ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢାପରିକ୍ରମା ରଟନ୍ତୀ କାଳିକା ପୂଜା ଏବଂ ରଟନ୍ତୀ ଚତୁର୍ଦ୍ଦଶୀ ସ୍ନାନ। ମିଥୁନ ରାଶିର ଘାତବାର। ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର। ଆଜିର ପାଞ୍ଜି: ଜାନୁୟାରୀ ୧୫, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜାନୁୟାରୀ ୧୫, ୨୦୧୮

ପର୍ବ ପର୍ବାଣୀ-

ଶିବଚତୁର୍ଦ୍ଦଶୀ ଉପବାସ  ଓ ବେଢାପରିକ୍ରମା ରଟନ୍ତୀ କାଳିକା ପୂଜା ଏବଂ ରଟନ୍ତୀ ଚତୁର୍ଦ୍ଦଶୀ ସ୍ନାନ  

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ ମକର ଦ୦|୭|୧୬ ଇଂପ୍ରାଘ୬|୨୪|୫୫ସେ

ସୂର୍ଯ୍ୟାସ୍ତ କର୍କଟ ଦ୦|୧୪|୯ ଇଂସଂଘ୫|୨୦|୪୬ସେ

ଉଡ୍ରାବ୍ଦ ୧୪୨୫ସାଲ ମକର ୨ ଦିନ ରାଷ୍ଟ୍ରିୟ ପୌଷମାସ ୨୫ ଦିନ ସୋମବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମାଘମାସ, କୃଷ୍ଣପକ୍ଷ, ଚତୁର୍ଦ୍ଦଶୀତିଥି ନିଶାନ୍ତ ଘ୫।୧୨।୧୫ସେ,

ମୂଳା ନକ୍ଷତ୍ର ଦିବାଘ୪।୧୯।୪୩ସେ, ଧନୁଚନ୍ଦ୍ର ଅହୋରାତ୍ର

ଧୃବଯୋଗ ସକାଳଘ୭।୫୮।୧୬ସେ,

ବିଷ୍ଟିକରଣ ଦିବାଘ୩।୫୨।୯ସେ,  ଶକୁନି କରଣ ନିଶାନ୍ତ ଘ୫।୧୨।୧୫ସେ ,

ରବ୍ୟଂଶଽ୦।୪୨।୫୧, ସୂକ୍ଷ୍ମଚନ୍ଦ୍ର ରା୮।୮।୨୭।୧୪,

ଦିନମାନ ଘ୧୦।୫୫।୪୨, ନିଶାମାନ ଘ୧୩।୪।୧୮,

ଯୋଗିନୀବାସ-

ଯୋଗିନୀ ପଶ୍ଚିମେ ନିଶାନ୍ତ ଘ୫।୧୨।୧୫ସେ, ପରେ ବାୟବ୍ୟେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ନିଶାନ୍ତ ଘ୫।୧୨।୧୫ସେ, ମଧ୍ୟେ ବିରି ଜାତୀୟ ଖାଦ୍ୟ ନ ଖାଇଲେ ଭଲ  ଓ ପରେ ଆମିଷ, ତେଲ, ସ୍ତ୍ରୀ ପୁରୁଷ ସହବାସ ନିଷେଧ।  

ଶୁଭସମୟ-

ଅମୃତବେଳା ସୂର୍ଯ୍ୟଉଦୟରୁ ଦିବାଘ୭।୫୨ମି ଦିବାଘ୧୦।୪୭ମି ରୁ ଦିଘ୧୨।୫୯ମି ସଂଧ୍ୟା ଘ୬।୧୩ମି ରୁ ଘ୮।୫୦ମି ରାତ୍ରି ଘ୧୧।୨୭ମି ଘ୨।୫୬ମି । ମାହେନ୍ଦ୍ର ଦିବାଘ୩।୧୦ମି ରୁ ଘ୪।୩୭ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି-

ମିଥୁନ, କର୍କଟ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ, ମୀନରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିଘ୪।୧୯।୪୩ସେ ପରେ ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି। 

ଘାତଚନ୍ଦ୍ର ଓ ଘାତବାର-

ମିଥୁନ ରାଶିର ଘାତବାର। ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର।

ରଜୋଶ୍ଚକ୍ର-

ପ୍ରଥମ ରଜୋ ଦର୍ଶନେ ଦିଘ୪।୨୦ମି ପରେ ସାତମାସ ଗଣ୍ଡଦୋଷ ଯୋଗେ ତିଳସୁବର୍ଣ୍ଣ ଦାନଦେବା ବିଧେୟ ଓ ରଜଶ୍ଚକ୍ରେ ଦୁଃଖ ଭୋଗିନୀ।

ସାମ୍ବଶ୍ଚରିକ ଶ୍ରାଦ୍ଧ-

ଆଜି ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ନାହିଁ।

ଅଶୁଭ ସମୟ-

ରାହୁକାଳ ଓ କାଳବେଳା- ସକାଳ ଘ୭।୪୯ମି ରୁ ଘ୯।୧୧ମି ବାରବେଳା-ଦିବାଘ୨।୩୯ମି ରୁ ଦିବାଘ୪।୧ମି ମଧ୍ୟେ। କାଳରାତ୍ରି ରାତିଘ୧୦।୧୭ମି ରୁ ରାଘ୧୧।୫୫ମି ମଧ୍ୟେ।

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି ୯।୦।୪୨।୫୧,୨୧/୧୦  ଚନ୍ଦ୍ରରାଶି୮।୮।୨୭।୧୪-୧୯/୯  ମ୬|୨୮|୪୮|୫୨-୧୬/୭ ବୁ୮|୧୧|୭|୪୨-୧୯/୯ ବୃ୬|୨୫|୩|୧୪-୧୬/୭ ଶୁ୯|୨|୫|୩୨-୨୧/୧୦ ଶ୮|୮|୫୩|୪୯-୧୯/୯ ରା୩|୨୦|୫୩|୪୭-୯/୪ କେ୯| ୨୦|୫୩|୪୭-୨୨/୧୦। 

ଆଜିରଲଗ୍ନ-

ମକର ପ୍ରାତଃ ଘ୬|୨୭ମି କୁମ୍ଭ ଘ୮|୧୨ମି  ମୀନ ଘ୯|୪୮ମି ମେଷ ଘ୧୧|୨୧ମି ବୃଷ ଘ୧|୪ମି   ମିଥୁନ ଘ୩|୩ମି କର୍କଟ ଘ୫|୧୬ମି   ସିଂହ ରାଶିଘ୭|୩୦ମି କନ୍ୟା ଘ୯|୩୯ମି ତୁଳା ଘ୧୧|୪୬ମି ବିଛା ଘ୧|୫୮ମି  ଧନୁ ଘ୪|୧୩ମି ମକର ଘ୬|୧୯ମି ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ଦିବାଘ୪।୨୦ ମି ମଧ୍ୟେ ମୂଳା ନକ୍ଷତ୍ର ଧନୁରାଶି କେତୁ ମହାଦଶାରେ ଜନ୍ମ ଓ ଦିବାଘ୪।୨୦ ମି ପରେ ପୂର୍ବାଷାଢା ନକ୍ଷତ୍ର ଧନୁରାଶି ଓ ଶୁକ୍ର ମହାଦଶାରେ ଜନ୍ମ ହୋଇଛି ବୋଲି ଜାଣିବେ । ଲଗ୍ନ ସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!