ଆଜିର ପାଞ୍ଜି: ମଇ ୧୩, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମଇ ୧୩, ୨୦୧୮

ସୂର୍ଯ୍ୟଉଦୟ  ପ୍ରାତଃ ଘ ୫|୧୨|୮ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ     ସଂଧ୍ୟା ଘ ୬|୭|୨୬ସେ

ଉଡ୍ରାବ୍ଦ ୧୪୨୫ସାଲ ମେଷ ୩୦ ଦିନ ରାଷ୍ଟ୍ରିୟ ବୈଶାଖମାସ ୨୩ ଦିନ ରବିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଜ୍ୟେଷ୍ଠମାସ, କୃଷ୍ଣପକ୍ଷ, ତ୍ରୟୋଦଶୀତିଥି ରାତ୍ର ଘଣ୍ଟା ୯|୪୭|୧୫ସେକେଣ୍ଡ୍

ରେବତୀ ନକ୍ଷତ୍ର ଦିବା ଘଣ୍ଟା ୧|୩୨|୮ସେକେଣ୍ଡ୍, ମୀନଚନ୍ଦ୍ର ଦିବା ଘଣ୍ଟା ୧|୩୨|୮ସେକେଣ୍ଡ୍,

ପ୍ରୀତିଯୋଗ ଦିବା ଘଣ୍ଟା ୧୦|୩୯|୪୮ସେକେଣ୍ଡ୍,

ଗରକରଣ ଦିବା ଘଣ୍ଟା ୧୦|୩୨|୫୩ସେକେଣ୍ଡ୍, ବାଣିଜ୍ୟକରଣ ରାତ୍ର ଘଣ୍ଟା ୯|୪୭|୧୫ସେକେଣ୍ଡ୍,

ରବ୍ୟଂଶଽ୨୮|୫|୧୪, ସୂକ୍ଷ୍ମଚନ୍ଦ୍ର ରାଶି ୧୧|୨୫|୧୫|୨୮,

ଦିନମାନ ଘଣ୍ଟା ୧୨|୫୫|୧୭ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧|୪|୪୩ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଦକ୍ଷିଣେ ରାତ୍ର ଘଣ୍ଟା ୯|୪୭|୧୫ସେକେଣ୍ଡ୍ ଗତେ ପଶ୍ଚିମେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାତ୍ର ଘଣ୍ଟା  ୯|୪୭|୧୫ସେକେଣ୍ଡ୍ ମଧ୍ୟେ ବାଇଗଣ ଓ ପରେ ବିରି ଜାତୀୟ ଖାଦ୍ୟ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ସକାଳ ଘଣ୍ଟା ୬।୪ ମିନିଟ୍ ରୁ ଘଣ୍ଟା ୯।୩୧ ମିନିଟ୍, ରାତ୍ର ଘଣ୍ଟା ୭।୩୭ ମିନିଟ୍ ରୁ ଘଣ୍ଟା ୯।୫ ମିନିଟ୍ ମଧ୍ୟେ। ମାହେନ୍ଦ୍ର- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୬।୪ ମିନିଟ୍, ଦିବା ଘଣ୍ଟା ୧୨।୫୮ ମିନିଟ୍ ରୁ ଘଣ୍ଟା ୧।୪୯ ମିନିଟ୍, ସଂଧ୍ୟା ଘଣ୍ଟା ୬।୫୨ ମିନିଟ୍ ରୁ ଘଣ୍ଟା ୭।୩୭ ମିନିଟ୍, ରାତ୍ର ଘଣ୍ଟା ୧୨।୨ ମିନିଟ୍ ରୁ ଘଣ୍ଟା ୨।୫୯ ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, ମିଥୁନ, କନ୍ୟା, ତୁଳା, ଧନୁ, ମକର, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ଦିବା ଘଣ୍ଟା ୧|୩୨|୮ସେକେଣ୍ଡ୍ ଗତେ ମେଷ, ବୃଷ, ମିଥୁନ, କର୍କଟ, ତୁଳା, ବିଛା, ମକର, କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୧|୩୨|୮ସେକେଣ୍ଡ୍ ଗତେ ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର –

