ଶେଷ ରଜ, ଭୂଦାହ। ଦୈନିକ ପାଞ୍ଜି: ଜୁନ୍ ୧୬, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁନ୍ ୧୬, ୨୦୧୮

ଶେଷ ରଜ, ଭୂଦାହ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାଘ୫।୦୮।୦୮ସେ ଚନ୍ଦ୍ରୋଦୟ ସଘ୭।୩୨ମି.

ସୂର୍ଯ୍ୟାସ୍ତ  ସଂଘ୬।୨୦।୦୩ସେ      ଚନ୍ଦ୍ରାସ୍ତ ରାଘ୯।୪ମି.

ଆଜିର ପଞ୍ଚାଙ୍ଗ-

ଉଡ୍ରାବ୍ଦ ୧୪୨୫ସାଲ ମିଥୁନ ୨ ଦିନ ରାଷ୍ଟ୍ରିୟ ଜ୍ୟେଷ୍ଠ ୨୬ ଦିନ ଶନିବାର

ଚାନ୍ଦ୍ରମାନ, ଜ୍ୟେଷ୍ଠମାସ ଶୁକ୍ଳପକ୍ଷ, ତୃତୀୟାତିଥି ଦିଘ୨।୪୬।୫୨,

ପୂନର୍ବସୁନକ୍ଷତ୍ର ସଘ୮।୪୪।୭ କର୍କଟଚନ୍ଦ୍ର ଅହୋରାତ୍ର, ଧୃବଯୋଗ ସଂଘ୫।୩୩।୨୬,

ଗରକରଣ ଦିଘ୨।୪୬।୫୨, ବାଣିଜ୍ୟକରଣ ରାଘ୧।୧୧।୧୮

ରବ୍ୟଂଶଽ ୦।୪୨।୨୭, ସୂକ୍ଷ୍ମଚନ୍ଦ୍ର ରା୩।୧।୫।୪୫

ଦିନମାନ ଘ୧୩।୧୧।୫୫, ରାତ୍ରମାନ ଘ୧୦।୪୮।୫

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ-

ଅଗ୍ନିକୋଣେ ଦିଘ୨।୪୬ମି ଗତେ ନୈଋତକୋଣେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ଦିଘ୨।୪୬ମି ମଧ୍ୟେ ପୋଟଳ ଓ ପରେ ମୂଳା ନ ଖାଇଲେ ଭଲ।

ଶୁଭସମୟ-

ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୬-୦୧ମି, ଦିଘ୯-୩୨ମି ରୁ ଦିଘ୧୨-୧୦ମି, ଅମୃତ ଦିଘ୧-୫୬ମି ରୁ ଘ୩-୪୨ମି ମଧ୍ୟେ, ରାଘ ୭-୦୩ମି ରୁ ଘ୭-୪୬ମି, ଘ୧୧-୨୨ମି ରୁ ଘ୧-୩୨ମି, ଘ୨-୫୮ମି ରୁ ଘ୫-୮ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି–

ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର,  କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି–

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସକାଳ ଘଣ୍ଟା ୮|୪୪|୭ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ବୃଷ/ସିଂହ/କନ୍ୟା ରାଶିର ଘାତବାର।

ରଜଶ୍ଚକ୍ର-

ପ୍ରଥମ ରଜଦର୍ଶନେ ଗଣ୍ଡଦୋଷ ନାସ୍ତି। ରଜଶ୍ଚକ୍ରେ- ପୁତ୍ରବତୀ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଏବଂ ଚତୁର୍ଥୀର ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ସକାଳ ଘ୮।୪୪ମି ମଧ୍ୟେ ଦ୍ୱିପାଦ ଓ ପରେ ଏକପାଦଦୋଷ।

ଅଶୁଭସମୟ-

ରାହୁକାଳ-ସଘ୮।୨୮ମି ରୁ ଘ୧୦।୭ମି, ବାରବେଳା-ଦିଘ୧।୨୫ମି ରୁ ଘ୩।୪ମି, କାଳବେଳା-ସଘ୫।୧୦ମି ରୁ ଘ୬।୪୯ମି, ଦିଘ୪।୪୩ମି ରୁ ଘ୬।୨୨ମି, କାଳରାତ୍ରି- ସଂଘ୬।୨୨ମିି ରୁ ଘ୭।୪୩ମି, ରାଘ୩।୪୯ମି ରୁ ଘ୫।୧୦ମି।

ସୂର୍ଯ୍ୟଉଦୟ କାଳିନ ଗ୍ରହସ୍ଫୁଟ-

ରବି ରା୨।୦।୪୨।୨୭, ଚ୩।୧।୫।୪୫, ମ୯।୧୪।୨୫।୩୬, ବୁ୨।୧୨।୨୫।୨, ବୃ୬।୨୦।୯।୫୧, ଶୁ୩।୮।୧୮।୧୫, ଶ୮।୧୨।୩୪।୨୧, ରା୩।୧୨।୧୮।୨୨, କେ୯।୧୨।୧୮।୨୨।

ଉଦୟଲଗ୍ନ-

ପ୍ରାତଃ ଘ୫।୨ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘ୭।୧୯ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘ୯।୩୨ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘ୧୧।୪୧ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘ୧। ୪୯ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘ୪।୧ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘ୬।୧୫ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘ୮।୨୧ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘ୧୦।୧୦ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘ୧୧।୪୬ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ରାଘ୧।୨୦ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘ୩।୨ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ପ୍ରାତଃ ଘ୫।୨ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ବାଣିଜ୍ୟକରଣ, ସବୁ ଦ୍ରବ୍ୟ କ୍ରୟ ବିକ୍ରୟ, ଖଡ୍ଗଧାରଣ, ଋଣଦାନ ଓ ଋଣଗ୍ରହଣ ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସକାଳ ଘଣ୍ଟା ୮|୪୪|୭ସେକେଣ୍ଡ୍ ମଧ୍ୟେ ପୁନର୍ବସୁନକ୍ଷତ୍ର କର୍କଟରାଶି ଗୁରୁମହାଦଶାରେ ଜନ୍ମ ହୋଇଛି। ସକାଳ ଘଣ୍ଟା ୮|୪୪|୭ସେକେଣ୍ଡ୍ ପରେ ପୁଷ୍ୟାନକ୍ଷତ୍ର କର୍କଟରାଶି ଶନିମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!