ଦୈନିକ ପାଞ୍ଜି: ଜାନୁୟାରୀ ୧୫, ୨୦୧୮
ପର୍ବ ପର୍ବାଣୀ-
ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢାପରିକ୍ରମା ରଟନ୍ତୀ କାଳିକା ପୂଜା ଏବଂ ରଟନ୍ତୀ ଚତୁର୍ଦ୍ଦଶୀ ସ୍ନାନ।
ସୂର୍ଯ୍ୟଉଦୟ ମକର ଦ୦|୭|୧୬ ଇଂପ୍ରାଘ୬|୨୪|୫୫ସେ
ସୂର୍ଯ୍ୟାସ୍ତ କର୍କଟ ଦ୦|୧୪|୯ ଇଂସଂଘ୫|୨୦|୪୬ସେ
ଉଡ୍ରାବ୍ଦ ୧୪୨୫ସାଲ ମକର ୨ ଦିନ ରାଷ୍ଟ୍ରିୟ ପୌଷମାସ ୨୫ ଦିନ ସୋମବାର
ଆଜିର ପଞ୍ଚାଙ୍ଗ-
ଚାନ୍ଦ୍ରମାନ, ମାଘମାସ, କୃଷ୍ଣପକ୍ଷ, ଚତୁର୍ଦ୍ଦଶୀତିଥି ନିଶାନ୍ତ ଘ୫।୧୨।୧୫ସେ,
ମୂଳା ନକ୍ଷତ୍ର ଦିବାଘ୪।୧୯।୪୩ସେ, ଧନୁଚନ୍ଦ୍ର ଅହୋରାତ୍ର
ଧୃବଯୋଗ ସକାଳଘ୭।୫୮।୧୬ସେ,
ବିଷ୍ଟିକରଣ ଦିବାଘ୩।୫୨।୯ସେ, ଶକୁନି କରଣ ନିଶାନ୍ତ ଘ୫।୧୨।୧୫ସେ ,
ରବ୍ୟଂଶଽ୦।୪୨।୫୧, ସୂକ୍ଷ୍ମଚନ୍ଦ୍ର ରା୮।୮।୨୭।୧୪,
ଦିନମାନ ଘ୧୦।୫୫।୪୨, ନିଶାମାନ ଘ୧୩।୪।୧୮,
ଯୋଗିନୀବାସ-
ଯୋଗିନୀ ପଶ୍ଚିମେ ନିଶାନ୍ତ ଘ୫।୧୨।୧୫ସେ, ପରେ ବାୟବ୍ୟେ ଯାତ୍ରା ନିଷେଧ।
ନିଷେଧ ଖାଦ୍ୟ-
ନିଶାନ୍ତ ଘ୫।୧୨।୧୫ସେ, ମଧ୍ୟେ ବିରି ଜାତୀୟ ଖାଦ୍ୟ ନ ଖାଇଲେ ଭଲ ଓ ପରେ ଆମିଷ, ତେଲ, ସ୍ତ୍ରୀ ପୁରୁଷ ସହବାସ ନିଷେଧ।
ଶୁଭସମୟ-
ଅମୃତବେଳା ସୂର୍ଯ୍ୟଉଦୟରୁ ଦିବାଘ୭।୫୨ମି ଦିବାଘ୧୦।୪୭ମି ରୁ ଦିଘ୧୨।୫୯ମି ସଂଧ୍ୟା ଘ୬।୧୩ମି ରୁ ଘ୮।୫୦ମି ରାତ୍ରି ଘ୧୧।୨୭ମି ଘ୨।୫୬ମି । ମାହେନ୍ଦ୍ର ଦିବାଘ୩।୧୦ମି ରୁ ଘ୪।୩୭ମି ମଧ୍ୟେ।
ଚନ୍ଦ୍ରଶୁଦ୍ଧି-
ମିଥୁନ, କର୍କଟ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ, ମୀନରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି।
ତାରାଶୁଦ୍ଧି-
ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିଘ୪।୧୯।୪୩ସେ ପରେ ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।
ଘାତଚନ୍ଦ୍ର ଓ ଘାତବାର-
ମିଥୁନ ରାଶିର ଘାତବାର। ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର।
ରଜୋଶ୍ଚକ୍ର-
ପ୍ରଥମ ରଜୋ ଦର୍ଶନେ ଦିଘ୪।୨୦ମି ପରେ ସାତମାସ ଗଣ୍ଡଦୋଷ ଯୋଗେ ତିଳସୁବର୍ଣ୍ଣ ଦାନଦେବା ବିଧେୟ ଓ ରଜଶ୍ଚକ୍ରେ ଦୁଃଖ ଭୋଗିନୀ।
ସାମ୍ବଶ୍ଚରିକ ଶ୍ରାଦ୍ଧ-
ଆଜି ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।
ପୁଷ୍କରଦୋଷ-
ଆଜି ନାହିଁ।
ଅଶୁଭ ସମୟ-
ରାହୁକାଳ ଓ କାଳବେଳା- ସକାଳ ଘ୭।୪୯ମି ରୁ ଘ୯।୧୧ମି ବାରବେଳା-ଦିବାଘ୨।୩୯ମି ରୁ ଦିବାଘ୪।୧ମି ମଧ୍ୟେ। କାଳରାତ୍ରି ରାତିଘ୧୦।୧୭ମି ରୁ ରାଘ୧୧।୫୫ମି ମଧ୍ୟେ।
ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-
ରବିରାଶି ୯।୦।୪୨।୫୧,୨୧/୧୦ ଚନ୍ଦ୍ରରାଶି୮।୮।୨୭।୧୪-୧୯/୯ ମ୬|୨୮|୪୮|୫୨-୧୬/୭ ବୁ୮|୧୧|୭|୪୨-୧୯/୯ ବୃ୬|୨୫|୩|୧୪-୧୬/୭ ଶୁ୯|୨|୫|୩୨-୨୧/୧୦ ଶ୮|୮|୫୩|୪୯-୧୯/୯ ରା୩|୨୦|୫୩|୪୭-୯/୪ କେ୯| ୨୦|୫୩|୪୭-୨୨/୧୦।
ଆଜିରଲଗ୍ନ-
ମକର ପ୍ରାତଃ ଘ୬|୨୭ମି କୁମ୍ଭ ଘ୮|୧୨ମି ମୀନ ଘ୯|୪୮ମି ମେଷ ଘ୧୧|୨୧ମି ବୃଷ ଘ୧|୪ମି ମିଥୁନ ଘ୩|୩ମି କର୍କଟ ଘ୫|୧୬ମି ସିଂହ ରାଶିଘ୭|୩୦ମି କନ୍ୟା ଘ୯|୩୯ମି ତୁଳା ଘ୧୧|୪୬ମି ବିଛା ଘ୧|୫୮ମି ଧନୁ ଘ୪|୧୩ମି ମକର ଘ୬|୧୯ମି ।
ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-
ଦିବାଘ୪।୨୦ ମି ମଧ୍ୟେ ମୂଳା ନକ୍ଷତ୍ର ଧନୁରାଶି କେତୁ ମହାଦଶାରେ ଜନ୍ମ ଓ ଦିବାଘ୪।୨୦ ମି ପରେ ପୂର୍ବାଷାଢା ନକ୍ଷତ୍ର ଧନୁରାଶି ଓ ଶୁକ୍ର ମହାଦଶାରେ ଜନ୍ମ ହୋଇଛି ବୋଲି ଜାଣିବେ । ଲଗ୍ନ ସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।