ତୂଳା, କୁମ୍ଭ ରାଶିର ଘାତଚନ୍ଦ୍ର। ମିଥୁନ ରାଶିର ଘାତବାର। ଆଜିର ପାଞ୍ଜି: ମାର୍ଚ୍ଚ ୧୩, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମାର୍ଚ୍ଚ ୧୩, ୨୦୧୮

ସୂର୍ଯ୍ୟଉଦୟ କୁମ୍ଭ ଦ୩|୪୧|୪୫ ଇଂ ପ୍ରାତଃ ଘ ୫|୫୮|୩ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ ସିଂହ ଦ୫|୧|୪୯   ଇଂ ସଂଧ୍ୟା ଘ ୫|୪୮|୨୬ସେ

ଉଡ୍ରାବ୍ଦ ୧୪୨୫ସାଲ କୁମ୍ଭ ୨୮ଦିନ ରାଷ୍ଟ୍ରିୟ ଫାଲଗୁନମାସ ୨୧ଦିନ ସୋମବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଚୈତ୍ରମାସ, କୃଷ୍ଣପକ୍ଷ, ଦଶମୀତିଥି ଦିବା ଘଣ୍ଟା ୧୧।୧୫।୬ସେକେଣ୍ଡ୍,

ପୂର୍ବାଷାଢା ନକ୍ଷତ୍ର ସକାଳ ଘଣ୍ଟା ୯।୩୪।୪୬ସେକେଣ୍ଡ୍, ଧନୁଚନ୍ଦ୍ର ଦିବା ଘଣ୍ଟା ୪।୨୦ମିନିଟ,

ବରୀୟାନଯୋଗ ରାତ୍ର ଘଣ୍ଟା ୮।୩୬।୫୪ସେକେଣ୍ଡ୍,

ବିଷ୍ଟିକରଣ ଦିବା ଘଣ୍ଟା ୧୧।୧୫।୬ସେକେଣ୍ଡ୍, ବବକରଣ ରାତ୍ର ଘଣ୍ଟା ୧୨।୨୯।୦ସେକେଣ୍ଡ୍,

ରବ୍ୟଂଶଽ୨୭।୧୬।୪୩, ସୂକ୍ଷ୍ମଚନ୍ଦ୍ର ରାଶି ୮।୨୪।୫୩।୧୫,

ଦିନମାନ ଘଣ୍ଟା ୧୧।୫୦।୨୩ସେକେଣ୍ଡ୍, ନିଶାମାନ ଘଣ୍ଟା ୧୨।୯।୩୭ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଉତ୍ତରେ ଦିବା ଘଣ୍ଟା ୧୧।୧୫।୬ସେକେଣ୍ଡ୍ ଗତେ ଅଗ୍ନିକୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ଦିବା ଘଣ୍ଟା ୧୧।୧୫।୬ସେକେଣ୍ଡ୍ ମଧ୍ୟେ କଳମଶାଗ ଓ ପରେ ଶିମ୍ବ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୭।୩୩ମିନିଟ୍, ଦିବା ଘଣ୍ଟା ୧୦।୪୨ମିନିଟ୍ ରୁ ଘଣ୍ଟା ୧।୪ମିନିଟ୍, ସଂଧ୍ୟା ଘଣ୍ଟା ୬।୩୭ମିନିଟ୍ ରୁ ଘଣ୍ଟା ୯।୩ମିନିଟ୍, ରାତ୍ର ଘଣ୍ଟା ୧୧।୨୯ମିନିଟ୍ ରୁ ଘଣ୍ଟା ୨।୪୩ମିନିଟ୍ ମଧ୍ୟେ। ମାହେନ୍ଦ୍ର- ଘଣ୍ଟା ୩।୨୬ମିନିଟ୍ ରୁ ଘଣ୍ଟା ୫ଟା ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମିଥୁନ, କର୍କଟ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ, ମୀନ ନକ୍ଷତ୍ରମାନଙ୍କର ଚନ୍ଦ୍ରଶୁଦ୍ଧି ଓ ଦିବା ଘଣ୍ଟା ୪।୨୦।୦ସେକେଣ୍ଡ୍ ଗତେ ମେଷ, କର୍କଟ, ସିଂହ, ତୁଳା, ବିଛା, ମକର, କୁମ୍ଭ, ମୀନ ନକ୍ଷତ୍ରମାନଙ୍କର ଚନ୍ଦ୍ରଶୁଦ୍ଧି।   

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସକାଳ ଘଣ୍ଟା ୯।୩୪।୪୬ସେକେଣ୍ଡ୍ ଗତେ ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ତୂଳା, କୁମ୍ଭ ରାଶିର ଘାତଚନ୍ଦ୍ର। ମିଥୁନ ରାଶିର ଘାତବାର।  

