ଦୈନିକ ପାଞ୍ଜି: ଜୁନ୍ ୧୪, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁନ୍ ୧୪, ୨୦୧୮

ସୂର୍ଯ୍ୟଉଦୟ   ପ୍ରାତଃ ଘ ୫|୭|୫୧ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ    ସଂଧ୍ୟା ଘ ୬|୧୯|୨୮ସେ

ଉଡ୍ରାବ୍ଦ ୧୪୨୫ସାଲ ବୃଷ ୩୧ ଦିନ ରାଷ୍ଟ୍ରିୟ ଜ୍ୟେଷ୍ଠମାସ ୨୪ ଦିନ ଗୁରୁବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଜ୍ୟେଷ୍ଠମାସ, ଶୁକ୍ଲପକ୍ଷ, ପ୍ରତିପଦତିଥି ରାତ୍ର ଘଣ୍ଟା ୯|୪୨|୪୩ସେକେଣ୍ଡ୍,

ମୃଗଶିରାନକ୍ଷତ୍ର ଦିବା ଘଣ୍ଟା ୨|୪|୫୮ସେକେଣ୍ଡ୍, ମିଥୁନଚନ୍ଦ୍ର ଅହୋରାତ୍ର,

ଶୂଳଯୋଗ ସକାଳ ଘଣ୍ଟା ୫|୨୦|୧୮ସେକେଣ୍ଡ୍, କ୍ଷୟ ଗଣ୍ଡଯୋଗ ରାତ୍ର ଘଣ୍ଟା ୧|୨୩ ମିନିଟ୍,

କିଂସ୍ତୁଘ୍ନକରଣ ଦିବା ଘଣ୍ଟା ୧୧|୨୯|୧୫କେଣ୍ଡ୍, ବବକରଣ ରାତ୍ର ଘଣ୍ଟା ୯|୪୨|୪୩ସେକେଣ୍ଡ୍, 

ରବ୍ୟଂଶଽ୨୮|୪୭|୪୯, ସୂକ୍ଷ୍ମଚନ୍ଦ୍ର ରାଶି ୨|୧|୩|୫୫,

ଦିନମାନ ଘଣ୍ଟା ୧୩|୧୧|୩୭ସେକେଣ୍ଡ୍, ନିଶାମାନ ଘଣ୍ଟା ୧୦|୪୮|୨୩ସେକେଣ୍ଡ୍,

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ-

ଯୋଗିନୀ ପୂର୍ବେ ରାତ୍ର ଘଣ୍ଟା ୯|୪୨|୪୩ସେକେଣ୍ଡ୍ ଗତେ ଉତ୍ତରେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାତ୍ର ଘଣ୍ଟା ୯|୪୨|୪୩ସେକେଣ୍ଡ୍ ମଧ୍ୟେ ପାଣିକଖାରୁ ଓ ପରେ ବୋଇତିକଖାରୁ ନ ଖାଇଲେ ଭଲ।

ଶୁଭସମୟ–

ଅମୃତବେଳା- ଦିବା ଘଣ୍ଟା ୩।୪୧ ମିନିଟ୍ ରୁ ସଂଧ୍ୟା ଘଣ୍ଟା ୬।୧୯ ମିନିଟ୍, ରାତ୍ର ଘଣ୍ଟା ୭।୩ ମିନିଟ୍ ରୁ ଘଣ୍ଟା ୯।୧୨ ମିନିଟ୍, ରାତ୍ର ଘଣ୍ଟା ୧୨।୫ ମିନିଟ୍ ରୁ ଘଣ୍ଟା ୨।୧୫ ମିନିଟ୍, ରାତ୍ର ଘଣ୍ଟା ୩।୪୧ ମିନିଟ୍ ରୁ ଘଣ୍ଟା ୫।୭ ମିନିଟ୍ ମଧ୍ୟେ। ମାହେନ୍ଦ୍ର- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୬।୧ ମିନିଟ୍ , ଦିବା ଘଣ୍ଟା ୯।୩୨ ମିନିଟ୍ ରୁ ଘଣ୍ଟା ୧୧।୧୭ ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର,  କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୨|୪|୫୮ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ।

ଘାତବାର ଓ ଘାତଚନ୍ଦ୍ର –

ତୁଳା, କୁମ୍ଭ ରାଶିର ଘାତବାର। କନ୍ୟାରାଶିର ଘାତଚନ୍ଦ୍ର। 

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଦିବା ଘଣ୍ଟା ୨|୪|୫୮ସେକେଣ୍ଡ୍ ପରେ ପାଞ୍ଚମାସ ଗଣ୍ଡଦୋଷ, ଫଳ-ବିଧବା ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ ଲକ୍ଷ୍ମୀଯୁକ୍ତା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ରାତ୍ର ଘଣ୍ଟା ୯|୪୨|୪୩ସେକେଣ୍ଡ୍ ଗତେ ଏକପାଦ ଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୧|୨୪ ମିନିଟ୍ ରୁ ଘଣ୍ଟା ୩|୩ ମିନିଟ୍ ମଧ୍ୟେ। ବାରବେଳା – ଦିବା ଘଣ୍ଟା ୪|୪୩ ମିନିଟ୍ ରୁ ସଂଧ୍ୟା ଘଣ୍ଟା ୬|୨୨ ମିନିଟ୍ ମଧ୍ୟେ। କାଳବେଳା- ଦିବା ଘଣ୍ଟା ୩|୪ ମିନିଟ୍ ରୁ ଘଣ୍ଟା ୪|୪୩ ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୧୧|୪୬ ରୁ ଘଣ୍ଟା ୧|୭ ମିନିଟ୍ ମଧ୍ୟେ। 

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୧।୨୮।୪୯।୪୯-, ଚନ୍ଦ୍ରରାଶି-୨।୧।୩।୫୫-,  ମଙ୍ଗଳରାଶି-୯|୧୪|୮|୨୯-, ବୁଧରାଶି-୨|୮|୧୯|୧୩-, ବୃହସ୍ପତିରାଶି-୬|୨୦|୧୮|୪୭, ଶୁକ୍ରରାଶି-୩|୫|୫୯|୧-, ଶନିରାଶି-୮|୧୨|୪୨|୫୦-, ରାହୁରାଶି-୩|୧୨|୨୪|୨୫-, କେତୁରାଶି-୯|୧୨|୨୪|୨୫-

ଆଜିରଲଗ୍ନ

ରାତ୍ର ୩ଟା ୧୦ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୫ଟା ୧୪ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୭ଟା ୨୬ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୯ଟା ୪୦ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୧୧ଟା ୪୯ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୧ଟା ୫୭ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୪ଟା ୯ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୬ଟା ୨୩ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୮ଟା ୨୯ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧୦ଟା ୧୮ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୧୧ ଟା ୫୪ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୧ଟା ୨୮ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ରାତ୍ର ୩ଟା ୧୦ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। 

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ନାହିଁ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘଣ୍ଟା ୨|୪|୫୮ସେକେଣ୍ଡ୍ ମଧ୍ୟେ ମୃଗଶିରାନକ୍ଷତ୍ର ମିଥୁନରାଶି ମଙ୍ଗଳମହାଦଶାରେ ଜନ୍ମ ହୋଇଛି। ଦିବା ଘଣ୍ଟା ୨|୪|୫୮ସେକେଣ୍ଡ୍ ପରେ ଆର୍ଦ୍ରାନକ୍ଷତ୍ର ମିଥୁନରାଶି ରାହୁମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!