ଦ୍ଵିତୀୟା ଚନ୍ଦ୍ରଦର୍ଶନ, ମଳମାସାରମ୍ଭ, କବିସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ଜୟନ୍ତୀ। ଆଜିର ପାଞ୍ଜି: ମଇ ୧୬, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମଇ ୧୬, ୨୦୧୮

ଦ୍ଵିତୀୟା ଚନ୍ଦ୍ରଦର୍ଶନ, ମଳମାସାରମ୍ଭ, କବିସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ଜୟନ୍ତୀ।  

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ  ପ୍ରାତଃ ଘ ୫|୧୧|୦ସେ

ସୂର୍ଯ୍ୟାସ୍ତ      ସଂଧ୍ୟା ଘ ୬|୮|୩୭ସେ

ଉଡ୍ରାବ୍ଦ ୧୪୨୫ସାଲ ବୃଷ ୨ ଦିନ ରାଷ୍ଟ୍ରିୟ ବୈଶାଖମାସ ୨୬ ଦିନ ବୁଧବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମଳ ଜ୍ୟେଷ୍ଠମାସ, ଶୁକ୍ଳପକ୍ଷ, ପ୍ରତିପଦାତିଥି ଦିବା ଘଣ୍ଟା ୨|୨୯|୭ସେକେଣ୍ଡ୍

କୃତ୍ତିକାନକ୍ଷତ୍ର ସକାଳ ଘଣ୍ଟା ୮|୫୯|୪୮ସେକେଣ୍ଡ୍, ବୃଷଚନ୍ଦ୍ର ଅହୋରାତ୍ର,

ଅତିଗଣ୍ଡଯୋଗ ରାତ୍ର ଘଣ୍ଟା ୧୦|୩୭|୩୧ସେକେଣ୍ଡ୍,

ବବକରଣ ଦିବା ଘଣ୍ଟା ୨|୨୯|୭ସେକେଣ୍ଡ୍, ବାଳବକରଣ ରାତ୍ର ଘଣ୍ଟା ୧୨|୫୯|୪୨ସେକେଣ୍ଡ୍,

ରବ୍ୟଂଶଽ୦|୫୮|୫୧, ସୂକ୍ଷ୍ମଚନ୍ଦ୍ର ରାଶି ୧|୭|୪୦|୫୨,

ଦିନମାନ ଘଣ୍ଟା ୧୨|୫୬|୫୧ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧|୩|୯ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

 ଯୋଗିନୀବାସ-

ଯୋଗିନୀ ପୂର୍ବେ ଦିବା ଘଣ୍ଟା ୨|୨୯|୭ସେକେଣ୍ଡ୍ ଗତେ ଉତ୍ତରେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ଦିବା ଘଣ୍ଟା ୨|୨୯|୭ସେକେଣ୍ଡ୍ ମଧ୍ୟେ ପାଣିକଖାରୁ ଓ ପରେ ବୋଇତିକଖାରୁ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ସକାଳ ଘଣ୍ଟା ୭।୪୭ ମିନିଟ୍ ରୁ ଘଣ୍ଟା ୧୧।୧୪ ମିନିଟ୍, ଦିବା ଘଣ୍ଟା ୧।୫୦ ମିନିଟ୍ ରୁ ଘଣ୍ଟା ୫।୧୭ ମିନିଟ୍, ସୂର୍ଯ୍ୟାସ୍ତରୁ ରାତ୍ର ଘଣ୍ଟା ୯।୫୦ ମିନିଟ୍, ରାତ୍ର ଘଣ୍ଟା ୧୨।୨ ମିନିଟ୍ ରୁ ଘଣ୍ଟା ୧।୩୦ ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସକାଳ ଘଣ୍ଟା ୮|୫୯|୪୮ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର –

କର୍କଟ ରାଶିର ଘାତବାର। ବିଛା ରାଶିର ଘାତଚନ୍ଦ୍ର।  

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ସକାଳ ଘଣ୍ଟା ୮|୫୯|୪୮ସେକେଣ୍ଡ୍ ମଧ୍ୟେ ପାତାଳ ଗଣ୍ଡଦୋଷ, ଫଳ-ସୁତହାନୀ ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ ଲକ୍ଷ୍ମୀଯୁକ୍ତା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଏବଂ ଦ୍ଵିତୀୟାର ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ସକାଳ ଘଣ୍ଟା ୮|୫୯|୪୮ସେକେଣ୍ଡ୍ ମଧ୍ୟେ ଏକପାଦ ନକ୍ଷତ୍ରଦୋଷ ଓ ଦିବା ଘଣ୍ଟା ୨|୨୯|୭ସେକେଣ୍ଡ୍ ପରେ ଏକପାଦ ତିଥିଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ / ବାରବେଳା- ଦିବା ଘଣ୍ଟା ୧୧|୪୨ ମିନିଟ୍ ରୁ ଘଣ୍ଟା ୧|୧୯ ମିନିଟ୍ ମଧ୍ୟେ। କାଳବେଳା- ସକାଳ ଘଣ୍ଟା ୮|୨୮ ମିନିଟ୍ ରୁ ଘଣ୍ଟା ୧୦|୫ ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୨|୨୭ମିନିଟ୍ ରୁ ଘଣ୍ଟା ୩|୫୦ ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୧।୦।୫୮।୫୧-, ଚନ୍ଦ୍ରରାଶି-୧।୭।୪୦।୫୨-,  ମଙ୍ଗଳରାଶି-୯|୫|୫୦|୧୧-,

ବୁଧରାଶି-୦|୯|୪୭|୯-, ବୃହସ୍ପତିରାଶି-୬|୨୩|୨୩|୧୮-, ଶୁକ୍ରରାଶି-୨|୧|୩୮|୨-,

ଶନିରାଶି-୮|୧୪|୨୪|୩୭-, ରାହୁରାଶି-୯|୧୪|୪୦|୫୨-, କେତୁରାଶି-୯|୧୪|୪୦|୫୨-।

ଆଜିରଲଗ୍ନ

ପ୍ରାତଃ ୫ଟା ୪ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୭ଟା ୮ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୯ଟା ୨୦ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧୧ଟା ୩୪ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୧ଟା ୪୩ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୩ଟା ୫୧ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୬ଟା ୩ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୮ଟା ୧୭ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧୦ଟା ୨୩ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧୨ଟା ୧୨ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୧ ଟା ୪୮ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୩ଟା ୨୨ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ପ୍ରାତଃ ୫ଟା ୪ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। 

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ବାଣିଜ୍ୟକରଣ, ଦେବତାଗଠନ, ନୌକାନିର୍ମାଣ, ଯାନକ୍ରୟ ଓ ଆରୋହଣ, ନାମକରଣ, ଔଷଧ କରଣ ଓ ସେବନ, ଧାନ୍ୟସ୍ଥାପନ, ଆରୋଗ୍ୟସ୍ନାନ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସକାଳ ଘଣ୍ଟା ୮|୫୯|୪୮ସେକେଣ୍ଡ୍ ମଧ୍ୟେ କୃତ୍ତିକାନକ୍ଷତ୍ର ବୃଷରାଶି ରବିମହାଦଶାରେ ଜନ୍ମହୋଇଛି। ସକାଳ ଘଣ୍ଟା ୮|୫୯|୪୮ସେକେଣ୍ଡ୍ ପରେ ରୋହିଣୀନକ୍ଷତ୍ର ବୃଷରାଶି ଚନ୍ଦ୍ରମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!