ମେଷ ରାଶିର ଘାତବାର। ଧନୁ ରାଶିର ଘାତଚନ୍ଦ୍ର ଓ ଦିବା ଘଣ୍ଟା ୧|୩୨|୮ସେକେଣ୍ଡ୍ ଗତେ ମେଷ ରାଶିର ଘାତଚନ୍ଦ୍ର।  

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଗଣ୍ଡଦୋଷ ନାସ୍ତି। ରଜଶ୍ଚକ୍ରେ ରୋଗିଣୀ ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଏକପାଦ ବାରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୪|୩୨ ମିନିଟ୍ ରୁ ସଂଧ୍ୟା ଘଣ୍ଟା ୬|୯ ମିନିଟ୍ ମଧ୍ୟେ। ବାରବେଳା / କାଳବେଳା – ଦିବା ଘଣ୍ଟା ୧୦|୫ ମିନିଟ୍ ରୁ ଘଣ୍ଟା ୧|୧୯ ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୧|୫ମିନିଟ୍ ରୁ ଘଣ୍ଟା ୨|୨୮ ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୦।୨୮।୫।୧୪-, ଚନ୍ଦ୍ରରାଶି-୧୧।୨୫।୧୫।୨୮-,  ମଙ୍ଗଳରାଶି-୯|୪|୩୭|୫୧-,

ବୁଧରାଶି-୦|୫|୪|୪୭-, ବୃହସ୍ପତିରାଶି-୬|୨୩|୪୬|୨-, ଶୁକ୍ରରାଶି-୧|୨୮|୧|୫୬-,

ଶନିରାଶି-୮|୧୪|୩୧|୫୬-, ରାହୁରାଶି-୯|୧୪|୫୯|୧୯-, କେତୁରାଶି-୯|୧୪|୫୯|୧୯-।

ଆଜିରଲଗ୍ନ

ରାତ୍ରି ୩ଟା ୩୩ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ୫ଟା ୨୦ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୭ଟା ୧୯ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୯ଟା ୩୨ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧୧ଟା ୪୬ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୧ଟା ୫୫ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୪ଟା ୩ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୬ଟା ୧୪ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୮ଟା ୨୯ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧୦ଟା ୩୫ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧୨ଟା ୨୪ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୨ ଟା ୦ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ରାତ୍ରି ୩ଟା ୩୩ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। 

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ବିବାହ ପାଣିଗ୍ରହଣ, ନବବଧୁଯାତ୍ରା, ପ୍ରଥମ ଯୁବତୀସଂଭୋଗ, କୋର୍ଟବିବାହ,  ବ୍ରତୋପନୟନ, ଭୂମିପୂଜନ, ଗୃହପ୍ରତିଷ୍ଠା, ଗୃହ ପ୍ରବେଶ, ବାଣିଜ୍ୟକରଣ, କ୍ରୟବିକ୍ରୟ, ଦେବତାପ୍ରତିଷ୍ଠା, ନବବସ୍ତ୍ର ପରିଧାନ, ଜଳାଶୟପ୍ରତିଷ୍ଠା, ଯାନକ୍ରୟ ଓ ଆରୋହଣ, ପୁଂସବନ, ଔଷଧ କରଣ ଓ ସେବନ, ନବାନ୍ନଭକ୍ଷଣ, ଦିକ୍ଷାଗ୍ରହଣ, ନାଟ୍ୟାରମ୍ଭ ବା ଚଳଚ୍ଚିତ୍ର, ନୃତ୍ୟ ଗୀତ ବାଦ୍ୟାରମ୍ଭ, ଋଣଦାନ ଓ ଗ୍ରହଣ, ଆରୋଗ୍ୟସ୍ନାନ, ବିହନବୁଣା, ବୃକ୍ଷରୋପଣ କରିପାରିବେ।  

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘଣ୍ଟା ୧|୩୨|୮ସେକେଣ୍ଡ୍ ମଧ୍ୟେ ରେବତୀନକ୍ଷତ୍ର ମୀନରାଶି ବୁଧମହାଦଶାରେ ଜନ୍ମହୋଇଛି। ଦିବା ଘଣ୍ଟା ୧|୩୨|୮ସେକେଣ୍ଡ୍ ପରେ ଅଶ୍ଵିନୀନକ୍ଷତ୍ର ମେଷରାଶି କେତୁମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!