ବୃଷସଙ୍କ୍ରାନ୍ତି, ସବିତ୍ରୀବ୍ରତ, ଗ୍ରହରାଜଶନିଶ୍ଚରଙ୍କ ଜୟନ୍ତୀ। ଆଜିର ପାଞ୍ଜି: ମଇ ୧୫, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମଇ ୧୫, ୨୦୧୮

ବୃଷସଙ୍କ୍ରାନ୍ତି, ସବିତ୍ରୀବ୍ରତ, ଗ୍ରହରାଜଶନିଶ୍ଚରଙ୍କ ଜୟନ୍ତୀ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ   ପ୍ରାତଃ ଘ ୫|୧୧|୨୧ସେ

ସୂର୍ଯ୍ୟାସ୍ତ       ସଂଧ୍ୟା ଘ ୬|୮|୧୩ସେ

ଉଡ୍ରାବ୍ଦ ୧୪୨୫ସାଲ ବୃଷ ୧ ଦିନ ରାଷ୍ଟ୍ରିୟ ବୈଶାଖମାସ ୨୫ ଦିନ ମଙ୍ଗଳବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଜ୍ୟେଷ୍ଠମାସ, କୃଷ୍ଣପକ୍ଷ, ଅମାବାସ୍ୟାତିଥି ସଂଧ୍ୟା ଘଣ୍ଟା ୫|୧୮|୫୨ସେକେଣ୍ଡ୍

ଦ୍ଵିଜାନକ୍ଷତ୍ର ଦିବା ଘଣ୍ଟା ୧୦|୫୭|୧୧ସେକେଣ୍ଡ୍, ମେଷଚନ୍ଦ୍ର ଦିବା ଘଣ୍ଟା ୪|୨୯ମିନିଟ୍,

ସୌଭାଗ୍ୟଯୋଗ ସକାଳ ଘଣ୍ଟା ୫|୨୦|୫୫ସେକେଣ୍ଡ୍, କ୍ଷୟ ଶୋଭନଯୋଗ ରାତ୍ର ଘଣ୍ଟା ୨|୮ମିନିଟ୍

ଚତୁଷ୍ପଦକରଣ ସକାଳ ଘଣ୍ଟା ୬|୩୬|୪୪ସେକେଣ୍ଡ୍, ନାଗକରଣ ସଂଧ୍ୟା ଘଣ୍ଟା ୫|୧୮|୫୨ସେକେଣ୍ଡ୍,

କ୍ଷୟ କିଂସ୍ତୁଘ୍ନକରଣ ରାତ୍ର ଘଣ୍ଟା ୩|୫୪ମିନିଟ୍।

ରବ୍ୟଂଶଽ୦|୧|୦, ସୂକ୍ଷ୍ମଚନ୍ଦ୍ର ରାଶି ୦|୨୩|୧୨|୫୪,

ଦିନମାନ ଘଣ୍ଟା ୧୨|୫୬|୫୧ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧|୩|୯ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଐଶାନ୍ୟେ ସଂଧ୍ୟା ଘଣ୍ଟା ୫|୧୮|୫୨ସେକେଣ୍ଡ୍ ଗତେ ପୂର୍ବେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ସଂଧ୍ୟା ଘଣ୍ଟା ୫|୧୮|୫୨ସେକେଣ୍ଡ୍ ମଧ୍ୟେ ଆମିଷ, ତେଲ ଓ ସ୍ତ୍ରୀ ପୁରୁଷ ସହବାସ ନିଷେଦ୍ଧ ଓ ପରେ ପାଣିକଖାରୁ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୭।୪୭ ମିନିଟ୍, ଦିବା ଘଣ୍ଟା ୯।୩୦ ମିନିଟ୍ ରୁ ଘଣ୍ଟା ୧୨।୬ ମିନିଟ୍, ଦିବା ଘଣ୍ଟା ୩।୩୩ ମିନିଟ୍ ରୁ ଘଣ୍ଟା ୪।୨୫ ମିନିଟ୍, ସୂର୍ଯ୍ୟାସ୍ତରୁ ସଂଧ୍ୟା ଘଣ୍ଟା ୬।୫୩ ମିନିଟ୍, ରାତ୍ର ଘଣ୍ଟା ୧୨।୨ ମିନିଟ୍ ରୁ ଘଣ୍ଟା ୨।୧୪ ମିନିଟ୍ ମଧ୍ୟେ। ମାହେନ୍ଦ୍ର- ଦିବା ଘଣ୍ଟା ୨।୪୨ ମିନିଟ୍ ରୁ ଘଣ୍ଟା ୩।୩୩ ମିନିଟ୍, ଦିବା ଘଣ୍ଟା ୪।୨୫ ମିନିଟ୍ ରୁ ଘଣ୍ଟା ୫।୧୭ ମିନିଟ୍, ରାତ୍ର ଘଣ୍ଟା ୮।୨୧ ମିନିଟ୍ ରୁ ଘଣ୍ଟା ୯।୫୦ ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, ମିଥୁନ, କର୍କଟ, ତୁଳା, ବିଛା, ମକର, କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ଦିବା ଘଣ୍ଟା ୪|୨୯ମିନିଟ୍ ଗତେ ବୃଷ, ମିଥୁନ, କର୍କଟ, ସିଂହ, ବିଛା, ଧନୁ, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୧୦|୫୭|୧୧ସେକେଣ୍ଡ୍ ଗତେ ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର –