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ସକାଳ ଘଣ୍ଟା ୯।୩୪।୪୬ସେକେଣ୍ଡ୍ ଗତେ ସାତମାସ ଗଣ୍ଡଦୋଷ ଓ ରଜଶ୍ଚକ୍ରେ ଦରିଦ୍ରା ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଦଶମୀର ଏକୋଦ୍ଦିଷ୍ଟ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ମୃତବ୍ୟକ୍ତିର ସକାଳ ଘଣ୍ଟା ୯।୩୪।୪୬ସେକେଣ୍ଡ୍ ଗତେ ଏକପାଦ ନକ୍ଷତ୍ରଦୋଷ ଯୋଗେ ପ୍ରତିକାର କରଣୀୟ।

ଅଶୁଭସମୟ-

ରାହୁକାଳ/ କାଳବେଳା- ସକାଳ ଘଣ୍ଟା ୭।୨୯ମିନିଟ୍ ରୁ ଘଣ୍ଟା ୮।୫୭ମିନିଟ୍ ମଧ୍ୟେ।  ବାରବେଳା- ଦିବା ଘଣ୍ଟା ୨।୫୩ମିନିଟ୍ ରୁ ଘଣ୍ଟା ୪।୨୨ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୧୦ଟା ୨୪ମିନିଟ୍ ରୁ ଘଣ୍ଟା ୧୧।୫୫ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବିରାଶି-୧୦।୨୭।୧୬।୪୩-୨୫/୧୧, ଚନ୍ଦ୍ରରାଶି-୮।୨୪।୫୩।୧୫-୨୦/୯, ମଙ୍ଗଳରାଶି-୮|୨|୩୮|୨୯-୧୯/୯, ବୁଧରାଶି-୧୧|୧୪|୫୫|୭-୨୬/୧୨, ବୃହସ୍ପତିରାଶି-୬|୨୯|୭|୪୪-୧୬/୭, ଶୁକ୍ରରାଶି-୧୧|୧୨|୯|୪୮-୨୬/୧୨, ଶନିରାଶି-୮|୧୩|୫୫|୨୮-୨୦/୯, ରାହୁରାଶି-୩|୨୦|୩୧|୧୧-୯/୪, କେତୁରାଶି-୯|୨୦|୩୧|୧୧-୨୨/୧୦।

ଆଜିରଲଗ୍ନ

ନିଶାନ୍ତ ୪ ଟା ୨୮ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ୬ଟା ୭ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ।

୭ଟା ୪୧ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।୯ଟା ୨୪ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୧୧ଟା ୨୩ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧ଟା ୩୬ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୩ଟା ୫୦ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୫ଟା ୫୯ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୮ଟା ୬ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୧୦ଟା ୧୮ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୧୨ଟା ୩୩ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୨ଟା ୩୯ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ନିଶାନ୍ତ ୪ଟା ୨୮ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ପ୍ରଥମ ଯୁବତୀସଂଭୋଗ, ବ୍ରତୋପନୟନ, କୋର୍ଟବିବାହ, ବିବାହ ପାଣିଗ୍ରହଣ, ଅଳଙ୍କାର ଧାରଣ ବା ନିର୍ବନ୍ଧ, ଯାନକ୍ରୟ ଓ ଆରୋହଣ, ନାମ କରଣ, ଦେବତାଗଠନ ଓ ଦେବତାପ୍ରତିଷ୍ଠା, ଦିକ୍ଷାଗ୍ରହଣ, ଔଷଧ କରଣ ଓ ସେବନ, ଧାନ୍ୟସ୍ଥାପନ, ଜଳାଶୟାରମ୍ଭ, ଜଳାଶୟପ୍ରତିଷ୍ଠା ଗୃହପ୍ରତିଷ୍ଠା ଓ ପ୍ରବେଶ, ହଳଆରମ୍ଭ, ବିହନବୁଣା, ନାଟ୍ୟାରମ୍ଭ ବା ଚଳଚ୍ଚିତ୍ର ଆରମ୍ଭ କରିପାରିବେ।  

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସକାଳ ଘଣ୍ଟା ୯।୩୪।୪୬ସେକେଣ୍ଡ୍ ମଧ୍ୟେ ପୂର୍ବାଷାଢା ନକ୍ଷତ୍ର ଧନୁରାଶି ଶୁକ୍ରମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ ଓ ସକାଳ ଘଣ୍ଟା୯।୩୪।୪୬ସେକେଣ୍ଡ୍ ପରେ ଦିବା ଘଣ୍ଟା୪।୨୦ମିନିଟ ମଧ୍ୟେ ଉତ୍ତରାଷାଢା ନକ୍ଷତ୍ର ଧନୁରାଶି ଓ ରବିମହାଦଶାରେ ଜନ୍ମ। ଦିବା ଘଣ୍ଟା୪।୨୦ମିନିଟ ପରେ ଉତ୍ତରାଷାଢା ନକ୍ଷତ୍ର ମକର ରାଶି ଓ ରବିମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!