ମହାବିଷୁବ ପଣା ସଂକ୍ରାନ୍ତି, ମେରୁଯାତ୍ରା, ହନୁମାନ ଜୟନ୍ତୀ, ରାଧାରମଣ ଦେବଙ୍କ ଜନ୍ମୋତ୍ସବ, ଡ଼. ଆମ୍ବେଦକର ଜୟନ୍ତୀ, ଶିବ ଚତୁର୍ଦ୍ଦଶୀ ଓ ବେଢା ପରିକ୍ରମା। ଆଜିର ପାଞ୍ଜି: ଅପ୍ରେଲ ୧୪, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅପ୍ରେଲ ୧୪, ୨୦୧୮

ମହାବିଷୁବ ପଣା ସଂକ୍ରାନ୍ତି, ମେରୁଯାତ୍ରା, ହନୁମାନ ଜୟନ୍ତୀ, ରାଧାରମଣ ଦେବଙ୍କ ଜନ୍ମୋତ୍ସବ, ଡ଼. ଆମ୍ବେଦକର ଜୟନ୍ତୀ, ଶିବ ଚତୁର୍ଦ୍ଦଶୀ ଓ ବେଢା ପରିକ୍ରମା

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ ମେଷ ଦ୫|୫୬|୪୬ ଇଂ ପ୍ରାତଃ ଘ ୫|୩୦|୧ସେ

ସୂର୍ଯ୍ୟାସ୍ତ ତୁଳା ଦ୫|୧୩|୨୨  ଇଂ ସଂଧ୍ୟା ଘ ୫|୫୭|୩୩ସେ

ଉଡ୍ରାବ୍ଦ ୧୪୨୫ସାଲ ମେଷ ୧ ଦିନ ରାଷ୍ଟ୍ରିୟ ଚୈତ୍ରମାସ ୨୪ ଦିନ ଶନିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ବୈଶାଖମାସ, କୃଷ୍ଣପକ୍ଷ, ତ୍ରୟୋଦଶୀତିଥି ସକାଳ ଘଣ୍ଟା ୯|୧୨|୫୭ସେକେଣ୍ଡ୍,

