଘ୬-୫୫ମି ରୁ ଘ୯-୩୩ମି, ଘ୧୨-୧୧ମି ରୁ ଘ୨-୫୦ମି, ସୂର୍ଯ୍ୟାସ୍ତରୁ ଘ୭-୪୭ମି, ରାଘ୧୦-୪୦ମି ରୁ ଘ୧୨-୫୦ମି ମଧ୍ୟେ, ମାହେନ୍ଦ୍ର ଦିଘ୪-୩୫ମି ରୁ ଘ୫-୨୮ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର,  କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ରାତ୍ର ଘଣ୍ଟା ୪|୨୦|୧୭ସେକେଣ୍ଡ୍ ଗତେ ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଅଶ୍ଵିନୀ, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରାଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରାଷାଢା, ଧନିଷ୍ଠା, ପୂର୍ବଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସକାଳ ଘଣ୍ଟା ୬|୨୦| ୫୬ସେକେଣ୍ଡ୍ ଗତେ ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତରଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

 ମେଷ ରାଶିର ଘାତବାର। ରାତ୍ର ଘଣ୍ଟା ୪|୨୦|୧୭ସେକେଣ୍ଡ୍ ଗତେ କର୍କଟ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର-

ପ୍ରଥମ ରଜଦର୍ଶନେ ରାଘ୪।୨୦।୧୭ ପରେ ପାତାଳ ଗଣ୍ଡଦୋଷ, ଫଳ-ସୁତହାନୀ ଓ ପରେ ପାଞ୍ଚମାସ ଗଣ୍ଡଦୋଷ, ଫଳ-ବିଧବା ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ- ରାଘ୪।୨୦।୧୭ ମଧ୍ୟେ ବନ୍ଧ୍ୟା ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

 ଆଜି ମୃତବ୍ୟକ୍ତିର ଏକପାଦ ଦୋଷ ଯୋଗେ ପ୍ରତିକାର କରଣୀୟ।

ଅଶୁଭସମୟ-

ରାହୁକାଳ-ଦିଘ୪।୪୩ମି ରୁ ସଂଘ୬।୨୨ମି, ବାରବେଳା-ଦିଘ୧୦।୭ମି ରୁ ଘ୧୧।୪୬ମି, କାଳବେଳା-ଦିବା ଘ୧୧।୪୬ମି ରୁ ଘ୧।୨୫ମି, କାଳରାତ୍ରି-ରାଘ୧।୮ମି ରୁ ଘ୨।୨୯ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରା୨।୧।୩୯।୪୫, ଚ୩।୧୫।୫୫।୩୧, ମ୯।୧୪।୩୩।୯, ବୁ୨।୧୪।୨୫।୨, ବୃ୬।୨୦।୫।୩୭, ଶୁ୩।୯।୨୮।୪୪, ଶ୮।୧୨।୩୦।୪, ରା୩।୧୨।୧୫।୨୦, କେ୯।୧୨।୧୫।୨୦।

ଉଦୟଲଗ୍ନ-

ନିଶାନ୍ତ ୪ଟା ୫୮ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୭ଟା ୧୫ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୯ଟା ୨୮ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୧୧ଟା ୩୭ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୧ଟା ୪୫ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୩ଟା ୫୭ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୬ଟା ୧୧ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୮ଟା ୧୭ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧୦ଟା ୬ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୧୧ ଟା ୪୨ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୧ଟା ୧୬ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ୨ଟା ୫୮ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ନିଶାନ୍ତ ୪ଟା ୫୮ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। 

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି କୋର୍ଟବିବାହ, ସବୁ ଦ୍ରବ୍ୟ କ୍ରୟ ବିକ୍ରୟ, ବିଦ୍ୟାରମ୍ଭ, ମକଦ୍ଦମାଦାୟର ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସକାଳ ଘଣ୍ଟା ୬|୨୦|୫୬ସେକେଣ୍ଡ୍ ମଧ୍ୟେ ପୁଷ୍ୟାନକ୍ଷତ୍ର କର୍କଟରାଶି ଶନିମହାଦଶାରେ ଜନ୍ମ ହୋଇଛି। ସକାଳ ଘଣ୍ଟା ୬|୨୦|୫୬ସେକେଣ୍ଡ୍ ପରେ ଅଶ୍ଳେଷାନକ୍ଷତ୍ର କର୍କଟରାଶି ବୁଧମହାଦଶାରେ ଜନ୍ମ ଏବଂ ରାତ୍ର ଘଣ୍ଟା ୪|୨୦|୧୭ସେକେଣ୍ଡ୍ ପରେ ମଘାନକ୍ଷତ୍ର ସିଂହରାଶି କେତୁମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!