ଧନୁ ରାଶିର ଘାତଚନ୍ଦ୍ର । ମେଷ ରାଶିର ଘାତବାର। ଆଜିର ପାଞ୍ଜି: ଅପ୍ରେଲ ୧୫, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅପ୍ରେଲ ୧୫, ୨୦୧୮

ସୂର୍ଯ୍ୟଉଦୟ ମେଷ ଦ୫|୫୬|୪୬ ଇଂ ପ୍ରାତଃ ଘ ୫|୨୯|୧୪ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ ତୁଳା ଦ୫|୧୩|୨୨  ଇଂ ସଂଧ୍ୟା ଘ ୫|୫୭|୫୦ସେ

ଉଡ୍ରାବ୍ଦ ୧୪୨୫ସାଲ ମେଷ ୨ ଦିନ ରାଷ୍ଟ୍ରିୟ ଚୈତ୍ରମାସ ୨୫ ଦିନ ରବିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ବୈଶାଖମାସ, କୃଷ୍ଣପକ୍ଷ, ଚତୁର୍ଦ୍ଦଶୀତିଥି ସକାଳ ଘଣ୍ଟା ୮|୩୮|୪୯ସେକେଣ୍ଡ୍,

ରେବତୀ ନକ୍ଷତ୍ର ରାତ୍ର ଘଣ୍ଟା ୪|୫|୩୪ସେକେଣ୍ଡ୍, ମୀନଚନ୍ଦ୍ର ରାତ୍ର ଘଣ୍ଟା ୪|୫|୩୪ସେକେଣ୍ଡ୍,

ବୈଧୃତିଯୋଗ ରାତ୍ର ଘଣ୍ଟା ୧|୮|୩୫ସେକେଣ୍ଡ୍,

ଶକୁନିକରଣ ସକାଳ ଘଣ୍ଟା ୮|୩୮|୫୧ସେକେଣ୍ଡ୍, ଚତୁଷ୍ପଦକରଣ ରାତ୍ର ଘଣ୍ଟା ୮|୬|୨୨ସେକେଣ୍ଡ୍,

ରବ୍ୟଂଶଽ୦|୫୨|୪୯, ସୂକ୍ଷ୍ମଚନ୍ଦ୍ର ରାଶି ୧୧|୧୭|୧୪|୨,

ଦିନମାନ ଘଣ୍ଟା ୧୨|୨୮|୩୫ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧|୩୧|୨୫ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ପଶ୍ଚିମେ ସକାଳ ଘଣ୍ଟା ୮|୩୮|୪୯ସେକେଣ୍ଡ୍ ଗତେ ବାୟବ୍ୟେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ସକାଳ ଘଣ୍ଟା ୮|୩୮|୪୯ସେକେଣ୍ଡ୍ ମଧ୍ୟେ ବିରି ଜାତୀୟ ଖାଦ୍ୟ ନଖାଇଲେ ଭଲ ଓ ପରେ ଆମିଷ, ତେଲ ଓ ସ୍ତ୍ରୀ ପୁରୁଷ ସହବାସ ନିଷେଧ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା-ସକାଳ ଘଣ୍ଟା ୬।୧୯ ମିନିଟ୍ ରୁ ଘଣ୍ଟା ୯।୩୯ ମିନିଟ୍, ରାତ୍ର ଘଣ୍ଟା ୭।୩୦ ମିନିଟ୍ ରୁ ଘଣ୍ଟା ୯।୨ମିନିଟ୍ ମଧ୍ୟେ। ମାହେନ୍ଦ୍ର- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୬।୧୯ ମିନିଟ୍,  ଦିବା ଘଣ୍ଟା ୧୨।୫୮ ମିନିଟ୍ ରୁ ଘଣ୍ଟା ୧।୪୮ମିନିଟ୍, ସଂଧ୍ୟା ଘଣ୍ଟା ୬।୪୪ ମିନିଟ୍ ରୁ ଘଣ୍ଟା ୭।୩୦ମିନିଟ୍, ରାତ୍ର ଘଣ୍ଟା ୧୨।୬ ମିନିଟ୍ ରୁ ଘଣ୍ଟା ୩।୧୧ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, ମିଥୁନ, କନ୍ୟା, ତୁଳା, ଧନୁ, ମକର, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ରାତ୍ର ଘଣ୍ଟା ୪|୫|୩୪ସେକେଣ୍ଡ୍ ଗତେ ମେଷ, ବୃଷ, ମିଥୁନ, କର୍କଟ, ତୁଳା, ବିଛା, ମକର, କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୪|୫|୩୪ସେକେଣ୍ଡ୍ ଗତେ ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ଧନୁ ରାଶିର ଘାତଚନ୍ଦ୍ର । ମେଷ ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ସନ୍ତାନହାନି ଓ ରଜଶ୍ଚକ୍ରେ ଶୁଗୁଣା ଯୋଗେ କଂସା ପାତ୍ରରେ ଗୁଡଭରି ନାଲିଲୁଗା ସହ ଦାନ ଦେବା ଉଚିତ୍।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଏକପାଦ ବାରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୪|୨୬ମିନିଟ୍ ରୁ ସଂଧ୍ୟା ଘଣ୍ଟା ୫|୫୯ମିନିଟ୍ ମଧ୍ୟେ। ବାରବେଳା- ଦିବା ଘଣ୍ଟା ୧୦|୧୨ମିନିଟ୍ ରୁ ଘଣ୍ଟା ୧୧|୪୬ମିନିଟ୍ ମଧ୍ୟେ। କାଳବେଳା – ଦିବା ଘଣ୍ଟା ୧୧|୪୬ମିନିଟ୍ ରୁ ଘଣ୍ଟା ୧|୧୯ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୧|୧୨ମିନିଟ୍ ରୁ ଘଣ୍ଟା ୨|୩୮ମିନିଟ୍ ମଧ୍ୟେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ- 

ରବିରାଶି-୦।୦।୫୨।୪୯- ଚନ୍ଦ୍ରରାଶି-୧୧।୧୭।୧୪।୨-, ମଙ୍ଗଳରାଶି-୮|୨୧|୨୭|୩୫-, ବୁଧରାଶି-୧୧|୧୦|୪୧|୪-, ବୃହସ୍ପତିରାଶି-୬|୨୭|୭|୪୨-, ଶୁକ୍ରରାଶି-୦|୨୪|୪|୩୨-, ଶନିରାଶି-୮|୧୫|୧|୧୩-, ରାହୁରାଶି-୯|୧୮|୦|୪୨-, କେତୁରାଶି-୯|୧୮|୦|୪୨-।

ଆଜିରଲଗ୍ନ

ପ୍ରାତଃ ୫ଟା ୨୩ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।୭ଟା ୧୦ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୯ଟା ୧୦ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧୧ଟା ୨୨ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧ଟା ୩୬ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୩ଟା ୪୫ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୫ଟା ୫୩ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୮ଟା ୫ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୧୦ଟା ୧୯ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧୨ଟା ୨୫ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୨ଟା ୧୪ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୩ ଟା ୫୦ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୫ଟା ୨୩ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!