ଶିବ ଚତୁର୍ଦ୍ଦଶୀ ଓ ବେଢା ପରିକ୍ରମା, ମାସାନ୍ତ। ଆଜିର ପାଞ୍ଜି: ମଇ ୧୪, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମଇ ୧୪, ୨୦୧୮

ଶିବ ଚତୁର୍ଦ୍ଦଶୀ ଓ ବେଢା ପରିକ୍ରମା, ମାସାନ୍ତ।  

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ  ପ୍ରାତଃ ଘ ୫|୧୧|୪୪

ସୂର୍ଯ୍ୟାସ୍ତ      ସଂଧ୍ୟା ଘ ୬|୭|୪୯ସେ

ଉଡ୍ରାବ୍ଦ ୧୪୨୫ସାଲ ମେଷ ୩୧ ଦିନ ରାଷ୍ଟ୍ରିୟ ବୈଶାଖମାସ ୨୪ ଦିନ ସୋମବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଜ୍ୟେଷ୍ଠମାସ, କୃଷ୍ଣପକ୍ଷ, ଚତୁର୍ଦ୍ଦଶୀତିଥି ରାତ୍ର ଘଣ୍ଟା ୭|୪୮|୪ସେକେଣ୍ଡ୍

ଅଶ୍ଵିନୀ ନକ୍ଷତ୍ର ଦିବା ଘଣ୍ଟା ୧୨|୩୧|୮ସେକେଣ୍ଡ୍, ମେଷଚନ୍ଦ୍ର ଅହୋରାତ୍ର,

ଆୟୁଷ୍ମାନଯୋଗ ସକାଳ ଘଣ୍ଟା ୮|୧୪|୩୨ସେକେଣ୍ଡ୍,

ବିଷ୍ଟିକରଣ ସକାଳ ଘଣ୍ଟା ୮|୫୨|୪ସେକେଣ୍ଡ୍, ଶକୁନିକରଣ ରାତ୍ର ଘଣ୍ଟା ୭|୪୬|୮ସେକେଣ୍ଡ୍,

ରବ୍ୟଂଶଽ୨୯|୩ଵ|୮, ସୂକ୍ଷ୍ମଚନ୍ଦ୍ର ରାଶି ୦|୯|୨|୨୬,

ଦିନମାନ ଘଣ୍ଟା ୧୨|୫୬|୫ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧|୩|୫୫ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ପଶ୍ଚିମେ ରାତ୍ର ଘଣ୍ଟା ୭|୪୮|୪ସେକେଣ୍ଡ୍ ଗତେ ବାୟବ୍ୟେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାତ୍ର ଘଣ୍ଟା ୭|୪୮|୪ସେକେଣ୍ଡ୍ ମଧ୍ୟେ ବିରି ଜାତୀୟ ଖାଦ୍ୟ ନ ଖାଇଲେ ଭଲ ଓ ପରେ ଆମିଷ, ତେଲ ଓ ସ୍ତ୍ରୀ ପୁରୁଷ ସହବାସ ନିଷେଦ୍ଧ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୬।୫୫ ମିନିଟ୍, ଦିବା ଘଣ୍ଟା ୧୦।୨୨ ମିନିଟ୍ ରୁ ଘଣ୍ଟା ୧୨।୫୭ ମିନିଟ୍, ସଂଧ୍ୟା ଘଣ୍ଟା ୬।୫୨ ମିନିଟ୍ ରୁ ରାତ୍ର ଘଣ୍ଟା ୯।୫ ମିନିଟ୍, ରାତ୍ର ଘଣ୍ଟା ୧୧।୧୭ ମିନିଟ୍ ରୁ ଘଣ୍ଟା ୨।୧୪ ମିନିଟ୍ ମଧ୍ୟେ। ମାହେନ୍ଦ୍ର- ଦିବା ଘଣ୍ଟା ୩।୩୩ ମିନିଟ୍ ରୁ ଘଣ୍ଟା ୫।୧୬ ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, ମିଥୁନ, କର୍କଟ, ତୁଳା, ବିଛା, ମକର, କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୧୨|୩୧|୮ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର –

ମିଥୁନ ରାଶିର ଘାତବାର। ମେଷ ରାଶିର ଘାତଚନ୍ଦ୍ର।  

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଦିବା ଘଣ୍ଟା ୧୨|୩୧|୮ସେକେଣ୍ଡ୍ ମଧ୍ୟେ ଗଣ୍ଡଦୋଷ ନାସ୍ତି ଓ ପରେ ଦଶମାସ ଗଣ୍ଡଦୋଷ, ଫଳ-ଭୟ ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ ଧନପ୍ରାପ୍ତି।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ଦୋଷ  ନାହିଁ।

ଅଶୁଭସମୟ-

ରାହୁକାଳ- ସକାଳ ଘଣ୍ଟା ୫|୫୦ ମିନିଟ୍ ରୁ ଘଣ୍ଟା ୮|୨୭ ମିନିଟ୍ ମଧ୍ୟେ। ବାରବେଳା- ଦିବା ଘଣ୍ଟା ୨|୫୬ ମିନିଟ୍ ରୁ ଘଣ୍ଟା ୪|୩୩ ମିନିଟ୍ ମଧ୍ୟେ। କାଳବେଳା- ସକାଳ ଘଣ୍ଟା ୬|୫୧ ମିନିଟ୍ ରୁ ଘଣ୍ଟା ୮|୨୮ ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୧୦|୧୯ମିନିଟ୍ ରୁ ଘଣ୍ଟା ୧୧|୪୨ ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୦।୨୯।୩।୮-, ଚନ୍ଦ୍ରରାଶି-୦।୯।୨।୪୬-,  ମଙ୍ଗଳରାଶି-୯|୫|୨|୧୮-,

ବୁଧରାଶି-୦|୬|୩୬|୪୭-, ବୃହସ୍ପତିରାଶି-୬|୨୩|୩୮|୨୬-, ଶୁକ୍ରରାଶି-୧|୨୯|୧୪|୧-,

ଶନିରାଶି-୮|୧୪|୨୯|୩୫-, ରାହୁରାଶି-୯|୧୪|୫୩|୧୦-, କେତୁରାଶି-୯|୧୪|୫୩|୧୦-।

ଆଜିରଲଗ୍ନ

ରାତ୍ରି ୩ଟା ୨୯ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ୫ଟା ୧୬ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୭ଟା ୧୬ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୯ଟା ୨୮ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧୧ଟା ୪୨ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୧ଟା ୫୮ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୩ଟା ୫୯ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୬ଟା ୧୧ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୮ଟା ୨୫ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧୦ଟା ୩୧ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧୨ଟା ୨୦ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୧ ଟା ୫୬ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ରାତ୍ରି ୩ଟା ୨୯ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। 

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି  ନାହିଁ।  

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘଣ୍ଟା ୧୨|୩୧|୮ସେକେଣ୍ଡ୍ ମଧ୍ୟେ ଅଶ୍ଵିନୀନକ୍ଷତ୍ର ମେଷରାଶି କେତୁମହାଦଶାରେ ଜନ୍ମହୋଇଛି। ଦିବା ଘଣ୍ଟା ୧୨|୩୧|୮ସେକେଣ୍ଡ୍ ପରେ ଦ୍ଵିଜାନକ୍ଷତ୍ର ମେଷରାଶି ଶୁକ୍ରମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!