ମିଥୁନ, ମକର, ମୀନ ରାଶିର ଘାତଚନ୍ଦ୍ର। ବିଛା, ଧନୁ, ମୀନ ରାଶିର ଘାତବାର। ଆଜିର ପାଞ୍ଜି: ମାର୍ଚ୍ଚ ୧୬, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମାର୍ଚ୍ଚ ୧୬, ୨୦୧୮

ସୂର୍ଯ୍ୟଉଦୟ ମୀନ ଦ୦|୧୦|୩୧ ଇଂ ପ୍ରାତଃ ଘ ୫|୫୪|୩୯ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ କନ୍ୟା ଦ୦|୧୯|୪୩   ଇଂ ସଂଧ୍ୟା ଘ ୫|୪୯|୩୭ସେ

ଉଡ୍ରାବ୍ଦ ୧୪୨୫ସାଲ ମୀନ ୨ଦିନ ରାଷ୍ଟ୍ରିୟ ଫାଲଗୁନମାସ ୨୫ଦିନ ଶୁକ୍ରବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଚୈତ୍ରମାସ, କୃଷ୍ଣପକ୍ଷ, ଚତୁର୍ଦ୍ଦଶୀତିଥି ସଂଧ୍ୟା ଘଣ୍ଟା ୬।୧୮।୫୯ସେକେଣ୍ଡ୍,

ଶତଭିଷା ନକ୍ଷତ୍ର ସଂଧ୍ୟା ଘଣ୍ଟା ୬।୪୪।୫୫ସେକେଣ୍ଡ୍, କୁମ୍ଭଚନ୍ଦ୍ର ଅହୋରାତ୍ର,

ସାଧ୍ୟଯୋଗ ରାତ୍ର ଘଣ୍ଟା ୯।୨୬।୩୦ସେକେଣ୍ଡ୍,

ଶକୁନିକରଣ ସଂଧ୍ୟା ଘଣ୍ଟା ୬।୧୮।୫୯ସେକେଣ୍ଡ୍, ଚତୁଷ୍ପଦକରଣ ଅହୋରାତ୍ର,

 ରବ୍ୟଂଶଽ୧।୧୫।୫୫, ସୂକ୍ଷ୍ମଚନ୍ଦ୍ର ରାଶି ୧୦।୧୩।୧୫।୩୯,

ଦିନମାନ ଘଣ୍ଟା ୧୧।୫୪।୫୮ସେକେଣ୍ଡ୍, ନିଶାମାନ ଘଣ୍ଟା ୧୨।୫।୨ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ପଶ୍ଚିମେ ସଂଧ୍ୟା ଘଣ୍ଟା ୬।୧୮।୫୯ସେକେଣ୍ଡ୍ ଗତେ ବାୟବ୍ୟେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ସଂଧ୍ୟା ଘଣ୍ଟା ୬।୧୮।୫୯ସେକେଣ୍ଡ୍ ମଧ୍ୟେ ବିରି ଜାତୀୟ ଖାଦ୍ୟ ଓ ପରେ ଆମିଷ, ତେଲ ଓ ସ୍ତ୍ରୀ ପୁରୁଷ ସହବାସ ନିଷେଧ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୬।୪୩ମିନିଟ୍, ଦିବା ଘଣ୍ଟା ୭।୩୦ମିନିଟ୍ ରୁ ଘଣ୍ଟା ୯।୫୩ମିନିଟ୍, ଦିବା ଘଣ୍ଟା ୧୨।୧୬ମିନିଟ୍ ରୁ ଘଣ୍ଟା ୨।୩୯ମିନିଟ୍, ଦିବା ଘଣ୍ଟା ୪।୧୫ମିନିଟ୍ ରୁ ଘଣ୍ଟା ୫।୫୦ମିନିଟ୍, ରାତ୍ର ଘଣ୍ଟା ୭।୨୭ମିନିଟ୍ ରୁ ଘଣ୍ଟା ୯।୩ମିନିଟ୍, ରାତ୍ର ଘଣ୍ଟା ୧।୫୩ମିନିଟ୍ ରୁ ଘଣ୍ଟା ୩।୩୦ମିନିଟ୍ ମଧ୍ୟେ। ମାହେନ୍ଦ୍ର- ରାତ୍ର ଘଣ୍ଟା ୯।୩ମିନିଟ୍ ରୁ ଘଣ୍ଟା ୯।୫୨ମିନିଟ୍, ରାତ୍ର ଘଣ୍ଟା ୩।୩୦ମିନିଟ୍ ରୁ ଘଣ୍ଟା ୪।୧୮ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, ସିଂହ, କନ୍ୟା, ବିଛା, ଧନୁ, କୁମ୍ଭ, ମୀନ ନକ୍ଷତ୍ରମାନଙ୍କର ଚନ୍ଦ୍ରଶୁଦ୍ଧି।    