ଉତ୍ତରଭାଦ୍ର ନକ୍ଷତ୍ର ରାତ୍ର ଘଣ୍ଟା ୪|୨୮|୧୪ସେକେଣ୍ଡ୍, ମୀନଚନ୍ଦ୍ର ଅହୋରାତ୍ର,

ଇନ୍ଦ୍ରଯୋଗ ରାତ୍ର ଘଣ୍ଟା ୩|୪|୫ସେକେଣ୍ଡ୍,

ବାଣିଜ୍ୟକରଣ ସକାଳ ଘଣ୍ଟା ୯|୧୨|୫୭ସେକେଣ୍ଡ୍, ବିଷ୍ଟିକରଣ ରାତ୍ର ଘଣ୍ଟା ୮|୫୯|୪୫ସେକେଣ୍ଡ୍,

ରବ୍ୟଂଶଽ୨୯|୫୪|୪, ସୂକ୍ଷ୍ମଚନ୍ଦ୍ର ରାଶି ୧୧|୪|୧|୧୬,

ଦିନମାନ ଘଣ୍ଟା ୧୨|୨୭|୩୧ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧|୩୨|୨୯ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଦକ୍ଷିଣେ ସକାଳ ଘଣ୍ଟା ୯|୧୨|୫୭ସେକେଣ୍ଡ୍ ଗତେ ପଶ୍ଚିମେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ସକାଳ ଘଣ୍ଟା ୯|୧୨|୫୭ସେକେଣ୍ଡ୍ ମଧ୍ୟେ ବାଇଗଣ ଓ ପରେ ବିରି ଜାତୀୟ ଖାଦ୍ୟ ନଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା-ସକାଳ ଘଣ୍ଟା ୯।୩୯ ମିନିଟ୍ ରୁ ଘଣ୍ଟା ୧୨।୫୮ ମିନିଟ୍, ରାତ୍ର ଘଣ୍ଟା ୮।୧୬ ମିନିଟ୍ ରୁ ଘଣ୍ଟା ୧୦।୩୪ମିନିଟ୍, ରାତ୍ର ଘଣ୍ଟା ୧୨।୭ ମିନିଟ୍ ରୁ ଘଣ୍ଟା ୧।୩୯ମିନିଟ୍, ରାତ୍ର ଘଣ୍ଟା ୨।୨୫ ମିନିଟ୍ ରୁ ଘଣ୍ଟା ୩।୫୭ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, ମିଥୁନ, କନ୍ୟା, ତୁଳା, ଧନୁ, ମକର, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୪|୨୮|୧୪ସେକେଣ୍ଡ୍ ଗତେ ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ଧନୁ ରାଶିର ଘାତଚନ୍ଦ୍ର । ବୃଷ, ସିଂହ, କନ୍ୟା ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ପତିଭକ୍ତା ଓ ରଜଶ୍ଚକ୍ରେ ସୁଖୀ ଧନଯୁକ୍ତା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି  ଦୋଷ  ନାହିଁ।  

ଅଶୁଭସମୟ-

ରାହୁକାଳ- ସକାଳ ଘଣ୍ଟା ୮|୩୯ମିନିଟ୍ ରୁ ଘଣ୍ଟା ୧୦|୧୨ମିନିଟ୍ ମଧ୍ୟେ। ବାରବେଳା- ଦିବା ଘଣ୍ଟା ୧|୧୯ମିନିଟ୍ ରୁ ଘଣ୍ଟା ୨|୫୩ମିନିଟ୍ ମଧ୍ୟେ। କାଳବେଳା – ସକାଳ ଘଣ୍ଟା ୫|୩୨ମିନିଟ୍ ରୁ ଘଣ୍ଟା ୭|୬ମିନିଟ୍,  ଦିବା ଘଣ୍ଟା ୪|୨୬ମିନିଟ୍ ରୁ ଘଣ୍ଟା ୬ଟା ମଧ୍ୟେ। କାଳରାତ୍ରି- ସଂଧ୍ୟା ଘଣ୍ଟା ୬ଟା ରୁ ଘଣ୍ଟା ୭|୨୬ମିନିଟ୍, ରାତ୍ରି ଘଣ୍ଟା ୪|୫ମିନିଟ୍ ରୁ ଘଣ୍ଟା ୫|୩୨ମିନିଟ୍ ମଧ୍ୟେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ- 

ରବିରାଶି-୧୧।୨୯।୫୪।୪-୨୭/୧୨, ଚନ୍ଦ୍ରରାଶି-୧୧।୪।୧।୧୬-୨୫/୧୧, ମଙ୍ଗଳରାଶି-୮|୨୦|୫୬|୨୫-୨୦/୯, ବୁଧରାଶି-୧୧|୧୦|୪୫|୪୭-୨୬/୧୨, ବୃହସ୍ପତିରାଶି-୬|୨୭|୧୩|୪୬-୧୬/୭, ଶୁକ୍ରରାଶି-୦|୨୨|୫୧|୯-୨/୧, ଶନିରାଶି-୮|୧୫|୦|୫୨-୨୦/୯, ରାହୁରାଶି-୯|୧୮|୬|୫୯-୯/୪, କେତୁରାଶି-୯|୧୮|୬|୫୯-୨୨/୧୦।

ଆଜିରଲଗ୍ନ

ପ୍ରାତଃ ୫ଟା ୨୭ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।୭ଟା ୧୪ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୯ଟା ୧୩ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧୧ଟା ୨୬ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧ଟା ୪୦ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୩ଟା ୪୯ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୫ଟା ୫୭ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୮ଟା ୯ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୧୦ଟା ୨୩ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧୨ଟା ୨୯ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୨ଟା ୧୮ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୩ ଟା ୫୪ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୫ଟା ୨୭ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!