ମକର ରାଶିର ଘାତବାର। ମେଷ ରାଶିର ଘାତଚନ୍ଦ୍ର ଓ ଦିବା ଘଣ୍ଟା ୪।୨୯ ମିନିଟ୍ ପରେ ବିଛା ରାଶିର ଘାତଚନ୍ଦ୍ର।  

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଦିବା ଘଣ୍ଟା ୧୦|୫୭|୧୧ସେକେଣ୍ଡ୍ ମଧ୍ୟେ ଦଶମାସ ଗଣ୍ଡଦୋଷ, ପରେ ସଂବତ୍ସର ଗଣ୍ଡଦୋଷ, ଫଳ-ଭୟ ଓ ସୁତହାନୀ ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ ଲକ୍ଷ୍ମୀଯୁକ୍ତା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଅମାବାସ୍ୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ଏକପାଦ ବାରଦୋଷ ଦିବା ଘଣ୍ଟା ୧୦|୫୭|୧୧ସେକେଣ୍ଡ୍ ପରେ ଦୁଇପାଦ ବାର ଓ ନକ୍ଷତ୍ର ଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୨|୫୬ ମିନିଟ୍ ରୁ ଘଣ୍ଟା ୪|୩୩ ମିନିଟ୍ ମଧ୍ୟେ। ବାରବେଳା- ସକାଳ ଘଣ୍ଟା ୬|୫୧ ମିନିଟ୍ ରୁ ଘଣ୍ଟା ୮|୨୮ ମିନିଟ୍ ମଧ୍ୟେ। କାଳବେଳା- ଦିବା ଘଣ୍ଟା ୧|୧୯ ମିନିଟ୍ ରୁ ଘଣ୍ଟା ୨|୫୬ ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୭|୩୩ମିନିଟ୍ ରୁ ଘଣ୍ଟା ୮|୫୬ ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୧।୦।୧।୦-, ଚନ୍ଦ୍ରରାଶି-୦।୨୩।୧୨।୫୪-,  ମଙ୍ଗଳରାଶି-୯|୫|୨୬|୨୫-,

ବୁଧରାଶି-୦|୮|୧୦|୫୪-, ବୃହସ୍ପତିରାଶି-୬|୨୩|୩୦|୫୧-, ଶୁକ୍ରରାଶି-୨|୦|୨୬|୩-,

ଶନିରାଶି-୮|୧୪|୨୭|୯-, ରାହୁରାଶି-୯|୧୪|୪୭|୧-, କେତୁରାଶି-୯|୧୪|୪୭|୧-।

ଆଜିରଲଗ୍ନ

ପ୍ରାତଃ ୫ଟା ୮ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୭ଟା ୧୨ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୯ଟା ୨୪ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧୧ଟା ୩୮ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୧ଟା ୪୭ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୩ଟା ୫୫ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୬ଟା ୭ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୮ଟା ୨୧ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧୦ଟା ୨୭ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧୨ଟା ୧୬ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୧ ଟା ୫୨ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୩ଟା ୨୫ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ପ୍ରାତଃ ୫ଟା ୮ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। 

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି  ନାହିଁ। 

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘଣ୍ଟା ୧୦|୫୭|୧୧ସେକେଣ୍ଡ୍ ମଧ୍ୟେ ଦ୍ଵିଜାନକ୍ଷତ୍ର ମେଷରାଶି ଶୁକ୍ରମହାଦଶାରେ ଜନ୍ମହୋଇଛି। ଦିବା ଘଣ୍ଟା ୧୦|୫୭|୧୧ସେକେଣ୍ଡ୍ ପରେ ଦିବା ଘଣ୍ଟା ୪|୨୯ମିନିଟ୍ ମଧ୍ୟେ କୃତ୍ତିକାନକ୍ଷତ୍ର ମେଷରାଶି ରବିମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଦିବା ଘଣ୍ଟା ୪|୨୯ମିନିଟ୍ ପରେ କୃତ୍ତିକାନକ୍ଷତ୍ର ବୃଷରାଶି ରବିମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!