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସଂଧ୍ୟା ଘଣ୍ଟା ୬।୪୪।୫୫ସେକେଣ୍ଡ୍ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ମିଥୁନ, ମକର, ମୀନ ରାଶିର ଘାତଚନ୍ଦ୍ର। ବିଛା, ଧନୁ, ମୀନ ରାଶିର ଘାତବାର।  

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ସଂଧ୍ୟା ଘଣ୍ଟା ୬।୪୪।୫୫ସେକେଣ୍ଡ୍ ଗତେ ସାତମାସ ଗଣ୍ଡଦୋଷ ଓ ରଜଶ୍ଚକ୍ରେ ଲକ୍ଷ୍ମୀଯୁକ୍ତା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ସଂଧ୍ୟା ଘଣ୍ଟା ୬।୪୪।୫୫ସେକେଣ୍ଡ୍ ଗତେ ଏକପାଦ ନକ୍ଷତ୍ରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍। 

ଅଶୁଭସମୟ-

ରାହୁକାଳ/ କାଳବେଳା – ଦିବା ଘଣ୍ଟା ୧୦|୨୪ମିନିଟ୍ ରୁ ଘଣ୍ଟା ୧୧|୫୪ମିନିଟ୍ ମଧ୍ୟେ।  ବାରବେଳା- ସକାଳ ଘଣ୍ଟା ୮|୫୬ମିନିଟ୍ ରୁ ଘଣ୍ଟା ୧୦|୨୫ମିନିଟ୍ ମଧ୍ୟେ।  କାଳରାତ୍ରି- ରାତ୍ରି ଘଣ୍ଟା ୮|୫୩ମିନିଟ୍ ରୁ ଘଣ୍ଟା ୧୦|୨୩ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବିରାଶି-୧୧।୧।୧୫।୫୫-୨୫/୧୨, ଚନ୍ଦ୍ରରାଶି-୧୦।୧୩।୧୫।୩୯-୨୪/୧୧, ମଙ୍ଗଳରାଶି-୮|୪|୫୭|୧୩-୧୯/୯, ବୁଧରାଶି-୧୧|୧୯|୩୧|୪୦-୨୭/୧୨, ବୃହସ୍ପତିରାଶି-୬|୨୯|୪|୪-୧୬/୭, ଶୁକ୍ରରାଶି-୧୧|୧୭|୭|୩୫-୨୭/୧୨, ଶନିରାଶି-୮|୧୪|୮|୪୫-୨୦/୯, ରାହୁରାଶି-୩|୨୦|୨୦|୫୬-୯/୪, କେତୁରାଶି-୯|୨୦|୨୦|୫୬-୨୨/୧୦।

ଆଜିରଲଗ୍ନ

ପ୍ରାତଃ ୫ ଟା ୪୮ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୭ଟା ୨୫ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।୯ଟା ୮ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୧୧ଟା ୮ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧ଟା ୨୦ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୩ଟା ୩୪ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୫ଟା ୪୩ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୭ଟା ୫୧ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୧୦ଟା ୩ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୧୨ଟା ୧୭ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୨ଟା ୨୩ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ନିଶାନ୍ତ ୪ଟା ୧୨ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୫ ଟା ୪୮ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି  ଦିକ୍ଷାଗ୍ରହଣ, ଚଳଚ୍ଚିତ୍ର ଓ ନାଟ୍ୟାରମ୍ଭ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସନ୍ଧ୍ୟା ଘଣ୍ଟା୬।୪୪।୫୫ ସେକେଣ୍ଡ୍ ମଧ୍ୟେ ଶତଭିଷା ନକ୍ଷତ୍ର କୁମ୍ଭ ରାଶି ଓ ରାହୁ ମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ସନ୍ଧ୍ୟା ଘଣ୍ଟା୬।୪୪।୫୫ ସେକେଣ୍ଡ୍ ପରେ  ପୂର୍ବଭାଦ୍ରପଦ ନକ୍ଷତ୍ର କୁମ୍ଭ ରାଶି ଓ ଗୁରୁ ମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!